Isaías 5

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ବର୍ତ୍ତମାନସମାରପ୍ରିଯତମ ପରଲମଶ୍ବରଙ୍କ ଉଦ୍ଦଲଶ୍ଯସର ଏକ ସଙ୍ଗୀତ ଗାନ କରିବି। ଏହି ସଙ୍ଗୀତଟିସମାର ପ୍ରିଯତମ ପ୍ରଭୁ ଓ ଇଶ୍ରାଲୟଲର ଦ୍ରାକ୍ଷାକ୍ଷଲତ୍ର ବିଷଯସର ଅଲଟ।ସମାରପ୍ରିଯତମ ପ୍ରଭୁଙ୍କର ଉର୍ବର ପର୍ବତ ଉପସର ଏକ ଦ୍ରାକ୍ଷାକ୍ଷଲତ୍ର ଥିଲା।
1 Agora cantarei ao meu amado o cântico do meu querido a respeito da sua vinha. O meu amado tem uma vinha num outeiro fértil.
2 ସମାରପ୍ରିଯତମ କ୍ଷଲତଟିକୁସଖାଳି ପଥର ପରିଷ୍କାର କଲଲ।ସସଥିସର ଅତି ଉତ୍ତମ ଦ୍ରାକ୍ଷାଲତାସରାପଣ କଲଲ।ସସ କ୍ଷଲତର ମଧ୍ଯଭାଗସରସଗାଟିଏ ସୁନ୍ଦର ଏବଂ ଉଚ୍ଚଗୃହ ନିର୍ମାଣ କଲଲ ଏବଂସସ ଦ୍ରାକ୍ଷାକୁଣ୍ଡ ତିଆରି କଲଲ।ସସ ଭଲ ଅଙ୍ଗୁର ଧରିବା ପାଇଁ ଅପଲକ୍ଷା କଲଲ, କିନ୍ତୁ ଉତ୍ତମ ପରିବର୍ଲତ ବନ୍ଯ ଦ୍ରାକ୍ଷାଫଳ ଫଳିଲା।
2 E cercou-a, e limpando-a das pedras, plantou-a de excelentes vides; e edificou no meio dela uma torre, e também construiu nela um lagar; e esperava que desse uvas boas, porém deu uvas bravas.
3 ସତଣୁ ପରଲମଶ୍ବର କହିଲଲ, ସହ ୟିରୁଶାଲମ ଓ ଯିହୁଦାରସଲାକମାଲନସମାର ଓସମାର ଦ୍ରାକ୍ଷାକ୍ଷଲତ ବିଷଯସର ବିଚାର କର।
3 Agora, pois, ó moradores de Jerusalém, e homens de Judá, julgai, vos peço, entre mim e a minha vinha.
4 ସମାରଏହି ଦ୍ରାକ୍ଷାକ୍ଷଲତ ପାଇଁ ମୁଁ ଅଧିକ କ'ଣ କରି ପାରିଥାନ୍ତି? ଯାହା କରିବା କଥା ମୁଁ ସବୁ କରିଥିଲି। ମୁଁ ଉତ୍ତମ ଦ୍ରାକ୍ଷାଫଳ ଫଳିବସବାଲି ଆଶା କରିଥିଲି, ମାତ୍ରସସଥିସର ବନ୍ଯ ଦ୍ରାକ୍ଷାଫଳ ଫଳିଲା। ଏହା କାହିଁକି ଘଟିଲା?
4 Que mais se podia fazer à minha vinha, que eu lhe não tenha feito? Por que, esperando eu que desse uvas boas, veio a dar uvas bravas?
