João 11
Oriya Bible (GL_ORIYA) vs NTLH
1 ଲାଜାର ନାମ ରେ ଜଣେ ବ୍ଯକ୍ତି ଅସୁସ୍ଥ ଥିଲେ। ସେ ବେଥନିଆ ନଗର ରେ ରହୁଥିଲେ। ସଠାେରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ଯ କରୁଥିଲେ।
1 Um homem chamado Lázaro estava doente. Ele era do povoado de Betânia, onde Maria e a sua irmã Marta moravam.
2 ସହେି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦ ରେ ଅତି ମୂଲ୍ଯବାନ ଅତର ଢାଳି ନିଜ କେଶ ରେ ପାଦ ପୋଛି ଦଇେଥିଲେ। ସମାନଙ୍କେର ଭାଇ ଲାଜାର ଅସୁସ୍ଥ ଥିଲେ।
2 (Esta Maria era a mesma que pôs perfume nos pés do Senhor Jesus e os enxugou com os seus cabelos. Era o irmão dela, Lázaro, que estava doente.)
3 ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସମାନେେ କହି ପଠାଇଲେ, ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡିତ ଅଛନ୍ତି।
3 As duas irmãs mandaram dizer a Jesus: — Senhor, o seu querido amigo Lázaro está doente!
4 ଯୀଶୁ ଏହି କଥା ଶୁଣି କହିଲେ, ତାହାର ପୀଡା ମୃତ୍ଯୁଜନକ ନୁହେଁ। କିନ୍ତୁ ତା'ର ଅସୁସ୍ଥତା ପରମେଶ୍ବରଙ୍କର ଗୌରବ ନିମନ୍ତେ। ପରମେଶ୍ବରଙ୍କର ପୁତ୍ର ଏହା ଦ୍ବାରା ଗୌରବାନ୍ବିତ ହବେେ।
4 Quando Jesus recebeu a notícia, disse:
5 ଯୀଶୁ ମାର୍ଥା, ତା'ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ।
5 Jesus amava muito Marta, e a sua irmã, e também Lázaro.
6 ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସଠାେରେ ଆହୁରି ଦୁଇ ଦିନ ରହିଗଲେ।
6 Porém quando soube que Lázaro estava doente, ainda ficou dois dias onde estava.
7 ତାପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଚାଲ, ଆମ୍ଭେ ୟିହୂଦା ପ୍ରଦେଶକୁ ଫରେିୟିବା।
7 Então disse aos seus discípulos:
8 ଶିଷ୍ଯମାନେ କହିଲେ, ଗୁରୁ, ୟିହୂଦା ରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥର ରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହାଇେଥିଲା। ଆପଣ ପୁଣି ସଠାେକୁ ଫରେିୟିବାକୁ ଚାହାଁନ୍ତି?
8 Mas eles disseram: — Mestre, faz tão pouco tempo que o povo de lá queria matá-lo a pedradas, e o senhor quer voltar?
9 ଯୀଶୁ ଉତ୍ତର ଦେଲେ, ଦିନ ମଧିଅରେ ବାର ଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନ ବେଳେ ଚାଲିଲେ ସେ ଝୁଣ୍ଟେ ନାହିଁ କି ପଡେ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖିପା ରେ।
9 Jesus respondeu:
10 କିନ୍ତୁ ରାତି ରେ ଜଣେ ଲୋକ ଝୁଣ୍ଟେ, କାରଣ ରାତି ବେଳେ ତାକୁ ଦେଖିବା ରେ ସାହାୟ୍ଯ କରିବା ପାଇଁ ଆଲୋକ ନଥାଏ।
10 Mas, se anda de noite, tropeça porque nele não existe luz.
11 ଯୀଶୁ ଏକଥା କହିବା ସାରିବା ପରେ, କହିଲେ, ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶାଇେଛନ୍ତି। ମୁଁ ତାହାଙ୍କୁ ଉେଠଇବା ପାଇଁ ସଠାେକୁ ଯାଉଛି।
11 Jesus disse isso e depois continuou:
12 ଶିଷ୍ଯମାନେ ଉତ୍ତର ଦେଲେ, କିନ୍ତୁ ପ୍ରଭୁ, ଯଦି ସେ ଶାଇେଛନ୍ତି, ତବେେ ସେ ସୁସ୍ଥ ହାଇେ ଯିବେ।
12 — Senhor, se ele está dormindo, isso quer dizer que vai ficar bom! — disseram eles.
