Isaías 6
Oriya Bible (GL_ORIYA) vs VC
1 ଯିହୁଦାର ରାଜା ଉଷିୟଙ୍କ ମୃତ୍ଯୁବର୍ଷ ରେ ମୁଁ ମାରେପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହଲିେ। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପ ରେ ଉପବିଷ୍ଟ ହାଇେଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା।
1 No ano da morte do rei Ozias, eu vi o Senhor sentado num trono muito elevado; as franjas de seu manto enchiam o templo.
2 ସଦାପ୍ରଭୁଙ୍କ ଚତୁର୍ଦ୍ଦିଗ ରେ ସରାଫଗଣ ଛିଡ଼ା ହାଇେଥିଲେ। ପ୍ରେତ୍ୟକକ ସରାଫଙ୍କର ଛଅଟି ପକ୍ଷ ଥିଲା। ସହେି ଦବଦେୂତଗଣ ସମାନଙ୍କେର ଦୁଇଟି ପକ୍ଷ ରେ ମୁଖକୁ ଆଚ୍ଛାଦନ କରିଥିଲେ। ସମାନେେ ମଧ୍ଯ ଦୁଇଟି ପକ୍ଷ ସାହାୟ୍ଯ ରେ ସମାନଙ୍କେର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବା ରେ ଦୁଇଟି ପକ୍ଷ ବ୍ଯବହାର କରୁଥିଲେ।
2 Os serafins se mantinham junto dele. Cada um deles tinha seis asas; com um par {de asas} velavam a face; com outro cobriam os pés; e, com o terceiro, voavam.
3 ସମାନେେ ପରସ୍ପରକୁ ଡ଼ାକି କହୁଥିଲେ, ସର୍ବ ଶକ୍ତିମାନ ସଦାପ୍ରଭୁ ଧର୍ମମଯ, ଧର୍ମମଯ, ଧର୍ମମଯ। ତାଙ୍କର ମହିମା ସମଗ୍ର ପୃଥିବୀ ରେ ବ୍ଯାପିୟାଇଛି।' ସହେି ଦବଦେୂତମାନଙ୍କର ସ୍ବର ଅତି ଉଚ୍ଚ ଥିଲା।
3 Suas vozes se revezavam e diziam: Santo, santo, santo é o Senhor Deus do universo! A terra inteira proclama a sua glória!
4 ସେତବେେଳେ ଘାଷେଣାକାରୀଙ୍କ ଉଚ୍ଚରବ ରେ ଦ୍ବାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମ ରେ ପରିପୂର୍ଣ୍ଣ ହେଲା।
4 A este brado as portas estremeceram em seus gonzos e a casa, encheu-se de fumo.
5 ସେତବେେଳେ ମୁଁ ଭୟଭୀତ ହାଇେ କହିଲି, ହାୟ ! ହାୟ ! ମୁଁ ନଷ୍ଟ ହାଇଗଲିେ। କାରଣ ମୁଁ ଏତେ ଅପବିତ୍ର ଯେ ପରମେଶ୍ବରଙ୍କ ନିକଟରେ କହିବାକୁ ଅ ଯୋଗ୍ଯ। ପୁରି ଏପରି ଅଶୁଚି ଲୋକମାନଙ୍କ ମଧିଅରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅୟୋଗ୍ଯ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।'
5 Ai de mim, gritava eu. Estou perdido porque sou um homem de lábios impuros, e habito com um povo {também} de lábios impuros e, entretanto, meus olhos viram o rei, o Senhor dos exércitos!
