João 9

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା।
1 Ao passar, Jesus viu um cego de nascença.
2 ଯୀଶୁଙ୍କର ଶିଷ୍ଯମାନେ ତାହାଙ୍କୁ ପଚାରିଲେ, ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହତେୁ ଅନ୍ଧ ହାଇେ ଜନ୍ମ ହେଲା? ଏହା ତା' ନିଜର ପାପ ନା ତା ପିତାମାତାଙ୍କର?
2 Seus discípulos lhe perguntaram: "Mestre, quem pecou: este homem ou seus pais, para que ele nascesse cego? "
3 ଯୀଶୁ ଉତ୍ତର ଦେଲେ, ଏହା ତାର ପାପ କି ତା' ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହାଇେ ଜନ୍ମ ହାଇେଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲା ବେଳେ ଲୋକମାନଙ୍କ ଆଗ ରେ ପରମେଶ୍ବରଙ୍କ ଶକ୍ତି ପ୍ରଦର୍ଶିତ ହାଇପୋରିବ।
3 Disse Jesus: "Nem ele nem seus pais pecaram, mas isto aconteceu para que a obra de Deus se manifestasse na vida dele.
4 ଦିନ ଥାଉଁ ଥାଉଁ ମାରେ ପ୍ ରରଣୋକର୍ତ୍ତାଙ୍କ କାର୍ୟ୍ଯ ଆମ୍ଭେ ଅବିରତ କରିବା ଉଚିତ୍। ରାତି ଆସୁଅଛି। ରାତି ରେ କହେି କାର୍ୟ୍ଯ କରିପାରିବେ ନାହିଁ।
4 Enquanto é dia, precisamos realizar a obra daquele que me enviou. A noite se aproxima, quando ninguém pode trabalhar.
5 ମୁଁ ଜଗତ ରେ ଥିବା ପର୍ୟ୍ଯନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।
5 Enquanto estou no mundo, sou a luz do mundo".
6 ଯୀଶୁ ଏକଥା କହିଲା ପରେ ଭୂଇଁ ରେ ଛପେ ପକାଇ କାଦୁଅ କରି, ସହେି କାଦୁଅକୁ ନଇେ ସେ ସହେି ଜନ୍ମାନ୍ଧ ଲୋକଟିର ଆଖି ରେ ଲଗଇେ ଦେଲେ।
6 Tendo dito isso, ele cuspiu no chão, misturou terra com saliva e aplicou-a aos olhos do homem.
7 ଯୀଶୁ ତାହାଙ୍କୁ କହିଲେ, ଯାଅ, ଶିଲୋହ ପୋଖରୀ ରେ ଧୋଇ ଦିଅ। (ଶିଲୋହ ପଦର ଅର୍ଥ 'ପ୍ ରରେିତ ା') ତା'ପରେ ସେ ଅନ୍ଧ ଲୋକଟି ପୋଖରୀ ରେ ଧୋଇ ହାଇେ ଆସିଲା। ସେ ବର୍ତ୍ତମାନ ଦେଖିପାରୁଥିଲା।
7 Então lhe disse: "Vá lavar-se no tanque de Siloé" ( que significa Enviado ). O homem foi, lavou-se e voltou vendo.
8 କେତକେ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସହେି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, ଦେଖ, ୟିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସହେି ନୁହେଁ କି?
8 Seus vizinhos e os que anteriormente o tinham visto mendigando perguntaram: "Não é este o mesmo homem que costumava ficar sentado, mendigando? "
9 କେତକେ କହିଲେ, ହଁ, ଏ ସହେି ଲୋକ। କିନ୍ତୁ ଅନ୍ୟ ଲୋକମାନେ କହିଲେ, ନାଁ, ଏ ସହେି ଲୋକ ନୁହେଁ। ଏ ଲୋକଟି ତା'ରି ଭଳି ଦଖାଯାେଉଛି।
9 Alguns afirmavam que era ele. Outros diziam: "Não, apenas se parece com ele". Mas ele próprio insistia: "Sou eu mesmo".
10 ଲୋକମାନେ ତାକୁ ପଚାରିଲେ, କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?
10 "Então, como foram abertos os seus olhos? ", interrogaram-no eles.
