Isaías 60

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପ ରେ ପ୍ରତିଭାତ ହାଇେଛି।
1 Levanta-te, resplandece, porque vem a tua luz, e a glória do SENHOR vai nascendo sobre ti;
2 କାରଣ ପୃଥିବୀ ଅନ୍ଧକାରାଚ୍ଛନ୍ନ ହବେ ଓ ଘନ ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ ; ମାତ୍ର ତୁମ୍ଭ ଉପ ରେ ସଦାପ୍ରଭୁ ଆ ଲୋକ ପ୍ରଦାନ କରିବେ ଓ ତାଙ୍କର ମହିମା ତୁମ୍ଭ ଉପ ରେ ଦଖାୟିବେ।
2 Porque eis que as trevas cobriram a terra, e a escuridão os povos; mas sobre ti o Senhor virá surgindo, e a sua glória se verá sobre ti.
3 ପୁଣି ଅନ୍ୟଦେଶୀଯମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ।
3 E os gentios caminharão à tua luz, e os reis ao resplendor que te nasceu.
4 ତୁମ୍ଭେ ଚତୁର୍ଦ୍ଦିଗକୁ ଦେଖ, ସମାନେେ ସମସ୍ତେ ଏକତ୍ରୀତ ହେଉଛନ୍ତି ଓ ତୁମ୍ଭ ନିକଟକୁ ଆସୁଛନ୍ତି। ତୁମ୍ଭର ପୁତ୍ରଗଣ ବହୁ ଦୂରରୁ ଆସିବେ ଓ କନ୍ଯାଗଣ ଧାଈମାନଙ୍କ କୋଳରୁ ଅଣାଯିବେ।
4 Levanta em redor os teus olhos, e vê; todos estes já se ajuntaram, e vêm a ti; teus filhos virão de longe, e tuas filhas serão criadas ao teu lado.
5 ସେତବେେଳେ ତୁମ୍ଭେ ତାହା ଦେଖି ଦୀପ୍ଯମାନ ହବେ ଓ ତୁମ୍ଭର ହୃଦଯ ଉଲାସିତ ହବେ। କାରଣ ସମୁଦ୍ରର ସମସ୍ତ ଦ୍ରବ୍ଯ ଓ ଅନ୍ୟଦେଶୀଯ ମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ।
5 Então o verás, e serás iluminado, e o teu coração estremecerá e se alargará; porque a abundância do mar se tornará a ti, e as riquezas dos gentios virão a ti.
6 ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ୟୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସମାନେେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସାଗାନ କରିବେ।
6 A multidão de camelos te cobrirá, os dromedários de Midiã e Efá; todos virão de Sabá; ouro e incenso trarão, e publicarão os louvores do Senhor.
7 କଦରରେ ସମସ୍ତ ମଷେ ତୁମ୍ଭ ନିକଟରେ ଏକତ୍ରୀତ ହବେେ ଓ ନବାଯୋତର ମଷେପଲ ତୁମ୍ଭର ସବୋ କରିବେ। ସମାନେେ ଆମ୍ଭଦ୍ବାରା ଗ୍ରାହ୍ଯ ହାଇେ ଆମ୍ଭ ୟଜ୍ଞବଦେୀ ନିକଟକୁ ଆସିବେ ଓ ଆମ୍ଭେ ଆମ୍ଭର ଭୂଷଣସ୍ବରୂପ ମନ୍ଦିରକୁ ଭୂଷତ କରିବା।
7 Todas as ovelhas de Quedar se congregarão a ti; os carneiros de Nebaiote te servirão; com agrado subirão ao meu altar, e eu glorificarei a casa da minha glória.
8 ଏମାନେ କିଏ ଯେ କି ମେଘ ସଦୃଶ ଉଡ଼ି ଆସୁଛନ୍ତି ଓ ଉଡ଼ନ୍ତା କପୋତ ସଦୃଶ ନିଜ ନିଜ ଭାଡ଼ିକୁ ଉଡ଼ି ଆସୁଛନ୍ତି ?
8 Quem são estes que vêm voando como nuvens, e como pombas às suas janelas?
9 ପ୍ରକୃତ ରେ ଦ୍ବୀପସମୂହ ଆମ୍ଭକୁ ଅପେକ୍ଷା କରିବେ। ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରେ ୗପ୍ୟ ଓ ସୁବର୍ଣ୍ଣ ନଇେ, ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ବର ସଦାପ୍ରଭୁଙ୍କ ସୁନାମ ନିମିତ୍ତ ଓ ଇଶ୍ରାୟେଲର ପବିତ୍ରସ୍ବରୂପଙ୍କ ନିମିତ୍ତ ଆସିବେ କାରଣ ସେ ତୁମ୍ଭକୁ ଗୌରବାନ୍ବିତ କରିଛନ୍ତି।
9 Certamente as ilhas me aguardarão, e primeiro os navios de Társis, para trazer teus filhos de longe, e com eles a sua prata e o seu ouro, para o nome do Senhor teu Deus, e para o Santo de Israel, porquanto ele te glorificou.
