Isaías 56

Oriya Bible (GL_ORIYA) vs VC

Sair da comparação
VC Versão Católica
1 ସଦାପ୍ରଭୁ ଏହିସବୁ କହିଛନ୍ତି, ତୁମ୍ଭମାନେେ ନ୍ଯାଯ ପଥ ଏବଂ ତୁମ୍ଭର କର୍ତ୍ତବ୍ଯକୁ ଧର୍ମାନୁସା ରେ ଅନୁସରଣ କର। କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସଙ୍କଟ ଜନକ।
1 Eis o que diz o Senhor: respeitai o direito e praticai a justiça, porque minha salvação não tarda a chegar e minha justiça a revelar-se.
2 ଯେଉଁ ବ୍ଯକ୍ତି ଏହା କରେ ଓ ଯେଉଁ ମାନବସନ୍ତାନ ଏହା ନିଷ୍ଠାର ସହିତ ଅବଲମ୍ବନ କରେ ; ପୁଣି ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁପ୍ରକାର କୁକର୍ମରୁ ନିଜକୁ ନିବୃତ ରେଖ, ସେ ଧନ୍ଯ।
2 Feliz do homem que assim se comporta, e o filho do homem que se atém a isso, que observa o sábado sem profaná-lo, e abstém-se de toda má ação.
3 ସଦାପ୍ରଭୁଙ୍କଠା ରେ ଆସକ୍ତ ବିଦେଶୀ ନ କହୁ ଯେ ସଦାପ୍ରଭୁ ମାେତେ ଆପଣା ଲୋକଠାରୁ ନିଶ୍ଚଯ ପୃଥକ୍ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହାଇପୋରିବି ନାହିଁ।'
3 Que o estrangeiro que deseja afeiçoar-se ao Senhor não diga: Certamente o Senhor vai excluir-me de seu povo. Que o eunuco não diga: Oh! sou apenas um lenho seco.
4 କାରଣ ନପୁଂସକମାନଙ୍କ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, ଯେଉଁମାନେ ଆମ୍ଭର ବିଶ୍ରାମଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷଯ ମନୋନୀତ କରନ୍ତି, ପୁଣି ଆମ୍ଭର ଚୁକ୍ତି ଅବଲମ୍ବନ କରନ୍ତି,
4 Porque eis o que diz o Senhor: aos eunucos que observarem meus sábados, que escolherem o que me é agradável, e se afeiçoarem à minha aliança,
5 ସମାନଙ୍କେୁ ଆମ୍ଭେ ଆମ୍ଭ ମନ୍ଦିର ମଧିଅରେ ଓ ଆମ୍ଭ ପ୍ରାଚୀର ଭିତ ରେ ପୁତ୍ର କନ୍ଯା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦବୋ।'
5 eu darei na minha casa e dentro de minhas muralhas um monumento e um nome de mais valor que filhos e filhas; dar-lhes-ei um nome que jamais perecerá.
6 କେତକେ ବିଦେଶୀଯ ସଦାପ୍ରଭୁଙ୍କର ପରିଚର୍ୟ୍ଯା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ ରମେ କରିବା ପାଇଁ ଏବଂ ତାଙ୍କର ଦାସ ହବୋ ନିମନ୍ତେ ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅନ୍ତି। ସମାନେେ ବିଶ୍ରାମଦିନ ପାଳନ କରି ତାହା ଅଶୁଚି କରନ୍ତି ନାହିଁ ଓ ସଦାପ୍ରଭୁଙ୍କର ଚୁକ୍ତି ଅବଲମ୍ବନ କରନ୍ତି।
6 Quanto aos estrangeiros que desejam unir-se ao Senhor, para servi-lo e amar seu nome, para serem seus servos, se observarem o sábado sem profaná-lo, e se se afeiçoarem à minha aliança,
7 ସେ ସମସ୍ତଙ୍କୁ ଆମ୍ଭେ ଆମ୍ଭର ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପବିତ୍ର ପ୍ରାର୍ଥନା ଗୃହ ରେ ସମାନଙ୍କେୁ ଆନନ୍ଦିତ କରିବା। ସମାନଙ୍କେର ନବୈେଦ୍ଯ ଓ ଉତ୍ସର୍ଗ ବଳିଦାନକୁ ଆମ୍ଭେ ଗ୍ରହଣ କରିବା ; କାରଣ ଆମ୍ଭର ମନ୍ଦିର ସର୍ବ ଗୋଷ୍ଠୀର ଲୋକମାନଙ୍କର ପ୍ରାର୍ଥନା ମନ୍ଦିର ଭାବରେ ଖ୍ଯାତ ହବେ।'
7 eu os conduzirei ao meu monte santo e os cumularei de alegria na minha casa de oração; seus holocaustos e sacrifícios serão aceitos sobre meu altar, pois minha casa chamar-se-á Casa de Orações para todos os povos.
8 ସଦାପ୍ରଭୁ ମାରେ ପ୍ରଭୁ ଏହିସବୁ କହିଛନ୍ତି,
8 Oráculo do Senhor Deus que reúne os exilados de Israel: eu lhes agregarei ainda outros junto aos seus já reunidos.
9 ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ ତୁମ୍ଭମାନେେ ଆସ ଓ ଭକ୍ଷଣ କର।
9 Animais dos campos, vinde todos apascentar-vos, como também os animais da floresta.
10 ତାହାର ପ୍ରହରିଗଣ ଅନ୍ଧ, ସେ ସମସ୍ତ ଜ୍ଞାନହୀନ, ସମାନେେ ନିର୍ବାକ ଶ୍ବାନ, ସମାନେେ ଭୁକିପାରନ୍ତି ନାହିଁ। ସମାନେେ ସ୍ବପ୍ନଦର୍ଶୀ, ନିଦ୍ରାଡ଼ ଓ ଶାଇେ ରହିବାକୁ ଭଲ ପାଆନ୍ତି।
10 Meus guardas estão todos cegos e não vêem nada; são cães mudos incapazes de latir, sonham estirados, gostam de cochilar;
11 ସମାନେେ ପଟେୁ କୁକୁର ସଦୃଶ ତବେେ ତୃପ୍ତ ହୁଅନ୍ତି ନାହିଁ। ଆଉ ମଧ୍ଯ ସମାନେେ ବିଚାରଶୂନ୍ଯ ମଷେପାଳକ। ସମାନେେ ଚାରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟା ରେ ଆପଣା ଆପଣା ବାଟ ଆଡ଼େ ଫରେିଅଛନ୍ତି।
11 são cães vorazes e insaciáveis {são pastores que nada observam}, cada qual segue seu caminho em busca de seu interesse.
12 ପ୍ରେତ୍ୟକକ କୁହନ୍ତି, ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନ ରେ ମତ୍ତ ହବୋ ; ପୁନଶ୍ଚ ଆଜି ଯେପରି ହବେ କାଲି ମଧ୍ଯ ସହେିପରି ହବେ ଏବଂ ତାହା ଅପରିମିତ ମହାଦିନ ହବେ।'
12 Vinde, vou buscar o vinho; com licores nos embriagaremos; amanhã, como hoje, haverá uma enorme bebedeira.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 56, comparar traduções ou montar um estudo — tudo direto pelo WhatsApp.