João 5

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ପୋଖରୀ ପାଖ ରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ ଏହାପରେ ଯୀଶୁ ଯୀହୂଦୀମାନଙ୍କର ଗୋଟିଏ ବିଶଷେ ପର୍ବ ଥିବାରୁ ସେ ୟିରୂଶାଲମକୁ ଗଲେ।
1 Algum tempo depois, Jesus subiu a Jerusalém para uma festa dos judeus.
2 ୟିରୂଶାଲମ ରେ ପାନ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷା ରେ ଏହାକୁ ବେଥ୍ସଦା ବା ଦୟାଗୃହ କହନ୍ତି। ଏହା ମଷେଦ୍ବାର ପାଖ ରେ ଥିଲା।
2 Há em Jerusalém, perto da porta das Ovelhas, um tanque que, em aramaico, é chamado Betesda, tendo cinco entradas em volta.
3 ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପଗୁଡିକରେ ପଡିରହୁଥିଲେ। ସମାନଙ୍କେ ମଧ୍ଯରୁ କେତକେ ଅନ୍ଧ, େଛାଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ।
3 Ali costumava ficar grande número de pessoas doentes e inválidas: cegos, mancos e paralíticos. Eles esperavam um movimento nas águas.
4 ଏହାର କାରଣ, ଜଣେ ସ୍ବର୍ଗଦୂତ ବେଳବେଳେ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତବେେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହାଇେ ଯାଉଥିଲା।
4 De vez em quando descia um anjo do Senhor e agitava as águas. O primeiro que entrasse no tanque, depois de agitada as águas, era curado de qualquer doença que tivesse.
5 ସଠାେରେ ଜଣେ ଲୋକ ପଡିରହି ଥିଲା, ସେ ବିଗତ 38 ବର୍ଷଧରି ଲୋଗଗ୍ରସ୍ତ ଥିଲା।
5 Um dos que estavam ali era paralítico fazia trinta e oito anos.
6 ଯୀଶୁ ସହେି ଲୋକକୁ ସଠାେରେ ପଡି ରହିଥିବା ଦେଖିଲେ। ସେ ଜାଣିଲେ ଯେ, ସେ ଲୋକଟି ବହୁତ ବର୍ଷ ହେଲାଣି ରୋଗ ରେ ପଡିଛି। ତେଣୁ ଯୀଶୁ ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହବୋକୁ ଚାହଁ?
6 Quando o viu deitado e soube que ele vivia naquele estado durante tanto tempo, Jesus lhe perguntou: "Você quer ser curado? "
7 ସେ ରୋଗୀଟି ଉତ୍ତର ଦଲୋ, ମହାଶୟ, ପାଣି ହଲିବା ସମୟରେ ପାଣି ଭିତରକୁ ୟିବା ରେ ସାହାୟ୍ଯ କରିବା ପାଇଁ ମାରେ କହେି ଲୋକ ନାହାଁନ୍ତି। ମୁଁ ପ୍ରଥମେ ପାଣି ଭିତରକୁ ୟିବା ପାଇଁ ଚେଷ୍ଟା କଲା ବେଳେ ଅନ୍ୟ ଜଣେ ମାେ ପୂର୍ବରୁ ପାଣି ଭିତରକୁ ଚାଲିଯାଆନ୍ତି।
7 Disse o paralítico: "Senhor, não tenho ninguém que me ajude a entrar no tanque quando a água é agitada. Enquanto estou tentando entrar, outro chega antes de mim".
