Isaías 8
Oriya Bible (GL_ORIYA) vs ACF
1 ସଦାପ୍ରଭୁ ମାେତେ କହିଲେ, ତୁମ୍ଭେ ଏକ ବୃହତ ଫଳକ ନଇେ ଏକ ସ୍ବତନ୍ତ୍ର ଲେଖନୀ ସାହାୟ୍ଯ ରେ ତା'ଉପ ରେ ଏହି କଥାସବୁ ଲେଖ। ତାହା ହେଉଛି, ମ ହରେ-ଶାଲଲ-ହାଶ୍-ବସ୍।' ଏହାର ଅର୍ଥ ହେଉଛି, ଖୁବ୍ ଶୀଘ୍ର ଲୁଣ୍ଠନ ଓ ଚୋରି ହବେ।
1 Disse-me também o SENHOR: Toma um grande rolo, e escreve nele com caneta de homem: Apressando-se ao despojo, apressurou-se à presa.
2 ବିଶ୍ବସ୍ତ ସାକ୍ଷୀ ହବୋକୁ ମୁଁ କେତକେ ଲୋକ ସଂଗ୍ରହ କଲି। ସହେି ବିଶ୍ବସ୍ତ ସାକ୍ଷୀ ହବେେ ଉରିଯ ଯାଜକ ଓ ୟିବୋରିଖିଯର ପୁତ୍ର ସଖରିଅ। ଏହି ଲୋକମାନେ ସହେି ବାକ୍ଯ ଲେଖିବାକୁ ଲକ୍ଷ୍ଯ କଲେ।
2 Então tomei comigo fiéis testemunhas, a Urias sacerdote, e a Zacarias, filho de Jeberequias,
3 ତା'ପ ରେ ମୁଁ ଭବିଷ୍ଯତବକ୍ତୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା'ପ ରେ ସଦାପ୍ରଭୁ ମାେତେ କହିଲେ, ତାହାର ନାମ ମ ହରେ-ଶାଲଲ-ହାଶ୍-ବସ୍ ରଖ।
3 E fui ter com a profetisa, e ela concebeu, e deu à luz um filho; e o Senhor me disse: Põe-lhe o nome de Maer-Salal-Has-Baz.
4 ଏ ନାମ କାହିଁକି ରଖାୟିବ। କାରଣ ବାଳକଟି ପିତାମାତା ଡ଼ାକିବା ପାଇଁ ଜ୍ଞାନ ପାଇବା ପୂର୍ବରୁ ପରମେଶ୍ବର ସମସ୍ତ ଧନ ସମ୍ପଦ ଦମ୍ମେଶକରୁ ଓ ଶମରିଯାରୁ ନଇୟୋଇଥିବେ ଏବଂ ସେ ସମସ୍ତ ଧନକୁ ଅଶୂର ରାଜାଙ୍କୁ ଦଇେ ଦବେେ।'
4 Porque antes que o menino saiba dizer meu pai, ou minha mãe, se levarão as riquezas de Damasco, e os despojos de Samaria, diante do rei da Assíria.
5 ପୁନର୍ବାର ସଦାପ୍ରଭୁ ମାେତେ କହିଲେ।
5 E continuou o Senhor a falar ainda comigo, dizendo:
6 ମାରେ ପ୍ରଭୁ କହିଲେ, ଏହି ଲୋକମାନେ ଶୀଲୋହର ଧୀରଷୋର୍ତକୁ ଅଗ୍ରାହ୍ଯ କରି ଉତ୍ସୀନ୍ ଓ ରମଲୀଯର ପୁତ୍ର, ପକହେ ସହିତ ଆନନ୍ଦ କରୁଛନ୍ତି।
6 Porquanto este povo desprezou as águas de Siloé que correm brandamente, e alegrou-se com Rezim e com o filho de Remalias,
7 ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧ ରେ ଆଣିବି। ସମାନେେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ଯାର ସୋର୍ତ ପରି ପ୍ରବଳ ପରାକ୍ରମୀ ହାଇେ ଆସିବେ। ବନ୍ଯାଜଳ କୂଳ ଲଙ୍ଘନ କଲାପରି ସମାନେେ ସମସ୍ତଙ୍କ ଉପ ରେ ପ୍ରଭାବ ବିସ୍ତାର କରିବେ।
7 Portanto eis que o Senhor fará subir sobre eles as águas do rio, fortes e impetuosas, isto é, o rei da Assíria, com toda a sua glória; e subirá sobre todos os seus leitos, e transbordará por todas as suas ribanceiras.