11 ସେ ଲୋକଟି ଉତ୍ତର ଦଲୋ ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛପେ ଦ୍ବାରା ମାଟିକୁ କାଦୁଅ କରି ମାେ ଆଖି ରେ ବୋଳି ଦେଲେ। ତା'ପରେ ସେ ମାେତେ ଶିଲୋହ ପୋଖରୀ ରେ ଧୋଇ ହବୋ ପାଇଁ କହିଲେ। ତା'ପରେ ମୁଁ ସହେି ପୋଖରୀ ରେ ଧୋଇ ହବୋ ପରେ ଦେଖିପାରିଲି।
11 Ele respondeu: "O homem chamado Jesus misturou terra com saliva, colocou-a nos meus olhos e me disse que fosse lavar-me em Siloé. Fui, lavei-me, e agora vejo".
12 ଲୋକମାନେ ତାହାକୁ ପଚାରିଲେ, ସେ ଲୋକ କେଉଁଠି ଅଛନ୍ତି? ଲୋକଟି କହିଲା, ମୁଁ ଜାଣେ ନାହିଁ।
12 Eles lhe perguntaram: "Onde está esse homem? " "Não sei", disse ele.
13 ଏହା ପରେ ଲୋକମାନେ ସେ ଲୋକଟିକୁ ଫାରୂଶୀମାନଙ୍କ ପାଖକୁ ନଇଗେଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା,
13 Levaram aos fariseus o homem que fora cego.
14 ଯୀଶୁ କାଦୁଅ କରିଥିଲେ ଓ ତା' ଆଖି ସୁସ୍ଥ କରିଥିଲେ। ସେ ଏ କାର୍ୟ୍ଯ ବିଶ୍ରାମବାର ଦିନ କରିଥିଲେ।
14 Era sábado o dia em que Jesus havia misturado terra com saliva e aberto os olhos daquele homem.
15 ତେଣୁ ଫାରୂଶୀମାନେ ମଧ୍ଯ ସେ ଲୋକକୁ ପଚାରିଲେ. ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?
15 Então os fariseus também lhe perguntaram como ele recebera a visão. O homem respondeu: "Ele colocou uma mistura de terra e saliva em meus olhos, eu me lavei e agora vejo".
16 କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।
16 Alguns dos fariseus disseram: "Esse homem não é de Deus, pois não guarda o sábado". Mas outros perguntavam: "Como pode um pecador fazer tais sinais miraculosos? " E houve divisão entre eles.
17 ଯିହୂଦୀମାନେ ସହେି ଲୋକକୁ ଆଉଥରେ ପଚାରିଲେ, ଏହି ଲୋକ (ଯୀଶୁ) ତୁମକୁ ସୁସ୍ଥ କଲା ଓ ତୁମେ ଦେଖି ପାରିଲ। ତୁମ୍ଭେ ତା' ବିଷୟ ରେ କ'ଣ କହୁଛ?
17 Tornaram, pois, a perguntar ao cego: "Que diz você a respeito dele? Foram os seus olhos que ele abriu". O homem respondeu: "Ele é um profeta".
18 ଯିହୂଦୀମାନେ ତଥାପି ତାହାର ସୁସ୍ଥ ହବୋ ବିଷୟ ବିଶ୍ବାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ୟ୍ଯନ୍ତ ସମାନେେ ମାଟେେ ବିଶ୍ବାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି।
18 Os judeus não acreditaram que ele fora cego e havia sido curado enquanto não mandaram buscar os seus pais.
19 ଯିହୂଦୀମାନେ ତା'ର ପିତାମାତାଙ୍କୁ ପଚାରିଲେ, ଇଏ କ'ଣ ତୁମ୍ଭ ପୁଅ? ତୁମ୍ଭେ କହୁଛ ଯେ, ସେ ଜନ୍ମଠାରୁ ଅନ୍ଧ, ତବେେ ସେ ବର୍ତ୍ତମାନ କିପରି ଦେଖି ପାରୁଛି?
19 Então perguntaram: "É este o seu filho, o qual vocês dizem que nasceu cego? Como ele pode ver agora? "
20 ପିତାମାତା ଉତ୍ତର ଦେଲେ, ଆମ୍ଭେ ଜାଣୁ ଯେ ଇଏ ଆମ ପୁଅ ଓ ସେ ଜନ୍ମରୁ ଅନ୍ଧ ଥିଲା।
20 Responderam os pais: "Sabemos que ele é nosso filho e que nasceu cego.
21 କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତାର ଦୃଷ୍ଟିଶକ୍ତି ଦଲୋ। ତାହା ଆମ୍ଭେ ଜାଣିନାହୁଁ। ତାକୁ ପଚାର। ନିଜ କଥା ନିଜେ କହିବା ପାଇଁ ତାର ବୟସ ହେଲାଣି।
21 Mas não sabemos como ele pode ver agora ou quem lhe abriu os olhos. Perguntem a ele. Idade ele tem; falará por si mesmo".
