Isaías 4

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ସହେି ସମୟରେ ସାତଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, ଆମ୍ଭମାନେେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହା ହେଲେ ଆମ୍ଭମାନେେ ଆମ୍ଭମାନଙ୍କର ସମସ୍ତ କାର୍ୟ୍ଯ କରିବୁ। ଆମ୍ଭମାନଙ୍କୁ କବଳେ ତୁମ୍ଭର ନାମ ରେ ଖ୍ଯାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।'
1 Naquele dia sete mulheres agarrarão um homem e dirão: "Nós mesmas providenciaremos nossa comida e nossas roupas; apenas case-se conosco e livre-nos da vergonha de sermos solteiras! "
2 ସହେି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀଯ ଓ ମହାନ୍ ହବେ। ଇଶ୍ରାୟେଲର ପରିବେଷ୍ଟନୀଯର ଉପୟୋଗୀ ସମାନଙ୍କେ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ବିତ ହବେେ।
2 Naquele dia o Renovo do Senhor será belo e glorioso, e o fruto da terra será o orgulho e a glória dos sobreviventes de Israel.
3 ସହେି ସମୟରେ ସିୟୋନ ଓ ୟିରୁଶାଲମର ଅବଶିଷ୍ଟ ସମସ୍ତ ଲୋକ ସ୍ବତନ୍ତ୍ର ଓ ପବିତ୍ର ଲୋକ ବୋଲି କଥିତ ହବେେ। ଏହା ସହେି ଲୋକମାନଙ୍କ ପ୍ରତି ଘଟିବ ଯେଉଁମାନେ ଏକ ସ୍ବତନ୍ତ୍ର ତାଲିକା ରେ ଥିବେ ଓ ସହେି ତାଲିକାଭୁକ୍ତ ଲୋକେ କବଳେ ବଞ୍ଚି ରହିବେ।
3 Os que forem deixados em Sião e ficarem em Jerusalém serão chamados santos: todos os inscritos para viverem em Jerusalém.
4 ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧେ ୗତ କରିବେ। ସେ ୟିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦବେେ। ପରମେଶ୍ବର ତାଙ୍କର ନ୍ଯାଯ ଆତ୍ମାକୁ ପ୍ରଯୋଗ କରିବେ। ଆଉ ମଧ୍ଯ ସେ ତାଙ୍କର ଜ୍ବଳନ୍ତ ଆତ୍ମାକୁ ବ୍ଯବହାର କରିବେ।
4 Quando o Senhor tiver lavado a impureza das mulheres de Sião, e tiver limpado por meio de um espírito de julgamento e de um espírito de fogo o sangue derramado em Jerusalém,
5 ସେତବେେଳେ ପରମେଶ୍ବର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସ ରେ ପରମେଶ୍ବର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରି ରେ ଜ୍ବଳନ୍ତ ଅଗ୍ନି ଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହବେ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘ ରେ ଆଚ୍ଛାଦିତ ହବେ। ପ୍ରେତ୍ୟକକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହବେ।
5 o Senhor criará sobre todo o monte Sião e sobre aqueles que se reunirem ali uma nuvem de dia e um clarão de fogo de noite. A glória tudo cobrirá
6 ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହବେ। ଏହା ଦିବସ ରେ ସୂର୍ୟ୍ଯ ତାପରୁ ସୁରକ୍ଷା ଦବେ ଓ ସମସ୍ତ ବନ୍ଯା, ଝଡ଼ ଓ ବର୍ଷାରୁ ଏହି ଛାଯା ରକ୍ଷା କରିବ।
6 e será um abrigo e sombra para o calor do dia, refúgio e esconderijo contra a tempestade e a chuva.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 4, comparar traduções ou montar um estudo — tudo direto pelo WhatsApp.