5 ବର୍ତ୍ତମାନ ମୁଁସମାର ଦ୍ରାକ୍ଷାକ୍ଷଲତ ପାଇଁ କ'ଣ କରିବି ତାହା ତୁମ୍ଭମାନଙ୍କୁ କହିବି।
5 Agora, pois, vos farei saber o que eu hei de fazer à minha vinha: tirarei a sua sebe, para que sirva de pasto; derrubarei a sua parede, para que seja pisada;
6 ସମାରସସହି ଦ୍ରାକ୍ଷାକ୍ଷଲତକୁ ଉଜାଡ଼ି ନଲବି।ସକୗଣସି ବ୍ଯକ୍ତିସସ ଗଛ ଗୁଡ଼ିକର ଯତ୍ନ ନଲବ ନାହିଁ କିମ୍ବାସସହି କ୍ଷଲତସରସକହି କୋଡ଼ାକୋଡ଼ି କରିଲବ ନାହିଁ।ସସଠାସର କଣ୍ଟା ଓ ଅନାବନା ଘାସ ଜନ୍ମିବ।ସସହି କ୍ଷଲତସର ବର୍ଷାଜଳ ନ ପଡ଼ିବା ପାଇଁ ମୁଁ ମଲଘକୁ ଆଲଦଶସଦବି।
6 E a tornarei em deserto; não será podada nem cavada; porém crescerão nela sarças e espinheiros; e às nuvens darei ordem que não derramem chuva sobre ela.
7 ଇଶ୍ରାଲୟଲରସଗାଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମଯଙ୍କର ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ।
7 Porque a vinha do Senhor dos Exércitos é a casa de Israel, e os homens de Judá são a planta das suas delícias; e esperou que exercesse juízo, e eis aqui opressão; justiça, e eis aqui clamor.
8 ତୁମ୍ଲଭ ସବୁ ଅତି ନିକଟତରସହାଇ ବାସ କରିବ। ତୁମ୍ଲଭମାଲନ ଏପରି ଲଗାଲଗି ଘର କରିବସଯ,ସକୗଣସି ଟିକିଏସହଲଲ ସ୍ଥାନ ଘର ଘର ମଧିଅଲର ରହିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ଡସଦଲବସଯପରିକି ତୁମ୍ଲଭମାଲନ ଏକାକି ବାସ କରିବ। ସମଗ୍ରସଦଶସର ତୁଲମମାଲନ କଲବଳ ଏକମାତ୍ରସଗାଷ୍ଠୀ ରହିବ।
8 Ai dos que ajuntam casa a casa, reúnem campo a campo, até que não haja mais lugar, e fiquem como únicos moradores no meio da terra!
9 ସର୍ବଶକ୍ତିମାନ ସଦାପ୍ରଭୁ ଏହାସମାଲତ କହିଲଲ ଏବଂ ମୁଁ ଏହା ତାଙ୍କଠାରୁ ଶୁଣିଥିଲି, ବର୍ତ୍ତମାନ ବହୁତ ଘର ଅଛି ମାତ୍ର ମୁଁ ପ୍ରତିଜ୍ଞା କରିଛିସସ ସମସ୍ତ ଧ୍ବଂସସହବ।ସଯଉଁ ସୁନ୍ଦର ଓ ବୃହତ୍ ଗୃହମାନ ଅଛିସସ ସବୁ ନିବାସଶୂନ୍ଯସହବ।
9 A meus ouvidos disse o Senhor dos Exércitos: Em verdade que muitas casas ficarão desertas, e até as grandes e excelentes sem moradores.
10 ଦଶ ଏକର ପରିମିତ ଦ୍ରାକ୍ଷାକ୍ଷଲତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନସହବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ଯ ଉତ୍ପନ୍ନସହବ।
10 E dez jeiras de vinha não darão mais do que um bato; e um ômer de semente não dará mais do que um efa.
11 ତୁମ୍ଲଭମାଲନ ସୁରାପାନ କରିବାକୁ ଅତି ପ୍ରଭାତସର ଉଠ, ବିଳମ୍ବ ରାତ୍ରି ପର୍ୟ୍ଯନ୍ତ ଉଜାଗର ରହି ସୁରାସର ଉନ୍ମତ୍ତ ହୁଅ।