22 ଯିହୂଦୀ ନେତାମାନଙ୍କୁ ଭୟ କରି ତା'ର ପିତାମାନା ଏପରି କହିଲେ। ସମାନେେ ସେତବେେଳକେୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ଯକ୍ତି ଯୀଶୁଙ୍କୁ ମଶୀହ ବଲେି ସ୍ବୀକାର କରିବେ, ସମାନେେ ତାକୁ ଦଣ୍ଡ ଦବେେ ଓ ସହେି ଲୋକମାନଙ୍କୁ ସମାଜଗୃହରୁ ବାହାର କରି ଦବେେ।
22 Seus pais disseram isso porque tinham medo dos judeus, pois estes já haviam decidido que, se alguém confessasse que Jesus era o Cristo, seria expulso da sinagoga.
23 ତେଣୁ ତାର ପିତାମାତା କହିଲେ, ତା'ର ୟଥେଷ୍ଟ ବୟସ ହାଇେଛି। ତାକୁ ପଚାର।
23 Foi por isso que seus pais disseram: "Idade ele tem; perguntem a ele".
24 ତେଣୁ ଯିହୂଦୀ ନେତାମାନେ ସହେି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସମାନେେ କହିଲେ, ତୁମ୍ଭେ ସତ୍ଯ କହି ପରମେଶ୍ବରଙ୍କୁ ଗୌରବ ଦବୋ ଉଚିତ। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।
24 Pela segunda vez, chamaram o homem que fora cego e lhe disseram: "Para a glória de Deus, diga a verdade. Sabemos que esse homem é pecador".
25 ଲୋକଟି ଉତ୍ତର ଦଲୋ, ସେ ପାପୀ କି ନୁହେଁ, ମୁଁ ଜାଣିନାହିଁ। କିନ୍ତୁ ମୁଁ ଅନ୍ଧ ଥିଲି ଓ ବର୍ତ୍ତମାନ ଦେଖିପାରୁଛି।
25 Ele respondeu: "Não sei se ele é pecador ou não. Uma coisa sei: eu era cego e agora vejo! "
26 ଯିହୂଦୀ ନେତାମାନେ ପଚାରିଲେ, ସେ ତୁମକୁ କ'ଣ କଲା? ସେ ତୁମ ଆଖିକୁ କିପରି ଭଲ କରି ଦଲୋ?
26 Então lhe perguntaram: "O que ele lhe fez? Como lhe abriu os olhos? "
27 ସେ ଲୋକ କହିଲା, ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମାେ କଥା ଶୁଣୁନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଚାହୁଁଛ? ତୁମ୍ଭେ ମଧ୍ଯ କ'ଣ ତାହାଙ୍କର ଶିଷ୍ଯ ହବୋ ପାଇଁ ଚାହୁଁଛ?
27 Ele respondeu: "Eu já lhes disse, e vocês não me deram ouvidos. Por que querem ouvir outra vez? Acaso vocês também querem ser discípulos dele? "
28 ୟିହୁଦୀନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତା'ପରେ ସମାନେେ କହିଲେ, ତୁମ୍ଭେ ସହେି ଲୋକର ଶିଷ୍ଯ। କିନ୍ତୁ ଆମ୍ଭେ ମାଶାଙ୍କେର ଶିଷ୍ଯ।
28 Então o insultaram e disseram: "Discípulo dele é você! Nós somos discípulos de Moisés!
29 ଆମ୍ଭେ ଜାଣୁ, ପରମେଶ୍ବର ମାଶାଙ୍କେୁ କଥା କହିଛନ୍ତି। କିଏ ଏ ଲୋକ କେଉଁଠାରୁ ଆସିଛି, ଆମ୍ଭେ ତାହା ସୁଦ୍ଧା ଜାଣିନାହୁଁ।
