Isaías 62
Oriya Bible (GL_ORIYA) vs ARIB
1 ମୁଁ ସିୟୋନକୁ ଭଲ ପାଏ, ଧର୍ମ ଦୀପ୍ତିର ନ୍ଯାଯ ଓ ତାହାର ପରିତ୍ରାଣ ଜ୍ବଳନ୍ତ ପ୍ରଦୀପର ନ୍ଯାଯ ୟିରୁଶାଲମ ରେ ପ୍ରକଟ ନ ହାଇେଛି, ସେ ପର୍ୟ୍ଯନ୍ତ ଆମ୍ଭେ ତା ନିମନ୍ତେ ବିଶ୍ରାମ ନବୋ ନାହିଁ। ପ୍ରଭାତ ରେ ଦୀପ୍ତି ଲାଭ କରିବା ପରି ମୁଁ ୟିରୁଶାଲମ ରେ ବିଜଯ ଚା ହେଁ।
1 Por amor de Sião não me calarei, e por amor de Jerusalém não descansarei, até que saia a sua justiça como um resplendor, e a sua salvação como uma tocha acesa.
2 ସେତବେେଳେ ଅନ୍ୟ ଦେଶୀଯମାନେ ତୁମ୍ଭର ଧର୍ମ ଓ ରାଜାମାନେ ତୁମ୍ଭର ମହିମା ଦେଖିବେ ; ଆଉ ତୁମ୍ଭେ ସଦାପ୍ରଭୁଙ୍କ ମୁଖ ରେ ଏକ ନୂତନ ନାମ ରେ ଖ୍ଯାତ ହବେ।
2 E as nações verão a tua justiça, e todos os reis a tua glória; e chamar-te-ão por um nome novo, que a boca do Senhor designará.
3 ଆଉ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ସୁନ୍ଦର ମୁକୁଟ ସ୍ବରୂପ ଓ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ରାଜକିରୀଟ ସ୍ବରୂପ ହବେ।
3 Também serás uma coroa de adorno na mão do Senhor, e um diadema real na mão do teu Deus.
4 ତୁମ୍ଭର 'ଦେଶ ପରିତ୍ଯକ୍ତା ବୋଲି' ନାମିତ ହବେ ନାହିଁ ; କିମ୍ବା ତୁମ୍ଭର ଦେଶକୁ କହେି ଅନାଥିନୀ' ବୋଲି ଜାଣିବେ ନାହିଁ। ମାତ୍ର ତୁମ୍ଭର ଦେଶ ବରଂ 'ପରମେଶ୍ବରଙ୍କ କନ୍ଯା' ରୂପେ ବିବଚେିତ ହବେ ଏବଂ ମାରେ ଉଲ୍ଲାସ ତାହାର ମଧ୍ଯ ହାଇେଅଛି' କାରଣ ସଦାପ୍ରଭୁ ତୁମ୍ଭ ଉପ ରେ ସନ୍ତାଷେ ଅଛନ୍ତି।
4 Nunca mais te chamarão: Desamparada, nem a tua terra se denominará Desolada; mas chamar-te-ão Hefzibá, e à tua terra Beulá; porque o Senhor se agrada de ti; e a tua terra se casará.
5 ଜଣେ ୟୁବକ ଯେପରି ଜଣେ କନ୍ଯାକୁ ପ୍ ରମେ କରେ, ସହେିପରି ତୁମ୍ଭର ପୁତ୍ରମାନେ ତୁମ୍ଭକୁ ବିବାହ କରିବେ। ପୁଣି ବର ଯେପରି ତା'ର କନ୍ଯାଠା ରେ ଆନନ୍ଦ କରେ, ସହେିପରି ତୁମ୍ଭର ପରମେଶ୍ବର ତୁମ୍ଭଠା ରେ ଆନନ୍ଦ କରିବେ।'
5 Pois como o mancebo se casa com a donzela, assim teus filhos se casarão contigo; e, como o noivo se alegra da noiva, assim se alegrará de ti o teu Deus
6 ହେ ୟିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପ ରେ ପ୍ରହରିଗଣ ନିୟୁକ୍ତ କରିଅଛୁ ; ସମାନେେ କି ଦିନ କି ରାତି ନୀରବ ରହିବେ ନାହିଁ। ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ ଓ ତୁମ୍ଭମାନେେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ।
6 e Jerusalém, sobre os teus muros pus atalaias, que não se calarão nem de dia, nem de noite; ó vós, os que fazeis lembrar ao Senhor, não descanseis,
7 ହେ ସଦାପ୍ରଭୁଙ୍କ ସ୍ମରଣକାରୀ ଲୋକମାନେ, କ୍ଷାନ୍ତ ହୁଅ ନାହିଁ, ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଶାନ୍ତି ପ୍ରତିଷ୍ଠା କରନ୍ତି ଏବଂ ଏହାର ପ୍ରଶଂସା ବିଚାର ଚକ୍ଷୁ ରେ ଅନୁକୂଳ ସର୍ବୋଚ୍ଚ ସ୍ଥିତ ହବୋ ପର୍ୟ୍ଯନ୍ତ ୟିରୁଶାଲମ ରେ ଆନନ୍ଦ ଉଠାଅ।
7 e não lhe deis a ele descanso até que estabeleça Jerusalém e a ponha por objeto de louvor na terra.
