João 8
Oriya Bible (GL_ORIYA) vs ARIB
1 ଯୀଶୁ ଜୀତ ପର୍ବତକୁ ଗଲେ।
1 Mas Jesus foi para o Monte das Oliveiras.
2 ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫରେିଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।
2 Pela manhã cedo voltou ao templo, e todo o povo vinha ter com ele; e Jesus, sentando-se o ensinava.
3 ବ୍ଯବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସଠାେକୁ ଆଣିଲେ। ସହେି ସ୍ତ୍ରୀଲକଟି ବ୍ଯଭିଚାର କଲା ବେଳେ ଧରା ପଡିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗ ରେ ଠିଆ ହବୋ ପାଇଁ ବାଧ୍ଯ କଲେ।
3 Então os escribas e fariseus trouxeram-lhe uma mulher apanhada em adultério; e pondo-a no meio,
4 ସମାନେେ ଯୀଶୁଙ୍କୁ କହିଲେ, ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ଯଭିଚାର କଲା ବେଳେ ଧରା ପଡିଛି। ସେ ପୁରୁଷ ତା'ର ସ୍ବାମୀ ନୁହେଁ।
4 disseram-lhe: Mestre, esta mulher foi apanhada em flagrante adultério.
5 ମାଶାଙ୍କେର ବ୍ଯବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ୟ୍ଯ କରୁଥିବା ପ୍ରେତ୍ୟକକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡି ମାରି ଦବୋ ଉଚିତ। କିନ୍ତୁ ଆମ୍ଭେ କ'ଣ କରିବା ଉଚିତ ବୋଲି ଆପଣ କହୁଛନ୍ତି?
5 Ora, Moisés nos ordena na lei que as tais sejam apedrejadas. Tu, pois, que dizes?
6 ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଚାରୁଥିଲେ। ସମାନେେ ଯୀଶୁଙ୍କର ଭୁଲ ଧରିବାକୁ ଚାହୁଁଥିଲେ। ତାହାହେଲେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠଇେ ଆଙ୍ଗୁଳି ସାହାୟ୍ଯ ରେ ଭୂମି ଉପରେ କିଛି ଲେଖିବା ରେ ଲାଗିଲେ।
6 Isto diziam eles, tentando-o, para terem de que o acusar. Jesus, porém, inclinando-se, começou a escrever no chão com o dedo.
7 ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଚାରିବା ରେ ଲାଗିଲେ। ତେଣୁ ଯୀଶୁ ଠିଆ ହାଇେ କହିଲେ, ଏଠା ରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ୟିଏ କବେେ ପାପ କରି ନାହିଁ? ସହେିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।
7 Mas, como insistissem em perguntar-lhe, ergueu-se e disse-lhes: Aquele dentre vós que está sem pecado seja o primeiro que lhe atire uma pedra.
8 ତା'ପରେ ଯୀଶୁ ପୁଣି ଆଣ୍ଠଇେ ଭୂଇଁ ରେ ଲେଖିବାକୁ ଲାଗିଲେ।
8 E, tornando a inclinar-se, escrevia na terra.
9 ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସମାନେେ ସଠାରୁେ ଜଣ ଜଣ ହାଇେ ଚାଲି ଗଲେ। ଆଗେ ବୟସ୍କ ଲୋକେ ଓ ତା'ପରେ ଅନ୍ୟମାନେ ଚାଲିଗଲେ। କବଳେ ଯୀଶୁ ଓ ସହେି ସ୍ତ୍ରୀଲୋକଟି ସଠାେରେ ରହିଗଲେ।
9 Quando ouviram isto foram saindo um a um, a começar pelos mais velhos, até os últimos; ficou só Jesus, e a mulher ali em pé.
10 ଯୀଶୁ ମୁଣ୍ଡ ଟକେି ତାହାକୁ ପଚାରିଲେ, ସମାନେେ କୁଆଡେ ଗଲେ? କ'ଣ କହେି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ।
10 Então, erguendo-se Jesus e não vendo a ninguém senão a mulher, perguntou-lhe: Mulher, onde estão aqueles teus acusadores? Ninguém te condenou?