29 Sabemos que Deus falou a Moisés, mas, quanto a esse, nem sabemos de onde ele vem".
30 ଲୋକଟି ଉତ୍ତର ଦଲୋ, ଏହା ବଡ ଆଶ୍ଚର୍ୟ୍ଯ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣିନାହଁ। କିନ୍ତୁ ସେ ମାେ ଆଖି ଭଲ କରି ଦଇେଛନ୍ତି।
30 O homem respondeu: "Ora, isso é extraordinário! Vocês não sabem de onde ele vem, contudo ele me abriu os olhos.
31 ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ବର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ବରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ବର ତା'ର କଥା ଶୁଣନ୍ତି।
31 Sabemos que Deus não ouve a pecadores, mas ouve ao homem que o teme e pratica a sua vontade.
32 ଆଜି ପର୍ୟ୍ଯନ୍ତ କହେି କବେେ ଜଣେ ଜନ୍ମ ଅନ୍ଧର ଆଖି ଖାଲିେ ପାରି ନଥିଲେ।
32 "Ninguém jamais ouviu que os olhos de um cego de nascença tivessem sido abertos.
33 ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ବରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ୟ୍ଯ କରି ପାରି ନଥାନ୍ତା।
33 Se esse homem não fosse de Deus, não poderia fazer coisa alguma".
34 ଯିହୂଦୀମାନେ ଉତ୍ତର ଦେଲେ, ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହାଇେଛ। ତୁମ୍ଭେ କ'ଣ ଆମ୍ଭକୁ ଶିକ୍ଷା ଦବୋ ପାଇଁ ଚେଷ୍ଟା କରୁଛ? ଏହା କହି ସମାନେେ ତାକୁ ଜବରଦସ୍ତ ତଡି ଦେଲେ।
34 Diante disso, eles responderam: "Você nasceu cheio de pecado; como tem a ousadia de nos ensinar? " E o expulsaram.
35 ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡି ଦଇେଛନ୍ତି। ଯୀଶୁ ସେ ଲୋକକୁ ଖାଜେି ପାଇଲେ। ଏବଂ ସେ ତାହାକୁ ପଚାରିଲେ, ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ବିଶ୍ବାସ କର?
35 Jesus ouviu que o haviam expulsado, e, ao encontrá-lo, disse: "Você crê no Filho do homem? "
36 ସେ ଲୋକଟି ପଚାରିଲା, ଗୁରୁ, ମନୁଷ୍ଯ ପୁତ୍ର କିଏ? ମାେତେ କୁହନ୍ତୁ ଯେପରି ମୁଁ ତାହାଙ୍କଠା ରେ ବିଶ୍ବାସ କରି ପା ରେ।
36 Perguntou o homem: "Quem é ele, Senhor, para que eu nele creia? "
37 ଯୀଶୁ ତାହାକୁ କହିଲେ, ତୁମ୍ଭେ ତାହାଙ୍କୁ ଦେଖି ସାରିଛ। ତୁମ୍ଭ ସହିତ ବର୍ତ୍ତମାନ ୟିଏ କଥା ହେଉଛନ୍ତି, ସେ ସହେି ମନୁଷ୍ଯପୁତ୍ର।
37 Disse Jesus: "Você já o tem visto. É aquele que está falando com você".
38 ସେ ଲୋକଟି ଉତ୍ତର ଦଲୋ, ହଁ, ପ୍ରଭୁ ମୁଁ ବିଶ୍ବାସ କରେ। ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।
38 Então o homem disse: "Senhor, eu creio". E o adorou.
39 ଯୀଶୁ କହିଲେ, ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଚାରିତ ହବେ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସମାନେେ ଅନ୍ଧ ହବେେ।
39 Disse Jesus: "Eu vim a este mundo para julgamento, a fim de que os cegos vejam e os que vêem se tornem cegos".
40 ଯୀଶୁଙ୍କ ପାଖ ରେ କେତକେ ଫାରୂଶୀ ଥିଲେ। ସମାନେେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସମାନେେ ପଚାରିଲେ, କ'ଣ? ତା ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ଯ ଅନ୍ଧ?
40 Alguns fariseus que estavam com ele ouviram-no dizer isso e perguntaram: "Acaso nós também somos cegos? "
41 ଯୀଶୁ କହିଲେ, ତୁମ୍ଭେ ଯଦି ପ୍ରକୃତ ରେ ଅନ୍ଧ ହାଇେଥାନ୍ତ, ତବେେ ଦୋଷୀ ବିବଚେିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।
41 Disse Jesus: "Se vocês fossem cegos, não seriam culpados de pecado; mas agora que dizem que podem ver, a culpa de vocês permanece".

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar João 9, comparar traduções ou montar um estudo — tudo direto pelo WhatsApp.