13 ଯୀଶୁଙ୍କର କହିବା ଅର୍ଥ ଥିଲା, ଯେ ଲାଜାର ମୃତ। କିନ୍ତୁ ତାହାଙ୍କର ଶିଷ୍ଯମାନେ ବୁଝିଲେ ଯେ ସେ ସାଧାରଣ ଶାଇେବା ବିଷୟ ରେ କହୁଛନ୍ତି।
13 Mas o que Jesus queria dizer era que Lázaro estava morto. Porém eles pensavam que ele estivesse falando do sono natural.
14 ତେଣୁ ଯୀଶୁ ସ୍ପଷ୍ଟରୂପେ କହିଲେ, ଲାଜାର ମରିଯାଇଛନ୍ତି,
14 Então Jesus disse claramente:
15 ମୁଁ ଖୁସି ଯେ ମୁଁ ସଠାେରେ ନଥିଲି। ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଛି କାରଣ ବର୍ତ୍ତମାନ ତୁମ୍ଭମାନେେ ମାଠାେ ରେ ବିଶ୍ବାସ କରିବ। ଚାଲ, ଆମ୍ଭେ ବର୍ତ୍ତମାନ ତାହାଙ୍କ ପାଖକୁ ୟିବା।
15 mas eu estou alegre por não ter estado lá com ele, pois assim vocês vão crer. Vamos até a casa dele.
16 ତା'ପରେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା ସେ ଅନ୍ୟ ଶିଷ୍ଯଙ୍କୁ କହିଲେ, ଚାଲ ଆମ୍ଭମାନେେ ମଧ୍ଯ ଯୀବା ଓ ଯୀଶୁଙ୍କ ସହିତ ୟିହୂଦା ରେ ମରିବା।
16 Então Tomé, chamado “o Gêmeo”, disse aos outros discípulos: — Vamos nós também a fim de morrer com o Mestre!
17 ଯୀଶୁ ବେଥନିଆ ରେ ପହନ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ଯୁ ହାଇେ କବରସ୍ଥ ହବୋର ଚାରି ଦିନ ହାଇଗେଲାଣି।
17 Quando Jesus chegou, já fazia quatro dias que Lázaro havia sido sepultado.
18 ବେଥନିଆ ୟିରୂଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର।
18 Betânia ficava a menos de três quilômetros de Jerusalém,
19 ଅନକେ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସମାନେେ ମାର୍ଥା ଓ ମରିୟମଙ୍କୁ ସମାନଙ୍କେର ଭାଇ ଲାଜାର ସକାେଶ ସାନ୍ତ୍ବନା ଦବୋ ପାଇଁ ଆସିଥିଲେ।
19 e muitas pessoas tinham vindo visitar Marta e Maria para as consolarem por causa da morte do irmão.
20 ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘ ରେ ରହିଲେ।
20 Quando Marta soube que Jesus estava chegando, foi encontrar-se com ele. Porém Maria ficou sentada em casa.
21 ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠା ରେ ଥାଆନ୍ତେ, ତବେେ ମାରେ ଭାଇ ମରି ନଥାନ୍ତା।
21 Então Marta disse a Jesus: — Se o senhor estivesse aqui, o meu irmão não teria morrido!
22 କିନ୍ତୁ ଏବେ ମଧ୍ଯ ମୁଁ ଜାଣେ ଯେ ଆପଣ ଯାହା କିଛି ମାଗିବେ, ପରମେଶ୍ବର ତାହା ଦବେେ।
22 Mas eu sei que, mesmo assim, Deus lhe dará tudo o que o senhor pedir a ele.
23 ଯୀଶୁ କହିଲେ, ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।
23 — O seu irmão vai ressuscitar! — disse Jesus.
24 ମାର୍ଥା ଉତ୍ତର ଦେଲେ, ମୁଁ ଜାଣେ, ପୁନରୁତ୍ଥାନ ଦିନ ରେ ଯେତବେେଳେ ସମସ୍ତେ ମୃତ୍ଯୁରୁ ବଞ୍ଚି ଉଠିବେ, ସେତବେେଳେ ସେ ମଧ୍ଯ ମୃତ୍ଯୁରୁ ବଞ୍ଚି ଉଠିବ।
24 Marta respondeu: — Eu sei que ele vai ressuscitar no último dia!
25 ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।
25 Então Jesus afirmou:
26 ମାେ'ଠା ରେ ରହୁଥିବା ଓ ବିଶ୍ବାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ'ଣ ଏହା ବିଶ୍ବାସ କର?
