Isaías 57
Oriya Bible (GL_ORIYA) vs NTLH
1 ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।
1 “As pessoas direitas morrem, e ninguém se importa; os bons desaparecem, e ninguém percebe. É o poder do mal que os leva embora,
2 ମାତ୍ର ସମାନେେ ଶାନ୍ତି ରେ ପ୍ରବେଶ କରିବେ ଓ ଯେଉଁମାନେ ଧର୍ମ ନିଷ୍ଠା ରେ ଚାଲନ୍ତି, ସମାନେେ ନିଜର ଶୟ୍ଯା ରେ ଶାନ୍ତି ରେ ବିଶ୍ରାମ କରିବେ।
2 mas eles encontram a paz. Os que vivem uma vida correta descansam em paz na sepultura.”
3 ହେ ୟାଦୁକାର ଓ ବ୍ଯଭିଚାରିଣୀ ଓ ବ୍ଯଭିଚାରିଣୀର ସନ୍ତାନଗଣ ନିକଟକୁ ଆସ।
3 O Senhor Deus diz: “Venham cá para serem julgados, seus filhos de uma feiticeira, raça de adúlteros e prostitutas!
4 ତୁମ୍ଭମାନେେ କାହାକୁ ଉପହାସ କରୁଅଛ ? ତୁମ୍ଭମାନେେ କାହା ଆଡ଼େ ମୁଖ ମଲୋଇ ଜିହ୍ବା ବାହାର କରୁଅଛ ? ତୁମ୍ଭମାନେେ କ'ଣ ଅଧର୍ମାଚାରୀର ସନ୍ତାନ ଓ ଅନାଚାର ବଂଶ ନୁହଁ ?
4 De quem é que vocês estão zombando? De quem é que caçoam com essas caretas? Vocês são pecadores e mentirosos.
5 ଆଲୋନବୃକ୍ଷ ତଳେ ତୁମ୍ଭର କ'ଣ ଶାରୀରିକ ସମ୍ବନ୍ଧ କରି ନାହଁ ? ପ୍ରେତ୍ୟକକ ହରିତ୍ବୃକ୍ଷ ତଳେ ତୁମ୍ଭେ କ'ଣ ନିଜକୁ ଉପ ଭୋଗ କରୁ ନାହଁ ? ତୁମ୍ଭମାନେେ ଉପତ୍ୟକାଗୁଡ଼ିକର ଶୈଳଗୁଡ଼ିକର ପର୍ବତ ତଳେ ସନ୍ତାନଗଣକୁ କ'ଣ ବଳିଦାନ କରୁ ନାହଁ ?
5 “Debaixo das árvores sagradas, vocês se entregam à imoralidade para adorar os deuses da fertilidade. E nas fendas das rochas, perto dos ribeirões, vocês oferecem os seus filhos em
6 ଉପତ୍ୟକାର ଚିକ୍କଣ ପଥରଗୁଡ଼ିକ ମଧିଅରେ ତୁମ୍ଭର ଅଂଶ, ସଗେୁଡ଼ିକରେ ତୁମ୍ଭର ଅଧିକାର ; ପୁଣି ସମାନଙ୍କେ ଉଦ୍ଦେଶ୍ଯ ରେ ତୁମ୍ଭେ ପଯେ ନବୈେଦ୍ଯ ଢ଼ାଳିଅଛ ଓ ନବୈେଦ୍ଯ ଉତ୍ସର୍ଗ କରିଅଛ। ଏସବୁ ରେ ଆମ୍ଭେ କ'ଣ ଶାନ୍ତ ହବୋ ?
6 Vocês pegam pedras lisas dos riachos, para serem os deuses que vocês adoram, e apresentam a elas ofertas de vinho e de cereais. Vocês estão pensando que isso me agrada?
