Jó 11

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଏହାପରେ ନାମଥାଯ ସୋଫର ଆୟୁବକୁ ଉତ୍ତର ଦଇେ କହିଲା।
1 Então Zofar, de Naamá, respondeu a Jó:
2 ଏତେ ଶବ୍ଦର ବନ୍ଯାର କିଛି ଉତ୍ତର ଦିଆୟିବ ନାହିଁ କି। ଏହା କ'ଣ ଆୟୁବର ନିର୍ଦ୍ ଦୋଷତା ପ୍ରମାଣ କରୁଛି ? ନାଁ।
2 “Não haverá resposta a essa torrente de palavras? Uma pessoa é inocentada só por falar muito?
3 ତୁମ୍ଭେ କ'ଣ ଭାବୁଛ ଆୟୁବ ଆମ୍ଭ ପାଖ ରେ ତୁମ୍ଭକୁ ଉତ୍ତର ଦବୋକୁ କିଛି ନାହିଁ। ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କଲ, ଲୋକେ କ'ଣ ତୁମ୍ଭକୁ ଚତାବେନୀ ନ ଶୁଣାଇ ନୀରବ ରେ ତାହା ସହ୍ଯ କରିବେ।
3 Devem todos calar-se enquanto você continua a tagarelar? Quando zomba de Deus, ninguém o repreenderá?
4 ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ କହୁଛ, 'ମାରେ ୟୁକ୍ତିତର୍କ ସବୁ ଠିକ୍ ଏବଂ ମୁଁ ତୁମ୍ଭ ଦୃଷ୍ଟି ରେ ପବିତ୍ର।'
4 Você afirma: ‘Minhas crenças são puras’ e ‘Sou limpo aos olhos de Deus’.
5 ଆୟୁବ, ଆହା ସତ ରେ ଯଦି ପରମେଶ୍ବର ତୁମ୍ଭକୁ କଥା କହନ୍ତେ ଏବଂ କହନ୍ତେ ତୁମ୍ଭେ ଭଲ।
5 Se ao menos Deus se pronunciasse e lhe dissesse o que pensa!
6 ପରମେଶ୍ବର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ଯ ବିଷଯ ରେ କହନ୍ତେ ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି। ଆୟୁବ ତୁମ୍ଭେ ଶୁଣ, ପରମେଶ୍ବର ତୁମ୍ଭକୁ ଦଣ୍ଡ ଦେଉ ନାହାଁନ୍ତି ଯେତିକି ସେ ତୁମ୍ଭକୁ ଦବୋ କଥା।
6 Se ao menos lhe revelasse os segredos da sabedoria, pois a verdadeira sabedoria não é coisa simples! Escute! Deus sem dúvida o está castigando muito menos do que você merece.
7 ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?
7 “Acaso você pode desvendar os mistérios de Deus e descobrir tudo sobre o Todo-poderoso?
8 ସଗେୁଡ଼ିକ ସ୍ବର୍ଗ ଅପେକ୍ଷା ଉଚ୍ଚ ରେ। ସଗେୁଡ଼ିକ ବିଷଯ ରେ ତୁମ୍ଭେ କ'ଣ କରିପାରିବ ? ସଗେୁଡ଼ିକ କବର ଅପେକ୍ଷା ଗଭୀର। ତୁମ୍ଭେ ସହେି ବିଷଯ ରେ କ'ଣ ଜାଣ ?
8 Esse conhecimento é mais alto que os céus, e o que você pode fazer? É mais profundo que o abismo, e o que você pode saber?
9 ପରମେଶ୍ବର ପୃଥିବୀଠାରୁ ଉଚ୍ଚ ଗରୀଯାନ ସମୁଦ୍ରଠାରୁ ଆହୁରି ଗଭୀର।
9 É mais vasto que a terra e mais amplo que o mar.
10 ଯଦି ପରମେଶ୍ବର ତୁମ୍ଭକୁ ବନ୍ଦୀକରି ବିଚାର ସଭା ରେ ଉପସ୍ଥାପିତ କରାନ୍ତି, କିଏ ତାକୁ ବାରଣ କରିବ।
10 Se Deus passa e prende alguém ou convoca o tribunal, quem pode detê-lo?
11 ସତ ରେ ପରମେଶ୍ବର ଜାଣନ୍ତି କିଏ ଅ ଯୋଗ୍ଯ। ପରମେଶ୍ବର ଯେତବେେଳେ ମନ୍ଦ ବିଷଯ ଦେଖନ୍ତି, ସେ ତାହା ମନେ ପକାନ୍ତି।
11 Pois ele conhece os falsos e registra seus pecados.
12 ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦଇପୋ ରେ ନାହିଁ। ଜଣେ ବୋକା କବେେ ଜ୍ଞାନୀ ହାଇପୋରିବ ନାହିଁ।
12 É tão impossível um tolo tornar-se sábio como um jumento selvagem dar à luz uma criança.