11 Ai dos que se levantam pela manhã, e seguem a bebedice; e continuam até à noite, até que o vinho os esquente!
12 ତୁମ୍ଲଭମାଲନସଭାଜିର ଦ୍ରାକ୍ଷାରସ, ବୀଣା, ତବଲା ବଂଶୀ ଏବଂ ଅନ୍ଯାନ୍ଯ ବାଦ୍ଯୟନ୍ତ୍ର ରଖିଥାଅ। ମାତ୍ର ସଦାପ୍ରଭୁଙ୍କର କାର୍ୟ୍ଯ ଲକ୍ଷ୍ଯ କର ନାହିଁ। ସଦାପ୍ରଭୁଙ୍କର ହସ୍ତ ବହୁ ଜିନିଷ ତିଆରି କରିଛ ମାତ୍ର ତୁମ୍ଲଭମାଲନ ତାହା ଲକ୍ଷ୍ଯ କର ନାହିଁ।ସତଣୁ ଏହା ତୁମ୍ଭମାନଙ୍କ ପାଇଁ ସନ୍ତାପର କାରଣସହବ।
12 E harpas e alaúdes, tamboris e gaitas, e vinho há nos seus banquetes; e não olham para a obra do Senhor, nem consideram as obras das suas mãos.
13 ସଦାପ୍ରଭୁ କୁହନ୍ତି, ସମାରସଲାକମାଲନ ନିର୍ବାସିତ ହୁଅନ୍ତି। କାରଣସସମାଲନସମାଲତ ଜାଣୁନାହାନ୍ତି। ଇଶ୍ରାଲୟଲରସକଲତକ ବ୍ଯକ୍ତି ବର୍ତ୍ତମାନ ସମ୍ଭ୍ରାନ୍ତସବାଲି ବିବଲଚିତ ହୁଅନ୍ତି। ମାତ୍ର,ସସହି ସମ୍ଭ୍ରାନ୍ତ ବ୍ଯକ୍ତିମାଲନସଭାକିଲା ଥିଲବ ଏବଂସଯଉଁମାଲନ ସାଧାରଣ ଜୀବନସର ବସବାସ କରନ୍ତି, ଅତ୍ଯନ୍ତ ତୃଷାର୍ତ୍ତସହଲବ।
13 Portanto o meu povo será levado cativo, por falta de entendimento; e os seus nobres terão fome, e a sua multidão se secará de sede.
14 ତା'ପସରସସମାଲନ ମୃତ୍ଯୁବରଣ କରିଲବ। ସିଲୟାନ ମୃତ୍ଯୁର ସ୍ଥାନସହବ ଓସସ ଅଧିକରୁ ଅଧିକସଲାକ ଗିଳି ପକାଇବ।ସସହି ମୃତ୍ଯୁର ସ୍ଥାନ ତା'ର ଅପରିମିତ ମୁଖ ବିସ୍ତାର କରିବ, ମୂଲ୍ଯବାନସଲାକ, ସାଧାରଣସଲାକ ଏବଂ ଖୁସିମିଜାସିଆସଲାକ ତା ଦ୍ବାରା ଜାଲସର ଧରା ପଡ଼ିଲବ।
14 Portanto o inferno grandemente se alargou, e se abriu a sua boca desmesuradamente; e para lá descerão o seu esplendor, e a sua multidão, e a sua pompa, e os que entre eles se alegram.
