João 12
Oriya Bible (GL_ORIYA) vs ARC
1 ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନିଆକୁ ଗଲେ। ଲାଜାର ବେଥନିଆ ରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ))।
1 Foi, pois, Jesus seis dias antes da Páscoa a Betânia, onde estava Lázaro, o que falecera e a quem ressuscitara dos mortos.
2 ସଠାେରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହାଇେଥିଲା। ମାର୍ଥା ଖାଦ୍ୟ ପରିବଷେଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧିଅରେ ଲାଜାର ମଧ୍ଯ ଖାଉଥିଲେ।
2 Fizeram-lhe, pois, ali uma ceia, e Marta servia, e Lázaro era um dos que estavam à mesa com ele.
3 ମରିୟମ ଅଧ ଲିଟର ଅତି ମୂଲ୍ଯବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦ ରେ ଢାଳି ଦେଲେ। ତା'ପରେ ସେ ତାହାଙ୍କ ପାଦ ନିଜ କେଶ ରେ ପୋଛି ଦେଲେ। ଘରଟି ଅତର ସୁବାସ ରେ ମହକି ଉଠିଲା।
3 Então, Maria, tomando uma libra de unguento de nardo puro, de muito preço, ungiu os pés de Jesus e enxugou-lhe os pés com os seus cabelos; e encheu-se a casa do cheiro do unguento.
4 ଈଷ୍କାରିଯୋଥ ୟିହୂଦା ସଠାେରେ ଥିଲା। ୟିହୂଦା ଯୀଶୁଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ ଥିଲେ। ( ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ୟିହୂଦା ମରିୟମଙ୍କ ଏହି କାର୍ୟ୍ଯ ପସନ୍ଦ କଲେ ନାହିଁ। ସେ କହିଲେ,
4 Então, um dos seus discípulos, Judas Iscariotes, filho de Simão, o que havia de traí-lo, disse:
5 ସହେି ଅତରର ମୂଲ୍ଯ ତିନିଶହ ରୂପା ଟଙ୍କା। ଏହାକୁ ବୀକ୍ରି କରି ସହେି ଟଙ୍କା ଗରିବ ଲୋକମାନଙ୍କୁ ଦବୋ ଉଚିତ୍ ଥିଲା,
5 Por que não se vendeu este unguento por trezentos dinheiros, e não se deu aos pobres?
6 କିନ୍ତୁ ୟିହୂଦା ଗରୀବ ଲୋକମାନଙ୍କ ପ୍ରତି ପ୍ରକୃତ ରେ ଚିନ୍ତିତ ନଥିଲା। ସେ ନିଜେ ଚୋର ଥିବାରୁ ଏକଥା କହିଲା। ସେ ଶିଷ୍ଯମାନଙ୍କ ପାଇଁ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ଏବଂ ସେ ପ୍ରାୟ ସହେି ବାକ୍ସରୁ ଟଙ୍କା ଚୋରି କରୁଥିଲା।
6 Ora, ele disse isso não pelo cuidado que tivesse dos pobres, mas porque era ladrão, e tinha a bolsa, e tirava o que ali se lançava.
7 ଯୀଶୁ ଉତ୍ତର ଦେଲେ, ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମାରେ ସମାଧି କ୍ରିଯାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି।
7 Disse, pois, Jesus: Deixai-a; para o dia da minha sepultura guardou isto.
8 ତୁମ୍ଭ ପାଖ ରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।
8 Porque os pobres, sempre os tendes convosco, mas a mim nem sempre me tendes.
9 ଯୀଶୁ ବେଥନିଆ ରେ ଥିବା କଥା ଅନକେ ଯିହୂଦୀମାନେ ଶୁଣିଲେ। ତେଣୁ ସମାନେେ ତାହାଙ୍କୁ ଦେଖିବା ପାଇଁ ସଠାେକୁ ଗଲେ। ସମାନେେ ଲାଜାରଙ୍କୁ ମଧ୍ଯ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ,
9 E muita gente dos judeus soube que ele estava ali; e foram, não só por causa de Jesus, mas também para ver a Lázaro, a quem ressuscitara dos mortos.
10 ତେଣୁ ମୁଖ୍ଯ ଯାଜକମାନେ ଲାଜାରଙ୍କୁ ହତ୍ଯା କରିବା ପାଇଁ ମଧ୍ଯ ଯୋଜନା କଲେ।
10 E os principais dos sacerdotes tomaram deliberação para matar também a Lázaro,
11 ଅନକେ ଯିହୂଦୀ ଲାଜାରଙ୍କ ହତେୁ ସମାନଙ୍କେର ନେତାମାନଙ୍କୁ ଛାଡି ଯୀଶୁଙ୍କ ବିଶ୍ବାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ଯ ମାରିବା ପାଇଁ ଚେଷ୍ଟା କଲେ।
11 porque muitos dos judeus, por causa dele, iam e criam em Jesus.
