Isaías 65
Oriya Bible (GL_ORIYA) vs ARC
1 ସଦାପ୍ରଭୁ କହିଲେ, ଯେଉଁମାନେ ଆମ୍ଭ ବିଷଯ ରେ ପଚାରିଲେ ନାହିଁ, ସମାନଙ୍କେ ଦ୍ବାରା ଆମ୍ଭେ ଅନ୍ବଷେିତ ହେଲୁ, ଯେଉଁମାନେ ଆମ୍ଭକୁ ଖାଜେିଲେ ନାହିଁ, ଆମ୍ଭେ ସମାନଙ୍କେୁ ପ୍ରାପ୍ତ ହେଲୁ। ପୁଣି ଯେଉଁ ଦେଶୀଯମାନେ ଆମ୍ଭର ନାମ ଉଚ୍ଚାରଣ କରି ନ ଥିଲେ, ଆମ୍ଭେ ସମାନଙ୍କେୁ 'ଆମ୍ଭକୁ ଦେଖ, ଆମ୍ଭକୁ ଦେଖ' ବୋଲି କହିଲୁ।
1 Fui buscado pelos que não perguntavam por mim; fui achado por aqueles que me não buscavam; a um povo que se não chamava do meu nome eu disse: Eis-me aqui.
2 ଯେଉଁମାନେ ନିଜ ନିଜ ଚିନ୍ତାନୁସା ରେ କୁପଥରେ ଗମନ କରନ୍ତି, ସହେି ବିଦ୍ରୋହାଚାରୀ ଲୋକମାନଙ୍କ ପ୍ରତି ଆମ୍ଭେ ଦିନସାରା ଆମ୍ଭ ହସ୍ତ ବିସ୍ତାର କରିଥାଉ।
2 Estendi as mãos todo o dia a um povo rebelde, que caminha por caminho que não é bom, após os seus pensamentos;
3 ସହେି ଲୋକମାନେ ଉଦ୍ୟାନ ରେ ବଳିଦାନ କରି ଓ ଆମ୍ଭ ସମ୍ମୁଖ ରେ ଗୁଡ଼ିଏ ଇଟା ଉପ ରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।
3 povo que me irrita diante da minha face de contínuo, sacrificando em jardins e queimando incenso sobre tijolos;
4 ସମାନେେ କବରସ୍ଥାନ ମଧିଅରେ ବସନ୍ତି ଓ ଗୁମ୍ଫା ମଧିଅରେ ରାତ୍ରି ୟାପନ କରନ୍ତି। ସମାନେେ ଶୂକର ମାଂସ ଭକ୍ଷଣ କରନ୍ତି ଓ ସମାନଙ୍କେ ପାତ୍ର ରେ ଦୂଷିତ ମାଂସ ଝୋଳ ଥାଏ।
4 assentando-se junto às sepulturas, e passando as noites junto aos lugares secretos, e comendo carne de porco e caldo de coisas abomináveis nos seus pratos.
5 ମାତ୍ର ସହେି ଲୋକମନେ କୁହନ୍ତି, ସେସ୍ଥାନ ରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭମାନେେ ତୁମ୍ଭ ଅପେକ୍ଷା ପବିତ୍ର।' କିନ୍ତୁ ସହେି ଲୋକମାନେ ଆମ୍ଭ ନାସିକାର ଧୂମସ୍ବରୂପ ଓ ଦିନସାରା ପ୍ରଜ୍ଜ୍ବଳିତ ଅଗ୍ନି ସ୍ବରୂପ।'
5 E dizem: Retira-te, e não te chegues a mim, porque sou mais santo do que tu. Estes são uma fumaça no meu nariz, um fogo que arde todo o dia.
