Isaías 48
Oriya Bible (GL_ORIYA) vs NVT
1 ସଦାପ୍ରଭୁ କୁହନ୍ତି, ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇଶ୍ରାୟେଲ ପରି ଖ୍ଯାତ, ଦୟାକରି ମାେ କଥା ଶୁଣ। ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କରୁଅଛ ଓ ଇଶ୍ରାୟେଲ ପରମେଶ୍ବରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭମାନେେ ଏହି କାର୍ୟ୍ଯ ସତ୍ଯ ଓ ଧାର୍ମିକତା ରେ କରୁ ନାହିଁ।'
1 “Ouça-me, ó família de Jacó, vocês que são chamados pelo nome de Israel e vieram da linhagem de Judá. Escutem, vocês que juram em nome do S e invocam o Deus de Israel, mas não em verdade e em justiça.
2 କାରଣ ସମାନେେ ନିଜକୁ ପବିତ୍ର ନଗରର ଲୋକ ବୋଲି ଖ୍ଯାତ କରନ୍ତି ଓ ଇଶ୍ରାୟେଲର ପରମେଶ୍ବରଙ୍କ ଉପ ରେ ନିର୍ଭର କରନ୍ତି ; ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।
2 Vocês se chamam de habitantes da cidade santa e dizem que confiam no Deus de Israel, cujo nome é S
3 ପୂର୍ବକାଳ ରେ ଯାହା ଘଟିଲା ଆମ୍ଭେ ତାହା ବହୁ ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ। ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ। ଆମ୍ଭେ ତାହା କଲୁ ଓ ଅକସ୍ମାତ ତାହାସବୁ ଘଟିଲା।
3 Muito tempo atrás, eu lhes disse o que aconteceria; então agi de modo repentino, e todas as minhas previsões se cumpriram.
4 କାରଣ ମୁଁ ଜାଣେ ତୁମ୍ଭେ ଅବାଧ୍ଯ ; ମାରେ ବାକ୍ଯ ତୁମ୍ଭେ ବିଶ୍ବାସ କରିବାକୁ ଅସମ୍ମତ। ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ବରୂପ ବୋଲି ଆମ୍ଭେ ଜାଣିଲୁ।
4 Pois sei como vocês são teimosos; seu pescoço é rígido como ferro, e sua cabeça, dura como bronze.
5 ତେଣୁ ପ୍ରାଚୀନକାଳରୁ ତୁମ୍ଭ ପ୍ରତି ତାହା ଘଟିବ ବୋଲି ପ୍ରକାଶ କଲୁ ; ତାହା ଘଟିବା ପୂର୍ବରୁ ତୁମ୍ଭକୁ ଜଣାଇଲୁ। ତାହା ନ ହେଲେ ତୁମ୍ଭେ କହିଥାନ୍ତ, ଆମ୍ଭର ଦବେତା ଏହା କରିଅଛନ୍ତି,' ପୁଣି କହିଥାନ୍ତ 'ଆମ୍ଭର ଖାଦେିତ ଓ ଛାଞ୍ଚ ରେ ଢ଼ଳା ପ୍ରତିମା ଏହା ଆଜ୍ଞା କରିଅଛନ୍ତି।'
5 Por isso lhes falei o que aconteceria, anunciei de antemão o que faria, para que vocês não dissessem: ‘Meus ídolos fizeram isso; minha imagem de madeira e meu deus de metal ordenaram que acontecesse!’.
6 ତୁମ୍ଭମାନେେ ଶୁଣିଅଛ, ଏବଂ ବର୍ତ୍ତମାନ ତୁମ୍ଭେ ଦେଖ ! ତୁମ୍ଭମାନେେ କ'ଣ ତାହା ପ୍ରକାଶ କରିବ ନାହିଁ ? ବର୍ତ୍ତମାନ ତୁମ୍ଭକୁ ଆମ୍ଭେ ବଡ଼ ଗୁରୁତ୍ବର କିଛି ତୁମ୍ଭକୁ ଦଖାଇଦେବେୁ, ଯାହାକି ତୁମ୍ଭର ଅଜ୍ଞାତ ଅଟେ।
6 Vocês ouviram minhas previsões e as viram se cumprir, mas não querem admitir. Agora lhes anuncio coisas novas, segredos que vocês ainda não conheciam.