11 ସେ ସ୍ତ୍ରୀଲୋକଟି ଉତ୍ତର ଦଲୋ, ନା, ପ୍ରଭୁ ସମାନଙ୍କେ ମଧ୍ଯରୁ କହେି ମାେତେ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ।
11 Respondeu ela: Ninguém, Senhor. E disse-lhe Jesus: Nem eu te condeno; vai-te, e não peques mais.
12 ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, ମୁଁ ଜଗତର ଆଲୋକ, ମାେତେ ଯେଉଁ ଲୋକ ଅନୁସରଣ କରେ, ସେ କବେେ ଅନ୍ଧକାର ରେ ଚାଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।
12 Então Jesus tornou a falar-lhes, dizendo: Eu sou a luz do mundo; quem me segue de modo algum andará em trevas, mas terá a luz da vida.
13 କିନ୍ତୁ ଫାରୂଶୀମାନେ ଯୀଶୁଙ୍କୁ କହିଲେ, ତୁମ୍ଭେ ଯେତବେେଳେ ତୁମ୍ଭ ନିଜ ସାକ୍ଷ୍ଯ ହେଉଛ, ସେତବେେଳେ ତୁମ୍ଭେ କବଳେ ଏସବୁ କଥା ସତ୍ଯ ବୋଲି କହୁଛ। ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରିପାରିବୁ ନାହିଁ।
13 Disseram-lhe, pois, os fariseus: Tu dás testemunho de ti mesmo; o teu testemunho não é verdadeiro.
14 ଯୀଶୁ ଉତ୍ତର ଦେଲେ, ହଁ, ମୁଁ ମାେ ବିଷୟ ରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ବାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡେ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି।
14 Respondeu-lhes Jesus: Ainda que eu dou testemunho de mim mesmo, o meu testemunho é verdadeiro; porque sei donde vim, e para onde vou; mas vós não sabeis donde venho, nem para onde vou.
15 ପୃଥିବୀର ଲୋକମାନଙ୍କୁ ବିଚାର କଲା ଭଳି ତୁମ୍ଭେ ମାରେ ବିଚାର କରୁଛ। ମୁଁ କାହାର ବିଚାର କରୁ ନାହିଁ।
15 Vós julgais segundo a carne; eu a ninguém julgo.
16 କିନ୍ତୁ ମୁଁ ଯଦି ବିଚାର କରେ, ତବେେ ମାେ ବିଚାର ଠିକ୍ ହୁଅନ୍ତା। କାରଣ ମୁଁ ଏକୁଟିଆ ନୁହେଁ, ମାେ ସହିତ ମାରେ ପ୍ ରରଣକେର୍ତ୍ତା ପରମପିତା ଅଛନ୍ତି।
16 E, mesmo que eu julgue, o meu juízo é verdadeiro; porque não sou eu só, mas eu e o Pai que me enviou.
17 ତୁମ୍ଭର ବିଧି ବ୍ଯବସ୍ଥା କୁ ହେ ଯେ କୌଣସି ଘଟଣା ସମ୍ବନ୍ଧ ରେ ଯଦି ଦୁଇ ଜଣ ସାକ୍ଷୀ ସମାନ କଥା କହନ୍ତି, ତବେେ ତୁମ୍ଭେ ନିଶ୍ଚୟ ସମାନଙ୍କେ କଥା ଗ୍ରହଣ କରିବ।
17 Ora, na vossa lei está escrito que o testemunho de dois homens é verdadeiro.
18 ମୁଁ ମାେ ନିଜ ସମ୍ବନ୍ଧ ରେ ଜଣେ ସାକ୍ଷୀ ଓ ମାେତେ ପଠାଇଥିବା ପରମପିତା ମାରେ ଆଉ ଜଣେ ସାକ୍ଷୀ।
18 Sou eu que dou testemunho de mim mesmo, e o Pai que me enviou, também dá testemunho de mim.
19 ଲୋକମାନେ ପଚାରିଲେ, ତୁମ୍ଭର ପିତା କାହାନ୍ତି?
