Isaías 59
Oriya Bible (GL_ORIYA) vs NTLH
1 ମୁଁ ଏଠା ରେ ଦେଖୁଛି, ଦେଖ ! ସଦାପ୍ରଭୁଙ୍କର ହସ୍ତ ଏତେ େଛାଟ ହାଇୟୋଇ ନାହିଁ, ଯାହାକି ତୁମ୍ଭକୁ ପରିତ୍ରାଣ କରି ନ ପାରିବ। ତାଙ୍କର କର୍ଣ୍ଣ ତୁମ୍ଭକୁ ଶୁଣିବାକୁ ଏତେ ଭାରୀ ହାଇେ ନାହିଁ।
1 Vocês estão pensando que o Senhor perdeu a força e não pode nos salvar? Ou pensam que ele está surdo e não pode nos ouvir?
2 ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ବରଙ୍କ ମଧିଅରେ ବିଚ୍ଛଦେ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଣୁ ସେ ଶୁଣିବେ ନାହିଁ।
2 Pois são os pecados de vocês que os separam do seu Deus, são as suas maldades que fazem com que ele se esconda de vocês e não atenda as suas orações.
3 ତୁମ୍ଭମାନଙ୍କ ହସ୍ତ ରକ୍ତ ରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧ ରେ ଅଶୁଚି ହାଇେଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ଯା କରିଅଛି ଓ ଜିହ୍ବା ଦୁଷ୍ଟତା ବକି ଅଛି।
3 Vocês têm as mãos manchadas de sangue e os dedos sujos de crimes; vocês só sabem contar mentiras, e os seus lábios estão sempre dizendo coisas que não prestam.
4 କହେି ନ୍ଯାଯ ରେ ଗୁହାରି ଶୁଣେ ନାହିଁ ଓ କହେି ସତ୍ଯ ରେ ପ୍ରତିବାଦ କରେ ନାହିଁ। ସମାନେେ ଅସାରତା ରେ ନିର୍ଭର କରନ୍ତି ଓ ମିଥ୍ଯା କଥା କୁହନ୍ତି। ସମାନେେ ଅନିଷ୍ଟକୁ ଗର୍ଭ ରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି।
4 Não é para procurar a justiça que vão ao tribunal, e ninguém diz a verdade ao juiz. Todos confiam em mentiras e falsidades; inventam maldades e praticam crimes.
5 ସମାନେେ ବିଷଧର କାଳସର୍ପର ଅଣ୍ଡା ଫୁଟାନ୍ତି ଓ ବୁଢ଼ିଆଣୀର ଜାଲ ବୁଣନ୍ତି। ଯେ କହେି ସହେି ଅଣ୍ଡା ଖାଏ ସେ ମୃତ୍ଯୁକୁ ଆମନ୍ତ୍ରଣ କରେ ଏବଂ ଯଦି ସେ ସମାନଙ୍କେୁ ଫୁଟାଏ, ସେଥିରୁ କାଳସର୍ପ ବାହା ରେ।
5 Os seus planos perversos são como os ovos de uma cobra venenosa: quem come os ovos morre, e, se um se quebra, dele sai outra cobra venenosa. Os seus planos não prestam para nada; parecem teias de aranha;
6 ସହେି ଜାଲ ବସ୍ତୁରୂପେ ବ୍ଯବହୃତ ହବେ ନାହିଁ କିମ୍ବା ସମାନେେ ନିଜ କର୍ମ ରେ ନିଜକୁ ଆବୃତ୍ତ କରିପାରିବେ ନାହିଁ।
6 elas não servem para fazer roupa, e ninguém pode se vestir com elas. Tudo o que vocês fazem é mau, todas as suas ações são criminosas.