8 ସହେି ଜଳରାଶି ଯିହୁଦା ପର୍ୟ୍ଯନ୍ତ ମାଡ଼ିୟିବ ଓ ଯିହୁଦାର କଣ୍ଠ ପର୍ୟ୍ଯନ୍ତ ବ୍ଯାପିବ। ପରିଶଷେ ରେ ତା'କୁ ବୁଡ଼ାଇ ଦବେ।
8 E passará a Judá, inundando-o, e irá passando por ele e chegará até ao pescoço; e a extensão de suas asas encherá a largura da tua terra, ó Emanuel.
9 ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।
9 Ajuntai-vos, ó povos, e sereis quebrantados; dai ouvidos, todos os que sois de terras longínquas; cingi-vos e sereis feitos em pedaços, cingi-vos e sereis feitos em pedaços.
10 ତୁମ୍ଭମାନେେ ୟୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ ମଧ୍ଯ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହବେ ନାହିଁ। ତୁମ୍ଭର ସୈନ୍ଯମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହବେ। କାହିଁକି ଏହା ଘଟିବ। କାରଣ ପରମେଶ୍ବର ଆମ୍ଭମାନଙ୍କ ସହିତ ଅଛନ୍ତି।
10 Tomai juntamente conselho, e ele será frustrado; dizei uma palavra, e ela não subsistirá, porque Deus é conosco.
11 ସଦାପ୍ରଭୁ ତାଙ୍କର ମହାନ୍ ଶକ୍ତି ବଳ ରେ ମାେତେ କହିଲେ। ଅନ୍ୟ ଗୋଷ୍ଠୀର ଲୋକଙ୍କପରି ନ ହବୋକୁ ସେ ମାେତେ ସତର୍କ କରି କହିଲେ।
11 Porque assim o Senhor me disse com mão forte, e me ensinou que não andasse pelo caminho deste povo, dizendo:
12 ପ୍ରେତ୍ୟକକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧ ରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ବାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।'
12 Não chameis conjuração, a tudo quanto este povo chama conjuração; e não temais o que ele teme, nem tampouco vos assombreis.
13 ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କବଳେ ଭୟ କର। ତାଙ୍କୁ ହିଁ କବଳେ ଭକ୍ତି କରିବ। ସହେି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟକର।
13 Ao Senhor dos Exércitos, a ele santificai; e seja ele o vosso temor e seja ele o vosso assombro.
14 ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ର ରେ ତାଙ୍କୁ ଗ୍ରହଣ କର, ତବେେ ସେ ତୁମ୍ଭର ଏକମାତ୍ର ଆଶ୍ରଯ ସ୍ଥାନ ହବେେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ୟିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ୟନ୍ତା ଓ ଫାଶ।
14 Então ele vos será por santuário; mas servirá de pedra de tropeço, e rocha de escândalo, às duas casas de Israel; por armadilha e laço aos moradores de Jerusalém.
15 ଅନକେ ଲୋକ ଏହି ପଥରଦ୍ବାରା ପତିତ ହବେେ। ସମାନେେ ପତିତ ହାଇେ ଭଗ୍ନ ହବେେ ଏବଂ ଫାଶ ରେ ପଡ଼ି ବାନ୍ଧି ହାଇଯେିବେ।
15 E muitos entre eles tropeçarão, e cairão, e serão quebrantados, e enlaçados, e presos.
16 ଯିଶାଇୟ କହିଲେ, ତୁମ୍ଭେ ଏକ ଚୁକ୍ତିକର ଓ ଏହାକୁ ମୁଦ୍ରିତ କର। ମାରେ ଶିକ୍ଷାଗୁଡ଼ିକୁ ଭବିଷ୍ଯତ ପାଇଁ ରକ୍ଷାକର। ମାରେ ଶିଷ୍ଯମାନଙ୍କ ପାଇଁ ଏହା କର।
16 Liga o testemunho, sela a lei entre os meus discípulos.
17 ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଅପେକ୍ଷା କରିବି। ଯେତବେେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଚାନ୍ତି। ମୁଁ ସଦାପ୍ରଭୁଙ୍କ ଉପ ରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।
17 E esperarei ao Senhor, que esconde o seu rosto da casa de Jacó, e a ele aguardarei.
18 ଇଶ୍ରାୟେଲର ଲୋକମାନଙ୍କ ପାଇଁ ମୁଁ ଓ ମାରେ ପିଲାମାନେ ସଙ୍କତେ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପ ରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ବାରା ଆମ୍ଭମାନେେ ପ୍ ରରେିତ ହାଇେଅଛୁ।'
18 Eis-me aqui, com os filhos que me deu o Senhor, por sinais e por maravilhas em Israel, da parte do Senhor dos Exércitos, que habita no monte de Sião.
