Joel 3

Oriya Bible (GL_ORIYA) vs BKJ

Sair da comparação
1 ହଁ ଦେଖ, ସହେି ସମୟରେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆମ୍ଭେ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା।
1 Porque, eis que naqueles dias, e naquele tempo, em que trarei novamente o cativeiro de Judá e de Jerusalém,
2 ଆମ୍ଭେ ମଧ୍ଯ ସମସ୍ତ ରାଜ୍ଯକୁ ଏକତ୍ରୀତ କରିବା। ସହେି ସମୟରେ, ଆମ୍ଭେ ସବୁ ରାଜ୍ଯକୁ ୟିହୋଶାଫଟ ଉପତ୍ୟକାକୁ ଓହ୍ଲାଇ ଆଣିବା। ସଠାେ ରେ ଆମ୍ଭେ ସମାନଙ୍କେର ବିଗ୍ଭର କରିବା। ସହେି ଗୋଷ୍ଠୀଗୁଡିକ ଆମ୍ଭ ଇଶ୍ରାୟେଲର ଲୋକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। ସମାନେେ ଆମ୍ଭର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ୟୋର କରି ନିର୍ବାସିତ କରି ଦଇେଛନ୍ତି। ସମାନେେ ଆମ୍ଭର ଭୂମିଓ ସମାନଙ୍କେ ମଧିଅରେ ଭାଗ କରିଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ।
2 e também reunirei todas as nações, e as farei descer ao vale de Jeosafá; e ali com elas pleitearei por causa do meu povo, e minha herança, Israel, a quem elas espalharam entre as nações e repartiram a minha terra.
3 ସମାନେେ ଆମ୍ଭ ଲୋକମାନଙ୍କର ଭାଗ୍ଯ ନିର୍ଦ୍ଧାରଣ କରିବାକୁ ଗୁଳାବାଣ୍ଟ କରିଛନ୍ତି। ଗୋଟିଏ ବେଶ୍ଯା ପାଇଁ ସମାନେେ ଗୋଟିଏ ବାଳକ ବିକ୍ରୀ କରିଛନ୍ତି ଓ ସମାନେେ ଦ୍ରାକ୍ଷାରସ ପାନ କରିବା ପାଇଁ ଗୋଟିଏ ବାଳିକା ବିକ୍ରୀ କରିଛନ୍ତି।
3 E lançaram sorte sobre o meu povo, e deram um menino por uma prostituta, e venderam uma menina por vinho, para que pudessem bebê-lo.
4 ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭମାନେେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭମାନେେ ଆମ୍ଭଙ୍କୁ ଦଣ୍ତ ଦଇେ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦବୋ।
4 E também que tendes vós comigo, ó Tiro e Sidom, e todos os termos da Palestina? Irão dar-me recompensa? Pois se me recompensas assim, com agilidade e rapidez retornarei a vossa recompensa sobre a vossa cabeça.
5 ତୁମ୍ଭମାନେେ ଆମ୍ଭର ସମସ୍ତ ରୂପା ଓ ସୁନା ଅପହରଣ କରିଅଛ। ଆମ୍ଭର ମୂଲ୍ଯବାନ ଭଣ୍ତାରକୁ ଖାଲି କରି ତୁମ୍ଭ ମନ୍ଦିର ରେ ରଖିଅଛ।
5 Porque levastes a minha prata e o meu ouro, e pusestes nos vossos templos as minhas coisas desejáveis e formosas.
6 ତୁମ୍ଭମାନେେ ଯିହୁଦା ଓ ୟିରୁଶାଲମର ସନ୍ତାନଗଣଙ୍କୁ ଗ୍ରୀସ୍ ରେ ବିକ୍ରୀ କରିଛ ଏବଂ ସମାନଙ୍କେୁ ସମାନଙ୍କେର ସୀମାରୁ ବହୁଦୂରକୁ ନଇୟୋଇଛ।
6 Os filhos de Judá e os filhos de Jerusalém também vendestes aos gregos, para os apartar para longe dos seus termos.
7 ତୁମ୍ଭମାନେେ ଆମ୍ଭର ସନ୍ତାନମାନଙ୍କୁ ବହୁଦୂରକୁ ପଠାଇ ଦଇେଛ। କିନ୍ତୁ ଆମ୍ଭେ ସମାନଙ୍କେୁ ଫରୋଇ ଆଣିବା। ଆଉ ମଧ୍ଯ ତୁମ୍ଭର ଏହି କର୍ମ ଲାଗି ତୁମ୍ଭମାନଙ୍କୁ ଦଣ୍ତ ଦବୋ।
