João 10
Oriya Bible (GL_ORIYA) vs NAA
1 ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କୌଣସି ଲୋକ ମଷେଶାଳ ରେ ପ୍ରବେଶ କରେ, ତବେେ ସେ ଦ୍ବାର ବାଟେ ୟିବା ଉଚିତ୍। ଯଦି ସେ ଅନ୍ୟ ବାଟ ଚଢି ଭିତରକୁ ଯାଏ, ତବେେ ସେ ଚୋର। ସେ ନିଶ୍ଚୟ ମଷେ ଚୋରି କରିବା ପାଇଁ ଚେଷ୍ଟା କରୁଛି।
1 — Em verdade, em verdade lhes digo: quem não entra no curral das ovelhas pela porta, mas sobe por outro lugar, esse é ladrão e salteador.
2 କିନ୍ତୁ ଯେଉଁ ଲୋକ ମଷେମାନଙ୍କର ଯତ୍ନ ନିଏ, ସେ ଫାଟକ ଭିତର ଦଇେ ଯାଏ। ସେ ହିଁ ମଷେପାଳକ।
2 Aquele, porém, que entra pela porta, esse é o pastor das ovelhas.
3 ଫାଟକ ଜଗୁଆଳୀ ମଷେପାଳକ ପାଇଁ ଫାଟକ ଖୋଲେ। ମଷେମାନେ ମଷେପାଳକର କଥା ଶୁଣନ୍ତି। ମଷେପାଳକ ତା'ର ମେଣ୍ଢାକୁ ନାମଧରି ଡାକେ ଓ ବାହା ରେ ଚରାଏ।
3 Para este o porteiro abre, as ovelhas ouvem a sua voz, ele chama as suas próprias ovelhas pelo nome e as conduz para fora.
4 ସେ ସବୁ ମଷେମାନଙ୍କୁ ବାହାରକୁ ଆଣେ, ସମାନଙ୍କେ ଆଗେ ଆଗେ ଚାଲେ ଓ ମଷେମାନେ ତାହାର ଅନୁସରଣ କରନ୍ତି, କାରଣ ମଷେମାନେ ତା'ର ସ୍ବର ଜାଣନ୍ତି।
4 Depois de levar para fora todas as que lhe pertencem, vai na frente delas, e elas o seguem, porque reconhecem a voz dele.
5 କିନ୍ତୁ ମଷେମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ। ସମାନେେ ତା ପାଖରୁ ଦୌଡି ପଳାନ୍ତି, କାରଣ ସମାନେେ ଅପରିଚିତ ଲୋକର ସ୍ବର ଚିହ୍ନନ୍ତି ନାହିଁ।
5 Mas de modo nenhum seguirão o estranho; pelo contrário, fugirão dele, porque não conhecem a voz dos estranhos.
6 ଯୀଶୁ ଲୋକମାନଙ୍କୁ ଏହି କାହାଣୀ କହିଲେ। କିନ୍ତୁ ଲୋକମାନେ ତାହାଙ୍କ ଏହି କାହାଣୀର ଅର୍ଥ ବୁଝିପାରିଲେ ନାହିଁ।
6 Jesus fez esta comparação, mas eles não compreenderam o sentido daquilo que ele falava.
7 ତେଣୁ ଯୀଶୁ ଆଉଥରେ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ମୁଁ ହେଉଛି ମଷେମାନଙ୍କ ଫାଟକ।
7 Então Jesus disse mais uma vez:
8 ମାେ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ, ସମାନେେ ଚୋର ଓ ଡକାୟତ। ମଷେମାନେ ସମାନଙ୍କେ କଥା ଶୁଣିଲେ ନାହିଁ।
8 Todos os que vieram antes de mim são ladrões e salteadores, mas as ovelhas não lhes deram ouvidos.
9 ମୁଁ ଫାଟକ। ଯେଉଁ ବ୍ଯକ୍ତି ମାେ (ଫାଟକ) ଦଇେ ପ୍ରବେଶ କରେ, ସେ ରକ୍ଷା ପାଇବ। ସହେି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା'ର ଯାହା ଦରକାର, ସେ ସବୁ ପାଇବ।
9 Eu sou a porta. Se alguém entrar por mim, será salvo; entrará, sairá e achará pastagem.
10 ଜଣେ ଚୋର ଚୋରି, ହତ୍ଯା ଓ ନଷ୍ଟ କରିବା ପାଇଁ ଆ ସେ। କିନ୍ତୁ ମୁଁ ସମାନଙ୍କେୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦବୋ ପାଇଁ ଆସିଛି।
10 O ladrão vem somente para roubar, matar e destruir; eu vim para que tenham vida e a tenham em abundância.
11 ମୁଁ ଉତ୍ତମ ମଷେପାଳକ। ଉତ୍ତମ ମଷେପାଳକ ମଷେମାନଙ୍କ ପାଇଁ ତା'ର ଜୀବନ ଦିଏ।
11 — Eu sou o bom pastor. O bom pastor dá a vida pelas ovelhas.