19 Perguntavam-lhe, pois: Onde está teu pai? Jesus respondeu: Não me conheceis a mim, nem a meu Pai; se vós me conhecêsseis a mim, também conheceríeis a meu Pai.
20 ଯୀଶୁ ଏସବୁ କଥା ମନ୍ଦିର ପରିସର ରେ ଉପଦେଶ ଦଲୋ ବେଳେ କହିଲେ। ଦାନ ପାତ୍ର ରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହାଇେଥିଲେ। କିନ୍ତୁ କହେି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସପେର୍ୟ୍ଯନ୍ତ ଆସି ନଥିଲା।
20 Essas palavras proferiu Jesus no lugar do tesouro, quando ensinava no templo; e ninguém o prendeu, porque ainda não era chegada a sua hora.
21 ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭକୁ ଛାଡି ଚାଲିୟିବି। ତୁମ୍ଭେ ମାେତେ ଖାଜେିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସଠାେକୁ ଯାଇପାରିବ ନାହିଁ।
21 Disse-lhes, pois, Jesus outra vez: Eu me retiro; buscar-me-eis, e morrereis no vosso pecado. Para onde eu vou, vós não podeis ir.
22 ତେଣୁ ଯିହୂଦୀମାନେ ପରସ୍ପରକୁ ପଚାରିଲେ, ଯୀଶୁ କ'ଣ ଆତ୍ମହତ୍ଯା କରିବେ? ସେଥିପାଇଁ କ'ଣ ସେ କହିଲେ ଯେ, 'ମୁଁ ଯେଉଁଠାକୁ ଯାଉଛି ତୁମ୍ଭମାନେେ ସଠାେକୁ ଆସି ପାରିବ ନାହିଁ?'
22 Então diziam os judeus: Será que ele vai suicidar-se, pois diz: Para onde eu vou, vós não podeis ir?
23 କିନ୍ତୁ ଯୀଶୁ ସହେି ଯିହୂଦୀମାନଙ୍କୁ କହିଲେ, ତୁମ୍ଭମାନେେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଉର୍ଦ୍ଧ୍ବରୁ ଆସିଛି। ତୁମ୍ଭମାନେେ ଏ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ।
23 Disse-lhes ele: Vós sois de baixo, eu sou de cima; vós sois deste mundo, eu não sou deste mundo.
24 ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡିକ ପାଇଁ ମରିବ। ମୁଁ ଯେ ସହେି ବ୍ଯକ୍ତି ତୁମ୍ଭେ ଏହା ବିଶ୍ବାସ ନ କଲେ ତୁମ୍ଭ ନିଜ ପାପଗୁଡିକ ପାଇଁ ତୁମ୍ଭେ ମରିବ।
24 Por isso vos disse que morrereis em vossos pecados; porque, se não crerdes que eu sou, morrereis em vossos pecados.
25 ଯିହୂଦୀମାନେ ପଚାରିଲେ, ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।
25 Perguntavam-lhe então: Quem és tu? Respondeu-lhes Jesus: Exatamente o que venho dizendo que sou.
26 ମାରେ ତୁମ୍ଭ ବିଷୟ ରେ ଅନକେ କିଛି କହିବାକୁ ଅଛି। ମୁଁ ତୁମ୍ଭର ବିଚାର କରିପା ରେ, କିନ୍ତୁ ମାରେ ପ୍ ରରଣକେର୍ତ୍ତା ମାେତେ ଯାହା କହି ପଠାଇଛନ୍ତି, ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି ଏବଂ ସେ ସତ୍ଯ କହନ୍ତି।
26 Muitas coisas tenho que dizer e julgar acerca de vós; mas aquele que me enviou é verdadeiro; e o que dele ouvi, isso falo ao mundo.