7 Eis que eu os retirarei do lugar para onde os vendestes, e retornarei a vossa recompensa sobre a vossa própria cabeça.
8 ତୁମ୍ଭମାନଙ୍କର ପୁତ୍ର କନ୍ଯାମାନଙ୍କୁ ଯିହୁଦାର ଲୋକମାନଙ୍କୁ ବିକ୍ରୀ କରିବା। ତେଣୁ ସମାନେେ ସହେି ସନ୍ତାନମାନଙ୍କୁ ଦୂର ଦେଶୀଯ ଶୀବାଯୀଯ ଲୋକମାନଙ୍କୁ ବିକ୍ରୀ କରିବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।
8 E venderei vossos filhos e vossas filhas na mão dos filhos de Judá, e ele os venderão aos sabeus, a um povo distante, porque o SENHOR o disse.
9 ତୁମ୍ଭମାନଙ୍କ ରାଜ୍ଯ ମଧିଅରେ ଏହା ଘାଷେଣା କର। ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ। ୟୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହବୋକୁ ଡାକ ଏବଂ ୟୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ।
9 Proclamai isto entre os gentios; preparai a guerra, acordai os homens poderosos; cheguem-se, subam todos os homens de guerra.
10 ତୁମ୍ଭର ଲଙ୍ଗଳର ଲୁହାକୁ ଭାଙ୍ଗି ଖଡ୍ଗ ତିଆରି କର। ନିଜ ନିଜର ଦାଆକୁ ଭାଙ୍ଗି ବର୍ଚ୍ଛା ତିଆରି କର। ଦୁର୍ବଳ ଲୋକ କହୁ, ମୁଁ ବଳବାନ
10 Forjai espadas das vossas enxadas, e lanças das vossas foices; que o fraco diga: Eu sou forte.
11 ହେ ସବୁ ରାଜ୍ଯ! ଚଞ୍ଚଳ ହୁଅ। ଗୋଟିଏ ସ୍ଥାନ ରେ ଏକତ୍ରୀତ ହୁଅ। ହେ! ପରମେଶ୍ବର! ଆପଣଙ୍କର ଶକ୍ତିଶାଳୀ ବୀରମାନଙ୍କୁ ନଇେ ଆସନ୍ତୁ।
11 Ajuntai-vos, e vinde, todos os pagãos em redor, e reuni-vos. Faze descer ali os teus fortes, Ó SENHOR.
12 ହେ, ରାଜ୍ଯବାସୀ! ଜାଗ୍ରତ ହୁଅ, ୟିହୋଶାଫଟର ଉପତ୍ୟକାକୁ ଆସ କାରଣ ସହେି ସ୍ଥାନ ରେ ଆମ୍ଭେ ଇଶ୍ରାୟେଲର ଚତୁଃପାଶର୍‌ବ ରେ ଥିବା ରାଜ୍ଯମାନଙ୍କର ବିଗ୍ଭର କରିବା ପାଇଁ ଫରେି ଆସିବା।
12 Despertem-se os pagãos, e subam ao vale de Jeosafá; pois ali me assentarei para julgar todos os pagãos em redor.
13 ଦାଆ ଆଣ କାରଣ ଶସ୍ଯ ପାଚିଅଛି। ଆସ, ଅଙ୍ଗୁର ଲତା ଉପ ରେ ଗ୍ଭଲ। କାରଣ ଦ୍ରାକ୍ଷାରସ ପରିପୂର୍ଣ୍ଣ ହାଇେଅଛି। କୁଣ୍ତଗୁଡିକ ଉଚ୍ଛୁଳି ପଡୁଛି, କାରଣ ସମାନଙ୍କେର ମନ୍ଦ କର୍ମ ବହୁତ ଅଧିକ।
13 Lançai a foice, porquanto a seara já está madura; vinde, descei, porque o lagar está cheio, e as gorduras transbordam, pois a sua maldade é grande.