10 ଆଉ ମଧ୍ଯ ବିଦେଶୀଯମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ରାଜାମାନେ ତୁମ୍ଭର ସବୋ କରିବେ। କାରଣ ଆମ୍ଭେ ନିଜର କୋରଧବଶତଃ ତୁମ୍ଭକୁ ପ୍ରହାର କରିଥିଲୁ, ମାତ୍ର ନିଜର ଅନୁଗ୍ରହ ରେ ତୁମ୍ଭକୁ କରୁଣା କରିବୁ।
10 E os filhos dos estrangeiros edificarão os teus muros, e os seus reis te servirão; porque no meu furor te feri, mas na minha benignidade tive misericórdia de ti.
11 ତୁମ୍ଭ ନଗରୀର ଦ୍ବାରଗୁଡ଼ିକ ସର୍ବଦା ଉନ୍ମୁକ୍ତ ରହିବ। ସଗେୁଡ଼ିକ ଦିବାରାତ୍ର ବନ୍ଦ ହବେ ନାହିଁ। ତେଣୁ ଅନ୍ୟ ଦେଶୀଯମାନଙ୍କର ସମ୍ପତ୍ତି ଓ ତା ସହିତ ରାଜାମାନେ ତୁମ୍ଭ ନିକଟକୁ ଅଣାଯିବେ।
11 E as tuas portas estarão abertas de contínuo, nem de dia nem de noite se fecharão; para que tragam a ti as riquezas dos gentios, e, conduzidos com elas, os seus reis.
12 କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସବୋ କରିବ ନାହିଁ, ସେ ବିନଷ୍ଟ ହବେ। ସହେି ଦେଶଗୁଡ଼ିକ ସୂର୍ଣ୍ଣରୂପେ ଧ୍ବଂସ ପ୍ରାପ୍ତ ହବେେ।
12 Porque a nação e o reino que não te servirem perecerão; sim, essas nações serão de todo assoladas.
13 ଲିବା ନୋନର ଗୌରବ ତୁମ୍ଭ ନିକଟକୁ ଆସିବ। ଦବଦୋରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ହାଇେ ଆମ୍ଭର ପବିତ୍ର ସ୍ଥାନକୁ ସୁଶାେଭିତ କରିବାକୁ ଆସିବେ। ଆମ୍ଭେ ଆମ୍ଭର ପାଦପୀଠର ସ୍ଥାନ ଗୌରବନ୍ବିତ କରିବା।
13 A glória do Líbano virá a ti; a faia, o pinheiro, e o álamo conjuntamente, para ornarem o lugar do meu santuário, e glorificarei o lugar dos meus pés.
14 ଯେଉଁମାନେ ତୁମ୍ଭକୁ କଷ୍ଟ ଦଇେଥିଲେ ସମାନଙ୍କେର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହବେେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସମାନେେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସମାନେେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ ଇଶ୍ରାୟେଲର ଧର୍ମସ୍ବରୂପଙ୍କର ସିୟୋନ ବୋଲି ସମ୍ ବୋଧନ କରିବେ।'
14 Também virão a ti, inclinando-se, os filhos dos que te oprimiram; e prostrar-se-ão às plantas dos teus pés todos os que te desprezaram; e chamar-te-ão a cidade do Senhor, a Sião do Santo de Israel.
15 ତୁମ୍ଭେ ପରିତ୍ଯକ୍ତା ଓ ଘୃଣିତା ହାଇେଥିବାରୁ କହେି ତୁମ୍ଭ ମଧ୍ଯ ଦଇେ ୟାତାଯାତ କଲେ ନାହିଁ। ତା' ପରିବର୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାଯୀ ଗୌରବ ଓ ଅନକେ ପୁରୁଷାନୁକ୍ରମେ ଆନନ୍ଦସ୍ବରୂପ କରିବା।
15 Em lugar de seres deixada, e odiada, de modo que ninguém passava por ti, far-te-ei uma excelência perpétua, um gozo de geração em geração.
16 ତୁମ୍ଭେ ଯାହା ଚାହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦବେ। ଏହା ଏକ ଶିଶୁ ପରି ହବେ ଯେ କି ଆପଣା ମା'ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ବର୍ୟ୍ଯ ପାନ କରିବ। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁଁ ତାହା ତୁମ୍ଭେ ଜାଣିବ।
16 E mamarás o leite dos gentios, e alimentar-te-ás ao peito dos reis; e saberás que eu sou o Senhor, o teu Salvador, e o teu Redentor, o Poderoso de Jacó.
