Isaías 50

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ସଦାପ୍ରଭୁ ଏହିକଥା କୁହନ୍ତି, ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।
1 Assim diz o Senhor: Onde está a carta de divórcio de vossa mãe, pela qual eu a repudiei? ou quem é o meu credor, a quem eu vos tenha vendido? Eis que por vossas maldades fostes vendidos, e por vossas transgressões foi repudiada vossa mãe.
2 ଆମ୍ଭେ ଆସିଲା ବେଳେ କାହିଁକି କହେି ଉପସ୍ଥିତ ନ ଥିଲ ? ଆମ୍ଭେ ଡ଼ାକିଲା ବେଳେ କହେି ଉତ୍ତର ଦବୋକୁ କାହିଁକି ନ ଥିଲ ? ଆମ୍ଭର ହସ୍ତ କ'ଣ େଛାଟ ଯେ ତାହା ମୁକ୍ତ କରିପାରିବ ନାହିଁ ? କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ'ଣ ପରାକ୍ରମ ନାହିଁ ? ଦେଖ, ଆମ୍ଭର ଆଦେଶ ରେ ସମୁଦ୍ର ଶୁଖିୟାଇପା ରେ ଓ ନଦନଦୀକୁ ପ୍ରାନ୍ତର କରିଦଇେ ପାରୁ। ସେଥି ରେ ଥିବା ମତ୍ସ୍ଯ ଜଳ ଅଭାବରୁ ତୃଷାର୍ତ୍ତ ହାଇେ ମରିଯିବେ ଓ ଦୁର୍ଗନ୍ଧ ହବେ।
2 Por que razão, quando eu vim, ninguém apareceu? quando chamei, não houve quem respondesse? Acaso tanto se encolheu a minha mão, que já não possa remir? ou não tenho poder para livrar? Eis que com a minha repreensão faço secar o mar, e torno os rios em deserto; cheiram mal os seus peixes, pois não há água, e morrem de sede:
3 ଆମ୍ଭେ ଆକାଶମଣ୍ଡଳକୁ କାଳିମା ପିନ୍ଧାଉ ଓ ଚଟବସ୍ତ୍ର ରେ ସହେି ସବୁର ଆଚ୍ଛାଦନ କରୁ।
3 Eu visto os céus de negridão, e lhes ponho cilício por sua cobertura.
4 ମାରେପ୍ରଭୁ ସଦାପ୍ରଭୁ ମାେତେ ଶିକ୍ଷା ଦଇେଛନ୍ତି ମୁଁ ଯେପରି କ୍ଲାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରିପାରିବି, ସେ ପ୍ରତି ପ୍ରଭାତ ରେ ମାେତେ ଜାଗ୍ରତ କରାନ୍ତି ଓ ବିଦ୍ଯାର୍ଥୀପରି ଶୁଣିବା ପାଇଁ ମାରେ କର୍ଣ୍ଣକୁ ଜାଗ୍ରତ କରାନ୍ତି।
4 O Senhor Deus me deu a língua dos instruídos para que eu saiba sustentar com uma palavra o que está cansado; ele desperta-me todas as manhãs; desperta-me o ouvido para que eu ouça como discípulo.
5 ମାରେ ପ୍ରଭୁ ସଦାପ୍ରଭୁ ମାରେ କର୍ଣ୍ଣକୁ ମୁକ୍ତ କରିଛନ୍ତି ; ପୁଣି ମୁଁ ତାଙ୍କର ବିରୁଦ୍ଧାଚାରୀ ହାଇେ ନାହିଁ କିମ୍ବା ପଛକୁ ଫରେି ନାହିଁ।
5 O Senhor Deus abriu-me os ouvidos, e eu não fui rebelde, nem me retirei para trás.
6 ମୁଁ ପ୍ରହାରକ ଦବୋ ପାଇଁ ମାରେପିଠି ଦଖାଇେ ଦବେି, ମାରେ ଦାଢ଼ି ଉପାଡ଼ିବା ପାଇଁ ମାରେ ଗାଲ ଦଖାଇେ ଦବେି, ପୁଣି ଅପମାନିତ ହବୋକୁ ଛପେ ପକାଇବାକୁ ମାରେ ମୁହଁ ଲୁଚାଇବି ନାହିଁ।
6 Ofereci as minhas costas aos que me feriam, e as minhas faces aos que me arrancavam a barba; não escondi o meu rosto dos que me afrontavam e me cuspiam.