8 ତା'ପରେ ଯୀଶୁ କହିଲେ, ଠିଆ ହୁଅ। ତୁମ୍ଭର ବିଛଣା ଉଠାଇ ଚାଲ।
8 Então Jesus lhe disse: "Levante-se! Pegue a sua maca e ande".
9 ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହାଇଗେଲା। ସେ ତା' ବିଛଣା ଉେଠଇ ଚାଲିବାକୁ ଆରମ୍ଭ କଲା।
9 Imediatamente o homem ficou curado, pegou a maca e começou a andar. Isso aconteceu num sábado,
10 ତେଣୁ ଯିହୂଦୀମାନେ ସୁସ୍ଥ ହାଇେଥିବା ଲୋକକୁ କହିଲେ, ଆଜି ବିଶ୍ରାମବାର। ବିଶ୍ରାମବାର ରେ ତୁମ୍ଭେ ବିଛଣା ବୋହି ନଇେ ୟିବା ଆମ୍ଭର ନିୟମ ବିରୁଦ୍ଧ କାର୍ୟ୍ଯ।
10 e, por essa razão, os judeus disseram ao homem que havia sido curado: "Hoje é sábado, não lhe é permitido carregar a maca".
11 କିନ୍ତୁ ଲୋକଟି କହିଲା, ମାେତେ ୟିଏ ସୁସ୍ଥ କଲେ, ସେ ମାେତେ କହିଲେ 'ତୁମ୍ଭର ବିଛଣା ନିଅ ଓ ଚାଲ।'
11 Mas ele respondeu: "O homem que me curou me disse: ‘Pegue a sua maca e ande’ ".
12 ଯିହୂଦୀମାନେ ସେ ଲୋକକୁ ପଚାରିଲେ, ୟିଏ ତୁମ୍ଭକୁ ଆଜି ବିଛଣା ଉେଠଇ ଚାଲିବାକୁ କହିଲା, ସେ କିଏ?
12 Então lhe perguntaram: "Quem é esse homem que lhe mandar pegar a maca e andar? "
13 କିନ୍ତୁ ସୁସ୍ଥ ହାଇେଥିବା ଲୋକଟି, ସେ ବ୍ଯକ୍ତିଟି କିଏ ତାହା ଜାଣି ନଥିଲା। ସହେି ଜାଗା ରେ ବହୁତ ଲୋକଥିଲେ ଓ ଯୀଶୁ ସଠାରୁେ ଚାଲି ଯାଇଥିଲେ।
13 O homem que fora curado não tinha idéia de quem era ele, pois Jesus havia desaparecido no meio da multidão.
14 ପରେ ଯୀଶୁ ସହେି ଲୋକକୁ ମନ୍ଦିର ପରିସର ରେ ଦେଖିଲେ। ସେ ତାକୁ କହିଲେ, ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହାଇଯୋଇଛ। ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତବେେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହାଇପୋ ରେ।
14 Mais tarde Jesus o encontrou no templo e lhe disse: "Olhe, você está curado. Não volte a pecar, para que algo pior não lhe aconteça".
15 ତା'ପରେ ଲୋକଟି ସହେି ଯିହୂଦୀମାନଙ୍କ ପାଖକୁ ଗଲା। ସେ ସମାନଙ୍କେୁ କହିଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି।
15 O homem foi contar aos judeus que fora Jesus quem o tinha curado.
16 ଯୀଶୁ ବିଶ୍ରାମବାର ରେ ଏହିସବୁ (ସୁସ୍ଥ) କାର୍ୟ୍ଯ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ଯବହାର କରିବା ଆରମ୍ଭ କଲେ।
16 Então os judeus passaram a perseguir Jesus, porque ele estava fazendo essas coisas no sábado.
17 କିନ୍ତୁ ଯୀଶୁ ଯିହୂଦୀମାନଙ୍କୁ କହିଲେ, ମାରେ ପିତା ସର୍ବଦା କାର୍ୟ୍ଯରତ, ଅତଏବ ମୁଁ ମଧ୍ଯ କାର୍ୟ୍ଯ କରେ।
17 Disse-lhes Jesus: "Meu Pai continua trabalhando até hoje, e eu também estou trabalhando".
18 ଏଥିପାଇଁ ଯିହୂଦୀ ନେତାମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଯିହୂଦୀମାନେ କହିଲେ, ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ। ତା'ପରେ ସେ ପରମେଶ୍ବରଙ୍କୁ ନିଜର ପିତା ବୋଲି କହିଲେ। ସେ ନିଜକୁ ପରମେଶ୍ବରଙ୍କ ସହିତ ସମାନ କଲେ।
18 Por essa razão, os judeus mais ainda queriam matá-lo, pois não somente estava violando o sábado, mas também estava até mesmo dizendo que Deus era seu próprio Pai, igualando-se a Deus.