19 କେତକେ ଲୋକ କୁହନ୍ତି, ଭବିଷ୍ଯତ୍ ବକ୍ତା ଓ ଗୁଣିଆ ମାନଙ୍କୁ କ'ଣ କରିବାକୁ ହବେ ପଚାର।' ଏହି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ପକ୍ଷୀପରି ଗୁଣୁଗୁଣୁ ହାଇେ ମନ୍ତ୍ର କୁହନ୍ତି, ଫଳ ରେ ଲୋକମାନେ ଭାବନ୍ତି ସମାନେେ ବହୁ ଗୋପନୀଯ ମୃତ ଓ ଜୀବିତମାନଙ୍କ ବିଷଯ ରେ ଜାଣନ୍ତି। ମାତ୍ର ମୁଁ ତୁମ୍ଭକୁ କହୁଛି ଯେ ଲୋକମାନେ ସମାନଙ୍କେର ପରମେଶ୍ବରଙ୍କୁ ସାହାୟ୍ଯ ଭିକ୍ଷା କରିବା ଉଚିତ୍। ସହେି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ମୃତ ବ୍ଯକ୍ତିଙ୍କ ବିଷଯ ରେ ପଚାରନ୍ତି। ସମାନେେ କ'ଣ ଜୀବିତମାନଙ୍କ ବିଷଯ ରେ ମୃତମାନଙ୍କଠାରୁ ଜାଣିପାରିବେ ?
19 Quando, pois, vos disserem: Consultai os que têm espíritos familiares e os adivinhos, que chilreiam e murmuram: Porventura não consultará o povo a seu Deus? A favor dos vivos consultar-se-á aos mortos?
20 ତୁମ୍ଭମାନେେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭମାନେେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତବେେ ତୁମ୍ଭମାନେେ ଭୁଲ୍ ପଥରେ ୟିବ। ସହେି ଭୁଲ ଆଦେଶ ଆଗତ ଭବିଷ୍ଯତ୍ କହୁଥିବା ବ୍ଯକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭମାନେେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହବେ ନାହିଁ।
20 À lei e ao testemunho! Se eles não falarem segundo esta palavra, é porque não há luz neles.
21 ତୁମ୍ଭମାନେେ ଯଦି ସହେି ଭୁଲ ଆଦେଶ ପାଳନ କରିବ ତବେେ ଦେଶ ରେ କଷ୍ଟ ଓ ଅନାହାର ଦଖାଦେବେ। ସେତବେେଳେ ସମାନେେ ବିରକ୍ତ ହବେେ ଏବଂ ସମାନଙ୍କେର ଶାସକ ଓ ପରମେଶ୍ବରଙ୍କ ବିରୁଦ୍ଧ ରେ କହିବେ। ତା'ପ ରେ ସମାନେେ ପରମେଶ୍ବରଙ୍କଠାରୁ ସାହାୟ୍ଯ ପାଇଁ ଉର୍ଦ୍ଧ୍ବକୁ ଚାହିଁବେ।
21 E passarão pela terra duramente oprimidos e famintos; e será que, tendo fome, e enfurecendo-se, então amaldiçoarão ao seu rei e ao seu Deus, olhando para cima.
22 ଯଦି ସମାନେେ ତାଙ୍କର ଦେଶର ଚାରିଆଡ଼କୁ ଦୃଷ୍ଟିପାତ କରିବେ ତବେେ ସମାନେେ କବଳେ ଦୁଃଖ ଓ ୟାତନାରୂପକ ଅନ୍ଧକାର ଦେଖିବେ ଓ ସହେି ଦୁଃଖରୂପକ ଅନ୍ଧକାର ଦେଖି ଦେଶ ପରିତ୍ଯାଗ କରିବାକୁ ବାଧ୍ଯ ହବେେ। ପୁଣି ସହେି ଅନ୍ଧକାର ରେ ଆବଦ୍ଧ ହାଇେଥିବା ବ୍ଯକ୍ତି ନିଜକୁ ସେଥିରୁ ଉଦ୍ଧାର କରିପାରିବେ ନାହିଁ।
22 E, olhando para a terra, eis que haverá angústia e escuridão, e sombras de ansiedade, e serão empurrados para as trevas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 8, comparar traduções ou montar um estudo — tudo direto pelo WhatsApp.