27 ଯୀଶୁ କାହା ବିଷୟ ରେ କହୁଥିଲେ, ଏକଥା ଲୋକମାନେ ବୁଝି ନଥିଲେ। ଯୀଶୁ ପରମପିତାଙ୍କ ବିଷୟ ରେ କହୁଥିଲେ।
27 Eles não perceberam que lhes falava do Pai.
28 ତେଣୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କୁ ଉର୍ଦ୍ଧ୍ବକୁ(ବଧକରିବାକୁ) ଉଠାଇବ। ସେତବେେଳେ ମୁଁ ଯେ ସହେି ବ୍ଯକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମାେ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମାେତେ ଯାହା ଶିକ୍ଷା ଦଇେଛନ୍ତି ସହେି କଥା ଯେ କବଳେ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ।
28 Prosseguiu, pois, Jesus: Quando tiverdes levantado o Filho do homem, então conhecereis que eu sou, e que nada faço de mim mesmo; mas como o Pai me ensinou, assim falo.
29 ମାେତେ ୟିଏ (ପରମେଶ୍ବର) ପଠାଇଛନ୍ତି, ସେ ମାେ ସହିତ ଅଛନ୍ତି। ତାହାଙ୍କ ସନ୍ତାଷଜେନକ କାର୍ୟ୍ଯ ମୁଁ ସର୍ବଦା କରେ। ତେଣୁ ସେ ମାେତେ ଏକୁଟିଆ କରି ଛାଡି ନାହାଁନ୍ତି।
29 E aquele que me enviou está comigo; não me tem deixado só; porque faço sempre o que é do seu agrado.
30 ଯୀଶୁ ଏକଥା କହିଲା ବେଳେ ତାହାଙ୍କୁ ଅନକେ ଲୋକ ବିଶ୍ବାସ କଲେ।
30 Falando ele estas coisas, muitos creram nele.
31 ଯୀଶୁ ତାହାଙ୍କୁ ବିଶ୍ବାସ କରୁଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେ ମାରେ ଶିକ୍ଷା ସବୁବେଳେ ମାନି ଚଳିବ, ତବେେ ତୁମ୍ଭେ ମାରେ ପ୍ରକୃତ ଶିଷ୍ଯ ହବେ।
31 Dizia, pois, Jesus aos judeus que nele creram: Se vós permanecerdes na minha palavra, verdadeiramente sois meus discípulos;
32 ତୁମ୍ଭେ ସତ୍ଯକୁ ଜାଣିବ ଓ ସହେି ସତ୍ଯ ତୁମ୍ଭକୁ ମୁକ୍ତ କରିବ।
32 e conhecereis a verdade, e a verdade vos libertará.
33 ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କବେେ ହେଲେ କ୍ରୀତଦାସ ହାଇେ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହବେୁ?
33 Responderam-lhe: Somos descendentes de Abraão, e nunca fomos escravos de ninguém; como dizes tu: Sereis livres?
34 ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ। ପାପ ତା'ର ପ୍ରଭୁ।
34 Replicou-lhes Jesus: Em verdade, em verdade vos digo que todo aquele que comete pecado é escravo do pecado.
35 ଜଣେ କ୍ରୀତଦାସ ଗୋଟିଏ ପରିବାର ରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହାଇେ ସବୁବେଳେ ରୁ ହେ।
35 Ora, o escravo não fica para sempre na casa; o filho fica para sempre.
36 ତେଣୁ ଯଦି ସହେି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତବେେ ତୁମ୍ଭେ ପ୍ରକୃତ ରେ ମୁକ୍ତି ପାଇବ।
36 Se, pois, o Filho vos libertar, verdadeiramente sereis livres.
37 ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମାେତେ ହତ୍ଯା କରିବାକୁ ଚାହଁ, ଯେ ହତେୁ ତୁମ୍ଭେ ମାରେ ଉପଦେଶ ଗ୍ରହଣ କରିବା ପାଇଁ ଚାହଁନାହିଁ।
37 Bem sei que sois descendência de Abraão; contudo, procurais matar-me, porque a minha palavra não encontra lugar em vós.