17 ଆମ୍ଭେ ପିତ୍ତଳ ପରିବର୍ତେ ସୁବର୍ଣ୍ଣ, ଲୁହା ପରିବର୍ତେ ରେ ୗପ୍ୟ, କାଠ ପରିବର୍ତେ ପିତ୍ତଳ ଓ ପ୍ରସ୍ତର ପରିବର୍ତେ ଲୌହ ଆଣିବା। ମୁଁ ଶାସ୍ତି ବଦଳ ରେ ଶାନ୍ତି ଆଣିବି। ଲୋକମାନେ ତୁମ୍ଭମାନଙ୍କୁ କ୍ଷତି କରିବେ କିଛି ଲୋକେ ତୁମ୍ଭ ପାଇଁ ଉତ୍ତମ କାମ କରିବେ।
17 Por cobre trarei ouro, e por ferro trarei prata, e por madeira, bronze, e por pedras, ferro; e farei pacíficos os teus oficiais e justos os teus exatores.
18 ତୁମ୍ଭ ଦେଶ ରେ ଦୌରାତ୍ମ୍ଯର କଥା ଓ ତୁମ୍ଭର ସୀମା ମଧିଅରେ ଧ୍ବଂସ ଓ ବିନାଶର କଥା ଆଉ ଶୁଣାୟିବ ନାହିଁ। ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ପରିତ୍ରାଣ' ଓ ତୁମ୍ଭ ନଗରର ଦ୍ବାର ସମୂହର ନାମ ପ୍ରଶଂସା' ରଖିବ।
18 Nunca mais se ouvirá de violência na tua terra, desolação nem destruição nos teus termos; mas aos teus muros chamarás Salvação, e às tuas portas Louvor.
19 ଦିବସର ସୂର୍ୟ୍ଯ ତୁମ୍ଭର ଜ୍ଯୋତି ହବେ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ଯୋତ୍ସ୍ଲା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ଯୋତି ଓ ତୁମ୍ଭର ପରମେଶ୍ବର ତୁମ୍ଭର ମହିମାସ୍ବରୂପ ହବେେ।
19 Nunca mais te servirá o sol para luz do dia nem com o seu resplendor a lua te iluminará; mas o Senhor será a tua luz perpétua, e o teu Deus a tua glória.
20 ତୁମ୍ଭର ସୂର୍ୟ୍ଯ' ଅସ୍ତମିତ ହବେ ନାହିଁ କିଅବା ତୁମ୍ଭର ଚନ୍ଦ୍ର' ଅପସାରିତ ହବେେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ଯୋତି ସ୍ବରୂପ ହବେେ ଓ ତୁମ୍ଭର ଶାେକର ଦିନ ଶଷେ ହବେ।
20 Nunca mais se porá o teu sol, nem a tua lua minguará; porque o Senhor será a tua luz perpétua, e os dias do teu luto findarão.
21 ଆଉ ମଧ୍ଯ ତୁମ୍ଭର ସମସ୍ତ ଲୋକେ ଧାର୍ମିକ ହବେେ। ସମାନେେ ଅନନ୍ତକାଳ ୟାଏ ଦେଶ ଶାସନ କରିବେ। ମାେ ଗୌରବକୁ ଦଖାଇବୋ ପାଇଁ ସମାନେେ ମାେ ଦ୍ବାରା ଲଗା ହାଇେଥିବା ଗଛର ଫଳ ସଦୃଶ।
21 E todos os do teu povo serão justos, para sempre herdarão a terra; serão renovos por mim plantados, obra das minhas mãos, para que eu seja glorificado.
22 କ୍ଷୁଦ୍ରତମ ପରିବାର ସହସ୍ର ବିଶିଷ୍ଟ ବୃହତ୍ତମ ପରିବାର ରେ ପରିଣତ ହବେ ଓ କ୍ଷୁଦ୍ରତମ ଦୁର୍ବଳ ବ୍ଯକ୍ତି ବଳବାନ୍ ଗୋଷ୍ଠୀ ରେ ପରିଣତ ହବେ। ଆମ୍ଭେ ସଦାପ୍ରଭୁ ଯଥା କାଳ ରେ ଏହା ଶୀଘ୍ର ଘଟାଇବା।
22 O menor virá a ser mil, e o mínimo uma nação forte; eu, o Senhor, ao seu tempo o farei prontamente.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 60, comparar traduções ou montar um estudo — tudo direto pelo WhatsApp.