Jonas 3
Oriya Bible (GL_ORIYA) vs VC
1 ତା'ପ ରେ ସଦାପ୍ରଭୁ ୟୂନସଙ୍କୁ ପୁନର୍ବାର କହିଲେ।
1 A palavra do Senhor foi dirigida pela segunda vez a Jonas nestes termos:
2 ପ୍ରଭୁ କହିଲେ, ବୃହତ୍ ନଗର ନୀନିବୀକୁ ୟାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧିଅରେ ପ୍ରଗ୍ଭର କର।
2 Vai a Nínive, a grande cidade, e faze-lhe conhecer a mensagem que te ordenei.
3 ୟୂନସ ସଦାପ୍ରଭୁଙ୍କ ବାକ୍ଯକୁ ପାଳନ କରି ନୀନିବୀକୁ ଗଲା। ଏହା ଏକ ବିରାଟ ନଗର ଥିଲା। ଜଣେ ଲୋକକୁ ସମଗ୍ର ସହର ରେ ବୁଲି ଆସିବାକୁ ତିନିଦିନ ସମୟ ଲାଗୁଥିଲା।
3 Jonas pôs-se a caminho e foi a Nínive, segundo a ordem do Senhor. Nínive era, diante de Deus, uma grande cidade: eram precisos três dias para percorrê-la.
4 ୟୂନସ ନଗରର କନ୍େଦ୍ରସ୍ଥଳୀକୁ ୟାଇ ତା'ର ପ୍ରଗ୍ଭର ଲୋକମାନଙ୍କ ମଧିଅରେ ଆରମ୍ଭ କଲା। ୟୂନସ କହିଲା, ଗ୍ଭଳିଶ ଦିନ ନୀନିବୀ ଧ୍ବଂସ ହବେ।
4 Jonas foi pela cidade durante todo um dia, pregando: Daqui a quarenta dias Nínive será destruída.
5 ନୀନିବୀର ଲୋକମାନେ ପରମେଶ୍ବରଙ୍କର ଏହି ବାର୍ତ୍ତାକୁ ବିଶ୍ବାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସମାନେେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ ସମସ୍ତ ଲୋକେ ଏହି କାର୍ୟ୍ଯ କଲେ।
5 Os ninivitas creram {nessa mensagem} de Deus, e proclamaram um jejum, vestindo-se de sacos desde o maior até o menor.
6 ନୀନିବୀର ରାଜା ଏ ବିଷଯ ରେ ଶୁଣିଲେ ଏବଂ ସେ ମଧ୍ଯ ମନ୍ଦ କାର୍ୟ୍ଯ କରିଥିବା ଯୋଗୁଁ ଅନୁତାପ କଲେ। ରାଜା ସିଂହାସନ ଛାଡି ଦେଲେ। ସେ ତାଙ୍କର ଦୁଃଖ ପ୍ରକାଶ କରିବାକୁ ୟାଇ ରାଜକୀଯ ପୋଷାକ ପରିତ୍ଯାଗ କଲେ ଏବଂ ସାଧାରଣ ପୋଷାକ ପରିଧାନ କଲେ। ଅନୁତପ୍ତ ରାଜା ଧୂଳି ଉପ ରେ ବସି ପଡିଲେ।
6 A notícia chegou ao conhecimento do rei de Nínive; ele levantou-se do seu trono, tirou o manto, cobriu-se de saco e sentou-se sobre a cinza.
7 ରାଜା ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ।
7 Em seguida, foi publicado pela cidade, por ordem do rei e dos príncipes, este decreto: Fica proibido aos homens e aos animais, tanto do gado maior como do menor, comer o que quer que seja, assim como pastar ou beber.
8 କିନ୍ତୁ ସମସ୍ତ ମନୁଷ୍ଯ ଓ ପ୍ରାଣୀ ମାଟେ ବସ୍ତ୍ର ପରିଧାନ କରିବେ ଏବଂ ସମାନେେ ଦୁଃଖ ପ୍ରକାଶ କରିବେ। ସମାନେେ ଉଚ୍ଚ ସ୍ବର ରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବେ। ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ୟ୍ଯ କରିବା ବନ୍ଦ କରିବେ।
8 Homens e animais se cobrirão de sacos. Todos clamem a Deus, em alta voz; deixe cada um o seu mau caminho e converta-se da violência que há em suas mãos.
9 ତାହା ହେଲେ ପରମେଶ୍ବର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ୟ୍ଯ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କୋରଧ ହବେ ନାହିଁ। ତା'ପ ରେ ସେ ହୁଏତ ଦଣ୍ତ ଦବେେ ନାହିଁ।
9 Quem sabe, Deus se arrependerá, acalmará o ardor de sua cólera e deixará de nos perder!
10 ଲୋକମାନେ ଯାହା କଲେ ପରମେଶ୍ବର ସବୁ ଦେଖିଲେ। ସମାନେେ ମନ୍ଦ କାର୍ୟ୍ଯ ବନ୍ଦ କରିବା ପରମେଶ୍ବର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ।
10 Diante de uma tal atitude, vendo como renunciavam aos seus maus caminhos, Deus arrependeu-se do mal que resolvera fazer-lhes, e não o executou.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jonas 3, comparar traduções ou montar um estudo — tudo direto pelo WhatsApp.