Jonas 2

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଯେତବେେଳେ ୟୂନସ ମାଛର ପାକସ୍ଥଳୀ ରେ ଥିଲା, ସେ ସେତବେେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲା।
1 E orou Jonas ao Senhor, seu Deus, lá das entranhas do peixe;
2 ୟୂନସ କହିଲେ, ମୁଁ ଅତି ଦୁଖ ରେ ଥିଲି। ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ଭିକ୍ଷା ପାଇଁ ଡାକିଲି ଏବଂ ସେ ମାେତେ ଉତ୍ତର ଦେଲେ। ମୁଁ କବରର ବହୁ ଗଭୀରତମ ସ୍ଥାନ ରେ ଥାଇ ସଦାପ୍ରଭୁଙ୍କୁ ଡାକିଲି ଏବଂ ପ୍ରଭୁ ମାରେ ସ୍ବର ଶୁଣିଲେ।
2 e disse: Na minha angústia clamei ao senhor, e ele me respondeu; do ventre do Seol gritei, e tu ouviste a minha voz.
3 ତୁମ୍ଭେ ମାେତେ ସମୁଦ୍ର ରେ ଫିଙ୍ଗି ଦଇେ ଏବଂ ମାେ ଉପ ରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା। ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଚାଲିଗଲି ଏବଂ ମାରେ ଚତୁର୍ଦ୍ଦିଗ ରେ କବଳେ ପାଣି ରହିଲା।
3 Pois me lançaste no profundo, no coração dos mares, e a corrente das águas me cercou; todas as tuas ondas e as tuas vagas passaram por cima de mim.
4 ତା'ପ ରେ ମୁଁ ଭାବିଲି, 'ବର୍ତ୍ତମାନ ନିଶ୍ଚଯ ମାେତେ ତୁମ୍ଭ ଦୃଷ୍ଟିପାତରୁ ଦୂ ରଇେ ଦିଆୟାଇଛି।' କିନ୍ତୁ ମୁଁ ପୁଣିଥରେ ତୁମ୍ଭର ପବିତ୍ର ମନ୍ଦିର ଦେଖିବାକୁ ଗ୍ଭ ହେଁ।
4 E eu disse: Lançado estou de diante dos teus olhos; como tornarei a olhar para o teu santo templo?
5 ସମୁଦ୍ର ଜଳ ମାେ ଉପର ଦଇେ ପ୍ରବାହିତ ହେଲା। ସମୁଦ୍ର ପାଣି ମାରେ ପାଟି ଉପର ଦଇେ ପ୍ରବାହିତ ହେଲା ଯାହା ଫଳ ରେ ମୁଁ ନିଃଶ୍ବାସ ନଇେ ପାରୁନଥିଲି। ମୁଁ ସମୁଦ୍ରର ଗଭୀରତମ ସ୍ଥାନକୁ ଗଲି, ସମୁଦ୍ର ପାଣି ମାେତେ ଆବୃତ କଲା। ସମୁଦ୍ର ତଳେ ଥିବା ଉଦ୍ଭିଦ ମାରେ ମୁଣ୍ତ ଗ୍ଭରିପଟେ ଆବୃତ ହେଲା।
5 As águas me cercaram até a alma, o abismo me rodeou, e as algas se enrolaram na minha cabeça.
6 ମୁଁ ସମୁଦ୍ରର ତଳ ଦେଶ ରେ ଥିଲି ଯେଉଁଠାରୁ ପର୍ବତ ଆରମ୍ଭ ହାଇେଛି। ମୁଁ ଭାବିଲି ମୁଁ ଚିରଦିନ ପାଇଁ ସହେି ବନ୍ଦୀଶାଳା ରେ ତାଲା ପଡି ରହିଲି। କିନ୍ତୁ ମାରେ ସଦାପ୍ରଭୁ ମାେତେ କବରରୁ ବାହାର କରି ଆଣିଲେ। ହେ ପରମେଶ୍ବର, ତୁମ୍ଭେ ମାେତେ ପୁନର୍ବାର ଜୀବନ ଦଲେ।
6 Eu desci até os fundamentos dos montes; a terra encerrou-me para sempre com os seus ferrolhos; mas tu, Senhor meu Deus, fizeste subir da cova a minha vida.
7 ମୁଁ ଜୀବନର ସବୁ ଆଶା ଛାଡିଥିଲି କିନ୍ତୁ ତା'ପ ରେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଏବଂ ତୁମ୍ଭେ ତୁମ୍ଭ ପବିତ୍ର ମନ୍ଦିର ରେ ମାରେ ପ୍ରାର୍ଥନା ଶୁଣିଲ।
7 Quando dentro de mim desfalecia a minha alma, eu me lembrei do Senhor; e entrou a ti a minha oração, no teu santo templo.
8 କେତକେ ଲୋକ ମୂଲ୍ଯହୀନ ପିତୁଳା ପୂଜା କରନ୍ତି କିନ୍ତୁ ସହେି ପିତୁଳା ସମାନଙ୍କେୁ କବେେ ସାହାୟ୍ଯ କରନ୍ତି ନାହିଁ।
8 Os que se apegam aos vãos ídolos afastam de si a misericórdia.
9 ପରିତ୍ରାଣ କବଳେ ସଦାପ୍ରଭୁଙ୍କ ନିକଟରୁ ଆ ସେ। ହେ ସଦାପ୍ରଭୁ, ମୁଁ ବଳିଦାନ ଦବୋକୁ ପ୍ରସ୍ତୁତ ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ଯବାଦ ଜଣାଇବି। ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।
9 Mas eu te oferecerei sacrifício com a voz de ação de graças; o que votei pagarei. Ao Senhor pertence a salvação.
10 ତା'ପ ରେ ସଦାପ୍ରଭୁ ସେ ମାଛକୁ କହିଲେ ଏବଂ ମାଛଟି ବାନ୍ତି କଲା ଏବଂ ୟୂନସ ତା'ର ପାକସ୍ଥଳୀରୁ ବାହାରି ଭୂମିରେ ପଡିଲା।
10 Falou, pois, o Senhor ao peixe, e o peixe vomitou a Jonas na terra.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jonas 2, comparar traduções ou montar um estudo — tudo direto pelo WhatsApp.