19 କିନ୍ତୁ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ପୁତ୍ର ଏକାକୀ କିଛି କରିପାରନ୍ତି ନାହିଁ। ଯାହା ତାହାଙ୍କ ପିତା କରୁଥିବା ପୁତ୍ର ଦେଖନ୍ତି, ସେ ତାହାହିଁ କରନ୍ତି କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ଯ ସହେିସବୁ କରନ୍ତି।
19 Jesus lhes deu esta resposta: "Eu lhes digo verdadeiramente que o Filho não pode fazer nada de si mesmo; só pode fazer o que vê o Pai fazer, porque o que o Pai faz o Filho também faz.
20 ପିତା ପୁତ୍ରକୁ ପ୍ ରମେ କରନ୍ତି। ପିତା ନିଜେ କରିଥିବା ପ୍ରେତ୍ୟକକ କାର୍ୟ୍ଯ ପୁତ୍ରକୁ ଦଖାେନ୍ତି। ଏହି ରୋଗୀଟି ସୁସ୍ଥ ହାଇଗେଲା। ଆଉ ତୁମ୍ଭମାନେେ ଯେପରି ଆଶ୍ଚର୍ୟ୍ଯାନ୍ବିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦଖାଇବେେ।
20 Pois o Pai ama ao Filho e lhe mostra tudo o que faz. Sim, para admiração de vocês, ele lhe mostrará obras ainda maiores do que estas.
21 ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସମାନଙ୍କେୁ ଜୀବନଦାନ କରନ୍ତି। ଠାକ୍ ସହେିପରି ପୁତ୍ର ମଧ୍ଯ ନିଜ ଇଚ୍ଛାନୁସା ରେ ଲୋକଙ୍କୁ ଜୀବନଦାନ କରନ୍ତି।
21 Pois, da mesma forma que o Pai ressuscita os mortos e lhes dá vida, o Filho também dá vida a quem ele quer dá-la.
22 ପିତା କାହାର ବିଚାର କରନ୍ତି ନାହିଁ। କିନ୍ତୁ ସେ ପୁତ୍ରଙ୍କୁ ବିଚାର କରିବାର ସମସ୍ତ କ୍ଷମତା ଅର୍ପଣ କରିଛନ୍ତି।
22 Além disso, o Pai a ninguém julga, mas confiou todo julgamento ao Filho,
23 ଈଶ୍ବର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସହେିପରି ପୁତ୍ରଙ୍କୁ ମଧ୍ଯ ସମ୍ମାନ ଦବେେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତବେେ ସେ ପିତାଙ୍କୁ ମଧ୍ଯ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।
23 para que todos honrem o Filho como honram o Pai. Aquele que não honra o Filho, também não honra o Pai que o enviou.
24 ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ, ଯଦି କୌଣସି ବ୍ଯକ୍ତି ମାରେ କହିବା କଥା ଶୁଣେ ଓ ମାେତେ ୟିଏ ପଠାଇଛନ୍ତି ତାହାଙ୍କଠା ରେ ବିଶ୍ବାସ କରେ, ତବେେ ସେ ବ୍ଯକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ ନାହିଁ। ସେ ମୃତ୍ଯୁକୁ ପାର ହାଇେ ଜୀବନ ଭିତ ରେ ପ୍ରବେଶ କରି ମାରିଛି।
24 "Eu lhes asseguro: Quem ouve a minha palavra e crê naquele que me enviou, tem a vida eterna e não será condenado, mas já passou da morte para a vida.
