João 2

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଦୁଇ ଦିନ ପରେ ଗାଲିଲୀର କାନ୍ନା ସହର ରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମାଆ ସଠାେରେ ଥିଲେ।
1 Três dias depois, celebravam-se bodas em Caná da Galiléia, e achava-se ali a mãe de Jesus.
2 ହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ମଧ୍ଯ ନିମନ୍ତ୍ରିତ ହାଇେଥିଲେ।
2 Também foram convidados Jesus e os seus discípulos.
3 ହି ବିବାହ ଉତ୍ସବ ରେ ୟଥେଷ୍ଟ ପରିମାଣ ରେ ଦ୍ରାକ୍ଷାରସ ନଥିଲା। ଦ୍ରାକ୍ଷାରସ ସରିୟିବା ପରେ ଯୀଶୁଙ୍କର ମାଆ ଆସି ତାହାଙ୍କୁ କହିଲେ, ସମାନଙ୍କେର ଆଉ ଦ୍ରାକ୍ଷାରସ ନାହିଁ।
3 Como viesse a faltar vinho, a mãe de Jesus disse-lhe: Eles já não têm vinho.
4 ଯୀଶୁ ଉତ୍ତର ଦେଲେ, ପ୍ରିୟ ନାରୀ, କ'ଣ କରିବାକୁ ହବେ, ଏହା ତୁମ୍ଭେ ମାେତେ କହିବା ଉଚିତ ନୁହେଁ। ମାରେ ସମୟ ଏପର୍ୟ୍ଯନ୍ତ ଆସି ନାହିଁ।
4 Respondeu-lhe Jesus: Mulher, isso compete a nós? Minha hora ainda não chegou.
5 ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।
5 Disse, então, sua mãe aos serventes: Fazei o que ele vos disser.
6 ସହେି ସ୍ଥାନ ରେ ଛଅଟି ପଥରର ବଡ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ଯବହାର କରୁଥିଲେ। ପ୍ରେତ୍ୟକକ ଜଳକୁଣ୍ଡ ରେ ପ୍ରାୟ ଶ ହରେୁ ଶ ହେ ପଚାଶ ଲିଟର ପାଣି ଧରୁଥିଲା।
6 Ora, achavam-se ali seis talhas de pedra para as purificações dos judeus, que continham cada qual duas ou três medidas.
7 ଯୀଶୁ ସବେକମାନଙ୍କୁ କହିଲେ, ସହେି ଜଳ କୁଣ୍ଡ ରେ ପାଣି ଭର୍ତ୍ତି କର। ତେଣୁ ସବେକମାନେ କୁଣ୍ଡ ରେ ପାଣି ଭର୍ତ୍ତି କରି ଦେଲେ।
7 Jesus ordena-lhes: Enchei as talhas de água. Eles encheram-nas até em cima.
8 ତା'ପରେ ଯୀଶୁ ସବେକମାନଙ୍କୁ କହିଲେ, ବର୍ତ୍ତମାନ ସେଥିରୁ କିଛି ପାଣି କାଢି ନିଅ। ଏହି ପାଣି ନଇେ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।
8 Tirai agora , disse-lhes Jesus, e levai ao chefe dos serventes. E levaram.
9 ତା'ପରେ ଭୋଜି ଦାଯିତ୍ବ ରେ ଥିବା ମୁଖ୍ଯ ଲୋକ ତାହାକୁ ଚାଖିଲେ। ସହେି ପାଣି ଏବେ ଦ୍ରାକ୍ଷାରସ ରେ ପରିଣତ ହାଇଯୋଇଥିଲା। ସେ ଜାଣି ନଥିଲେ ଯେ ଏପରି ଦ୍ରାକ୍ଷାରସ କେଉଁଠାରୁ ଆସିଲା? କିନ୍ତୁ ସହେି ପାଣି କାଢିଥିବା ସବେକମାନେ ଜାଣିଥିଲେ। ତା'ପରେ ଭୋଜିକର୍ତ୍ତା ବରକୁ ଡାକିଲେ।
9 Logo que o chefe dos serventes provou da água tornada vinho, não sabendo de onde era {se bem que o soubessem os serventes, pois tinham tirado a água}, chamou o noivo
10 ସେ ବରକୁ କହିଲେ, ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ୟଥେଷ୍ଟ ପିଇ ତୃପ୍ତ ହବୋପରେ ସମାନେେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ୟ୍ଯନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।
10 e disse-lhe: É costume servir primeiro o vinho bom e, depois, quando os convidados já estão quase embriagados, servir o menos bom. Mas tu guardaste o vinho melhor até agora.
11 ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ୟ୍ଯ କାର୍ୟ୍ଯ ଥିଲା। ସେ ଏହି ଆଶ୍ଚର୍ୟ୍ଯକାମ ଗାଲୀଲୀର କାନ୍ନା ସହର ରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦଖାଇେଲେ। ଏବଂ ତାହାଙ୍କର ଶିଷ୍ଯମାନେ ତାହାଙ୍କ ଉପରେ ବିଶ୍ବାସ କଲେ।
11 Este foi o primeiro milagre de Jesus; realizou-o em Caná da Galiléia. Manifestou a sua glória, e os seus discípulos creram nele.
