Jó 12

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ତା'ପରେ ଆୟୁବ ସମାନଙ୍କେୁ ଉତ୍ତର ଦଇେ କହିଲା,
1 Então, Jó respondeu:
2 ତୁମ୍ଭେ ଭାବୁଛ ତୁମ୍ଭେ କବଳେ ଜ୍ଞାନୀ ଲୋକ। ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ ତୁମ୍ଭ ସହିତ ଜ୍ଞାନ ମଧ୍ଯ ମରିୟିବ।
2 Na verdade, vós sois o povo, e convosco morrerá a sabedoria.
3 କିନ୍ତୁ ମାରେ ମନ ତୁମ୍ଭର ମନ ଭଳି ଭଲ। ମୁଁ ତୁମ୍ଭ ଠାରୁ ନ୍ଯୁନ ନୁହେଁ। ଯେ କୌଣସି ଲୋକ ଏହା ସତ୍ଯ ବୋଲି ଦେଖିପାରିବ।
3 Também eu tenho entendimento como vós; eu não vos sou inferior; quem não sabe coisas como essas?
4 ମୁଁ ମାରେ ବନ୍ଧୁମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି। ସମାନେେ କୁହନ୍ତି : ସେ 'ପରମେଶ୍ବରଙ୍କୁ ଡ଼ାକିଲା ଓ ପରମେଶ୍ବର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।' ମୁଁ ଜଣେ ଧାର୍ମିକ ବ୍ଯକ୍ତି, ମୁଁ ସରଳ ତଥାପି ସମାନେେ ମାେତେ ଦେଖି ହସନ୍ତି।
4 Eu sou irrisão para os meus amigos; eu, que invocava a Deus, e ele me respondia; o justo e o reto servem de irrisão.
5 ମଶାଲ ତା' ପାଇଁ ଆବଶ୍ଯକ ନାହିଁ ୟିଏ ନିଜକୁ ସୁରକ୍ଷିତ ବୋଲି ଭାବେ। ଏହା ସହେିମାନଙ୍କ ପାଇଁ ଉପ ଯୋଗୀ, ଯେଉଁମାନଙ୍କର ପାଦ ଖସି ଯାଉଛି।
5 No pensamento de quem está seguro, há desprezo para o infortúnio, um empurrão para aquele cujos pés já vacilam.
6 ଡ଼କାଯତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ବରଙ୍କୁ ବିରକ୍ତ କରାନ୍ତି, ସମାନେେ ଶାନ୍ତି ରେ ରହନ୍ତି ଏବଂ ସମାନଙ୍କେର ବଳ ହେଉଛି ସମାନଙ୍କେର ପରମେଶ୍ବର।
6 As tendas dos tiranos gozam paz, e os que provocam a Deus estão seguros; têm o punho por seu deus.
7 ତୁମ୍ଭେ ଜନ୍ତୁମାନଙ୍କୁ ପଚାର ସମାନେେ ତୁମ୍ଭକୁ ଶିକ୍ଷା ଦବେେ, ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଚାର ସମାନେେ ତୁମ୍ଭକୁ କହିବେ।
7 Mas pergunta agora às alimárias, e cada uma delas to ensinará; e às aves dos céus, e elas to farão saber.
8 ତୁମ୍ଭେ ପୃଥିବୀକୁ ପଚାର ସେ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ସମୁଦ୍ରର ମାଛକୁ ପଚାର ସେ ତୁମ୍ଭକୁ ଜ୍ଞାନ କଥା କହିବ।
8 Ou fala com a terra, e ela te instruirá; até os peixes do mar to contarão.
9 ଏକଥା ସମସ୍ତେ ଜାଣନ୍ତି ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି।
9 Qual entre todos estes não sabe que a mão do
10 ପ୍ରେତ୍ୟକକ ଜୀବନ୍ତ ପ୍ରାଣୀ ଓ ନିଶ୍ବାସ ନଇେ ବଞ୍ଚୁଥିବା ମଣିଷସବୁ ପରମେଶ୍ବରଙ୍କ ଶକ୍ତିର ଅଧୀନ ରେ।
10 Na sua mão está a alma de todo ser vivente e o espírito de todo o gênero humano.
11 କିନ୍ତୁ ଜିହ୍ବା ଯେପରି ଖାଦ୍ୟର ସ୍ବାଦ ବାରିପା ରେ। କାନ ସପରେି ଶୁଣୁଥିବା ଶବ୍ଦକୁ ବାରିପା ରେ।
11 Porventura, o ouvido não submete à prova as palavras, como o paladar prova as comidas?
12 ତେଣୁ ଆମ୍ଭେ କହୁଛୁ, 'ଜ୍ଞାନ ବୃଦ୍ଧ ଲୋକମାନଙ୍କଠା ରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।'