26 e quem vive e crê em mim nunca morrerá. Você acredita nisso?
27 ମାର୍ଥା ଉତ୍ତର ଦେଲେ, ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ବାସ କକରେ। ଆପଣ ପରମେଶ୍ବରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସହେି ବ୍ଯକ୍ତି ଅଟନ୍ତି।
27 — Sim, senhor! — disse ela. — Eu creio que o senhor é o Messias , o Filho de Deus, que devia vir ao mundo.
28 ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, ଏଠା ରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖାଜେୁଛନ୍ତି।
28 Depois de dizer isso, Marta foi, chamou Maria, a sua irmã, e lhe disse em particular: — O Mestre chegou e está chamando você.
29 ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ।
29 Quando Maria ouviu isso, levantou-se depressa e foi encontrar-se com Jesus.
30 ଯୀଶୁ ସହେି ସମୟ ପର୍ୟ୍ଯନ୍ତ ଗ୍ରାମକୁ ଆସି ନଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନ ରେ ଦେଖିଥିଲେ, ସେ ପର୍ୟ୍ଯନ୍ତ ସେ ସହେିଠା ରେ ଥିଲେ।
30 Pois ele não tinha chegado ao povoado, mas ainda estava no lugar onde Marta o havia encontrado.
31 ଯିହୂଦୀମାନେ ମରିୟମଙ୍କ ସହିତ ଘ ରେ ଥିଲେ। ସମାନେେ ତାହାଙ୍କୁ ସାନ୍ତ୍ବନା ଦେଉଥିଲେ। ସମାନେେ ମରିୟମଙ୍କୁ ହଠାତ୍ ଠିଆ ହାଇେ ତରବର ରେ ବାହାରକୁ ୟିବା ଦେଖିଲେ। ସମାନେେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସମାନେେ ତାହାଙ୍କ ପେଛ ପେଛ ଗଲେ।
31 As pessoas que estavam na casa com Maria, consolando-a, viram que ela se levantou e saiu depressa. Então foram atrás dela, pois pensavam que ela ia ao túmulo para chorar ali.
32 ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡିଗଲେ। ମରିୟମ କହିଲେ, ପ୍ରଭୁ, ଆପଣ ଯଦି ଏଠା ରେ ଥାଆନ୍ତେ ତବେେ ମାେ ଭାଇ ମରି ନ ଥାଆନ୍ତା।
32 Maria chegou ao lugar onde Jesus estava e logo que o viu caiu aos pés dele e disse: — Se o senhor tivesse estado aqui, o meu irmão não teria morrido!
33 ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସମାନେେ ମଧ୍ଯ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତର ରେ ଅତ୍ଯଧିକ ବ୍ଯଥା ଅନୁଭବ କଲେ।
33 Jesus viu Maria chorando e viu as pessoas que estavam com ela chorando também. Então ficou muito comovido e aflito
34 ଯୀଶୁ କହିଲେ, ତୁମ୍ଭେ ଲାଜାରଙ୍କୁ କେଉଁଠା ରେ ରଖିଛ? ସମାନେେ କହିଲେ, ପ୍ରଭୁ ଆସି ଦେଖନ୍ତୁ।
34 e perguntou: — Venha ver, senhor! — responderam.
35 ଯୀଶୁ କାନ୍ଦିଲେ।
35 Jesus chorou.
36 ଯିହୂଦୀମାନେ କହିଲେ, ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନହେ କରୁଥିଲେ।
36 Então as pessoas disseram: — Vejam como ele amava Lázaro!
37 କିନ୍ତୁ କେତକେ ଯିହୂଦୀ କହିଲେ, ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରି ଦଇେଥିଲେ। ତବେେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚଇେ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।
37 Mas algumas delas disseram: — Ele curou o cego. Será que não poderia ter feito alguma coisa para que Lázaro não morresse?
38 ଯୀଶୁ ପୁଣି ବହୁତ ବ୍ଯତିବ୍ଯସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁ ରେ ଗୋଟିଏ ବଡ ପଥର ଘୋଡଇେ ଦିଆଯାଇଥିଲା।
38 Jesus ficou outra vez muito comovido. Ele foi até o túmulo, que era uma gruta com uma pedra colocada na entrada,
39 ଯୀଶୁ କହିଲେ, ଏ ପଥରକୁ ଘୁଞ୍ଚାଇ ଦିଅ।
39 e ordenou: Marta, a irmã do morto, disse: — Senhor, ele está cheirando mal, pois já faz quatro dias que foi sepultado!