7 ତୁମ୍ଭେ ଉଚ୍ଚ ଓ ଉନ୍ନତ ପର୍ବତ ଉପ ରେ ନିଜର ଶୟ୍ଯା ପାତିଅଛ ଓ ସେସ୍ଥାନକୁ ମଧ୍ଯ ବଳିଦାନ କରିବାକୁ ୟାଇଅଛ।
7 Vocês vão para o alto das montanhas, e ali praticam atos imorais, e oferecem sacrifícios aos deuses pagãos.
8 ପୁଣି କବାଟ ଓ ଚୌକାଠର ପଛ ରେ ତୁମ୍ଭେ ତୁମ୍ଭର ସ୍ମୃତିସ୍ତମ୍ଭ ସ୍ଥାପନ କରିଅଛ ; କାରଣ ତୁମ୍ଭେ ଆମ୍ଭକୁ ଛାଡ଼ି ଅନ୍ୟପ୍ରତି ନିଜକୁ ଅନାବୃତ କରି ଉପରକୁ ୟାଇଅଛ। ତୁମ୍ଭେ ନିଜର ଶୟ୍ଯା ବଢ଼ାଇ ସମାନଙ୍କେ ସହିତ ଚୁକ୍ତି କରିଅଛି। ତୁମ୍ଭେ ଯେଉଁଠା ରେ ଶୟ୍ଯା ଦେଖିଲ ତାହା ଭଲ ପାଇଅଛି।
8 Vocês colocam os seus ídolos indecentes atrás da porta das suas casas. Esquecem de mim, tiram a roupa e deitam-se na cama com os seus amantes, a quem pagarem para dormir com vocês; e então satisfazem os seus desejos
9 ତୁମ୍ଭେ ତୈଳ ନଇେ ରାଜା ନିକଟକୁ ୟାଇଅଛ ଓ ନିଜର ସୁଗନ୍ଧି ଦ୍ରବ୍ଯ ବୃଦ୍ଧି କରିଅଛ। ତୁମ୍ଭେ ଦୂର ଦେଶକୁ ନିଜର ଦୂତଗଣଙ୍କୁ ପଠାଇଅଛ ଓ ନିଜକୁ ପାତାଳ ପର୍ୟ୍ଯନ୍ତ ମୃତ୍ଯୁର ସ୍ଥାନ ହତଗର୍ବ କରିଛ।
9 “Vocês pegaram azeite e muitos perfumes e foram adorar o deus Enviaram mensageiros por toda parte à procura de deuses para adorar, e esses mensageiros foram até o
10 ତୁମ୍ଭେ ଦୀର୍ଘପଥ ୟାତ୍ରା ୟୋଗୁଁ ଯଦିଓ କ୍ଲାନ୍ତ ହାଇେଥିଲ, ତଥାପି ତୁମ୍ଭେ ଭରସା ନାହିଁ ବୋଲି କହି ନ ଥିଲ। ତୁମ୍ଭେ ନୂତନ ବଳ ପାଇ ସତଜେ ହେଲ, ତେଣୁ ତୁମ୍ଭେ କ୍ଲାନ୍ତ ଅନୁଭବ କଲ ନାହିଁ।
10 Vocês se cansaram de tanto viajar, mas não ficaram desanimados. As suas imagens nojentas lhes deram forças, e por isso vocês não desistiram.
11 ତାହାର ସକାଶୁ ଏପରି କ୍ଲେଶ ଓ ଭୀତା ଯେ, ତୁମ୍ଭେ ମିଥ୍ଯା କହୁଅଛ ଓ ଆମ୍ଭକୁ ଭୁଲି ୟାଇଛ ? ତୁମ୍ଭେ ସେଥି ରେ ନିଜର ମନୋଯୋଗ କରୁ ନାହଁ। ଆମ୍ଭେ କ'ଣ ଦୀର୍ଘକାଳ ପାଇଁ ନୀରବ ରହି ନାହୁଁ, ତୁମ୍ଭେ କ'ଣ ଆମ୍ଭକୁ ଭୟ କରୁ ନାହଁ ?