6 ଦେଖ, ଆମ୍ଭ ସମ୍ମୁଖ ରେ ଏହା ଲିଖିତ ଅଛି, ଆମ୍ଭେ ନୀରବ ରହିବା ନାହିଁ, ମାତ୍ର ପ୍ରତିଫଳ ଦବୋ, ହଁ ଆମ୍ଭେ ସମାନଙ୍କେ କୋଳ ରେ ପ୍ରତିଫଳ ଦବୋ।
6 Eis que está escrito diante de mim: não me calarei; mas eu pagarei, sim, deitar-lhes-ei a recompensa no seu seio,
7 ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ପାପ ପାଇଁ ଓ ତୁମ୍ଭମାନଙ୍କ ପିତୃପୁରୁଷଙ୍କ ପାପ ପାଇଁ ଉଭୟଙ୍କୁ ପ୍ରତିଫଳ ଦବୋ। କାରଣ ସମାନେେ ପର୍ବତଗୁଡ଼ିକ ଉପ ରେ ଧୂପ ଜଳାଇଛନ୍ତି ଓ ଉପପର୍ବତଗୁଡ଼ିକ ଉପ ରେ ଆମ୍ଭର ନିନ୍ଦା କରିଛନ୍ତି। ଏଣୁ ସମାନଙ୍କେ କାର୍ୟ୍ଯର ମାନ କଳନା କରି ପ୍ରତିଫଳ ସମାନଙ୍କେ କୋଳ ରେ ଦବୋ।
7 as vossas iniquidades e juntamente as iniquidades de vossos pais, diz o Senhor , que queimaram incenso nos montes e me afrontaram nos outeiros; pelo que lhes tornarei a medir as suas obras antigas no seu seio.
8 ସଦାପ୍ରଭୁ ଏହିକଥା କୁହନ୍ତି, ଯେତବେେଳେ ଦ୍ରାକ୍ଷାଫଳ ରେ ନୂତନ ଦ୍ରାକ୍ଷାରସ ମିଳେ, ଲୋକେ କୁହନ୍ତି, ଏହାକୁ ନଷ୍ଟ କର ନାହିଁ। କାରଣ ଏଥି ରେ ଆଶୀର୍ବାଦ ଅଛି, ସହେିପରି ଆମ୍ଭ ଦାସମାନଙ୍କ ପାଇଁ ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।
8 Assim diz o Senhor : Como quando se acha mosto em um cacho de uvas, dizem: Não o desperdices, pois há bênção nele, assim farei por amor de meus servos, para que os não destrua a todos.
9 ପୁଣି ଆମ୍ଭେ ଯାକୁବଠାରୁ ଗୋଟିଏ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତମାନଙ୍କର ଏକ ଅଧିକାରୀ ଉତ୍ପନ୍ନ କରିବା। ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସଠାେ ରେ ବସତି ସ୍ଥାପନ କରିବେ।
9 E produzirei descendência a Jacó e a Judá, um herdeiro que possua os meus montes; e os meus eleitos herdarão a terra, e os meus servos habitarão ali.
10 ଆଉ ଯେଉଁମାନେ ଆମ୍ଭକୁ ଅନ୍ବଷେଣ କରନ୍ତି ସମାନଙ୍କେ ପାଇଁ ଶାରୋଣ ଏକ ମଷେମାନଙ୍କର ଚାରଣ ଭୂମି ଓ ଆଖୋର ଉପତ୍ୟକା ଗୋପଲର ଶଯନସ୍ଥଳ ହବେ।
10 E Sarom servirá de curral de ovelhas, e o vale de Acor, de lugar de repouso de gado, para o meu povo que me buscar.
11 ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଅଛ ଓ ଆମ୍ଭର ପବିତ୍ର ପର୍ବତକୁ ପାଶୋରି ଅଛ। ଭଣ୍ଡ ଦବେତା ଉଦ୍ଦେଶ୍ଯ ରେ ମଜେ ସଜାଉଛ ଓ ନିରୁପଣୀ ଦବେୀ ଉଦ୍ଦେଶ୍ଯ ରେ ମିଶ୍ରିତ ଦ୍ରାକ୍ଷାରସ ପୂରଣ କରୁଅଛ।
11 Mas a vós que vos apartais do Senhor , que vos esqueceis do meu santo monte, que preparais uma mesa para a Fortuna e que misturais vinho para o Destino,
12 ତୁମ୍ଭମାନଙ୍କୁ ଆମ୍ଭେ ଖଡ୍ଗ ରେ ଚ୍ଛଦନେ କରିବା ଓ ତୁମ୍ଭେ ସମସ୍ତେ ବଧ୍ଯସ୍ଥାନ ରେ ନଇଁ ପଡ଼ିବ। କାରଣ ଆମ୍ଭେ ଡ଼ାକିଲା ବେଳେ ତୁମ୍ଭମାନେେ ଉତ୍ତର କଲ ନାହିଁ, ଆମ୍ଭେ କଥା କହିଲା ବେଳେ ତୁମ୍ଭମାନେେ ଶୁଣିଲ ନାହିଁ। କିନ୍ତୁ ଆମ୍ଭ ଦୃଷ୍ଟି ରେ ଯାହା ମନ୍ଦ ସହେି କାର୍ୟ୍ଯ କଲ ଓ ଯାହା ଆମ୍ଭକୁ ଅସନ୍ତୁଷ୍ଟ କରିବ ସହେି କାର୍ୟଅକୁ ମନୋନୀତ କଲ।
12 também vos destinarei à espada, e todos vos encurvareis à matança, porquanto chamei, e não respondestes; falei, e não ouvistes, mas fizestes o que é mal aos meus olhos e escolhestes aquilo em que eu não tinha prazer.