14 ଦଣ୍ତ ବିଗ୍ଭର ଉପତ୍ୟକା ରେ ଲୋକରଣ୍ଯ। ସଦାପ୍ରଭୁଙ୍କର ବିଶଷେ ବିଗ୍ଭରଦିନ ନିକଟବର୍ତ୍ତୀ।
14 Multidões, multidões no vale da decisão; pois o dia do SENHOR está perto, no vale da decisão.
15 ସୂର୍ୟ୍ଯ ଚନ୍ଦ୍ର ଅନ୍ଧକାରମଯ ହବେେ ଏବଂ ତାରକାଗଣ କିରଣ ଦବୋ ବନ୍ଦ କରି ଦବେେ।
15 O sol e a lua escurecerão, e as estrelas retirarão o seu brilho.
16 ପୁଣି ସଦାପ୍ରଭୁ ପରମେଶ୍ବର ସିୟୋନରୁ ଚିତ୍କାର କରିବେ, ସେ ୟିରୁଶାଲମରୁ ମଧ୍ଯ ଚିତ୍କାର କରିବେ। ସହେି ଚିତ୍କାର ରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ମଦାପ୍ରଭୁ ପରମେଶ୍ବର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହବେ। ସେ ମଧ୍ଯ ଇଶ୍ରାୟେଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହବେେ।
16 O SENHOR também rugirá de Sião, e fará ouvir a sua voz de Jerusalém; e os céus e a terra tremerão, mas o SENHOR será a esperança do seu povo, e a força dos filhos de Israel.
17 ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଆମ୍ଭେ ପବିତ୍ର ପର୍ବତ ସିଯୋନ ରେ ବାସ କରିବା। ୟିରୁଶାଲମ ଗୋଟିଏ ପବିତ୍ର ସ୍ଥାନ ରେ ପରିଣତ ହବେ। ବିଦେଶୀଯମାନେ ଆଉ ଏହି ନଗର ରେ ପ୍ରବେଶ କରିପାରିବେ ନାହିଁ।
17 E vós sabereis que eu sou o SENHOR vosso Deus, que habito em Sião, o meu santo monte; então Jerusalém será santa e estranhos não passarão mais por ela.
18 ସହେିଦିନ ପର୍ବତଗୁଡିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିବେ। ପାହାଡଗୁଡିକରୁ ଦୁଗ୍ଧ ପ୍ରବାହିତ ହବେ। ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡିକ ଜଳପୂର୍ଣ୍ଣ ହବେେ। ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ ହବେ। ତାହା ଶିଟୀମର ଉପତ୍ୟକାକୁ ଜଳମଯ କରିବ।
18 E acontecerá que, naquele dia, os montes derramarão vinho novo, e as colinas manarão leite, e todos os rios de Judá estarão cheios de águas; e uma fonte sairá da casa do SENHOR, e regará o vale de Sitim.
19 ମିଶର ଗୋଟିଏ ନିର୍ଜନ ସ୍ଥାନ ହବେ ଏବଂ ଶୂନ୍ଯ ମରୁଭୂମି ହବେ। କାରଣ ସମାନେେ ଯିହୁଦାର ଲୋକମାନଙ୍କ ପ୍ରତି ନିଷ୍ଠୁର ହାଇେଥିଲେ। ସମାନେେ ସହେି ଦେଶର ନିରୀହ ଲୋକମାନଙ୍କୁ ହତ୍ଯା କରିଥିଲେ।
19 O Egito será uma desolação, e Edom será um deserto assolado, por causa da violência contra os filhos de Judá, porque derramaram sangue inocente em sua terra.
20 କିନ୍ତୁ ଯିହୁଦା ଓ ୟିରୁଶାଲମ ରେ ଲୋକମାନେ ପୁରୁଷାନୁକ୍ରମେ ଚିରକାଳ ବାସ କରିବେ।
20 Mas Judá será habitada para sempre, e Jerusalém de geração em geração.
21 କିନ୍ତୁ ଯେଉଁ ଲୋକମାନେ ଆମ୍ଭ ସନ୍ତାନଗଣଙ୍କୁ ହତ୍ଯା କରିଛନ୍ତି ଆମ୍ଭେ ପ୍ରକୃତ ରେ ସମାନଙ୍କେୁ ଶାସ୍ତି ଦବୋ। କାରଣ ସଦାପ୍ରଭୁ ପରମେଶ୍ବର ସିୟୋନ ରେ ବାସ କରନ୍ତି।
21 Porquanto purificarei o sangue daqueles que eu não tinha purificado; porque o SENHOR habita em Sião.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Joel 3, comparar traduções ou montar um estudo — tudo direto pelo WhatsApp.