38 ମାେତେ ପରମପିତା ଯାହା ଦଖାଇେଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭମାନେେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।
38 Eu falo do que vi junto de meu Pai; e vós fazeis o que também ouvistes de vosso pai.
39 ଯିହୂଦୀମାନେ କହିଲେ, ଅବ୍ରହାମ ଆମ୍ଭମାନଙ୍କର ପିତା।
39 Responderam-lhe: Nosso pai é Abraão. Disse-lhes Jesus: Se sois filhos de Abraão, fazei as obras de Abraão.
40 ମୁଁ ତୁମ୍ଭକୁ ପରମେଶ୍ବରଙ୍କଠାରୁ ଶୁଣିଥିବା ସତ୍ଯ କଥା କହୁଛି। କିନ୍ତୁ ତୁମ୍ଭମାନେେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରାହାମ କିନ୍ତୁ ସପରେି କିଛି କରି ନଥିଲେ।
40 Mas agora procurais matar-me, a mim que vos falei a verdade que de Deus ouvi; isso Abraão não fez.
41 ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ୟ୍ଯ ଗୁଡିକ କରୁଛ।
41 Vós fazeis as obras de vosso pai. Replicaram-lhe eles: Nós não somos nascidos de prostituição; temos um Pai, que é Deus.
42 ଯୀଶୁ ସହେି ଯିହୂଦୀମାନଙ୍କୁ କହିଲେ, ଯଦି ପରମେଶ୍ବର ପ୍ରକୃତ ରେ ତୁମ୍ଭର ପରମପିତା, ତବେେ ତୁମ୍ଭେ ମାେତେ ଭଲ ପାଇବା ଉଚିତ। ମୁଁ ପରମେଶ୍ବରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠା ରେ ଅଛି। ମୁଁ ମାେ କ୍ଷମତା ଅନୁସାରେ ଆସିନାହିଁ। ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି।
42 Respondeu-lhes Jesus: Se Deus fosse o vosso Pai, vós me amaríeis, porque eu saí e vim de Deus; pois não vim de mim mesmo, mas ele me enviou.
43 ମୁଁ ଯାହା ସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁନାହଁ। ଏହାର କାରଣ ହେଲା ତୁମ୍ଭେ ମାେ ଉପଦେଶ ଗ୍ରହଣ କରି ପାରୁ ନାହଁ।
43 Por que não compreendeis a minha linguagem? é porque não podeis ouvir a minha palavra.
44 ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।
44 Vós tendes por pai o Diabo, e quereis satisfazer os desejos de vosso pai; ele é homicida desde o princípio, e nunca se firmou na verdade, porque nele não há verdade; quando ele profere mentira, fala do que lhe é próprio; porque é mentiroso, e pai da mentira.
45 ମୁଁ ସତ୍ଯ କ ହେ। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁନାହଁ।
45 Mas porque eu digo a verdade, não me credes.
46 ତୁମ୍ଭମାନଙ୍କ ମଧ୍ଯରୁ କହେି ଜଣେ ଏ କଥା ପ୍ରମାଣ କରିପାରିବ ଯେ, ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ଯ କ ହେ, ତବେେ ମାେତେ କାହିଁକି ବିଶ୍ବାସ କରୁନାହଁ?
46 Quem dentre vós me convence de pecado? Se digo a verdade, por que não me credes?
47 ଯେଉଁ ଲୋକ ପରମେଶ୍ବରଙ୍କର, ସେ ପରମେଶ୍ବର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ବରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ବରଙ୍କର ନୁହଁ।
47 Quem é de Deus ouve as palavras de Deus; por isso vós não as ouvis, porque não sois de Deus.
48 ୟିରୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତ ରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦଇେଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?