13 ସହେି ସକାେଶ ମାରେ ପ୍ରଭୁ ସଦାପ୍ରଭୁ ଏହିକଥା କରନ୍ତି, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେ ମନ୍ଦାଚାରୀମାନେ କ୍ଷୁଧାର୍ତ୍ତ ରହିବ। ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭମାନେେ ତୃଷାର୍ତ୍ତ ରହିବ। ଆମ୍ଭର ଦାସମାନେ ଆନନ୍ଦ କଲା ବେଳେ ତୁମ୍ଭମାନେେ ଲଜ୍ଜିତ ହବେ।
13 Pelo que assim diz o Senhor Jeová : Eis que os meus servos comerão, mas vós padecereis fome; eis que os meus servos beberão, mas vós tereis sede; eis que os meus servos se alegrarão, mas vós vos envergonhareis;
14 ଆମ୍ଭର ଦାସମାନେ ଆନନ୍ଦ ରେ ଗାନ କରିବେ କାରଣ ସମାନଙ୍କେ ହୃଦଯ ସୁଖ ରେ ପରିପୂର୍ଣ୍ଣ । ମାତ୍ର ତୁମ୍ଭେ ମନ୍ଦାଚାରୀଗଣ ହୃଦଯର ଦୁଃଖ ନିମିତ୍ତ ବିଳାପ କରିବ। ଆଉ ମଧ୍ଯ ଆତ୍ମାର ବିରକ୍ତିଭାବ ଯୋଗୁଁ ହାହାକାର କରିବ।
14 eis que os meus servos cantarão por terem o seu coração alegre, mas vós gritareis com tristeza de ânimo e uivareis pelo vosso quebrantamento de espírito;
15 ପୁନଶ୍ଚ ତୁମ୍ଭମାନେେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖାୟିବ। ତେଣୁ ମାରେ ପ୍ରଭୁ ସଦାପ୍ରକୁ ତୁମ୍ଭକୁ ବଧ କରିବେ। ସେ ନିଜର ଦାସମାନଙ୍କୁ ଅନ୍ୟ ନାମ ରେ ନାମିତ କରିବେ।
15 e deixareis o vosso nome aos meus eleitos por maldição; e o Senhor Jeová vos matará; e a seus servos chamará por outro nome.
16 ଯେଉଁଲୋକ ପୃଥିବୀ ରେ ଆଶୀର୍ବାଦର ପାତ୍ର ହୁଏ, ସେ ପରମେଶ୍ବରଙ୍କ ଦ୍ବାରା ଆଶୀର୍ବାଦିତ ହବେ ଓ ଯେଉଁ ଲୋକ ପୃଥିବୀ ରେ ଶପଥ କରିବ ସେ ପରମେଶ୍ବରଙ୍କ ନାମ ରେ ଶପଥ କରିବ। କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହାଇେଅଛି ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହାଇେଅଛି।
16 De sorte que aquele que se bendisser na terra será bendito no Deus da verdade; e aquele que jurar na terra jurará pelo Deus da verdade; porque já estão esquecidas as angústias passadas e estão encobertas diante dos meus olhos.