12 ତହିଁ ଆରଦିନ ଲୋକମାନେ ୟିରୂଶାଲମ ରେ ଶୁଣିଲେ ଯେ, ଯୀଶୁ ସଠାେକୁ ଆସୁଛନ୍ତି। ଏହି ଲୋକମାନେ ଅନକେ ସଂଖ୍ଯା ରେ ନିସ୍ତାରପର୍ବ ପାଇଁ ଆସିଥିଲେ।
12 No dia seguinte, ouvindo uma grande multidão que viera à festa que Jesus vinha a Jerusalém,
13 ସମାନେେ ଖଜୁରୀ ବାହୂଙ୍ଗା ଧରି ୟିଶୁଙ୍କୁ ଦଖାେ କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜାରେ ରେ କହିଲେ,
13 tomaram ramos de palmeiras, e saíram-lhe ao encontro, e clamavam: Hosana! Bendito o Rei de Israel que vem em nome do Senhor!
14 ଯୀଶୁ ଗୋଟିଏ ଗଧ ପାଇଲେ ଓ ତା' ଉପରେ ଚଢି଼ଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥି ରେ ଲଖାେଥିଲା,
14 E achou Jesus um jumentinho e assentou-se sobre ele, como está escrito:
15 ହେ ସିୟୋନ ନଗର, ଭୟ କର ନାହିଁ। ଦେଖ, ତୁମ୍ଭର ରାଜା ଆସୁଛନ୍ତି। ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।ୟିଖରିୟ 9:9
15 Não temas, ó filha de Sião! Eis que o teu Rei vem assentado sobre o filho de uma jumenta.
16 ଯୀଶୁଙ୍କର ଶିଷ୍ଯମାନେ ସେତବେେଳେ ଏହି ଘଟଣାର ଅର୍ଥ ବୁଝିପାରି ନଥିଲେ। କିନ୍ତୁ ଯୀଶୁ ଯେତବେେଳେ ମହିମାନ୍ବିତ ହେଲେ ସେତବେେଳେ ସମାନେେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟ ରେ ଲଖାଯାେଇଥିଲା। ତା'ପରେ ଶିଷ୍ଯମାନେ ମନେ ପକାଇଲେ ଯେ ସମାନେେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି।
16 Os seus discípulos, porém, não entenderam isso no princípio; mas, quando Jesus foi glorificado, então, se lembraram de que isso estava escrito dele e que isso lhe fizeram.
17 ଯୀଶୁ ଯେତବେେଳେ ଲାଜାରଙ୍କୁ ମରଣ ପରେ ଉେଠଇଲେ ଓ ତାହାଙ୍କୁ କବର ଭିତରୁ ବାହାରକୁ ଆସିବାକୁ କହିଲେ, ସେତବେେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସହେି ଲୋକମାନେ ଯୀଶୁଙ୍କ କାର୍ୟ୍ଯ ବିଷୟ ରେ ଅନ୍ୟ ଲୋକମାନଙ୍କୁ କହୁଥିଲେ।
17 A multidão, pois, que estava com ele quando Lázaro foi chamado da sepultura testificava que ele o ressuscitara dos mortos.
18 ଯେତବେେଳେ ସମାନେେ ଶୁଣିଲେ ଯେ ଏହି ଆଶ୍ଚର୍ୟ୍ଯ କାର୍ୟ୍ଯ ଯୀଶୁଙ୍କ ଦ୍ବାରା ହାଇେଛି, ଅନକେ ଲୋକ ତାହାଙ୍କୁ ଭଟେିବା ପାଇଁ ଗଲେ।
18 Pelo que a multidão lhe saiu ao encontro, porque tinham ouvido que ele fizera este sinal.
19 ତେଣୁ ଫାରୂଶୀମାନେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଦେଖ, ଆମ୍ଭର ଯୋଜନା କାମ କରୁନାହିଁ। ସାରା ଜଗତ ତାହାଙ୍କର ଅନୁଗରଣ କରିଲଣେି।
19 Disseram, pois, os fariseus entre si: Vedes que nada aproveitais? Eis que todos vão após ele.
20 ନିସ୍ତାର ପର୍ବ ରେ ଉପାସନା କରିବା ପାଇଁ ୟିରୂଶାଲମ ଯାଇଥିବା ଲୋକମାନଙ୍କ ମଧ୍ଯରୁ କେତକେ ଗ୍ରୀକ୍ ଲୋକଥିଲେ।
20 Ora, havia alguns gregos entre os que tinham subido a adorar no dia da festa.
21 ସହେି ଗ୍ରୀକ୍ ଲୋକମାନେ ଫିଲିପ୍ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଚାହୁଁ।
21 Estes, pois, dirigiram-se a Filipe, que era de Betsaida da Galileia, e rogaram-lhe, dizendo: Senhor, queríamos ver a Jesus.