13 କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ବରଙ୍କ ସବୋପାଇଁ ପ୍ରସ୍ତୁତ ହବୋ ଉଚିତ। ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇହାତ ପ୍ରସାରିତ କର।
13 “Se ao menos você preparasse o coração e levantasse as mãos a Deus em oração!
14 ଯଦି ତୁମ୍ଭ ହାତ ରେ ପାପ ବା ଅଧର୍ମ ଥାଏ ତା' ହେଲେ ତାକୁ ଦୂର କର ଓ ଅନ୍ଯାଯକୁ ତୁମ୍ଭ ଗୃହ ରେ ବାସ କରିବାକୁ ଦିଅନାହିଁ।
14 Livre-se de seus pecados e deixe toda a maldade para trás.
15 ତା'ପରେ ତୁମ୍ଭେ ଲଜ୍ଜ୍ଯାରହିତ ହାଇେ ପରମେଶ୍ବରଙ୍କୁ ଦେଖି ପାରିବ ଏବଂ ତୁମ୍ଭେ ବିନା ଭୟ ରେ ପରମେଶ୍ବରଙ୍କ ଆଗ ରେ ଶକ୍ତିଶାଳୀ ହାଇେ ଛିଡ଼ା ହାଇେ ପାରିବ।
15 Então seu rosto se iluminará com a inocência; você será forte e não terá medo.
16 ତା'ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିୟିବ। ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହାଇଯେିବ।
16 Você se esquecerá de seus sofrimentos; serão como águas passadas.
17 ତା'ପରେ ତୁମ୍ଭର ଜୀବନ ମଧ୍ଯାହ୍ନର ସୂର୍ୟ୍ଯ କିରଣଠାରୁ ଆହୁରି ନିର୍ମଳ ହବେ। ଜୀବନର ଅନ୍ଧକାରମଯ ସମୟଗୁଡ଼ିକ ପ୍ରଭାତର ସୂର୍ୟ୍ଯ ତୁଲ୍ଯ ଚକ୍ଚକ୍ ହବେ।
17 Sua vida será mais luminosa que o meio-dia; até a escuridão será clara como a manhã.
18 ପରମେଶ୍ବର ତୁମ୍ଭର ଯତ୍ନ ନବେେ ଏବଂ ତୁମ୍ଭକୁ ଶାନ୍ତି ଦବେେ। ତା'ପରେ ତୁମ୍ଭେ ତୁମ୍ଭର ଚତୁଃପାଶର୍‌ବକୁ ଅନାଇବ ଏବଂ ନିରାପଦ ରେ ବିଶ୍ରାମ ନବେ।
18 Você se sentirá seguro, pois terá esperança; estará protegido e descansará tranquilo.
19 ତୁମ୍ଭେ ଶାନ୍ତି ରେ ଶାଇେପାରିବ! କହେି ତୁମ୍ଭକୁ ବିବ୍ରତ କରିପାରିବେ ନାହିଁ। ତୁମ୍ଭର ସାହାୟ୍ଯ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ।
19 Sem medo se deitará, e muitos buscarão sua ajuda.
20 ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସମାନଙ୍କେୁ ବିଫଳତା ଦବେ। ଦୁଷ୍ଟ ଲୋକ ସାହାୟ୍ଯ ପାଇଁ ହାତ ବଢ଼ାଇ ପାରନ୍ତି। କିନ୍ତୁ ସମାନେେ ତାଙ୍କ ଅସୁବିଧାରୁ ରକ୍ଷା ପାଇପାରିବେ ନାହିଁ। ସମାନଙ୍କେର ଆଶା କବଳେ ମୃତ୍ଯୁ ଆଡ଼କୁ ନଇୟୋଏ।
20 Os perversos, porém, ficarão cegos, sem ter para onde fugir; sua única esperança será a morte”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 11, comparar traduções ou montar um estudo — tudo direto pelo WhatsApp.