17 କାରଣ ଦେଖ, ଆମ୍ଭେ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷଯସବୁ ବିସ୍ମୃତ ହବେ ଓ ସଗେୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।
17 Porque eis que eu crio céus novos e nova terra; e não haverá lembrança das coisas passadas, nem mais se recordarão.
18 ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭମାନେେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର। କାରଣ ଆମ୍ଭେ ୟିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ।
18 Mas vós folgareis e exultareis perpetuamente no que eu crio; porque eis que crio para Jerusalém alegria e para o seu povo, gozo.
19 ପୁଣି ଆମ୍ଭେ ୟିରୁଶାଲମ ରେ ଆନନ୍ଦ କରିବା ଓ ଆମ୍ଭ ଲୋକମାନଙ୍କଠା ରେ ଉଲ୍ଲାସ କରିବା। ସଠାେ ରେ ଆଉ ବିଳାପର ଧ୍ବନି ଓ କ୍ରନ୍ଦନର ସ୍ବର ଶୁଣାୟିବ ନାହିଁ।
19 E folgarei em Jerusalém e exultarei no meu povo; e nunca mais se ouvirá nela voz de choro nem voz de clamor.
20 କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ। ସଠାେ ରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ୟ୍ଯନ୍ତ ବଞ୍ଚିତ ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମ ରେ, ସେ ଅଭିଶପ୍ତ ବୋଲି ବିଚାର କରାୟିବ।
20 Não haverá mais nela criança de poucos dias, nem velho que não cumpra os seus dias; porque o jovem morrerá de cem anos, mas o pecador de cem anos será amaldiçoado.
21 ସହେି ସ୍ଥାନ ରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସମାନେେ ଦ୍ରାକ୍ଷାକ୍ଷତେ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।
21 E edificarão casas e as habitarão; plantarão vinhas e comerão o seu fruto.
22 ସମାନେେ ନିର୍ମାଣ କରିଥିବା ଗୃହ ରେ ଅନ୍ୟ ଲୋକ ବାସ କରିପାରିବେ ନାହିଁ ଓ ସମାନଙ୍କେ ରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ। କାରଣ ଆମ୍ଭ ଲୋକମାନଙ୍କର ଆଯୁ ବୃକ୍ଷର ଆଯୁତୁଲ୍ଯ ହବେ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ୟ୍ଯନ୍ତ ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ।
22 Não edificarão para que outros habitem, não plantarão para que outros comam, porque os dias do meu povo serão como os dias da árvore, e os meus eleitos gozarão das obras das suas mãos até à velhice.
23 ସମାନେେ ଅନିଯମିତ ପରିଶ୍ରମ କରିବେ ନାହିଁ। ସମାନେେ ବିନାଶ ପାଇଁ ଦବୈ ନିୟୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ। ସମାନେେ ଓ ସମାନଙ୍କେର ସନ୍ତାନଗଣ ଆଶୀର୍ବାଦ ପାତ୍ରର ପରିବାରରୁ ହବେେ।
23 Não trabalharão debalde, nem terão filhos para a perturbação, porque são a semente dos benditos do Senhor , e os seus descendentes, com eles.
24 ପୁଣି ସମାନେେ ଡ଼ାକିବା ପୂର୍ବରୁ ଆମ୍ଭେ ଉତ୍ତର ଦବୋ ଓ ସମାନେେ କଥା କହୁ କହୁ ଆମ୍ଭେ ଶୁଣିବା।
24 E será que, antes que clamem, eu responderei; estando eles ainda falando, eu os ouvirei.
25 ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ, ସିଂହ ଗୋରୁପଲ ପରି ନଡ଼ା ଖାଇବ। ପୁଣି ଧୂଳି ସର୍ପର ଖାଦ୍ୟ ହବେ। ସମାନେେ ଆମ୍ଭ ପବିତ୍ର ପର୍ବତ ରେ କୌଣସି ସ୍ଥାନ ରେ ହିଂସା କି ବିନାଶ କରିବେ ନାହିଁ। ସଦାପ୍ରଭୁ ଏହା କୁହନ୍ତି।
25 O lobo e o cordeiro se apascentarão juntos, e o leão comerá palha como o boi; e o pó será a comida da serpente. Não farão mal nem dano algum em todo o meu santo monte, diz o Senhor .
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 65, comparar traduções ou montar um estudo — tudo direto pelo WhatsApp.