40 ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ବାସ କରିବ ତବେେ ପରମେଶ୍ବରଙ୍କର ଗୌରବ ଦେଖି ପାରିବ।
40 Jesus respondeu:
41 ତେଣୁ ସମାନେେ ପଥର ବାହାର କଲେ। ତା'ପରେ ଯୀଶୁ ଉର୍ଦ୍ଧ୍ବକୁ ଚାହିଁ କହିଲେ, ହେ ପରମପିତା, ତୁମ୍ଭକୁ ଧନ୍ଯବାଦ ଦେଉଅଛି, କାରଣ ତୁମ୍ଭେ ମାେ କଥା ଶୁଣିଛ।
41 Então tiraram a pedra. Jesus olhou para o céu e disse:
42 ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମାେ କଥା ଶୁଣ। ମାତ୍ର ତୁମ୍ଭେ ମାେତେ ପଠାଇଛ ବୋଲି ଏଠା ରେ ଠିଆ ହାଇେଥିବା ଲୋକମାନେ ଯେପରି ବିଶ୍ବାସ କରିବେ , ସେଥିପାଇଁ ମୁଁ ଏହା କହିଲି।
42 Eu sei que sempre me ouves; mas eu estou dizendo isso por causa de toda esta gente que está aqui, para que eles creiam que tu me enviaste.
43 ଏହା ପରେ ଯୀଶୁ ଉଚ୍ଚ ସ୍ବର ରେ ଡାକିଲେ, ଲାଜାର, ବାହାରି ଆସ।
43 Depois de dizer isso, gritou:
44 ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ ରେ ଖଣ୍ଡ ଖଣ୍ଡ କନା ଗୁଡଇେ ହାଇେଥିଲା। ତାହାଙ୍କ ମୁହଁ ରେ ଗୋଟିଏ ରୁମାଲ ବନ୍ଧା ହାଇେଥିଲା। ଯୀଶୁ ଲୋକମାନଙ୍କୁ କହିଲେ, କନାଗୁଡିକ କାଢି ନିଅ ଓ ତାହାଙ୍କୁ ୟିବାକୁ ଦିଅ।
44 E o morto saiu. Os seus pés e as suas mãos estavam enfaixados com tiras de pano, e o seu rosto estava enrolado com um pano. Então Jesus disse:
45 ସଠାେରେ ମରିୟମଙ୍କୁ ଦଖାେ କରିବା ନିମନ୍ତେ ଅନକେ ଯିହୂଦୀ ଆସିଥିଲେ। ସମାନେେ ସମସ୍ତେ ଯୀଶୁଙ୍କର କାର୍ୟ୍ଯ ଦେଖିଲେ। ସମାନଙ୍କେ ଭିତରୁ ଅନକେ ଯିହୂଦୀ ତାହାଙ୍କୁ ବିଶ୍ବାସ କଲେ।
45 Muitas pessoas que tinham ido visitar Maria viram o que Jesus tinha feito e creram nele.
46 କିନ୍ତୁ କେତକେ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫରେିଗଲେ। ସମାନେେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ୟ୍ଯ ବର୍ଣ୍ଣନା କଲେ।
46 Mas algumas pessoas voltaram e contaram aos fariseus o que ele havia feito.
47 ତା'ପରେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସମାନେେ କହିଲେ, ଆମ୍ଭର କ'ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛି।
47 Então os fariseus e os chefes dos sacerdotes se reuniram com o Conselho Superior e disseram: — O que é que nós vamos fazer? Esse homem está fazendo muitos milagres!
48 ଯଦି ଆମ୍ଭେ ତାକୁ ଏଭଳି କାର୍ୟ୍ଯ କରିବା ପାଇଁ ଛାଡିଦବୋ, ତାହାକୁ ସମସ୍ତେ ବିଶ୍ବାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରି ଦବେେ।
48 Se deixarmos que ele continue fazendo essas coisas, todos vão crer nele. Aí as autoridades romanas agirão contra nós e destruirão o Templo e o nosso país.
