Isaías 9
Oriya Bible (GL_ORIYA) vs NVI
1 ଅତୀତ ରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପ ରେ ପରମେଶ୍ବର ସେ ଦେଶଗୁଡ଼ିକ ମହାନ୍ କରି ଦେଲେ। ସମୁଦ୍ର ନିକଟବର୍ତ୍ତୀ ୟର୍ଦ୍ଦନ ନଦୀର ଅପରପାଶର୍ବ ଗାଲୀଲୀର ଅଣଇହୁଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ।
1 Contudo, não haverá mais escuridão para os que estavam aflitos. No passado ele humilhou a terra de Zebulom e de Naftali, mas no futuro honrará a Galiléia dos gentios, o caminho do mar, junto ao Jordão.
2 ସହେି ଲୋକମାନେ ଅନ୍ଧକାର ରେ ଚଲାବୁଲା କରୁଥିଲେ, ମାତ୍ର ସମାନେେ ଏକ ମହାନ୍ ଆଲୋକ ଦେଖିଛନ୍ତି। ସମାନେେ ମୃତ୍ଯୁରୂପକ ଅନ୍ଧକାର ମଧିଅରେ ବାସ କରୁଥିଲେ, ମାତ୍ର ସହେି ଉଜ୍ଜ୍ବଳ ଆ ଲୋକ' ସମାନଙ୍କେୁ ଦୀପ୍ତିମଯ କରିଛି।
2 O povo que caminhava em trevas viu uma grande luz; sobre os que viviam na terra da sombra da morte raiou uma luz.
3 ହେ ପରମେଶ୍ବର, ତୁମ୍ଭେ ସହେି ଗୋଷ୍ଠୀର ବୁଦ୍ଧିର କାରଣ ହବେ। ତୁମ୍ଭେ ସହେି ଲୋକମାନଙ୍କୁ ସୁଖୀ କରିବ ଏବଂ ସହେି ଲୋକମାନେ ତୁମ୍ଭକୁ ସମାନଙ୍କେର ଆନନ୍ଦ ଦଖାଇବେେ। ଏହି ଆନନ୍ଦ ଶସ୍ଯ ସମୟରେ ଉଲ୍ଲାସ ପରି ହବେ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ଯକୁ ଭାଗ କଲା ବେଳେ ଯେପରି ହୁଏ ସହେିପରି ହବେ।
3 Fizeste crescer a nação e aumentaste a sua alegria; eles se alegram diante de ti como os que se regozijam na colheita, como os que exultam quando dividem os bens tomados na batalha.
4 ଏପରି କାହିଁକି ହବେ, କାରଣ ତୁମ୍ଭେ ସମାନଙ୍କେର ଶକ୍ତ ଭାର ବହନ କରିବ। ସମାନଙ୍କେର ସ୍କନ୍ଧସ୍ଥିତ ୟୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦବୋକୁ ବ୍ଯବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିଯନକୁ ପରାଜିତ କଲାଭଳି ଏହା ହବେ।
4 Pois, tu destruíste o jugo que os oprimia, a canga que estava sobre os seus ombros, e a vara de castigo do seu opressor, como no dia da derrota de Midiã.
5 ୟୁଦ୍ଧ ରେ ବ୍ଯବହୃତ ସମସ୍ତ ପାଦୁକା ଧ୍ବଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ଯ ଧ୍ବଂସ ପାଇବ। ସେ ସମସ୍ତ ଅଗ୍ନି ରେ ନିକ୍ଷପେ କରାୟିବ।
5 Pois, toda bota de guerreiro usada em combate e toda veste revolvida em sangue serão queimadas, como lenha no fogo.
6 ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
6 Porque um menino nos nasceu, um filho nos foi dado, e o governo está sobre os seus ombros. E ele será chamado Maravilhoso Conselheiro, Deus Poderoso, Pai Eterno, Príncipe da Paz.
7 ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।
7 Ele estenderá o seu domínio, e haverá paz sem fim sobre o trono de Davi e sobre o seu reino, estabelecido e mantido com justiça e retidão, desde agora e para sempre. O zelo do Senhor dos Exércitos fará isso.
8 ମାରେସଦାପ୍ରଭୁ ଯାକୁବଙ୍କ ପାଖକୁ ଏକ ବାର୍ତ୍ତା ପ୍ ରରଣେ କଲେ। ସହେି ବାର୍ତ୍ତା ଇଶ୍ରାୟେଲ ବିରୁଦ୍ଧ ରେ କାର୍ୟ୍ଯ କରିବ।
8 O Senhor enviou uma mensagem contra Jacó, e ela atingiu Israel.
9 ତାହାପ ରେ ଇଫ୍ରଯିମର ପ୍ରେତ୍ୟକକ ଲୋକ ଓ ଏପରିକି ଶମରିଯାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ବର ସମାନଙ୍କେୁ ଦଣ୍ଡ ଦେଲେ।
9 Todo o povo ficará sabendo, tanto Efraim como os habitantes de Samaria, que dizem com orgulho e arrogância de coração:
10 ଏହି ଇଟାସବୁ ପଡ଼ିୟିବ, ମାତ୍ର ଆମ୍ଭମାନେେ ପୁନର୍ବାର ଶକ୍ତ ପଥର ରେ ତାହାକୁ ତିଆରି କରିବୁ। ଡ଼ିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲାପ ରେ ଆମ୍ଭମାନେେ ସଠାେ ରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହବେ।'
10 "Os tijolos caíram, mas nós reconstruiremos com pedras lavradas; as figueiras bravas foram derrubadas, mas nós as substituiremos por cedros".