15 ସସହିସଲାକମାଲନ ବିନଯୀସହଲବ।ସସହି ମହାନ୍ସଲାକମାଲନସସମାନଙ୍କର ମଥାନତ କରିଲବ ଓ ଭୂମିକୁ ମୁଖ କରିଲବ।
15 Então o plebeu se abaterá, e o nobre se humilhará; e os olhos dos altivos se humilharão.
16 ସଦାପ୍ରଭୁ ସର୍ବ ଶକ୍ତିମାନ ଉତ୍ତମ ବିଚାର କରିଲବ ଏବଂସଲାକମାଲନସସ ମହାନ୍ସବାଲି ଜାଣିବଲ। ପବିତ୍ର ପରଲମଶ୍ବର ଧାର୍ମିକତା ଆଣିଲବ ଓସଲାକମାଲନ ତାଙ୍କୁ ଭକ୍ତି କରିଲବ।
16 Porém o Senhor dos Exércitos será exaltado em juízo; e Deus, o Santo, será santificado em justiça.
17 ପରଲମଶ୍ବର ଇଶ୍ରାଲୟଲରସଲାକମାନଙ୍କୁ ତାଙ୍କସଦଶରୁ ବିତାଡ଼ିତ କରିଲବ ଓସଦଶ ଜନଶୂନ୍ଯସହବ।ସମଷମାଲନ ଇଚ୍ଛାନୁସାସର ବିଚରଣ କରିଲବ।ସମଷଶାବକମାଲନ ଧନୀଲଲାକଙ୍କର ଜମିସର ବିଚରଣ କରିଲବ।
17 Então os cordeiros pastarão como de costume, e os estranhos comerão dos lugares devastados pelos gordos.
18 ସସହିସଲାକମାନଙ୍କୁ ଲକ୍ଷ୍ଯ କର।ସଲାକମାଲନ ଶକଟ ରଜ୍ଜୁସର ଟାଣିଲା ପରିସସମାଲନ ଅସାରତା ରୂପକ ରଜ୍ଜୁସର ଅପରାଧ ଓ ପାପକୁ ପଛରୁ ଟାଣନ୍ତି।
18 Ai dos que puxam a iniqüidade com cordas de vaidade, e o pecado com tirantes de carro!
19 ସସହିସଲାକମାଲନ କୁହନ୍ତି, ଆମ୍ଲଭମାଲନ ଇଚ୍ଛା କରୁଛୁସଯ ପରଲମଶ୍ବର ତାଙ୍କରସଯାଜନାମୂଳକ କାର୍ୟ୍ଯ ତ୍ବରାନ୍ବିତ କରନ୍ତୁ। ତା'ପସର ଆମ୍ଲଭମାଲନ କ'ଣ ଘଟିବ ଜାଣିବୁ। ଆମ୍ଲଭମାଲନ ଆଶା କରୁ ପରଲମଶ୍ବରଙ୍କ ଇଚ୍ଛା ତୁରନ୍ତ ଘଟୁ। ତାହାସହଲଲ ତାଙ୍କର ଇଚ୍ଛା କ'ଣ ଆମ୍ଲଭମାଲନ ଜାଣିପାରିବୁ।
19 E dizem: Avie-se, e acabe a sua obra, para que a vejamos; e aproxime-se e venha o conselho do Santo de Israel, para que o conheçamos.
20 ସସହିସଲାକମାଲନ ଭଲକୁ ମନ୍ଦ ଓ ମନ୍ଦକୁ ଭଲ କୁହନ୍ତି। ପୁଣିସସମାଲନ ଅନ୍ଧକାରକୁ ଆଲଲାକ ଓ ଆସଲାକକୁ ଅନ୍ଧକାର ଚିନ୍ତା କରନ୍ତି ଓ ମଧୁରକୁ ତିକ୍ତ ଓ ତିକ୍ତକୁ ମଧୁର ମଲନ କରନ୍ତି,ସସମାଲନ ସନ୍ତାପର ପାତ୍ର।
20 Ai dos que ao mal chamam bem, e ao bem mal; que fazem das trevas luz, e da luz trevas; e fazem do amargo doce, e do doce amargo!