6 ସଠାେ ରେ ୟଜ୍ଞବଦେୀ ଉପ ରେ ଜ୍ବଳନ୍ତ ଅଗ୍ନି ଥିଲା। ସହେି ଦୂତଗଣଙ୍କ ମଧ୍ଯରୁ ଜଣେ ଚିମୁଟା ସାହାୟ୍ଯ ରେ ଗୋଟିଏ ଜ୍ବଳନ୍ତ କୋଇଲା ଆଣିଲା ଓ ସହେି ଉତ୍ତପ୍ତ ଅଙ୍ଗାର ଧରି ମାେ ନିକଟକୁ ରହିଆସିଲା।
6 Porém, um dos serafins voou em minha direção; trazia na mão uma brasa viva, que tinha tomado do altar com uma tenaz.
7 ସହେି ସରାଫ ଦବଦେୂତ ସହେି ଉତ୍ତପ୍ତ ଅଙ୍ଗାର ସାହାୟ୍ଯ ରେ ମାରେ ମୁଖକୁ ସ୍ପର୍ଶ କଲା। ତା'ପ ରେ ସେ କହିଲେ, ଦେଖ ! ମୁଁ ଏହି ଜ୍ବଳନ୍ତ ଅଙ୍ଗାର ରେ ତୁମ୍ଭର ଓଷ୍ଠାଧରକୁ ସ୍ପର୍ଶ କଲି କାରଣ ଏହାଦ୍ବାରା ତୁମ୍ଭର ଅପରାଧ ଦୂରିଭୂତ ହେଲା ଓ ତୁମ୍ଭେ ପାପରୁ ମୁକ୍ତ ହେଲ।'
7 Aplicou-a na minha boca e disse: Tendo esta brasa tocado teus lábios, teu pecado foi tirado, e tua falta, apagada.
8 ତା'ପ ରେ ମୁଁ ସଦାପ୍ରଭୁଙ୍କର ସ୍ବର ଶୁଣିଲି। ସେ କହିଲେ, ମୁଁ କାହାକୁ ପଠାଇବି ? କିଏ ଆମ୍ଭମାନଙ୍କ ପାଇଁ ୟିବ?'
8 Ouvi então a voz do Senhor que dizia: Quem enviarei eu? E quem irá por nós? Eis-me aqui, disse eu, enviai-me.
9 ତା'ପ ରେ ସଦାପ୍ରଭୁ କହିଲେ, ୟାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ଯଦିଓ ତୁମ୍ଭମାନେେ ଶୁଣୁଛ, କିନ୍ତୁ ତୁମ୍ଭମାନେେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।'
9 Vai, pois, dizer a esse povo, disse ele: Escutai, sem chegar a compreender, olhai, sem chegar a ver.
10 ସମାନଙ୍କେୁ ବିଭ୍ରାନ୍ତ କର। ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସହେିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ'କର ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତ ରେ ବୁଝି ପାରିବେ। ଲୋକମାନେ ସମାନଙ୍କେର ସର୍ବାନ୍ତକରଣ ରେ ବୁଝିପାରିବେ। ଏହା କଲେ ସମାନେେ ମାେ ନିକଟକୁ ଫରେି ଆସିବେ ଓ ମାଠାରୁେ ସୁସ୍ଥତା ପାଇବେ।'
10 Obceca o coração desse povo, ensurdece-lhe os ouvidos, fecha-lhe os olhos, de modo que não veja nada com seus olhos, não ouça com seus ouvidos, não compreenda nada com seu espírito. E não se cure de novo.
11 ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'
11 Até quando, Senhor' disse eu. E ele respondeu: Até que as cidades fiquem devastadas e sem habitantes, as casas, sem gente, e a terra, deserta;
12 ସଦାପ୍ରଭୁ ସବୁଲୋକଙ୍କୁ ଦୂରକୁ ତଡ଼ି ଦବେେ। ଦେଶ ରେ ବିସ୍ତୃତ ଅଞ୍ଚଳ ଜନଶୂନ୍ଯ ହବେ।
12 até que o Senhor tenha banido os homens, e seja grande a solidão na terra.
13 ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫରେି ଆସିବେ ଓ ଅନ୍ୟମାନେ ଧ୍ବଂସ ପାଇବେ। ଏମାନେ ଆଲୋନଗଛ ସଦୃଶ ହବେେ। ଆଲୋନ ଗଛ ହଣା ହେଲା ପ ରେ ତା'ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।
13 Se restar um décimo {da população}, ele será lançado ao fogo, como o terebinto e o carvalho, cuja linhagem permanece quando são abatidos. {Sua linhagem é um germe santo}.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 6, comparar traduções ou montar um estudo — tudo direto pelo WhatsApp.