Jó 10
Oriya Bible (GL_ORIYA) vs NVT
1 ମୁଁ ମାରେ ନିଜର ପ୍ରାଣକୁ ଘୃଣା କରେ ତେଣୁ ମୁଁ ସ୍ବଚ୍ଛନ୍ଦ ରେ ମାରେ ଅଭିଯୋଗ କରିବି। ମାରେ ଆତ୍ମା ତିକ୍ତ ହାଇେ ଗଲାଣି। ତେଣୁ ବର୍ତ୍ତମାନ ମୁଁ କହିପାରିବି।
1 “Estou cansado de minha vida, vou me queixar abertamente; minha alma amargurada precisa se expressar.
2 ମୁଁ ପରମେଶ୍ବରଙ୍କୁ କହି ପାରିବି, ' ମାେତେ କଳଙ୍କିତ କର ନାହିଁ। ମାେତେ କବଳେ ଏତିକି କୁହନ୍ତୁ, ମୁଁ କ'ଣ ଭୁଲ କରିଛି। ଆପଣଙ୍କର ମାେ ବିପକ୍ଷ ରେ କ'ଣ କହିବାର ଅଛି।
2 Direi a Deus: ‘Não apenas me condenes; dize-me que acusações tens contra mim.
3 ଯେତବେେଳେ ପରମେଶ୍ବର, ମାେତେ ଆଘାତ କରନ୍ତି, ତାହା କ'ଣ ତୁମ୍ଭକୁ ଖୁସି କରେ ? ଏପରି ଦଖାଯାେଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନା ରେ ଖୁସି।
3 Que vantagem tens em me oprimir? Por que me rejeitas, se sou obra de tuas mãos, enquanto sorris para as tramas dos perversos?
4 ହେ ପରମେଶ୍ବର, ତୁମ୍ଭର କ'ଣ ଚର୍ମର ଚକ୍ଷୁ ଅଛି। ମନୁଷ୍ଯମାନେ ଯେପରି ଦେଖନ୍ତି, ତୁମ୍ଭେ କ'ଣ ସପରେି ଦେଖ।
4 Acaso teus olhos são como os nossos? Vês as coisas como um ser humano qualquer?
5 ତୁମ୍ଭର ଆଯୁ କ'ଣ ମନୁଷ୍ଯର ଆଯୁ ଭଳି କ୍ଷୀଣ। ତୁମ୍ଭର ଜୀବନ କ'ଣ ମନୁଷ୍ଯର ଜୀବନଭଳି କ୍ଷଣସ୍ଥାଯୀ?
5 Tua vida é tão breve como a nossa? Vives tão pouco, como o homem,
6 ତୁମ୍ଭେ ମାରେ ଅଧର୍ମ ଓ ପାପକୁ ଖୋଜୁଛ।
6 que precisas, sem demora, investigar minha culpa e procurar meu pecado?
7 ତୁମ୍ଭେ ତ ଜାଣ ମୁଁ ନିର୍ଦ୍ ଦୋଷ। କିନ୍ତୁ ତୁମ୍ଭ ହାତରୁ ମାେତେ କହେି ଉଦ୍ଧାର କରିପାରିବେ ନାହିଁ।
7 Embora saibas que não sou culpado, não há quem possa livrar-me de tuas mãos.
8 ହେ ପରମେଶ୍ବର, ତୁମ୍ଭେ ମାେତେ ତୁମ୍ଭ ହାତ ରେ ଗଢ଼ିଛ। ମାରେ ଶରୀରକୁ ତୁମ୍ଭେ ନିର୍ମାଣ କରିଛ। କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମାେତେ ଧ୍ବଂସ କରିଛ।
8 “‘Tu me formaste com tuas mãos; tu me fizeste e, no entanto, me destróis por completo.
9 ହେ ପରମେଶ୍ବର, ତୁମ୍ଭେ ମନରେଖ ତୁମ୍ଭେ ମାେତେ ମାଟି ତୁଲ୍ଯ ତିଆରି କରିଥିଲ। ପୁଣି ମାେତେ ଧୂଳି ରେ ମିଶାଇ ଦବେ କି ?
9 Lembra-te de que do barro me fizeste; acaso me farás voltar tão depressa ao pó?
10 ତୁମ୍ଭେ କ୍ଷୀର ପରି ମାେତେ ଢ଼ାଳି ଦଇେଛ, ତୁମ୍ଭେ ଛନୋ ପରି ମାେତେ ଘୁରାଅ ଏବଂ ଚିପୁଡ଼ି ଦିଅ।
10 Tu guiaste minha concepção e me moldaste no ventre materno.
11 ଏତେ ତୁମ୍ଭେ ମାେତେ ହାଡ ଓ ଶିରା ରେ ମାରେ ଶରୀର ଗଢ଼ିଛ ତା'ପରେ ଚର୍ମ ଓ ମାଂସ ରେ ମାରେ ଶରୀର ଆଚ୍ଛାଦିତ କରିଛ।