12 ମଷେ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମଷେପାଳକ ଠାରୁ ଭିନ୍ନ। ମଷଗେୁଡିକ ମୂଲିଆର ନୁହଁନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମଷେମାନଙ୍କୁ ଏକୁଟିଆ ଛାଡି ଦୌଡି ପଳାଏ। ତା'ପରେ ଗଧିଆ ମଷେମାନଙ୍କ ଉପରକୁ କୁଦାମା ରେ ଓ ସମାନଙ୍କେୁ ଛିନ୍ନଭିନ୍ନ କରି ଦିଏ।
12 O mercenário, que não é pastor, a quem não pertencem as ovelhas, vê o lobo chegando, abandona as ovelhas e foge; então o lobo as arrebata e dispersa.
13 ସେ ଲୋକଟି ଦୌଡି ପଳାଏ, କାରଣ ସେ ମୂଲିଆ। ସେ ପ୍ରକୃତ ରେ ମଷେମାନଙ୍କର ଯତ୍ନ ନିଏ ନାହିଁ।
13 O mercenário foge, porque é mercenário e não se importa com as ovelhas.
14 ମୁଁ ମଷେପାଳକ ୟିଏ କି ମଷେମାନଙ୍କର ଯତ୍ନ ନିଏ। ମୁଁ ମାରେ ମେଣ୍ଢାକୁ ଜାଣେ ଯେପରି ପରମପିତା ମାେତେ ଜାଣନ୍ତି।
14 Eu sou o bom pastor. Conheço as minhas ovelhas, e elas me conhecem,
15 ମୁଁ ଯେପରି ପରମପିତାଙ୍କୁ ଜାଣେ, ସହେିପରି ମାରେ ମଷେମାନେ ମାେତେ ଜାଣନ୍ତି। ମୁଁ ଏ ମଷେମାନଙ୍କ ପାଇଁ ଜୀବନ ଦିଏ।
15 assim como o Pai me conhece, e eu conheço o Pai; e dou a minha vida pelas ovelhas.
16 ମାରେ ଅନ୍ୟ ମଷେମାନେ ମଧ୍ଯ ଅଛନ୍ତି। ସମାନେେ ଏହି ପଲ ରେ ନାହାଁନ୍ତି। ମୁଁ ସମାନଙ୍କେୁ ମଧ୍ଯ ଆଣିବି। ସମାନେେ ମାରେ ସ୍ବର ଶୁଣିବେ। ଭବିଷ୍ଯତ ରେ ଗୋଟିଏ ପଲ ହବେ ଓ ସେ ପଲର ଜଣେ ମଷେପାଳକ ହବେେ।
16 Ainda tenho outras ovelhas, não deste aprisco. Preciso trazer também estas. Elas ouvirão a minha voz e, então, haverá um só rebanho e um só pastor.
17 ପରମପିତା ମାେତେ ପ୍ ରମେ କରନ୍ତି କାରଣ ମୁଁ ମାେ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେ ହତେୁ ମୁଁ ପୁନର୍ବାର ସହେି ଜୀବନ ଲାଭ କରିପା ରେ।
17 Por isso, o Pai me ama, porque eu dou a minha vida para recebê-la outra vez.
18 ମାେ'ଠାରୁ କହେି ମାେ ଜୀବନ ନଇେ ପାରିବ ନାହିଁ। ମୁଁ ସ୍ବେଚ୍ଛା ରେ ମାେ ଜୀବନ ଦିଏ। ମାରଜେୀବନ ଦବୋର ଅଧିକାର ଅଛି। ଏବଂ ମାରେ ପୁନର୍ବାର ଜୀବନ ଫରେି ପାଇବାର ମଧ୍ଯ ଅଧିକାର ରହିଛି। ଏହି କଥା ମାେତେ ପରମପିତା କହିଛନ୍ତି।
18 Ninguém tira a minha vida; pelo contrário, eu espontaneamente a dou. Tenho autoridade para entregá-la e também para reavê-la. Este mandato recebi de meu Pai.