7 ପୂର୍ବକାଳରୁ ନୁହେଁ, ମାତ୍ର ଏବେ ସେସବୁ ସୃଷ୍ଟ ହେଲା। ଆଜି ଦିନର ପୂର୍ବରୁ ତୁମ୍ଭେ ସେସବୁ ଶୁଣି ନ ଥିଲ। ନଚେତ୍ ତୁମ୍ଭେ ଜାଣିଥିଲ ବୋଲି କହିଥାନ୍ତ।'
7 São coisas novíssimas, não do passado, para que não digam: ‘Já sabíamos disso!’.
8 ବାସ୍ତବିକ ତୁମ୍ଭେ ଶୁଣିଲ ନାହିଁ ; ତୁମ୍ଭେ ଜାଣିଲ ନାହିଁ ; ବହୁକାଳରୁ ତୁମ୍ଭର କାନ ମୁଦ୍ରିତ ଥଲା ; କାରଣ ତୁମ୍ଭେ ଅତି ବିଶ୍ବାସଘାତ କରିଥିଲ ; ଜନ୍ମରୁ ତୁମ୍ଭେ ଅଧର୍ମାଚାରୀ ବୋଲି ଖ୍ଯାତ ହାଇେଥିଲ ; ଆମ୍ଭେ ଜାଣିଲୁ।
8 “Sim, eu lhes falarei de coisas totalmente novas, sobre as quais nunca ouviram. Pois sei muito bem que são traidores, rebeldes desde que nasceram.
9 ମାତ୍ର ଆମ୍ଭେ ନିଜର ପ୍ରଶଂସା ପାଇଁ କୋର୍ଧ ସମ୍ବରଣ କରିବା। ଏଥିପାଇଁ ତୁମ୍ଭକୁ ଉଚ୍ଛନ୍ନ କରିବା ନାହିଁ। ତୁମ୍ଭେ ଆମ୍ଭର କ୍ଷାନ୍ତ ଯୋଗୁଁ ପ୍ରଶଂସା କରିବ।
9 Contudo, por causa do meu nome e minha honra, refrearei minha ira e não os exterminarei.
10 ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିବୁ। ମାତ୍ର ଲୋକମାନେ ଯେପରି ରୂପାକୁ ଅଗ୍ନି ରେ ପକାଇ ପରିଷ୍କାର କରନ୍ତି ସପରେି ନୁହେଁ। ଆମ୍ଭେ ତୁମ୍ଭକୁ ଦୁଃଖରୂପକ ଉହ୍ନଇେ ରେ ପକାଇ ପରିଷ୍କାର କରିବୁ।
10 Eu os purifiquei, não como a prata é purificada, mas na fornalha do sofrimento.
11 ଆମ୍ଭେ କବଳେ ନିଜ ପାଇଁ, ନିଜ ସକାେଶ ଏହା କରିବା। କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା ? ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦବୋ ନାହିଁ।
11 Faço isso por minha própria causa, sim, por minha própria causa. Não permitirei que meu nome seja manchado e não repartirei minha glória com outros.”
12 ହେ ଯାକୁବ, ଆମ୍ଭ ଆହୂତ ଇଶ୍ରାୟେଲ, ତୁମ୍ଭମାନେେ ଆମ୍ଭ କଥାକୁ ଶ୍ରବଣ କର। ଆମ୍ଭେ ହେଉଛୁ ଆଦ୍ଯ ଓ ଅନ୍ତ।
12 “Ouça-me, ó família de Jacó, Israel, meu escolhido! Somente eu sou Deus, o Primeiro e o Último.
13 ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି। ତେଣୁ ଆମ୍ଭେ ସମାନଙ୍କେୁ ଡାକିଲେ ସମାନେେ ଏକତ୍ର ଆମ୍ଭ ସମ୍ମୁଖ ରେ ଛିଡ଼ା ହୁଅନ୍ତି।
13 Minha mão lançou os alicerces da terra, minha mão direita estendeu os céus lá no alto. Quando chamo as estrelas, elas aparecem todas em ordem.”
14 ତୁମ୍ଭମାନେେ ସମସ୍ତେ ଏକତ୍ରୀତ ହାଇେ ଆମ୍ଭ କଥା ଶ୍ରବଣ କର ; ସମାନଙ୍କେ ମଧିଅରେ କିଏ ଏହିସବୁ କଥା କରିଅଛନ୍ତି ? ସଦାପ୍ରଭୁ ତାହାକୁ ପ୍ ରମେ କରିଅଛନ୍ତି। ସେ ବାବିଲ ଉପ ରେ ତାଙ୍କର ଉଦ୍ଦେଶ୍ଯ ସଫଳ କରିବେ ଓ କଲଦୀଯମାନଙ୍କ ଉପ ରେ ତାଙ୍କର ବାହୁ ରହିବ।
14 Acaso algum de seus ídolos lhes disse isso? Venham todos vocês e ouçam: O S e o usará para acabar com o império da Babilônia e destruir os exércitos babilônios.