8 ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ବାରା ଶପଥ କରିଛନ୍ତି, ଆମ୍ଭେ ତୁମ୍ଭର ଶସ୍ଯ ତୁମ୍ଭର ଶତ୍ରୁଗଣଙ୍କୁ ଶସ୍ଯ ନିମନ୍ତେ ନିଶ୍ଚଯ ଦବୋ ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସହେି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
8 Jurou o Senhor pela sua mão direita, e pelo braço da sua força: Nunca mais darei de comer o teu trigo aos teus inimigos, nem os estrangeiros beberão o teu mosto, em que trabalhaste.
9 ମାତ୍ର ଯେଉଁମାନେ କଠିନ ପରିଶ୍ରମ କଲେ ସମାନଙ୍କେୁ, ସମାନଙ୍କେ ଖାଇପାରିବେ ଏବଂ ସମାନଙ୍କେର ରସ ପାନ କରିବେ ଏବଂ ସଦାପ୍ରଭୁ ପ୍ରଶଂସା ଗାନ କରିବେ। ଯେଉଁମାନେ ତାହାକୁ ଅମଳ କରିଛନ୍ତି, ସମାନେେ ମାେ ପବିତ୍ର ଅଗଣା ରେ ପାନ କରିବେ।
9 Mas os que o ajuntarem o comerão, e louvarão ao Senhor; e os que o colherem o beberão nos átrios do meu santuário.
10 ତୁମ୍ଭମାନେେ ଅଗ୍ରସର ହୁଅ, ନଗରଦ୍ବାର ମଧ୍ଯ ଦଇେ ଆଗଇେ ଆସ। ଲୋକମାନଙ୍କ ପାଇଁ ପଥ ପ୍ରସ୍ତୁତ କର। ରାଜପଥ ଉଚ୍ଚକର। ପଥରୁ ପଥରଗୁଡ଼ିକୁ ବାହାର କରିଦିଅ ଓ ଗୋଷ୍ଠୀ ସମୂହଙ୍କ ପାଇଁ ଏକ ଧ୍ବଜା ଉଡ଼ାଅ।
10 Passai, passai pelas portas; preparai o caminho ao povo; aplanai, aplanai a estrada, limpai-a das pedras; arvorai a bandeira aos povos.
11 ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ଏହ ଘାଷେଣା କରିଅଛନ୍ତି, ତୁମ୍ଭମାନେେ ସିୟୋନର କନ୍ଯାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି ; ଆଉ ଦେଖ, ତାଙ୍କ ପୁରସ୍କାର ତାହାଙ୍କ ସଙ୍ଗ ରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖ ରେ ଅଛି।
11 Eis que o Senhor proclamou até as extremidades da terra: Dizei à filha de Sião: Eis que vem o teu Salvador; eis que com ele vem o seu galardão, e a sua recompensa diante dele.
12 ଲୋକମାନେ ସମାନଙ୍କେୁ ଡ଼ାକିବେ, ପବିତ୍ର ସଦାପ୍ରଭୁଙ୍କର ଲୋକ, ମୁକ୍ତି ହାଇେଥିବା ଲୋକମାନେ। ତୁମ୍ଭେ ପରିଣତ ହବେ ଗୋଟିଏ ପରମେଶ୍ବରଙ୍କର ଅପରିତ୍ଯକ୍ତା ନଗରୀ, ଏବଂ ଅନ୍ବଷେଣ ବୋଲି ଡାକିଲେ।
12 E chamar-lhes-ão: Povo santo, remidos do Senhor; e tu serás chamada Procurada, cidade não desamparada.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 62, comparar traduções ou montar um estudo — tudo direto pelo WhatsApp.