19 ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧିଅରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା।
19 Por causa dessas palavras, houve nova divisão entre os judeus.
20 ସମାନଙ୍କେ ମଧ୍ଯରୁ ଅନକେ ଯିହୂଦୀ କହିଲେ, ଜଣେ ଭୂତ ତା ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦଇେଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।
20 Muitos deles diziam: — Ele tem demônio e enlouqueceu. Por que vocês ouvem o que ele diz?
21 କିନ୍ତୁ ଅନ୍ୟ ଯିହୂଦୀମାନେ କହିଲେ, ନିଜ ଭିତ ରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କ ହେ ନାହିଁ। ଗୋଟିଏ ଭୂତ କ'ଣ କବେେ ଅନ୍ଧ ଲୋକର ଆଖି ଭଲ କରି ଦଇେ ପାରିବ? ନା!
21 Outros diziam: — Este modo de falar não é de endemoniado. Será que um demônio pode abrir os olhos aos cegos?
22 ସେତବେେଳେ ଶୀତଋତୁ। ୟିରୂଶାଲମ ରେ 'ମନ୍ଦିର ପ୍ରତିଷ୍ଠା' ପର୍ବ ପଡିଲା।
22 Celebrava-se em Jerusalém a Festa da Dedicação. Era inverno.
23 ଯୀଶୁ ମନ୍ଦିର ରେ ଶ ଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ।
23 Jesus passeava no templo, no Pórtico de Salomão.
24 ଯିହୂଦୀମାନେ ଯୀଶୁଙ୍କ ଚାରିପାଖେ ଘରେିଗଲେ। ସମାନେେ ପଚାରିଲେ, ତୁମ୍ଭେ କେତେ ସମୟ ପର୍ୟ୍ଯନ୍ତ ନିଜ ବିଷୟ ରେ ଆମ୍ଭକୁ ସନ୍ଦହେ ରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ ତବେେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।
24 Então os judeus o rodearam e disseram: — Até quando você nos deixará nesse suspense? Se você é o Cristo, diga francamente.
25 ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ କହି ସାରିଛି କିନ୍ତୁ ତୁମ୍ଭେ ବିଶ୍ବାସ କରୁ ନାହଁ। ମୁଁ ମାରେ ପରମପିତାଙ୍କ ନାମ ରେ ଅନକେ ଆଶ୍ଚର୍ୟ୍ଯକାର୍ୟ୍ଯ କରିଛି। ସହେି ଆଶ୍ଚର୍ୟ୍ଯକାର୍ୟ୍ଯ ସବୁ ଦର୍ଶାଏ ଯେ, ମୁଁ କିଏ।
25 Jesus respondeu:
26 କିନ୍ତୁ ତୁମ୍ଭେ ବିଶ୍ବାସ କରୁନାହଁ, କାରଣ ତୁମ୍ଭେ ମାରେ ମଷେ ନୁହଁ।
26 Mas vocês não creem, porque não são das minhas ovelhas.
27 ମାେ ସ୍ବର ମାେ ମଷେମାନେ ଶୁଣନ୍ତି। ମୁଁ ସମାନଙ୍କେୁ ଜାଣେ ଓ ସମାନେେ ମାେତେ ଅନୁସରଣ କରନ୍ତି।
27 As minhas ovelhas ouvem a minha voz; eu as conheço, e elas me seguem.
28 ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।
28 Eu lhes dou a vida eterna; jamais perecerão, e ninguém as arrebatará da minha mão.
29 ମାେ ପରମପିତା ମାେତେ ମାରେ ମଷେମାନଙ୍କୁ ଦଇେଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମାେ' ପରମପିତାଙ୍କ ହାତରୁ କୌଣସି ଲୋକ ମାେ ମଷେ ଚୋରି କରିପାରିବ ନାହିଁ।
29 Aquilo que meu Pai me deu é maior do que tudo, e da mão do Pai ninguém pode arrebatar.
30 ପରମପିତା ଓ ମୁଁ ଏକ।
30 Eu e o Pai somos um.
31 ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉେଠଇଲେ।
31 Os judeus mais uma vez pegaram pedras com a intenção de apedrejá-lo.
32 କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରି ସାରିଛି। ତୁମ୍ଭେ ସେସବୁ ଦେଖିଛ। ତବେେ କେଉଁ ଭଲ କାର୍ୟ୍ଯ ହତେୁ ତୁମ୍ଭେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛ?
32 Mas Jesus lhes disse:
33 ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିଥିବାରୁ ମାରୁନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛ। ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ବର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥର ରେ ମାରି ଦବୋପାଇଁ ଚାହୁଁଛୁ।
33 Os judeus responderam: — Não é por obra boa que queremos apedrejá-lo, e sim por causa da blasfêmia. Pois, sendo você apenas um homem, está se fazendo de Deus.