48 Responderam-lhe os judeus: Não dizemos com razão que és samaritano, e que tens demônio?
49 ଯୀଶୁ ଉତ୍ତର ଦେଲେ, ମାେ ଭିତ ରେ ଭୂତ ନାହିଁ। ମୁଁ ମାେ ପରମପିତାଙ୍କୁ ସମ୍ମାନ ଦିଏ। କିନ୍ତୁ ତୁମ୍ଭେ ମାେତେ ସମ୍ମାନ ଦେଉ ନାହଁ।
49 Jesus respondeu: Eu não tenho demônio; antes honro a meu Pai, e vós me desonrais.
50 ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁନାହିଁ। ମାତ୍ର ଜଣେ ଅଛନ୍ତି, ୟିଏ ମାେ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଚାରକର୍ତ୍ତା।
50 Eu não busco a minha glória; há quem a busque, e julgue.
51 ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କହେି ମାେ ଉପଦେଶ ମାନେ, ତବେେ ସେ ଲୋକ କବେେ ମରିବ ନାହିଁ।
51 Em verdade, em verdade vos digo que, se alguém guardar a minha palavra, nunca verá a morte.
52 ଯିହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରାହାମ ମରିଥିଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, 'ମାେ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।'
52 Disseram-lhe os judeus: Agora sabemos que tens demônios. Abraão morreu, e também os profetas; e tu dizes: Se alguém guardar a minha palavra, nunca provará a morte!
53 ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରାହାମଙ୍କଠାରୁ ମହାନ୍? ଅବ୍ରାହାମ ତ' ମରିଗଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?
53 Porventura és tu maior do que nosso pai Abraão, que morreu? Também os profetas morreram; quem pretendes tu ser?
54 ଯୀଶୁ ଉତ୍ତର ଦେଲେ, ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତବେେ ସେ ସମ୍ମାନର କିଛି ମୂଲ୍ଯ ନାହିଁ। ମାେତେ ୟିଏ ସମ୍ମାନ ଦିଅନ୍ତି, ସେ ମାରେ ପରିମପିତା। ଏବଂ ତୁମ୍ଭମାନେେ କହୁଛ, ସେ ତୁମ୍ଭର ପରମେଶ୍ବର।
54 Respondeu Jesus: Se eu me glorificar a mim mesmo, a minha glória não é nada; quem me glorifica é meu Pai, do qual vós dizeis que é o vosso Deus;
55 କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତ ରେ ଜାଣି ନାହଁ। ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କ ହେ ଯେ, ମୁଁ ତାହାଙ୍କୁ ଜାଣେ ନାହିଁ, ତବେେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ଯାବାଦୀ ହବେି। କିନ୍ତୁ ମୁଁ ତାହାଙ୍କୁ ଅବଶ୍ଯ ଜାଣେ, ସେ ଯାହା କହନ୍ତି ମୁଁ ସଗେୁଡିକ ପାଳନ କରେ।
55 e vós não o conheceis; mas eu o conheço; e se disser que não o conheço, serei mentiroso como vós; mas eu o conheço, e guardo a sua palavra.
56 ମାରେ ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରାହାମ ବହୁତ ଖୁସି ହାଇେଥିଲେ। ସେ ସହେି ଦିନଟି ଦେଖିଲେ ଓ ଖୁସି ହେଲେ।
56 Abraão, vosso pai, exultou por ver o meu dia; viu-o, e alegrou-se.
57 ଯିହୂଦୀମାନେ ଯୀଶୁଙ୍କୁ କହିଲେ, କ'ଣ ତୁମ୍ଭେ ଅବ୍ରାହାମକୁ କଦାପି ଦେଖିନାହଁ! ତୁମ୍ଭର ବୟସ ତ ପଚାଶ ବର୍ଷ ବି ନୁହେଁ।
57 Disseram-lhe, pois, os judeus: Ainda não tens cinqüenta anos, e viste Abraão?
58 ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଅବ୍ରାହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।
58 Respondeu-lhes Jesus: Em verdade, em verdade vos digo que antes que Abraão existisse, eu sou.
59 ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।
59 Então pegaram em pedras para lhe atirarem; mas Jesus ocultou-se, e saiu do templo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 8, comparar traduções ou montar um estudo — tudo direto pelo WhatsApp.