25 ମୁଁ ତୁମ୍ଭକୁ ସତ୍ଯ କହୁଛି, ଗୋଟିଏ ଗୁରୁତ୍ବପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି ା ପାପ ଦ୍ବାରା ମୃତ ଲୋକମାନେ ଈଶ୍ବରଙ୍କ ପୁତ୍ରଙ୍କର ସ୍ବର ଶୁଣିବେ। ପୁତ୍ରଙ୍କର ସ୍ବର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।
25 Eu lhes afirmo que está chegando a hora, e já chegou, em que os mortos ouvirão a voz do Filho de Deus, e aqueles que a ouvirem, viverão.
26 ସ୍ବଯଂ ପରମପିତା ହେଉଛନ୍ତି ଜୀବନର ଉତ୍ସ। ଅତଏବ ସେ ପୁତ୍ରଙ୍କୁ ଜୀବନଦାନ କରିବା ପାଇଁ ଅନୁମତି ଦଇେଛନ୍ତି।
26 Pois, da mesma forma como o Pai tem vida em si mesmo, ele concedeu ao Filho ter vida em si mesmo.
27 ଲୋକଙ୍କର ବିଚାର କରିବା ପାଇଁ ସେ ପୁତ୍ରଙ୍କୁ କ୍ଷମତା ଦଇେଛନ୍ତି। କାରଣ ସେ ମନୁଷ୍ଯପୁତ୍ର ଅଟନ୍ତି।
27 E deu-lhe autoridade para julgar, porque é o Filho do homem.
28 ତୁମ୍ଭେ ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ। ଏପରି ସମୟ ଆସୁଛି, ଯେତବେେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ବର ଶୁଣିବେ।
28 "Não fiquem admirados com isto, pois está chegando a hora em que todos os que estiverem nos túmulos ouvirão a sua voz
29 ସମାନେେ ସମାନଙ୍କେର ସମାଧିରୁ ବାହାରିବେ। ଜୀବନ ରେ ସତ୍ କାର୍ୟ୍ଯ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ୟ୍ଯ କରିଥିବା ଲୋକମାନେ ଦୋଷୀ ଭାବରେ ବିଚାରିତ ହବୋ ପାଇଁ ଉଠିବେ।
29 e sairão; os que fizeram o bem ressuscitarão para a vida, e os que fizeram o mal ressuscitarão para serem condenados.
30 ମୁଁ ଏକୁଟିଆ କିଛି କରିପାରିବି ନାହିଁ। ମୁଁ କବଳେ ପରମେଶ୍ବରଙ୍କ କହିବା ଅନୁସାରେ ବିଚାର କରେ। ତେଣୁ ମାରେ ବିଚାର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ୟିଏ ମାେତେ ପଠାଇଛନ୍ତି।
30 Por mim mesmo, nada posso fazer; eu julgo apenas conforme ouço, e o meu julgamento é justo, pois não procuro agradar a mim mesmo, mas àquele que me enviou".
31 ମୁଁ ଯଦି ଲୋକମାନଙ୍କୁ ମାେ ନିଜ ବିଷୟ ରେ କୁ ହେ, ଓ ସମାନଙ୍କେୁ ମାରେ ସାକ୍ଷ୍ଯ ଦିଏ, ସମାନେେ ମାରେ ସାକ୍ଷ୍ଯ ଗ୍ରହଣ କରିବେ ନାହିଁ।
31 "Se testifico acerca de mim mesmo, o meu testemunho não é válido.