34 ଯୀଶୁ ଉତ୍ତର ଦେଲେ, ତୁମ୍ଭ ବ୍ଯବସ୍ଥା ରେ ଏହା ଲଖାେ ଅଛି, 'ଆମ୍ଭେ କହିଲୁ, ତୁମ୍ଭମାନେେ ଈଶ୍ବରଗଣ।'
34 Jesus disse:
35 ଏହି ଧର୍ମଶାସ୍ତ୍ର କୁ ହେ ଯେ ଯେଉଁମାନେ ପରମେଶ୍ବରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସମାନେେ ଇଶ୍ବରଗଣ। ଆଉ ଶାସ୍ତ୍ରର ବାକ୍ଯ ସର୍ବଦା ସତ୍ଯ।
35 Se ele chamou deuses àqueles a quem foi dirigida a palavra de Deus — e a Escritura não pode falhar —,
36 ତବେେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛି। କାରଣ ମୁଁ କହିଛି, 'ମୁଁ ପରମେଶ୍ବରଙ୍କର ପୁତ୍ର।' ମାେତେ ପରମେଶ୍ବର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।'
36 então como vocês dizem que aquele que o Pai santificou e enviou ao mundo está blasfemando, só porque declarei que sou Filho de Deus?
37 ମାରେ ପରମପିତା ଯାହା କରନ୍ତି, ମୁଁ ଯଦି ତାହା କରେ ନାହିଁ, ତବେେ ମୁଁ ଯାହା କୁ ହେ ତାହା ବିଶ୍ବାସ କର ନାହିଁ।
37 Se não faço as obras do meu Pai, não acreditem em mim.
38 କିନ୍ତୁ ଯଦି ମାରେ ପରମପିତା ଯାହା କରନ୍ତି, ମୁଁ ତାହା କରୁଥାଏ, ତବେେ ତୁମ୍ଭେ ମାେ କାର୍ୟ୍ଯଗୁଡିକରେ ବିଶ୍ବାସ ରଖିବା ଉଚିତ। ତୁମ୍ଭେ ମାଠାେ ରେ ବିଶ୍ବାସ ନ କଲେ ମଧ୍ଯ ମାେ କାର୍ୟ୍ଯ ରେ ବିଶ୍ବାସ କରିବା ଉଚିତ। ତବେେ ତୁମ୍ଭେ ଜାଣି ପାରିବ ଓ ବୁଝି ପାରିବ ଯେ ପରମପିତା ମାଠାେ ରେ ଅଛନ୍ତି ଓ ମୁଁ ତାହାଙ୍କଠା ରେ ଅଛି।
38 Mas, se faço, e vocês não creem em mim, creiam pelo menos nas obras, para que vocês possam saber e compreender que o Pai está em mim e que eu estou no Pai.
39 ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ମେ ସମାନଙ୍କେ ହାତରୁ ଖସିଗଲେ।
39 Então tentaram outra vez prendê-lo, mas ele se livrou das mãos deles.
40 ତା'ପରେ ଯୀଶୁ ୟର୍ଦ୍ଦନ ନଦୀର ଅପର ପାଶର୍ବ ରେ ପହନ୍ଚିଲେ। ଯୋହନ ପ୍ରଥମେ ଯେଉଁଠା ରେ ବାପ୍ତିସ୍ମ ଦେଉଥିଲେ, ସେ ସହେି ସ୍ଥାନକୁ ଆସିଲେ ଓ ସଠାେରେ ରହିଲେ।
40 Novamente Jesus se retirou para além do Jordão, para o lugar onde João batizava no início; e ali permaneceu.
41 ତାହାଙ୍କ ପାଖକୁ ଅନକେ ଲୋକ ଆସିଲେ। ଲୋକମାନେ କହିଲେ, ଯୋହନ ୟଦ୍ଯପି କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିନଥିଲେ, କିନ୍ତୁ ସେ ଏହି ଲୋକ ବିଷୟ ରେ ଯାହା କହିଥିଲେ, ତାହା ସବୁ ସତ୍ଯ।
41 E muitos iam até ele e diziam: — João não fez nenhum sinal, mas tudo o que ele disse a respeito deste homem era verdade.
42 ସଠାେରେ ଯୀଶୁଙ୍କୁ ଅନକେ ଲୋକ ବିଶ୍ବାସ କଲେ।
42 E naquele lugar muitos creram nele.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 10, comparar traduções ou montar um estudo — tudo direto pelo WhatsApp.