12 ତା'ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମାଆ, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ଯମାନେ ଗଲେ। ସମାନେେ ସମସ୍ତେ କଫର୍ନାହୂମ ରେ କିଛି ଦିନ ରହିଲେ।
12 Depois disso, desceu para Cafarnaum, com sua mãe, seus irmãos e seus discípulos; e ali só demoraram poucos dias.
13 ସେତବେେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇେଆସୁଥିଲା। ତେଣୁ ଯୀଶୁ ୟିରୂଶାଲମକୁ ଗଲେ।
13 Estava próxima a Páscoa dos judeus, e Jesus subiu a Jerusalém.
14 ସହେି ମନ୍ଦିର ପରିସର ରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତକେ ଲୋକଙ୍କୁ ସେ ଟବେୁଲ ପାଖ ରେ ବସିଥିବାର ଦେଖିଲେ। ସହେି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ଯବସାୟ ମଧ୍ଯ କରୁଥିଲେ।
14 Encontrou no templo os negociantes de bois, ovelhas e pombas, e mesas dos trocadores de moedas.
15 ଯୀଶୁ କେତେ ଖଣ୍ଡ ଦଉଡି ରେ ଗୋଟିଏ ଛାଟ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡିକୁ ଓ ଗୋରୁଗୁଡିକୁ ସଠାରୁେ ଜାରେ ଜବରଦସ୍ତି ତଡି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ଟଙ୍କା ତଳେ ପକଇେ ମଜଗେୁଡିକ ଓଲଟଇେ ଦେଲେ।
15 Fez ele um chicote de cordas, expulsou todos do templo, como também as ovelhas e os bois, espalhou pelo chão o dinheiro dos trocadores e derrubou as mesas.
16 ତା'ପରେ ଯୀଶୁ କପୋତ ବପୋରୀମାନଙ୍କୁ ଯାଇ କହିଲେ, ଏସବୁ ଜିନିଷଗୁଡିକ ଏଠାରୁ ନଇଯାେଅ। ମାରେ ପରମପିତାଙ୍କ ଘରକୁ ଗୋଟିଏ ବାଣିଜ୍ଯ ଗୃହ ରେ ପରିଣତ କର ନାହିଁ।
16 Disse aos que vendiam as pombas: Tirai isto daqui e não façais da casa de meu Pai uma casa de negociantes.
17 ଏହି ସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ଯମାନେ ଶାସ୍ତ୍ର ରେ ଲଖାେ ହାଇେଥିବା ଏହି ବାଣୀ ମନେ ପକାଇଲେ:
17 Lembraram-se então os seus discípulos do que está escrito: O zelo da tua casa me consome {Sl 68,10}.
18 ଯୀହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭକୁ ଚିହ୍ନ ସ୍ବରୂପେ ଏକ ଆଶ୍ଚର୍ୟ୍ଯ କାର୍ୟ୍ଯ କରି ଦଖାେଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।
18 Perguntaram-lhe os judeus: Que sinal nos apresentas tu, para procederes deste modo?
19 ଯୀଶୁ ଉତ୍ତର ଦେଲେ, ଏହି ମନ୍ଦିରକୁ ନଷ୍ଟ କରି ଦିଅ ଏବଂ ମୁଁ ଏହାକୁ ତିନି ଦିନ ମଧିଅରେ ପୁନର୍ବାର ନିର୍ମାଣ କରି ଦବେି।
19 Respondeu-lhes Jesus: Destruí vós este templo, e eu o reerguerei em três dias.
20 ଯିହୂଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛଯାଳିଶ ବର୍ଷ ପର୍ୟ୍ଯନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧିଅରେ ନିର୍ମାଣ କରି ଦବେ?
20 Os judeus replicaram: Em quarenta e seis anos foi edificado este templo, e tu hás de levantá-lo em três dias?!
21 (କିନ୍ତୁ ଯୀଶୁ ଏହି ମନ୍ଦିର କହିବା ବେଳେ ନିଜ ଶରୀରକୁ ଲକ୍ଷ୍ଯ କରି କହିଥିଲେ।
21 Mas ele falava do templo do seu corpo.
22 ଯୀଶୁ ମୃତ୍ଯୁରୁ ଉଠିଲା ପରେ ତାହାଙ୍କ ଶିଷ୍ଯମାନେ ତାହାଙ୍କ କହିଥିବା କଥା ମନେ ପକାଇଥିଲେ। ତେଣୁ ତାହାଙ୍କର ଶିଷ୍ଯମାନେ ତାହାଙ୍କ ବିଷୟ ରେ ଶାସ୍ତ୍ର ରେ ଯାହା ଲଖାେଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ବାସ କଲେ।)
22 Depois que ressurgiu dos mortos, os seus discípulos lembraram-se destas palavras e creram na Escritura e na palavra de Jesus.
23 ଯୀଶୁ ନିସ୍ତାରପର୍ବ ପାଇଁ ୟିରୁଶାଲମ ରେ ଥିଲେ। ଅନକେ ଲୋକ ତାହାଙ୍କ ଉପରେ ବିଶ୍ବାସ କରିଲେ। କାରଣ ସମାନେେ ତାହାଙ୍କ ଦ୍ବାରା କରାଯାଇଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ଦେଖିଲେ।
23 Enquanto Jesus celebrava em Jerusalém a festa da Páscoa, muitos creram no seu nome, à vista dos milagres que fazia.
24 କିନ୍ତୁ ଯୀଶୁ ସମାନଙ୍କେୁ ଭରସା କଲେ ନାହିଁ କାରଣ ସେ ସହେି ଲୋକମାନଙ୍କର ମନର ଭାବନା ଜାଣିଥିଲେ।
24 Mas Jesus mesmo não se fiava neles, porque os conhecia a todos.
25 ମନୁଷ୍ଯର ମନ ଭିତ ରେ କ'ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟ ରେ ବୁଝଇବୋ କାହାରି ଦରକାର ନଥିଲା।
25 Ele não necessitava que alguém desse testemunho de nenhum homem, pois ele bem sabia o que havia no homem.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar João 2, comparar traduções ou montar um estudo — tudo direto pelo WhatsApp.