21 ସସମାଲନ ମଧ୍ଯ ନିଜକୁ ଭାବନ୍ତିସଯସସମାଲନ ଅତି କର୍ମଠ ଓ ବୁଦ୍ଧିମାନ।
21 Ai dos que são sábios a seus próprios olhos, e prudentes diante de si mesmos!
22 ସସମାଲନ ଦ୍ରାକ୍ଷାରସ ପାନ କରିବାସର ପ୍ରସିଦ୍ଧ ଓ ମଦ୍ଯ ମିଶ୍ରିତ କରିବାସର ଦକ୍ଷ।
22 Ai dos que são poderosos para beber vinho, e homens de poder para misturar bebida forte;
23 ସଦାଷୀକୁ କ୍ଷମା କରିବାକୁ ତୁମ୍ଲଭସସମାନଙ୍କୁ ଲାଞ୍ଚସଦଲଲସସମାଲନ ଲାଞ୍ଚସନଲବ। ମାତ୍ରସସମାଲନ ଉତ୍ତମସଲାକଙ୍କୁ ନ୍ଯାଯ ବିଚାର ଦିଅନ୍ତି ନାହିଁ।
23 Dos que justificam ao ímpio por suborno, e aos justos negam a justiça!
24 ସସହିସଲାକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ।ସସମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବଲରସପାଛିସହାଇଯିଲବ,ସଯପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିସରସପାଡ଼ି ଭସ୍ମସହାଇୟାଏ।ସଯପରି ବୃକ୍ଷର ମୂଳ ସଢିୟାଇ ଧୂଳିସହାଇୟାଏଓ ପୁଷ୍ପ ଅଗ୍ନିସର ଭସ୍ମୀଭୂତସହାଇ ତା'ର ପାଉଁଶ ପବନସର ଉଡ଼ିୟାଏସସହିପରିସସମାନଙ୍କର ବଂଶଧର ଧ୍ବଂସ ପାଇଯିଲବ।
24 Por isso, como a língua de fogo consome a palha, e o restolho se desfaz pela chama, assim será a sua raiz como podridão, e a sua flor se esvaecerá como pó; porquanto rejeitaram a lei do Senhor dos Exércitos, e desprezaram a palavra do Santo de Israel.
25 ସତଣୁ ସଦାପ୍ରଭୁସସମାନଙ୍କ ଉପସର ଅତ୍ଯନ୍ତ କ୍ରୋଧାନ୍ବିତସହାଇଛନ୍ତି।ସସ ତାଙ୍କର ହସ୍ତ ଉତ୍ତୋଳନ କରିସସମାନଙ୍କୁ ଦଣ୍ଡସଦଲବ। ଏପରିକି ପର୍ବତଗଣ ଭୟଭୀତସହଲବ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ସର ପଡ଼ିରହିବ। ଏପରିକି ପରଲମଶ୍ବରଙ୍କସକାର୍ଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତସସମାନଙ୍କୁ ଦଣ୍ଡସଦଲବ।
25 Por isso se acendeu a ira do Senhor contra o seu povo, e estendeu a sua mão contra ele, e o feriu, de modo que as montanhas tremeram, e os seus cadáveres se fizeram como lixo no meio das ruas; com tudo isto não tornou atrás a sua ira, mas a sua mão ainda está estendida.
26 ସଦଖ, ପରଲମଶ୍ବର ଦୂରଦଲଶୀଯସଗାଷ୍ଠୀମାନଙ୍କ ପ୍ରତି ସଙ୍କଲତ ଦଲଉଛନ୍ତି।ସସ ତାଙ୍କର ଧ୍ବଜା ଉତ୍ତୋଳନ କରିସସମାନଙ୍କୁ ଡ଼ାକିବାକୁ ସିଟି ବଜାଉଛନ୍ତି। ଦୂରସଦଶରୁ ଶତ୍ରୁ ଆସୁଛନ୍ତି।ସସମାଲନ ଏଲତ ଦ୍ରୁତ ଗତିସର ଆସୁଛନ୍ତିସଯସଦଶମଧିଅଲର ଖୁବ୍ ଶୀଘ୍ର ପ୍ରଲବଶ କରିଲବ।
26 E ele arvorará o estandarte para as nações de longe, e lhes assobiará para que venham desde a extremidade da terra; e eis que virão apressurada e ligeiramente.