22 ଫିଲିପ୍ପ ଆନ୍ଦ୍ରିୟଙ୍କୁ ଯାଇ ଏକଥା ଜଣାଇଲେ। ତା'ପରେ ଆନ୍ଦ୍ରିୟ ଓ ଫିଲିପ୍ପ ଯୀଶୁଙ୍କୁ ଯାଇ କହିଲେ।
22 Filipe foi dizê-lo a André, e, então, André e Filipe o disseram a Jesus.
23 ଯୀଶୁ ସମାନଙ୍କେୁ କହିଲେ, ବର୍ତ୍ତମାନ ମନୁଷ୍ଯ ପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି।
23 E Jesus lhes respondeu, dizendo: É chegada a hora em que o Filho do Homem há de ser glorificado.
24 ମୁଁ ତୁମ୍ଭକୁ ସତ୍ଯ କହୁଛି। ଗୋଟିଏ ଗହମ ଦାନା ଭୂମିରେ ପଡି ନିଶ୍ଚୟ ମରିବା ଆବଶ୍ଯକ। ତା ପରେ ଏହା ବଢି ବହୁତ ଶସ୍ଯ ଦିଏ। କିନ୍ତୁ ଯଦି ଏହା କଦାପି ମ ରେ ନାହିଁ, ତବେେ ଏହା ସର୍ବଦା ଗୋଟିଏ ମଞ୍ଜି ହାଇେ ରହିଥାଏ।
24 Na verdade, na verdade vos digo que, se o grão de trigo, caindo na terra, não morrer, fica ele só; mas, se morrer, dá muito fruto.
25 ନିଜ ଜୀବନକୁ ଭଲ ପାଉଥିବା ବ୍ଯକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ।
25 Quem ama a sua vida perdê-la-á, e quem, neste mundo, aborrece a sua vida, guardá-la-á para a vida eterna.
26 ମାରେ ସବୋ କୁରଥିବା ଲୋକେ ନିଶ୍ଚୟ ମାରେ ଅନୁସରଣ କରନ୍ତୁ। ତବେେ ମାରେ ସବେକମାନେ ମୁଁ ଯେଉଁଠା ରେ ଥିବି, ସଠାେରେ ମାେ ସହିତ ରହିବେ। ଯେଉଁ ଲୋକମାନେ ମାରେ ସବୋ କରିଥିବେ, ମାରେ ପରମପିତା ସମାନଙ୍କେୁ ସମ୍ମାନ ଦବେେ।
26 Se alguém me serve, siga-me; e, onde eu estiver, ali estará também o meu servo. E, se alguém me servir,
27 ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି। ମୁଁ କ'ଣ କହିବି? ' ହେ ପରମପିତା, ମାେତେ ଏ ୟନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର', ଏଭଳି କହି କ'ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ ୟନ୍ତ୍ରଣା ଭୋଗିବି ବୋଲି ଆସିଛି।
27 Agora, a minha alma está perturbada; e que direi eu? Pai, salva-me desta hora; mas para isso vim a esta hora.
28 ହେ ପରମପିତା, ଆପଣା ନାମକୁ ଗୌରବାନ୍ବିତ କର।
28 Pai, glorifica o teu nome. Então, veio uma voz do céu que dizia: Já o tenho glorificado e outra vez o glorificarei.
29 ସଠାେରେ ଠିଆ ହାଇେଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସମାନେେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ।
29 Ora, a multidão que ali estava e que a tinha ouvido dizia que havia sido um trovão. Outros diziam: Um anjo lhe falou.
30 ଯୀଶୁ ଲୋକମାନଙ୍କୁ କହିଲେ, ସହେି ବାଣୀ ତୁମ୍ଭ ପାଇଁ ଥିଲା, ମାେ ପାଇଁ ନୁହେଁ।
30 Respondeu Jesus e disse: Não veio esta voz por amor de mim, mas por amor de vós.
31 ବର୍ତ୍ତମାନ ଜଗତର ବିଚାରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡିତ ହବୋର ଏହା ହେଉଛି ସମୟ।