7 ମାରେ ପ୍ରଭୁ ସଦାପ୍ରଭୁ ମାେତେ ସାହାୟ୍ଯ କରିବେ ; ତେଣୁ ସମାନଙ୍କେର ଅପମାନ ମାେତେ ବାଧିବ ନାହିଁ। ଏଥିପାଇଁ ମୁଁ ଚକମକି ପଥର ପରି ମାରେ ମୁଖକୁ ରଖିଅଛି। ମୁଁ ଜାଣେ ମୁଁ ଲଜ୍ଜିତ ହବେି ନାହିଁ।
7 Pois o Senhor Deus me ajuda; portanto não me sinto confundido; por isso pus o meu rosto como um seixo, e sei que não serei envergonhado.
8 ଯେ ମାେତେ ଧର୍ମାଚାରୀ କରନ୍ତି ସେ ମାେ ନିକଟବର୍ତ୍ତୀ। ତେଣୁ ମାେତେ କିଏ ବିରୋଧ କରିବ ? ଆସ ଆମ୍ଭମାନେେ ଏକତ୍ର ଛିଡ଼ା ହବୋ, କିଏ ମାରେ ବିପକ୍ଷ ରେ ୟିବ ସେ ମାେ ନିକଟକୁ ଆସୁ।
8 Perto está o que me justifica; quem contenderá comigo? apresentemo-nos juntos; quem é meu adversário? chegue-se para mim.
9 ଦେଖ, ସଦାପ୍ରଭୁ, ମାରେ ପ୍ରଭୁ ମାେତେ ସାହାୟ୍ଯ କରିବେ। ତେଣୁ କିଏ ମାେତେ ଦୋଷୀ କରିବ ? ସମାନେେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହବେେ ଓ କୀଟ ସଗେୁଡ଼ିକୁ ଗ୍ରାସ କରିବ।
9 Eis que o Senhor Deus me ajuda; quem há que me condene? Eis que todos eles se envelhecerão como um vestido, e a traça os comerá.
10 ତୁମ୍ଭମାନଙ୍କ ମଧିଅରେ ଏପରି କିଏ ଅଛି ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାଙ୍କ ସବେକର ବାକ୍ଯ ପାଳନ କରେ ? ପୁଣି ଯେ ଆଲୋକ ବିନା ଅନ୍ଧକାର ରେ ଗମନ କରେ ସେ ସଦାପ୍ରଭୁଙ୍କ ନାମ ଉପ ରେ ବିଶ୍ବାସ କର ଓ ଆପଣା ପରମେଶ୍ବରଙ୍କ ଉପ ରେ ନିର୍ଭରଶୀଳ ହେଉ।
10 Quem há entre vós que tema ao Senhor? ouça ele a voz do seu servo. Aquele que anda em trevas, e não tem luz, confie no nome do Senhor, e firme-se sobre o seu Deus.
11 ଦେଖ, ତୁମ୍ଭମାନେେ ନିଜ ନିଜ ପତ ରେ ବଞ୍ଚିବାକୁ ଚାହୁଁଛ। ତୁମ୍ଭମାନେେ ନିଜେ ନିଜେ ଅଗ୍ନି ଜାଳୁଅଛ ଓ ଅଗ୍ନି ଖୁଣ୍ଟା ରେ ନିଜକୁ ବେଷ୍ଟନ କରୁଅଛ। ପୁଣି ତୁମ୍ଭମାନେେ ନିଜ ଅଗ୍ନିଶିଖା ଓ ନିଜ ପ୍ରଜ୍ଜ୍ବଳିତ ଅଗ୍ନିଖୁଣ୍ଟା ମଧିଅରେ ଗମନ କର। ମାେ ହସ୍ତରୁ ଏହା ତୁମ୍ଭମାନେେ ପାଇବ, ତୁମ୍ଭମାନେେ ଶାେକରେ ଶଯନ କରିବ।'
11 Eia! todos vós, que acendeis fogo, e vos cingis com tições acesos; andai entre as labaredas do vosso fogo, e entre os tições que ateastes! Isto vos sobrevirá da minha mão, e em tormentos jazereis.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 50, comparar traduções ou montar um estudo — tudo direto pelo WhatsApp.