11 ତେଣୁ ସଦାପ୍ରଭୁ ଇଶ୍ରାୟେଲ ବିରୁଦ୍ଧ ରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ଉତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧ ରେ ପଠାଇବେ।
11 Mas o Senhor fortaleceu os adversários de Rezim para atacá-los e incitou contra eles os seus inimigos.
12 ତା'ପ ରେ ସଦାପ୍ରଭୁ ଅରାମୀଯମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସହେି ଶତ୍ରୁଗଣ ଏକତ୍ରୀତ ଇଶ୍ରାୟେଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇଶ୍ରାୟେଲ ଉପ ରେ କୋରଧିତ ହବେେ ଓ ତା'ର ଲୋକମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ରହିବେ।
12 Os arameus do leste e os filisteus do oeste devoraram Israel, escancarando a boca. Apesar disso tudo, a ira divina não se desviou; sua mão continua erguida.
13 ପରମେଶ୍ବର ଦଣ୍ଡ ଦେଲେ ମଧ୍ଯ ସମାନେେ ପାପ କରିବାରୁ ନିବୃତ୍ତ ହବେ ନାହିଁ। ସମାନେେ ତାଙ୍କ ନିକଟକୁ ଫରେିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।
13 Mas o povo não voltou para aquele que os feriu, nem buscou o Senhor dos Exércitos.
14 ତେଣୁ ସଦାପ୍ରଭୁ ଇଶ୍ରାୟେଲର ମସ୍ତକ ଓ ଲାଞ୍ଜ ଛଦନେ କରିବେ। ଆଉମଧ୍ଯ ତାଳବୃକ୍ଷର ଡ଼ାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନ ରେ କାଟି ପକାଇବେ।
14 Por essa razão o Senhor corta de Israel tanto a cabeça como a cauda, tanto a palma como o junco, num único dia;
15 ଏଠା ରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ଯାବାଦୀ ଭବିଷ୍ଯଦ୍ବକ୍ତାଙ୍କୁ ବୁଝାଉଛି।
15 as autoridades e os homens de destaque são a cabeça, os profetas que ensinam mentiras são a cauda.
16 ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଚାଳିତ କରନ୍ତି। ଆଉ ସମାନଙ୍କେୁ ଅନୁସରଣ କରୁଥିବା ବ୍ଯକ୍ତିଗଣ ବିନଷ୍ଟ ହବେ।
16 Aqueles que guiam este povo o desorientam, e aqueles que são guiados deixam-se induzir ao erro.
17 ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖ ରେ ୟୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ୟୁବକ ମାନଙ୍କ ଉପ ରେ ସୁଖୀ ନୁହଁନ୍ତି। ଆଉମଧ୍ଯ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସମାନେେ ମିଥ୍ଯା କୁହନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେ ଉପ ରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।
17 Por isso o Senhor não terá nos jovens motivo de alegria, nem terá piedade dos órfãos e das viúvas, pois todos são hipócritas e perversos, e todos falam loucuras. Apesar disso tudo, a ira dele não se desviou; sua mão continua erguida.
18 ଭ୍ରଷ୍ଟାଚାର ଜ୍ବଳନ୍ତ ଅଗ୍ନିତୁଲ୍ଯ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା'ପ ରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ଯକୁ ଜାଳିଦିଏ। ଶଷେ ରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ଯ ଧୂମ ହାଇେ ଉପରକୁ ଉେଠ।
18 Porque a impiedade queima como fogo; consome roseiras bravas e espinheiros, põe em chamas os matagais da floresta, fazendo nuvens de fumaça.
19 ସର୍ବଶକ୍ତିମାନ ସଦାପ୍ରଭୁ ଏତେ କ୍ରୋଧିତ ହୁଅନ୍ତି ଯେ ସମଗ୍ର ଦେଶ ଅଗ୍ନି ରେ ଦଗ୍ଧୀଭୂତ ହୁଏ ଓ ସମସ୍ତ ଲୋକ ଭସ୍ମିଭୂତ ହୁଅନ୍ତି। କୌଣସି ବ୍ଯକ୍ତି ତା'ର ଭାଇକୁ ସାହାୟ୍ଯ କରନ୍ତି ନାହିଁ।
19 Pela ira do Senhor dos Exércitos a terra será ressecada, e o povo será como lenha no fogo; ninguém poupará seu irmão.
20 ଲୋକମାନେ ଦକ୍ଷିଣ ହସ୍ତ ରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହବେେ। ବାମ ହସ୍ତ ରେ ଯାହା ଭୋଜନ କରିବେ ସେଥି ରେ ତୃପ୍ତ ହବେେ ନାହିଁ। ତା'ପ ରେ ସମାନେେ ନିଜ ପିଲାମାନଙ୍କ ମାଂସ ଭକ୍ଷଣ କରିବେ।
20 À direita devorarão, mas ainda estarão com fome; à esquerda comerão, mas não ficarão satisfeitos. Cada um comerá a carne do seu próprio irmão.
21 ଏହାର ଅର୍ଥ ହେଉଛି ମନଃଶି ଇଫ୍ରଯିମ ବିରୁଦ୍ଧ ରେ ଓ ଇଫ୍ରଯିମ ମନଃଶି ବିରୁଦ୍ଧ ରେ ଏବଂ ସମାନେେ ଉଭୟ ଯିହୁଦା ବିରୁଦ୍ଧ ରେ ଲଢ଼ିବେ।
21 Manassés contra Efraim, Efraim contra Manassés, e juntos eles se voltarão contra Judá. Apesar disso tudo, a ira divina não se desviou; sua mão continua erguida.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 9, comparar traduções ou montar um estudo — tudo direto pelo WhatsApp.