32 କିନ୍ତୁ ଅନ୍ୟ ଜଣେ ଅଛନ୍ତି, ୟିଏକି ଲୋକମାନଙ୍କୁ ମାରେ ବିଷୟ ରେ ସାକ୍ଷ୍ଯ ଦିଅନ୍ତି। ଏବଂ ମୁଁ ଜାଣେ, ମାେ ବିଷୟ ରେ ସେ ଯାହା କହନ୍ତି, ତାହା ସବୁ ସତ୍ଯ।
32 Há outro que testemunha em meu favor, e sei que o seu testemunho a meu respeito é válido.
33 ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ। ସେ ତୁମ୍ଭମାନଙ୍କୁ ସତ୍ଯ ସମ୍ବନ୍ଧ ରେ କହିଛନ୍ତ।
33 "Vocês enviaram representantes a João, e ele testemunhou da verdade.
34 ମାେ ବିଷୟ ରେ ସାକ୍ଷୀ ଦବୋ ପାଇଁ କୌଣସି ବ୍ଯକ୍ତିର ପ୍ରୟୋଜନ ନାହିଁ କିନ୍ତୁ ମୁଁ ତୁମ୍ଭକୁ ଏହି ସବୁ କହୁଛି ଯେପରି ତୁମ୍ଭମାନେେ ତାହାଦ୍ବାରା ଉଦ୍ଧାର ପାଇ ପାରିବ।
34 Não que eu busque testemunho humano, mas menciono isso para que vocês sejam salvos.
35 ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦଇେଥିଲେ। ଏବଂ ତୁମ୍ଭମାନେେ ସହେି ଆଲୋକ କିଛି କ୍ଷଣ ପାଇଁ ଉପ ଭୋଗ କରି ଖୁସି ହେଲ।
35 João era uma candeia que queimava e irradiava luz, e durante certo tempo vocês quiseram alegrar-se com a sua luz.
36 କିନ୍ତୁ ମାେ ପାଖ ରେ ମାେ ସମ୍ବନ୍ଧ ରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ମୁଁ ଯାହା ସବୁ କରୁଛି, ତାହା ସବୁ ମାରେ ପ୍ରମାଣ। ପରମପିତା ମାେତେ ଏସବୁ କରିବା ପାଇଁ ଦଇେଥିଲେ। ଏହିସବୁ କାର୍ୟ୍ଯରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମାେତେ ପଠାଇଛନ୍ତି।
36 "Eu tenho um testemunho maior que o de João; a própria obra que o Pai me deu para concluir, e que estou realizando, testemunha que o Pai me enviou.
37 ପରମପିତା ମାେତେ ପଠାଇଛନ୍ତି ଓ ନିଜେ ମାେ ବିଷୟ ରେ ପ୍ରମାଣ ଦଇେଛନ୍ତି। କିନ୍ତୁ ତୁମ୍ଭେ କବେେ ତାହାଙ୍କର ସ୍ବର ଶୁଣିନାହଁ। ତାହାଙ୍କର କିପରି ରୂପ, ତାହା ମଧ୍ଯ ତୁମ୍ଭେ ଦେଖିନାହଁ।
37 E o Pai que me enviou, ele mesmo testemunhou a meu respeito. Vocês nunca ouviram a sua voz, nem viram a sua forma,
38 ପରମପିତାଙ୍କର ଉପଦେଶ ତୁମ୍ଭଠା ରେ ବାସ କରିନାହିଁ। ଏହାର କାରଣ, ସେ ପଠାଇଥିବା ବ୍ଯକ୍ତିଠା ରେ ତୁମ୍ଭମାନେେ ବିଶ୍ବାସ ରଖିନାହଁ।
38 nem a sua palavra habita em vocês, pois não crêem naquele que ele enviou.
39 ତୁମ୍ଭମାନେେ ଯତ୍ନ ସହକା ରେ ଧର୍ମ ଶାସ୍ତ୍ରଗୁଡିକ ଅଧ୍ଯୟନ କରୁଛ। କାରଣ ତୁମ୍ଭମାନେେ ବିଶ୍ବାସ କର ଯେ, ସହେି ଧର୍ମଶାସ୍ତ୍ର ଦ୍ବାରା ହିଁ ତୁମ୍ଭମାନେେ ଅନନ୍ତ ଜୀବନ ପାଇବ। ସହେି ଧର୍ମଶାସ୍ତ୍ରଗୁଡିକ ମାେ ବିଷୟ ରେ କହନ୍ତି।
39 Vocês estudam cuidadosamente as Escrituras, porque pensam que nelas vocês têm a vida eterna. E são as Escrituras que testemunham a meu respeito;
40 କିନ୍ତୁ ତୁମ୍ଭମାନେେ ଅନନ୍ତ ଜୀବନ ପାଇବା ପାଇଁ ମାେ ନିକଟକୁ ଆସୁ ନାହଁ।
40 contudo, vocês não querem vir a mim para terem vida.
