Jó 13

Oriya Bible (GL_ORIYA) vs BKJ

Sair da comparação
1 ଆୟୁବ ଉତ୍ତର ଦଲୋ, ଦେଖ ଏସବୁ କଥା ମୁଁ ଆଗରୁ ଦେଖିଛି। ମୁଁ ତୁମ୍ଭର ପ୍ରେତ୍ୟକକ କଥା ଶୁଣିଅଛି। ମୁଁ ସେସବୁ କଥା ଶୁଣିଛି ଓ ବୁଝିଛି ମଧ୍ଯ।
1 Eis que os meus olhos têm visto tudo isto, e os meus ouvidos ouviram e entenderam.
2 ଯାହା ତୁମ୍ଭମାନେେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣ ରେ ନ୍ଯୁନ ନୁହେଁ।
2 O que vós o sabeis, o mesmo eu também sei; eu não sou inferior a vós.
3 ମୁଁ ତୁମ୍ଭ ସହିତ ତର୍କ କରିବାକୁ ଚାହୁଁ ନାହିଁ। ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ କହିବାକୁ ଚା ହେଁ। ମୁଁ ପରମେଶ୍ବରଙ୍କ ସହିତ ମାେ ବିପଦ ସମ୍ପର୍କ ରେ ୟୁକ୍ତି କରିବାକୁ ଇଚ୍ଛା କରେ।
3 Certamente eu quero falar com o Todo-Poderoso, e desejo argumentar com Deus.
4 କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।
4 Mas vós sois forjadores de mentiras, vós todos sois médicos sem valor.
5 ମୁଁ ଚା ହେଁ ତୁମ୍ଭେ ଅନ୍ତତଃ ନିରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।
5 Ah, quem dera que calásseis de uma vez! isso seria a vossa sabedoria.
6 ଏବେ ମାରେ ୟୁକ୍ତି ଶୁଣ। ମୁଁ ଯାହା କହିବାକୁ ଇଚ୍ଛାକରେ ତାକୁ ମଧ୍ଯ ଶୁଣ।
6 Ouvi agora o meu raciocínio, e escutai os argumentos dos meus lábios.
7 ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ରେ ମିଥ୍ଯା କଥା କହିବ। ତୁମ୍ଭେ କ'ଣ ବିଶ୍ବାସ କରୁଛ ଯେ ତୁମ୍ଭର ମିଥ୍ଯା କଥା ପରମେଶ୍ବରଙ୍କ ଦ୍ବାରା ସମର୍ଥିତ ହବେ।
7 Falareis perversamente por Deus? E falareis enganosamente por ele?
8 ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ, କବଳେ ସେ ପରମେଶ୍ବର ବୋଲି ? ତୁମ୍ଭେ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ କି ?
8 Fareis acepção da sua pessoa? Contendereis por Deus?
9 ଯଦି ପରମେଶ୍ବର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ, ଏହା କ'ଣ ଭଲ ହବେ ଯେ ତୁମ୍ଭକୁ ପରମେଶ୍ବର ଠିକ୍ ବୋଲି କହିବେ ? ତୁମ୍ଭେ କ'ଣ ସତ ରେ ଭାବୁଛ ତୁମ୍ଭେ ପରମେଶ୍ବରଙ୍କୁ ପ୍ରତାରିତ କରିବ, ଯମେିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର।
9 Seria bom se ele vos examinasse? Ou como um homem zomba do outro, assim zombareis dele?
10 ତୁମ୍ଭେ ଜାଣ ଯଦି ତୁମ୍ଭେ ନ୍ଯାଯାଳଯ ରେ ଜଣକ ପକ୍ଷ ସମର୍ଥନ କର କାରଣ ସେ ଜଣେ ପ୍ରତିଷ୍ଠିତ ବ୍ଯକ୍ତି ତାହାହେଲେ ପରମେଶ୍ବର ତୁମ୍ଭକୁ ସମାଲୋଚନା କରିବେ।
10 Ele certamente vos reprovará, se secretamente julgardes as pessoas.
11 ପରମେଶ୍ବରଙ୍କ ମହତ୍ତ୍ବ କ'ଣ ତୁମ୍ଭକୁ ଡରାଇବ ନାହିଁ ? ତୁମ୍ଭେ ତାଙ୍କ ଦ୍ବାରା ଭୟଭୀତ ହେଉନାହଁ।
11 Sua excelência não vos deixará temerosos, e não cairá sobre vós o seu pavor?
12 ତୁମ୍ଭର ୟୁକ୍ତି ସବୁ ଅସାର। ତୁମ୍ଭର ଉତ୍ତର ସବୁ ମୂଲ୍ଯହୀନ।
12 As vossas lembranças são como cinzas; vossos corpos como corpos de barro.
13 ତୁମ୍ଭେ ଚୁପ ରୁହ ଏବଂ ମାେତେ କହିବାକୁ ଦିଅ। ଯାହା ମାେ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
13 Ficai quietos, deixai-me sozinho para que eu possa falar, e deixai vir sobre mim o que for.
14 ମୁଁ ନିଜକୁ ବିପଦ ରେ ପକାଇବି ଏବଂ ମାେ ଜୀବନ ନିଜ ହାତ ରେ ଦବେି।
14 Por que razão tomo minha carne com os meus dentes, e ponho a minha vida na minha mão?
15 ସେ ମାେତେ ମାରି ଦଇେ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖ ରେ ମାରେ ପକ୍ଷ ପ୍ରସ୍ତୁତ କରିବି।