31 Agora, é o juízo deste mundo; agora, será expulso o príncipe deste mundo.
32 ମୁଁ ଜଗତରୁ ଉର୍ଦ୍ଧ୍ବକୁ ଉତ୍ଥିତ ହବେି। ଯେତବେେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମାେ ନିକଟକୁ ନଇେ ୟିବି।
32 E eu, quando for levantado da terra, todos atrairei a mim.
33 ଯୀଶୁ କେଉଁ ପ୍ରକାରର ମୃତ୍ଯୁବରଣ କରିବେ, ତାହା ଦଖାଇବୋ ପାଇଁ ସେ ଏହା କହିଲେ।
33 E dizia isso significando de que morte havia de morrer.
34 ଲୋକମାନେ କହିଲେ, ଆମ୍ଭ ବ୍ଯବସ୍ଥା କୁ ହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତବେେ ତୁମ୍ଭେ କାହିଁକି କହୁଛ ଯେ 'ମନୁଷ୍ଯ ପୁତ୍ର ନିଶ୍ଚୟ ଉର୍ଦ୍ଧ୍ବକୁ ଯିବେ?' ଏହି ମନୁଷ୍ଯପୁତ୍ର କିଏ?
34 Respondeu-lhe a multidão: Nós temos ouvido da lei que o Cristo permanece para sempre, e como dizes tu que convém que o Filho do Homem seja levantado? Quem é esse Filho do Homem?
35 ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।
35 Disse-lhes, pois, Jesus: A luz ainda está convosco por um pouco de tempo; andai enquanto tendes luz, para que as trevas vos não apanhem, pois quem anda nas trevas não sabe para onde vai.
36 ତେଣୁ ତୁମ୍ଭ ପାଖ ରେ ଆଲୋକ ଥିବା ପର୍ୟ୍ଯନ୍ତ ତା'ଠା ରେ ତୁମ୍ଭେ ବିଶ୍ବାସ ରଖ। ତବେେ ତୁମ୍ଭମାନେେ ଆଲୋକର ସନ୍ତାନ ହବେ। ଯୀଶୁ ଏକଥା କରିବା ପରେ ସମାନଙ୍କେର ପାଖରୁ ଚାଲି ଗଲେ। ସେ ଏପରି ସ୍ଥାନ ରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।
36 Enquanto tendes luz, crede na luz, para que sejais filhos da luz. Essas coisas disse Jesus; e, retirando-se, escondeu-se deles.
37 ଯୀଶୁ ବହୁତ ଗୁଡିଏ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ବେ ତାହାଙ୍କୁ ବିଶ୍ବାସ କଲେ ନାହିଁ।
37 E, ainda que tivesse feito tantos sinais diante deles, não criam nele,
38 ଅତଏବ ଭବିଷ୍ଯଦ୍ବକ୍ତା ୟିଶାଇୟ ଯାହା କହିଥିଲେ ତାହା ସତ୍ଯ ହେଲା, ସେ କହିଥିଲେ,
38 para que se cumprisse a palavra do profeta Isaías, que diz: Senhor, quem creu na nossa pregação? E a quem foi revelado o braço do Senhor?
39 ସମାନେେ ବିଶ୍ବାସ କରି ପାରି ନଥିଲେ, କାରଣ ୟିଶାଇୟ ଆହୁରି ମଧ୍ଯ କହିଥିଲେ:
39 Por isso, não podiam crer, pelo que Isaías disse outra vez:
40 ପରମେଶ୍ବର ଲୋକମାନଙ୍କୁ ଅନ୍ଧ କରିଛନ୍ତି। ସେ ସମାନଙ୍କେର ହୃଦୟ କଠିନ କରି ଦଇେଛନ୍ତି। ସମାନେେ ଯେପରି ଆଖି ରେ ଦେଖିପାରିବେ ନାହିଁ ଓ ବୁଦ୍ଧି ରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ବର ଏହା କରିଅଛନ୍ତି। ତା'ପରେ ମୁଁ ସମାନଙ୍କେୁ ସୁସ୍ଥ କରିବି। ୟିଶାଇୟ 6:10
40 Cegou-lhes os olhos e endureceu-lhes o coração, a fim de que não vejam com os olhos, e compreendam no coração, e se convertam, e eu os cure.