41 ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଚାହୁଁ ନାହିଁ।
41 "Eu não aceito glória dos homens,
42 କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟ ରେ ପରମେଶ୍ବରଙ୍କ ପ୍ ରମେ ନାହିଁ।
42 mas conheço vocês. Sei que vocês não têm o amor de Deus.
43 ମୁଁ ମାରେପରମପିତାଙ୍କଠାରୁ ଆସିଛି। ମୁଁ ତାହାଙ୍କ ପାଇଁ କଥା କ ହେ। କିନ୍ତୁ ତୁମ୍ଭମାନେେ ମାେତେ ଗ୍ରହଣ କରୁ ନାହଁ। କିନ୍ତୁ ଯେତବେେଳେ ଅନ୍ୟ କିଏ ଆସି କବଳେ ତା ନିଜ ବିଷୟ ରେ କହିବ ସେତବେେଳେ ତୁମ୍ଭେ ତାକୁ ଗ୍ରହଣ କରିବ।
43 Eu vim em nome de meu Pai, e vocês não me aceitaram; mas, se outro vier em seu próprio nome, vocês o aceitarão.
44 ତୁମ୍ଭମାନେେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ବରଙ୍କ ପାଖରୁ ଯେଉଁ ପ୍ରଶଂସା ଆ ସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁନାହଁ। ତାହାହେଲେ ତୁମ୍ଭେ ଏକଥା କିପରି ବିଶ୍ବାସ କରି ପାରିବ।
44 Como vocês podem crer, se aceitam glória uns dos outros, mas não procuram a glória que vem do Deus único?
45 ଭାବ ନାହିଁ ଯେ ମୁଁ ପରମପିତାଙ୍କ ଆଗ ରେ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରିବି। ମାଶାେ ହେଉଛନ୍ତି ଜଣେ, ୟିଏ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରନ୍ତି। ତୁମ୍ଭେ ମାଶାଙ୍କେଠା ରେ ଭରସା ରଖିଛ ଯେ ସେ ତୁମ୍ଭକୁ ଉଦ୍ଧାର କରିବେ।
45 "Contudo, não pensem que eu os acusarei perante o Pai. Quem os acusa é Moisés, em quem estão as suas esperanças.
46 ଯଦି ପ୍ରକୃତ ରେ ତୁମ୍ଭମାନେେ ମାଶାଙ୍କେୁ ବିଶ୍ବାସ କରିଛ, ତବେେ ତୁମ୍ଭେ ମାେତେ ମଧ୍ଯ ବିଶ୍ବାସ କରିବ। କାରଣ ମାଶାେ ମାେ ବିଷୟ ରେ ଲେଖିଥିଲେ।
46 Se vocês cressem em Moisés, creriam em mim, pois ele escreveu a meu respeito.
47 କିନ୍ତୁ ତୁମ୍ଭେ ମାଶାଙ୍କେର ଲେଖିବା କଥା ବିଶ୍ବାସ କରୁ ନାହଁ। ତେଣୁ ତୁମ୍ଭମାନେେ ମାେ କଥା ରେ ବିଶ୍ବାସ କରି ପାରିବ ନାହିଁ।
47 Visto, porém, que não crêem no que ele escreveu, como crerão no que eu digo? "

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar João 5, comparar traduções ou montar um estudo — tudo direto pelo WhatsApp.