15 Ainda que ele me mate, contudo eu confiarei nele; mas manterei meus próprios caminhos diante dele.
16 ଯଦି ପରମେଶ୍ବର ମାେତେ ମୁକ୍ତି ପ୍ରଦାନ କରନ୍ତି, ଏହା କବଳେ ମାରେ ସାହସିକ ବକ୍ତବ୍ଯ ପାଇଁ। କୌଣସି ଦୁଷ୍ଟ ବ୍ଯକ୍ତି କବେେ ପରମେଶ୍ବରଙ୍କ ସମ୍ମୁଖକୁ ଆସିବାକୁ ସାହାସ କରିବେ ନାହିଁ।
16 Ele também será a minha salvação; porque um hipócrita não virá perante ele.
17 ମୁଁ ଯାହା କରୁଛି, ମାେ କଥା ମନଯାଗେ ଦଇେ ଶୁଣ। ମାେତେ ବୁଝାଇ କହିବାକୁ ଦିଅ।
17 Ouvi diligentemente meu discurso, e a minha declaração com os vossos ouvidos.
18 ମୁଁ ବର୍ତ୍ତମାନ ମାେ ପକ୍ଷ ସମର୍ଥନ କରିବାକୁ ପ୍ରସ୍ତୁତ ଅଟେ। ମୁଁ ସତର୍କତାର ସହିତ ମାରେ ତର୍କ ଉପସ୍ଥାପନ କରିବି। ମୁଁ ଜାଣେ ମୁଁ ଶଷେ ରେ ନିଜକୁ ସରଳ ବୋଲି ପ୍ରମାଣିତ କରିପାରିବି।
18 Eis que agora eu tenho ordenado a minha causa, e sei que eu serei justificado.
19 ଯଦି କୌଣସି ବ୍ଯକ୍ତି ପ୍ରମାଣ କରିପା ରେ ଯେ ମୁଁ ଭୁଲ ତା' ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ ହାଇଯେିବି।
19 Quem é o que pleiteará comigo? Porque agora, se eu retiver a minha língua, eu darei o espírito.
20 ହେ ପରମେଶ୍ବର ମାେତେ କବଳେ ଦୁଇଟି ବସ୍ତୁ ଦିଅ ଓ ମୁଁ ତୁମ୍ଭଠାରୁ ଲୁଚିବି ନାହିଁ।
20 Somente duas coisas não faças para comigo; então eu não me esconderei de ti:
21 ମାେତେ ଦଣ୍ଡ ଦବୋ ବନ୍ଦକର, ଏବଂ ମାେତେ ତୁମ୍ଭ ଭୟାବହତା ରେ ଭୟଭୀତ କର ନାହିଁ।
21 Retira a tua mão para longe de mim, e não permita que o teu pavor me atemorize.
22 ତା'ପରେ ମାେତେ ଡ଼ାକ ମୁଁ ଉତ୍ତର ଦବେି କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ।
22 Então chama e eu responderei; ou deixa-me falar e responde-me.
23 ମୁଁ କେତେ ପାପ କରିଛି ? ମୁଁ କ'ଣ ଅଧର୍ମ କରିଛି ? ମାେତେ ମାରେ ପାପ ଓ ଭୁଲ୍ ସବୁ ଜଣାଇ ଦିଅ।
23 Quantos são minhas iniquidades e pecados? Faz-me conhecer minha transgressão e o meu pecado.
24 ହେ ପରମେଶ୍ବର, ଆପଣ କାହିଁକି ମାଠାରୁେ ଦୂ ରଇେ ଯାଉଛନ୍ତି, ଏବଂ ଶତ୍ରୁଭଳି ବ୍ଯବହାର କରୁଛନ୍ତି ?
24 Por que escondes a tua face, e me tens por teu inimigo?
25 ତୁମ୍ଭେ କ'ଣ ମାେତେ ଡ଼ରାଇବାକୁ ଚେଷ୍ଟା କରୁଛ ? ମୁଁ ଏକ ପାତ୍ର ଯାହାକି ପବନ ରେ ଉଡ଼ିୟାଏ। ତୁମ୍ଭେ କ'ଣ କୁଟାଖିଆ ପଛ ରେ ଗୋଡ଼ାଇବ ?
25 Quebrarás uma folha levada pelo vento de lá para cá? E perseguirás o restolho seco?
26 ହେ ପରମେଶ୍ବର, ତୁମ୍ଭେ ମାେ ବିରୁଦ୍ଧ ରେ ତିକ୍ତ କଥା କହୁଛ ଏବଂ ହୁଏତ ମାେ ୟୌବନର ପାପ ପାଇଁ ମାେତେ ଶାସ୍ତି ପ୍ରଦାନ କରୁଛ।
26 Porque escreves coisas amargas contra mim, e me fazes possuir as iniquidades da minha juventude.
27 ତୁମ୍ଭେ ମାେ ପାଦ ରେ ବଡ଼େି ବାନ୍ଧିଛ ଏବଂ ମାରେ ପ୍ରେତ୍ୟକକ ଆଗଇବୋ ପାଦକୁ ଲକ୍ଷ୍ଯ ରଖିଛ ଓ ମାରେ ପ୍ରେତ୍ୟକକ ଗତିବିଧିକୁ ଲକ୍ଷ୍ଯ କରୁଛ।
27 Também pões os meus pés no cepo, e olhas estreitamente para todos os meus caminhos, e pões uma marca nos calcanhares dos meus pés.
28 ତେଣୁ ମୁଁ ଧୀ ରେ ଧୀ ରେ ଦୁର୍ବଳ ହାଇେ ପଡ଼ୁଅଛି ଖଣ୍ଡେ ପଚା କାଠପରି ଚଥା ଖଣ୍ଡେ ପୋକଖିଆ କପଡ଼ା ପରି।
28 E ele, como a uma coisa podre, consome, como uma roupa que é comida pela traça.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 13, comparar traduções ou montar um estudo — tudo direto pelo WhatsApp.