11 “Vocês têm tanto medo desses deuses! Mas quem são eles para que vocês me contem mentiras e me esqueçam completamente? Será que é porque eu fiquei calado tanto tempo, que vocês não me
12 ଆମ୍ଭେ ତୁମ୍ଭର ଧାର୍ମିକତା' ପ୍ରକାଶ କରିବା। ପୁଣି ତୁମ୍ଭର 'ସକଳ କର୍ମ' ତୁମ୍ଭର ଉପକାର ରେ ଆସିବ ନାହିଁ।
12 Eu vou mostrar a todos o que vocês fazem, essas ações que vocês acham certas; mas elas não adiantarão nada.
13 ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ସମାନେେ ତୁମ୍ଭେ କାନ୍ଦିଲା ବେଳେ ତୁମ୍ଭକୁ ଉଦ୍ଧାର କରନ୍ତୁ। ମାତ୍ର ବାଯୁ ସମାନଙ୍କେୁ ଉଡ଼ାଇ ନବେ। ଗୋଟିଏ ନିଃଶ୍ବାସ ସେ ସମସ୍ତଙ୍କୁ ନଇୟିବେ। କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତ ରେ ଅଧିକାରୀ ହବେ।
13 Quando vocês gritarem pedindo ajuda, os seus muitos deuses não os atenderão. O vento levará esses deuses para longe, um sopro os fará desaparecer. Mas os que confiam em mim morarão na o meu
14 ପୁଣି ସେ କହିବେ, ଉଚ୍ଚତର, ଉଚ୍ଚତର, ପଥ ପ୍ରସ୍ତୁତ କର। ଆମ୍ଭ ଲୋକମାନଙ୍କ ପଥରୁ ବାଧାବିଘ୍ନ ଦୂର କର।
14 O Senhor diz: “Preparem o caminho, aplanem a estrada, para que o meu povo possa voltar para mim.”
15 କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।
15 Pois o Altíssimo, o Santo Deus, o Deus que vive para sempre, diz: “Eu moro num lugar alto e sagrado, mas moro também com os humildes e os aflitos, para dar esperança aos humildes e aos aflitos, novas forças.
16 ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କୋର୍ଧ କରିବା ନାହିଁ। ଯଦି କରିବା ତାହା ହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖ ରେ କ୍ଷୀଣ ହବେେ।
16 Não continuarei repreendendo o meu povo e não ficarei se não, morreriam os seres que eu criei, aqueles a quem dei o sopro da vida.
17 ଆମ୍ଭେ ତାହାର ଲୋଭରୂପ ଅପରାଧ ହତେୁ କୃଦ୍ଧ ହାଇେ ତାହାକୁ ଆଘାତ କଲୁଁ, ଆମ୍ଭେ ନିଜର ମୁଖ ଲୁଚାଇ କ୍ରୁଦ୍ଧ ହେଲୁ ; ତହିଁରେ ସେ ଅବାଧ୍ଯ ହାଇେ ଆପଣା ମନର ମାର୍ଗ ରେ ଚାଲିଲା।
17 Por causa do pecado e da cobiça do meu povo, eu fiquei irado com eles e os castiguei. Na minha ira, eu me afastei deles, mas mesmo assim eles continuaram teimosos e seguiram o seu próprio caminho.
18 ଆମ୍ଭେ ତାହାର ଗତି ଦେଖିଅଛୁ ଓ ଆମ୍ଭେ ତାକୁ ସଠିକ୍ ରୂପେ ଗଢ଼ିବା, ମୁଁ ତାକୁ ସତ୍ଯର ପଥ ଦଖାଇବେି ଏବଂ ତାହାର ଶାେକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ବନା ଦବେି।
18 “Tenho visto como eles agem, mas eu os curarei e os guiarei; eu os consolarei. Nos lábios dos que choram,
19 ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ। ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକପ୍ରତି ଶାନ୍ତି' ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।
19 colocarei palavras de louvor. A todos ofereço a paz, paz aos que estão perto e aos que estão longe; eu os curarei.
20 ମାତ୍ର ଦୁଷ୍ଟମାନେ ତରଙ୍ଗାଯିତ ସମୁଦ୍ର ତୁଲ୍ଯ, କାରଣ ତାହା ସ୍ଥିର ହାଇପୋ ରେ ନାହିଁ ଓ ତାହାର ଜଳ ରେ ପଙ୍କ ଓ କାଦୁଅ ଉେଠ।
20 Porém os maus são como o mar agitado: as suas ondas não se acalmam e trazem lama e sujeira para a terra.
21 ଆମ୍ଭର ପରମେଶ୍ବର କୁହନ୍ତି ; ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।'
21 Não há segurança para esses pecadores.” O meu Deus falou.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 57, comparar traduções ou montar um estudo — tudo direto pelo WhatsApp.