41 ୟିଶାଇୟ ଏକଥା କହିଥଲେେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟ ରେ ଏହା କହିଲେ।
41 Isaías disse isso quando viu a sua glória e falou dele.
42 କିନ୍ତୁ ଯୀଶୁଙ୍କୁ ଅନକେ ଲୋକ ବିଶ୍ବାସ କଲେ ଏପରିକି, ଅନକେ ଯିହୂଦୀ ନେତାମାନେ ମଧ୍ଯ ତାହାଙ୍କ ଠା ରେ ବିଶ୍ବାସ କଲେ। କିନ୍ତୁ ସମାନେେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସମାନେେ ତାହାଙ୍କ ବିଶ୍ବାସ ସମ୍ବନ୍ଧ ରେ ଖାେଲାଖାଲିେ ଭାବେ କହିଲେ ନାହିଁ। ସମାନେେ ଡରିଲେ, କାଳେ ଫାରୂଶୀମାନେ ସମାନଙ୍କେୁ ସମାଜଗୃହରୁ ବାହାର କରି ଦବେେ।
42 Apesar de tudo, até muitos dos principais creram nele; mas não o confessavam por causa dos fariseus, para não serem expulsos da sinagoga.
43 ସେ ଲୋକମାନେ ପରମେଶ୍ବରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।
43 Porque amavam mais a glória dos homens do que a glória de Deus.
44 ତା'ପରେ ଯୀଶୁ ଚିତ୍କାର କରି କହିଲେ, ମାଠାେ ରେ ଯେଉଁ ଲୋକ ବିଶ୍ବାସ ରେଖ, ସେ ପ୍ରକୃତ ରେ ମାେ ଠା ରେ ନୁହେଁ ମାତ୍ର ଯେ ମାେତେ ପଠାଇଛନ୍ତି, ତାହାଙ୍କଠା ରେ ବିଶ୍ବାସ ରେଖ।
44 E Jesus clamou e disse: Quem crê em mim crê não em mim, mas naquele que me enviou.
45 ମାେତେ ଯେଉଁ ଲୋକ ଦେଖେ, ସେ ପ୍ରକୃତ ରେ ମାରେ ପ୍ ରରଣୋ କର୍ତ୍ତାଙ୍କୁ ଦେଖେ।
45 E quem me vê a mim vê aquele que me enviou.
46 ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମାରେ ଆସିବାର କାରଣ, ମାଠାେ ରେ ବିଶ୍ବାସ ରଖିଥିବା ପ୍ରେତ୍ୟକକ ଲୋକ କବେେ ଅନ୍ଧକାର ରେ ରହିବ ନାହିଁ।
46 Eu sou a luz que vim ao mundo, para que todo aquele que crê em mim não permaneça nas trevas.
47 ମୁଁ ଲୋକମାନଙ୍କର ବିଚାର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ଯ ରେ ଆସିଛି। ଯେଉଁମାନେ ମାେ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ଯ କରନ୍ତି ମୁଁ ସହେି ଲୋକମାନଙ୍କର ବିଚାର କରିବା ପାଇଁ ଆସି ନାହିଁ।
47 E, se alguém ouvir as minhas palavras e não crer, eu não o julgo, porque eu vim não para julgar o mundo, mas para salvar o mundo.
48 ଜଣେ ବିଚାରକ ଅଛନ୍ତି. ୟିଏ ବିଚାର କରିବେ କି, କେଉଁ ଲୋକ ମାେତେ ବିଶ୍ବାସ କରୁନାହିଁ ଓ ମାେ କଥା ଗ୍ରହଣ କରୁନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦଇେଛି, ତାହା ଦ୍ବାରା ସହେି ଲୋକ ଶଷେ ଦିନ ରେ ବିଚାର ହବେ।
48 Quem me rejeitar a mim e não receber as minhas palavras a palavra que tenho pregado, essa o há de julgar no último Dia.
49 ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦଇେଛି ତାହା ମାରେ ନୁହେଁ। ମାରେ ପ୍ ରରଣକେର୍ତ୍ତା ପରମପିତା ମାେତେ କ'ଣ କହିବାକୁ ଓ କ'ଣ ଉପଦେଶ ଦବୋକୁ ପଡିବ ତାହା କହିଛନ୍ତି।
49 Porque eu não tenho falado de mim mesmo, mas o Pai, que me enviou, ele me deu mandamento sobre o que hei de dizer e sobre o que hei de falar.
50 ମୁଁ, ଜାଣେ, ମାେ ପରମପିତା ଯାହା ଆଦେଶ ଦିଅନ୍ତି, ସହେିଠାରୁ ଅନନ୍ତ ଜୀବନ ଆ ସେ। ତେଣୁ ମୁଁ ଯାହା କରିଛି, ତାହା କହିବା ପାଇଁ ମାେତେ ପରମପିତା କହିଛନ୍ତି।
50 E sei que o seu mandamento é a vida eterna. Portanto, o que eu falo, falo-o como o Pai mo tem dito.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 12, comparar traduções ou montar um estudo — tudo direto pelo WhatsApp.