15 ଆମ୍ଭେ ନିଜେ ତାଙ୍କୁ କହିଅଛୁ, ନିଜେ ତାଙ୍କୁ ଆହ୍ବାନ କରିଛୁ, ନିଜେ ତାଙ୍କୁ ଆଣିଅଛୁ ; ସେ ନିଜ ପଥରେ କୃତକାର୍ୟ୍ଯ ହବେ।
15 “Eu disse: Eu o chamei! Sim, eu o enviarei nesta missão e o ajudarei a ter êxito.
16 ତୁମ୍ଭମାନେେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ। ଆଦ୍ଯରୁ ଆମ୍ଭେ ଗୋପନ ରେ କିଛି କହି ନାହୁଁ। ବହୁ କାଳରୁ ଆମ୍ଭେ ସଠାେ ରେ ଅଛୁ।
16 Cheguem mais perto e ouçam; desde o princípio, eu lhes disse claramente o que aconteceria.” Agora, o S me enviaram com esta mensagem:
17 ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇଶ୍ରାୟେଲର ଧର୍ମସ୍ବରୂପ ଏହି କଥା କୁହନ୍ତି,
17 Assim diz o S enhor , seu Redentor, o Santo de Israel: “Eu sou o S que lhe ensina o que é bom e o conduz pelo caminho que deve seguir.
18 ତୁମ୍ଭେ ଯଦି ଆମ୍ଭର ଆଜ୍ଞା ପାଳନ କରିଥାନ୍ତ, ତବେେ ତୁମ୍ଭର ଶାନ୍ତି ନଦୀତୁଲ୍ଯ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ଯ ତୁମ୍ଭ ନିକଟକୁ ଆସିଥାନ୍ତା।
18 Quem dera tivesse prestado atenção às minhas ordens! Teria experimentado paz que flui como um rio, justiça que o cobriria como as ondas do mar.
19 ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥାନ୍ତ ତବେେ ତୁମ୍ଭର ବଂଶ ବାଲୁକା ତୁଲ୍ଯ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ଯ ହାଇେଥାନ୍ତେ। ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିମ୍ବା ବିନଷ୍ଟ ହାଇେ ନ ଥାନ୍ତା।'
19 Seus descendentes seriam incontáveis, como a areia da praia! Não teria sido necessário destruí-lo, nem eliminar o nome de sua família”.
20 ହେ ମାରେ ସନ୍ତାନଗଣ, ତୁମ୍ଭମାନେେ ବାବିଲରୁ ବାହାରି ୟାଅ, କଲଦୀଯମାନଙ୍କ ମଧ୍ଯରୁ ପଳାଯନ କର ; ତୁମ୍ଭମାନେେ ଆନନ୍ଦ ଧ୍ବନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ଏହା ବିଖ୍ଯାତ କର ; ତୁମ୍ଭମାନେେ କୁହ, ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।
20 Saiam do cativeiro! Deixem a Babilônia e os babilônios! Proclamem esta mensagem! Anunciem-na em alta voz para os confins da terra! O S o povo de Israel.
21 ସଦାପ୍ରଭୁ ଯଦିଓ ମରୁଭୂମିରୁ ସମାନଙ୍କେୁ ନେଲେ, ସମାନେେ ତୃଷାର୍ତ୍ତ ହେଲେ ନାହିଁ। ସେ ସମାନଙ୍କେ ପାଇଁ ଶୈଳରୁ ଜଳଷୋର୍ତ ବୁହାଇଲେ ; ଆଉ ମଧ୍ଯ ସେ ଶୈଳକୁ ବିଦୀର୍ଣ୍ଣ କଲେ ଓ ତହିଁରୁ ଜଳ ନିର୍ଗତ ହେଲା।
21 Não passaram sede quando ele os guiou pelo deserto. Ele partiu a rocha, e água jorrou para que bebessem.
22 ମାତ୍ର ସଦାପ୍ରଭୁ କୁହନ୍ତି, ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।
22 “Mas para os perversos não há paz”, diz o S
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 48, comparar traduções ou montar um estudo — tudo direto pelo WhatsApp.