7 ସମାନଙ୍କେର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସମାନେେ ନିର୍ଦ୍ ଦୋଷ ରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସମାନଙ୍କେର ଚିନ୍ତାସବୁ ଅଧର୍ମର ଚିନ୍ତା। ସମାନଙ୍କେ ପଥରେ ଧ୍ବଂସ ଓ ବିନାଶ ଥାଏ।
7 Vocês correm para fazer o que é errado e se apressam para matar pessoas inocentes; vocês pensam somente em maltratar os outros e, por onde passam, deixam a destruição e a desgraça.
8 ସମାନେେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସମାନଙ୍କେର ମାର୍ଗ ରେ ନ୍ଯାଯ ବିଚାର ନ ଥାଏ। ସମାନେେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେ କହେି ସହେି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ।
8 Não conhecem o caminho da paz, e todas as suas ações são injustas. Vocês preferem seguir caminhos errados e por isso não têm segurança.
9 ଏଥି ସକାେଶ ନ୍ଯାଯ ବିଚାର ଆମ୍ଭଠାରୁ ଦୂର ରେ ଥାଏ ଓ ଧାର୍ମିକତା ଆମ୍ଭମାନଙ୍କ ପାଖ ମାଡ଼େ ନାହିଁ। ଆମ୍ଭମାନେେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର କବଳେ ଅନ୍ଧକାର ଦେଖୁ। ଆଲୋକକୁ ଅପେକ୍ଷା କରୁ, ମାତ୍ର ଅନ୍ଧକାର ରେ ଭ୍ରମଣ କରୁ।
9 Deus ainda não nos salvou, pois temos pecado, e por isso ele demora em nos socorrer. Procuramos a luz, mas só encontramos a escuridão; buscamos lugares claros, mas continuamos nas trevas.
10 ଆମ୍ଭମାନେେ ଅନ୍ଧଲୋକ ପରି କାନ୍ଥ ପାଖ ରେ ଦରାଣ୍ଡି ହେଉ ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ। ମଧ୍ଯାହ୍ନ ରେ ସନ୍ଧ୍ଯାବଳପରେି ଝୁଣ୍ଟି ପଡ଼ୁ ଓ ହୃଷ୍ଟପୃଷ୍ଟ ଲୋକମାନଙ୍କ ମଧିଅରେ ମୃତଲୋକପରି ରହିଅଛୁ।
10 Andamos apalpando as paredes como se fôssemos cegos, como se não tivéssemos olhos; ao meio-dia tropeçamos como se fosse de noite e, em plena flor da idade, parecemos mortos.
11 ଆମ୍ଭମାନେେ ନ୍ଯାଯ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶଯ ବିଳାପ କରୁ। ଆମ୍ଭମାନେେ ନ୍ଯାଯକୁ ଅପେକ୍ଷା କରୁଁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂ ରଇେ ଥାଏ।
11 Rugimos como ursos assustados, gememos como pombas; esperamos a salvação, porém ela demora; desejamos socorro, mas ele está longe de nós.
12 ତୁମ୍ଭ ସମ୍ମୁଖ ରେ ଆମ୍ଭମାନଙ୍କର ଅଧର୍ମ ଅନକେ ଓ ଆମ୍ଭମାନଙ୍କର ପାପ ଆମ୍ଭ ବିରୁଦ୍ଧ ରେ ସାକ୍ଷ୍ଯ ଦେଉଅଛି। କାରଣ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ପାପଗୁଡ଼ିକ ଆମ୍ଭମାନେେ ଜାଣୁ।
12 Temos pecado muito contra ti, ó Deus, e os nossos pecados nos acusam. Não podemos esquecer as nossas maldades; reconhecemos que somos culpados.
13 ଆମ୍ଭମାନେେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହବୋ। ଆମ୍ଭମାନେେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ଯା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।
13 Não temos sido fiéis, temos nos revoltado contra ti e nos afastado de ti, o nosso Deus. Temos falado de crimes e de revoltas e temos feito planos para enganar os outros.