27 ସସହି ଶତ୍ରୁଗଣସକଲବ ଅବଶସହଲବ ନାହିଁ କିସସମାନଙ୍କର ପତନସହବ ନାହିଁ।ସସମାଲନସକଲବ ଢୁଳାଇବଲ ନାହିଁ କିସଶାଇଯିଲବ ନାହିଁ।ସସମାନଙ୍କର କଟିବନ୍ଧନସକଲବ ଫିଟିବ ନାହିଁ କି ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ।
27 Não haverá entre eles cansado, nem quem tropece; ninguém tosquenejará nem dormirá; não se lhe desatará o cinto dos seus lombos, nem se lhe quebrará a correia dos seus sapatos.
28 ସସହି ଶତ୍ରୁମାନଙ୍କର ଶରଗୁଡ଼ିକ ଅତି ତୀକ୍ଷ୍ଣ ଏବଂ ଧାରୁଆ ଓସସମାନଙ୍କର ଧନୁଗୁଡ଼ିକ ଗୁଣୟୁକ୍ତ।ସସମାନଙ୍କର ଅସ୍ତ୍ରଗୁଡ଼ିକର ଖୁରା ଚକମକି ପଥର ପରି ଶକ୍ତ ଓସସମାନଙ୍କର ରଥ ଚକର ଧୂଳିରୁ ବାଦଲ ଆକାଶସର ସୃଷ୍ଟି ହୁଏ।
28 As suas flechas serão agudas, e todos os seus arcos retesados; os cascos dos seus cavalos são reputados como pederneiras, e as rodas dos seus carros como redemoinho.
29 ସସହି ଶତ୍ରୁଗଣ ସିଂହପରି ଗର୍ଜ୍ଜନ କରୁଛନ୍ତି।ସସହି ଗର୍ଜ୍ଜନ ୟୁବା ସିଂହର ଗର୍ଜ୍ଜନ ସଦୃଶ।ସସମାଲନସଲାକମାନଙ୍କ ପଛସର ଅନୁଧାବନ କରନ୍ତି,ସଯପରିସସମାଲନସସମାନଙ୍କର ଲୁଣ୍ଠିତ ଦ୍ରବ୍ଯ ପଛସର ଦୌଡ଼ନ୍ତି।ସସମାଲନ ଲୁଣ୍ଠିତ ଦ୍ରବ୍ଯସନଇୟାଆନ୍ତି ଏବଂସସଠାସର ତାଙ୍କୁ ସାହାୟ୍ଯ କରିବା ପାଇଁସକହି ନାହାଁନ୍ତି।
29 O seu rugido será como o do leão; rugirão como filhos de leão; sim, rugirão e arrebatarão a presa, e a levarão, e não haverá quem a livre.
30 ସତଣୁ ସିଂହ' ଗର୍ଜ୍ଜନର ରବ, ସମୁଦ୍ର ଗର୍ଜ୍ଜନ ସଦୃଶସସମାଲନସଲାକମାନଙ୍କ ଉପସର ଗର୍ଜ୍ଜନ କରିଲବ। ବନ୍ଦୀମାଲନସଯଲତଲବଲଳ ଚାହିଁଲବସସଲତଲବଲଳସସମାଲନ କଲବଳ ଅନ୍ଧକାରସଦଖିଲବ। ସମସ୍ତ ଦୀପ୍ତି ଚାଲିୟାଇ କଲବଳ ଘନମଲଘ ମାଳାସର ଅନ୍ଧକାରସହାଇଥିଲବ।
30 E bramarão contra eles naquele dia, como o bramido do mar; então olharão para a terra, e eis que só verão trevas e ânsia, e a luz se escurecerá nos céus.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 5, comparar traduções ou montar um estudo — tudo direto pelo WhatsApp.