12 Está a sabedoria com os idosos, e, na longevidade, o entendimento?
13 କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ବରଙ୍କଠା ରେ ଅଛି। ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।
13 Não! Com Deus está a sabedoria e a força; ele tem conselho e entendimento.
14 ଯଦି ପରମେଶ୍ବର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରିପାରନ୍ତି ନାହିଁ। ଯଦି ପରମେଶ୍ବର ଜଣକୁ ବନ୍ଦୀଗୃହ ରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟାକରି ମଧ୍ଯ ତାକୁ ମୁକୁଳାଇ ପାରନ୍ତି ନାହିଁ।
14 O que ele deitar abaixo não se reedificará; lança na prisão, e ninguém a pode abrir.
15 ଯେତବେେଳେ ପରମେଶ୍ବର ବର୍ଷାକୁ ରଦ୍ଦ କରନ୍ତି, ତା' ହେଲେ ପୃଥିବୀ ଶୁଷ୍କ ହାଇୟୋଏ ଏବଂ ସେ ଯେତବେେଳେ ବର୍ଷା ଛାଡ଼ି ଦିଅନ୍ତି, ତା' ହେଲେ ପୃଥିବୀ ରେ ବନ୍ଯା ହାଇୟୋଏ।
15 Se retém as águas, elas secam; se as larga, devastam a terra.
16 ପରମେଶ୍ବର ଅତ୍ଯନ୍ତ ବଳଶାଳୀ, ସବୁଠା ରେ ତାଙ୍କର ବିଜଯ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ବରଙ୍କ ଉପରେ ନିର୍ଭର କରେ।
16 Com ele está a força e a sabedoria; seu é o que erra e o que faz errar.
17 ପରମେଶ୍ବର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି ଓ ନେତା ବା ବିଚାରକମାନଙ୍କୁ ନିର୍ବୋଧ ରେ ପରିଣତ କରନ୍ତି।
17 Aos conselheiros, leva-os despojados do seu cargo e aos juízes faz desvairar.
18 ରାଜା ଲୋକମାନଙ୍କୁ ବନ୍ଦୀ ଗୃହ ରେ ନିକ୍ଷପେ କରନ୍ତି। କିନ୍ତୁ ପରମେଶ୍ବର ସହେି ଲୋକମାନଙ୍କୁ ମୁକ୍ତି ଦଇେ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି।
18 Dissolve a autoridade dos reis, e uma corda lhes cinge os lombos.
19 ପରମେଶ୍ବର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନକରେନ୍ତି।
19 Aos sacerdotes, leva-os despojados do seu cargo e aos poderosos transtorna.
20 ପରମେଶ୍ବର ବିଶ୍ବସ୍ତ ପରାମର୍ଶଦାତାମାନଙ୍କୁ ମଧ୍ଯ ଚୁପ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।
20 Aos eloquentes ele tira a palavra e tira o entendimento aos anciãos.
21 ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।
21 Lança desprezo sobre os príncipes e afrouxa o cinto dos fortes.
22 ପରମେଶ୍ବର ଅନ୍ଧକାରର ଗୂଢ଼ ରହସ୍ଯକୁ ଜାଣନ୍ତି। ସେ ମୃତ୍ଯୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦଇେ ପାରନ୍ତି।
22 Das trevas manifesta coisas profundas e traz à luz a densa escuridade.
23 ପରମେଶ୍ବର ରାଜ୍ଯକୁ ଦୃଢ଼ ଓ ଶକ୍ତିଶାଳୀ କରନ୍ତି ଓ ଶଷେ ରେ ତାକୁ ବିଛାଡ଼ି ପକାନ୍ତି। ସେ ରାଜ୍ଯକୁ ବୃଦ୍ଧି କରନ୍ତି ଏବଂ ତା'ର ଲୋକମାନଙ୍କୁ ବିନାଶ କରନ୍ତି।
23 Multiplica as nações e as faz perecer; dispersa-as e de novo as congrega.
24 ପରମେଶ୍ବର ନେତାମାନଙ୍କୁ ବୋକା ବନାଇ ମରୁଭୂମିରେ ଉଦ୍ଦେଶ୍ଯହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।
24 Tira o entendimento aos príncipes do povo da terra e os faz vaguear pelos desertos sem caminho.
25 ସହେି ନେତାମାନେ ଆଲୋକ ବିନା ଅନ୍ଧାର ରେ ଦରାଣ୍ଡି ହୁଅନ୍ତି। ପରମେଶ୍ବର ସମାନଙ୍କେୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି।
25 Nas trevas andam às apalpadelas, sem terem luz, e os faz cambalear como ébrios.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 12, comparar traduções ou montar um estudo — tudo direto pelo WhatsApp.