11 Com carne e pele me vestiste e me teceste os ossos com meus tendões.
12 ତୁମ୍ଭେ ମାେତେ ଜୀବନ ଦାନ କରିଛ ଏବଂ ମାେତେ ଦୟା ଦଖାଇେଛ। ତୁମ୍ଭେ ମାରେ ଯତ୍ନ ନଇେଛ ଏବଂ ମାରେ ଆତ୍ମାର ପର୍ୟ୍ଯବେକ୍ଷକ ହାଇେଛ।
12 Tu me deste vida e me mostraste teu amor, e com teu cuidado me preservaste.
13 ତଥାପି ଏସବୁ ବିଷଯ ତୁମ୍ଭେ ତୁମ୍ଭ ହୃଦଯ ରେ ଗୋପନ ରଖିଥିଲ ମୁଁ ଜାଣେ ଏହା ତୁମ୍ଭ ମନର ଗୋପନ ଅଭିପ୍ରାଯ। ହଁ, ମୁଁ ଜାଣେ ଏହାହିଁ ତୁମ୍ଭ ମନର ବିଚାର।
13 “‘Teu verdadeiro motivo, porém, tua real intenção,
14 ଯଦି ମୁଁ ପାପ କରିଛି, ତୁମ୍ଭେ ମାେତେ ଦେଖିବ, ଯେ ହତେୁ ତୁମ୍ଭେ ମାେତେ ଅଧର୍ମ କରିଥିବାରୁ ଶାସ୍ତି ଦବେ।
14 era me vigiar e, se eu pecasse, não perdoar minha culpa.
15 ମୁଁ ଯେତବେେଳେ ପାପ କରେ, ମୁଁ ଦୋଷୀ ହୁଏ ଏବଂ ତାହା ମାେ ପ୍ରତି ବହୁତ ଖରାପ। ଯଦିଓ ମୁଁ ନିର୍ଦ୍ ଦୋଷ ମୁଁ ମୁଣ୍ଡ ଟକେି ପା ରେ ନାହିଁ। ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ।
15 Se sou culpado, pior para mim; e, mesmo que eu seja inocente, não posso manter a cabeça erguida, pois estou cheio de vergonha e sofrimento.
16 ଯଦି ମାେ ଜୀବନ ରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟକେି ବାଟ ଚାଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମାେ ବିରୁଦ୍ଧ ରେ ପ୍ରଯୋଗ କରୁଛ।
16 Se mantenho a cabeça erguida, tu me caças como um leão e manifestas contra mim teu imenso poder.
17 ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମାେ ବିରୁଦ୍ଧ ରେ ନଇେଆସ ମାେତେ ଅଧର୍ମ ପ୍ରମାଣିତ କରିବା ପାଇଁ। ତୁମ୍ଭେ ଆପଣା ରାଗକୁ ମାେ ଉପରେ ବାରମ୍ବାର ନାନା ପ୍ରକାର ରେ ବୃଦ୍ଧି କରୁଛ। ତୁମ୍ଭେ ସୈନ୍ଯ ପରେ ସୈନ୍ଯ ମାେ ବରୁଦ୍ଧ ରେ ପଠାଇଛ।
17 Repetidas vezes depões contra mim; sobre mim derramas tua ira crescente e me atacas com um exército após o outro.
18 ହେ ପରମେଶ୍ବର, ତୁମ୍ଭେ ମାେତେ କାହିଁକି ଜନ୍ମ ହବୋକୁ ଦଲେ ? ମୁଁ ଇଚ୍ଛା କରେ କହେି ମାେତେ ଦେଖିବା ପୂର୍ବରୁ ମରିୟାଇଥାନ୍ତି।
18 “‘Por que, então, me tiraste do ventre de minha mãe? Por que não me deixaste morrer antes de vir ao mundo?
19 ମାେତେ ଭଲ ହାଇେଥାଆନ୍ତା ଯଦି ମୁଁ ବଞ୍ଚି ନ ଥାଆନ୍ତି। କି ମାତୃଗର୍ଭରୁ ସିଧା କବରକୁ ୟାଇଥିଲେ ଭଲ ହାଇେଥାନ୍ତା।
19 Seria como se eu nunca tivesse existido; iria direto do ventre para o túmulo.
20 ମାରେ ଜୀବନ ପ୍ରାଯ ଶଷେ ହାଇୟୋଇଛି, ତେଣୁ ମାେତେ ଛାଡ଼ି ଦିଅ। ଯାହା କିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ।
20 Restam-me apenas alguns dias; por favor, deixa-me em paz, para que eu tenha um instante de alívio
21 ପୂର୍ବରୁ ମୁଁ ସହେି ସ୍ଥାନକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ। ଯାହା ମୃତ୍ଯୁ ଓ ଅନ୍ଧକାର ଅଟେ।
21 antes de partir para a terra de escuridão e densas sombras, para nunca mais voltar.
22 ମାରେ ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସହେି ଦେଶକୁ ୟିବା ପୂର୍ବରୁ ଯାହାକୁ କହେି କବେେ ଦେଖି ନାହିଁ, ସହେି ଅନ୍ଧକାର ଅବ୍ଯବସ୍ଥା ରାଜ୍ଯ ରେ ଆଲୋକ ମଧ୍ଯ ଘନ ଅନ୍ଧକାର ସମାନ ଅଟେ।
22 É uma terra escura como a meia-noite, terra de profunda escuridão e desordem, onde até mesmo a luz é escura como a meia-noite’”.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 10, comparar traduções ou montar um estudo — tudo direto pelo WhatsApp.