49 ସମାନଙ୍କେ ମଧ୍ଯରୁ କଯାଫା ନାମକ ଜଣେ ବ୍ଯକ୍ତି ଥିଲେ। ସେ ସହେି ବର୍ଷପାଇଁ ମହାୟାଜକ ଥିଲେ। କଯାଫା କହିଲେ, ତୁମ୍ଭେ ସବୁ କିଛି ଜାଣି ନାହଁ।
49 Então Caifás, que naquele ano era o Grande Sacerdote , disse: — Vocês não sabem nada!
50 ସମଗ୍ର ଜାତି ଧ୍ବଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁନାହଁ।
50 Será que não entendem que para vocês é melhor que morra apenas um homem pelo povo do que deixar que o país todo seja destruído?
51 କଯାଫା ନିଜେ ସହେି କଥା ଭାବି ପାରି ନଥିଲେ। ଯେ ସେ ବାସ୍ତବ ରେ ଭବିଷ୍ଯଦ୍ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦବେେ।
51 Naquele momento Caifás não estava falando por si mesmo. Mas, como ele era o Grande Sacerdote naquele ano, estava profetizando que Jesus ia morrer pela nação.
52 ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦବେେ। କିନ୍ତୁ ସେ ପରମେଶ୍ବରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ଯ ଜୀବନ ଦବେେ, ଯେଉଁମାନେ ଜଗତର ଚାରିଆଡେ ଚ୍ଛିନ୍ନ ଭିନ୍ନ ହାଇେ ରହିଛନ୍ତି। ସମାନଙ୍କେୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ଯୁ ଭୋଗ କରିବେ।
52 E não somente pela nação, mas também para reunir em um só corpo todos os filhos de Deus que estão espalhados por toda parte.
53 ସହେି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ଯା କରିବା ପାଇଁ ଯୋଜନା କଲେ।
53 Então, daquele dia em diante, os líderes judeus fizeram planos para matar Jesus.
54 ତେଣୁ ଯୀଶୁ ଯିହୂଦୀମାନଙ୍କ ମଧିଅରେ ଖାେଲାଖାଲିେ ଭାବରେ ଯାତ୍ରା କରିବା ବନ୍ଦ କରି ଦେଲେ। ସେ ୟିରୂଶାଲମ ଛାଡି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଚାଲିଗଲେ। ସହେି ସହରର ନାମ ଏଫ୍ରଯିମ। ସେ ସଠାେରେ ନିଜ ଶିଷ୍ଯମାନଙ୍କ ସହିତ ରହିଲେ।
54 Por isso ele já não andava publicamente na Judeia, mas foi para uma região perto do deserto, a uma cidade chamada Efraim, e ficou ali com os seus discípulos.
55 ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖଇେ ଆସିଲା। ଅନକେ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ୟିରୂଶାଲମ ରେ ଆସି ପହନ୍ଚିଲେ, ସମାନେେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ଯ ରେ ବିଶଷେ କର୍ମ କରିବାକୁ ଗଲେ।
55 Faltava pouco tempo para a Festa da Páscoa . Muitos judeus foram a Jerusalém antes da festa para tomar parte na cerimônia de purificação .
56 ସମାନେେ ଯୀଶୁଙ୍କୁ ଖାଜେିଲେ। ସମାନେେ ମନ୍ଦିର ପରିସର ରେ ପରସ୍ପରକୁ ପଚାରିଲେ, ସେ କ'ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ'ଣ ଭାବୁଛ?
56 Eles procuravam Jesus e, no pátio do Templo, perguntavam uns aos outros: — O que é que vocês acham? Será que ele vem à festa?
57 କିନ୍ତୁ ମହାୟାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧ ରେ ଗୋଟିଏ ବିଶଷେ ଆଦେଶ ଦଇେଥିଲେ। ସମାନେେ ଘାଷେଣା କରିଥିଲେ ଯେ, ଯୀଶୁ କେଉଁଠା ରେ ଅଛନ୍ତି ଏହା ଜାଣିଥିବା ବ୍ଯକ୍ତି ସଙ୍ଗେ ସଙ୍ଗେ ସମାନଙ୍କେୁ ଜଣାଇବ। ତବେେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିପାରିବେ।
57 Os chefes dos sacerdotes e os fariseus queriam prender Jesus. Por isso tinham dado ordem para que, se alguém soubesse, contasse onde ele estava.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 11, comparar traduções ou montar um estudo — tudo direto pelo WhatsApp.