14 ଏଣୁ ସୁବିଚାର ପଛକୁ ହଟି ୟାଇଛି ଓ ଧର୍ମ ଦୂର ରେ ଠିଆ ହାଇେଅଛି। ଛକ ସ୍ଥାନ ରେ ସତ୍ଯତାର ପତନ ଘଟିଛି ଓ ସରଳତା ନଗର ମଧ୍ଯକୁ ପ୍ରବେଶ କରିପାରୁ ନାହିଁ।
14 A justiça é posta de lado, e o direito é afastado. A verdade anda tropeçando no tribunal, e a honestidade não consegue chegar até lá.
15 ତେଣୁ ସତ୍ଯତାର ଅଭାବ ହାଇେଅଛି ଓ ଯେ ଦୁଷ୍କର୍ମ ତ୍ଯାଗ କଲେ ସେ ଲୁଣ୍ଠିତ ହୁଏ। ପୁଣି ସଦାପ୍ରଭୁ ଏହା ଦେଖିଲେ ଓ ନ୍ଯାଯବିଚାର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
15 A verdade desapareceu, e os que procuram ser honestos são perseguidos. O ao ver que não havia justiça.
16 ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ। ପୁଣି ମଧ୍ଯସ୍ଥ କହେି ନାହିଁ ବୋଲି ଚମତ୍କୃତ ହେଲେ। ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।
16 Ele ficou espantado quando viu que não havia ninguém que socorresse o seu povo. Então com a sua própria força ele venceu e, por ser o Deus justo, conseguiu a vitória.
17 ପୁଣି ସଦାପ୍ରଭୁ ଧାର୍ମିକତାର ସଞ୍ଜୁ ବୁକୁ ରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତି ଶାଧେରୂପକ ବସ୍ତ୍ର ଓ ଉଦ୍ୟୋଗ ରୂପକ ବସ୍ତ୍ର ଉତ୍ତରୀଯ ରୂପେ ପରିଧାନ କଲେ।
17 O Senhor vestiu a couraça da justiça e pôs na cabeça o capacete da salvação; a vingança lhe serviu de roupa, a sua
18 ସେ ପାପ କର୍ମର ପରିମାଣ ଅନୁସାରେ ସମାନଙ୍କେ ପ୍ରତି ଭୟଙ୍କର ହିଂସ୍ର ହବେେ। ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦବେେ। ଆଉ ମଧ୍ଯ ଦ୍ବୀପ ସମୂହକୁ ପ୍ରତିଫଳ ଦାନ କରିବେ।
18 Ele dará a cada um o castigo que merece. Na sua ira, castigará os seus inimigos, e povos de países distantes receberão o que merecem.
19 ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ। କାରଣ ସଦାପ୍ରଭୁଙ୍କ ନିଃଶ୍ବାସ ରେ ଚାଳିତ ପ୍ରବଳ ଷୋର୍ତପରି ସେ ମାଡ଼ି ଆସିବେ।
19 Todos, desde o Leste até o Oeste, Pois ele virá como uma forte correnteza que é levada por um vento furioso.
20 ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ ଓ ଯାକୁବ ମଧିଅରେ ଯେଉଁମାନେ ଅଧର୍ମରୁ ଫରନ୍େତି, ସମାନଙ୍କେ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।
20 O Senhor Deus diz: “Eu virei a para salvar as pessoas do meu povo que se arrependerem.”
21 ନିଜ ବିଷଯ ରେ ସଦାପ୍ରଭୁ କୁହନ୍ତି, ସମାନଙ୍କେ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପ ରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ଯସବୁ ତୁମ୍ଭ ମୁଖ ରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ଯାବଧି ଅନନ୍ତକାଳ ପର୍ୟ୍ଯନ୍ତ ଦୂର କରାୟିବ ନାହିଁ।'
21 O Senhor diz ao seu povo: — Esta é a
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 59, comparar traduções ou montar um estudo — tudo direto pelo WhatsApp.