Isaías 47

Oriya Bible (GL_ORIYA) vs BKJ

Sair da comparação
1 ଆଗୋ ବାବିଲର ଅନୁଢ଼ା କନ୍ଯ, ତଳକୁ ଓହ୍ଲାଇ ଆସି ଧୂଳି ରେ ବସ ; ଆଗୋ କଲଦୀଯର କନ୍ଯ, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭମାନେେ ଆଉ କୋମଳ ଓ କୁଆଁରୀକନ୍ଯା ବୋଲି ଖ୍ଯାତ ହାଇବେ ନାହିଁ।
1 Desce e senta-te no pó, ó virgem filha de Babilônia, senta-te no chão. Não há mais trono, ó filha dos caldeus, porque tu não serás mais chamada terna e delicada.
2 ପଷେଣା ପଥର ରେ ଶସ୍ଯ ପଷେ, ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ, ପାଦ ଅନାବୃତ କର। ନଦୀ ଓ େଛାଟ ନଦୀ ରେ ଚାଲିକରି ୟାଅ।
2 Pega as pedras de moinho e mói farinha. Tira o que cobre tuas tranças e descobre a perna, descobre a coxa, atravessa os rios.
3 ତୁମ୍ଭର ଉଲଙ୍ଗତା ପ୍ରକାଶିତ ହବେ ଓ ତୁମ୍ଭର ଲଜ୍ଜାର ବିଷଯ ଦୃଶ୍ଯ ହବେ ; ଆମ୍ଭେ ପ୍ରତିଶୋଧ ନଲୋ ବେଳେ କହେି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ।
3 Tua nudez será descoberta, sim, tua vergonha será vista. Eu tomarei vingança e não me oporei a ti, como um homem.
4 ମାରେ ସନ୍ତାନଗଣ କୁହନ୍ତି, ଆମ୍ଭମାନଙ୍କର ମୁକ୍ତିଦାତା ଇଶ୍ରାୟେଲର ଧର୍ମସ୍ବରୂପ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।
4 Com relação ao nosso Redentor, o SENHOR dos Exércitos é seu nome, o Santo de Israel.
5 ଆଗୋ କଲଦୀଯ କନ୍ଯାଗଣ, ତୁମ୍ଭମାନେେ ଅନ୍ଧାରକୁ ୟାଇ ନୀରବ ରେ ବସ। କାରଣ ତୁମ୍ଭମାନେେ 'ରାଜ୍ଯର ଆଉ ରାଣୀ' ବୋଲି କଥିତ ହବେ ନାହିଁ।
5 Senta-te em silêncio e adentra tu na escuridão, ó filha dos caldeus, porque tu não serás mais chamada a senhora de reinos.
6 ଆମ୍ଭେ ନିଜ ଲୋକମାନଙ୍କ ଉପ ରେ କ୍ରୋଧିତ ହେଲୁଁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତ ରେ ସମାନଙ୍କେୁ ସମର୍ପର କଲୁ। ତୁମ୍ଭେ ସମାନଙ୍କେ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପ ରେ ୟୁଆଳି ବଡ଼ ଭାରି କରି ଥୋଇଲ।
6 Eu estive furioso com meu povo, Eu tenho profanado minha herança e os dado em tua mão. Tu não mostraste misericórdia para com eles. Sobre o ancião tu tens colocado mui pesadamente teu jugo.
7 ତୁମ୍ଭେ କହିଲ, ଆମ୍ଭେ ଚିରଦିନ ବଞ୍ଚିଲୁ ଓ ସଦାକାଳ ସାଆନ୍ତାଣୀ ହାଇେ ରହିବୁ।' ଏଣୁ ତୁମ୍ଭେ ଏସବୁ ବିଷଯ ରେ ମନୋୟୋଗ କର ନାହିଁ କିମ୍ବା ତା'ର ଶଷଫେଳ କ'ଣ ହବେ ସ୍ମରଣ କଲ ନାହିଁ।
7 E tu disseste: Serei uma dama para sempre. Portanto, assim tu não dispuseste estas coisas ao teu coração, nem consideraste o ponto final delas.
8 ହେ ସୁଖଭୋଗିନୀ ! ଏବେ ଏହା ଶୁଣ, ତୁମ୍ଭମାନେେ ନିରାପଦ ରେ ବାସକରି ନିଜେ ନିଜେ କହୁଅଛ, 'ଆମ୍ଭେ ମହାନ୍, ଆମ୍ଭ ଛଡ଼ା ଆଉ କହେି ନାହିଁ। ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛଦେ ଜାଣିବା ନାହିଁ।'
8 Portanto, ouve agora isto: Tu que és dada a prazeres, que habitas descuidadamente. Tu que dizes em teu coração: Eu sou e ninguém mais do que eu. Eu não sentarei como uma viúva, nem conhecerei a perda de filhos.
9 ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତ ରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପ ରେ ବୈଧବ୍ଯ ତୁମ୍ଭପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାଯାବୀତ୍ବ କିଛି ସାହାୟ୍ଯ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣ ରେ ତୁମ୍ଭ ପ୍ରତି ଘଟିବ।
9 Porém, estas duas coisas virão a ti em um momento em um dia: a perda de filhos e a viuvez. Elas virão sobre ti em sua plenitude, por causa da multidão de tuas feitiçarias e por causa da grande abundância de teus encantamentos.
10 ତୁମ୍ଭେ ତୁମ୍ଭର ଦୁଷ୍ଟତା ଓ ମନ୍ଦକର୍ମ ଉପ ରେ ନିର୍ଭର କରି ନିଜକୁ ନିରାପଦ ମଣୁଛ ; ତୁମ୍ଭେ ଭାବୁଛ, କହେି ତୁମ୍ଭକୁ ଦେଖୁ ନାହିଁ ; ତୁମ୍ଭର ଜ୍ଞାନ ଓ ବିଦ୍ଯା ତୁମ୍ଭକୁ ବିପଥଗାମୀ କରିଅଛି ; ତୁମ୍ଭେ ନିଜକୁ ମହାନ୍ ବୋଲି ଭାବୁଛ, ଆମ୍ଭ ଛଡ଼ା କହେି ନାହିଁ ବୋଲି କହୁଅଛ।'
10 Porque tu tens confiado em tua perversidade. Tu tens dito: Ninguém me vê. Tua sabedoria e teu conhecimento, têm te pervertido, e tu tens dito em teu coração: Eu sou e ninguém mais do que eu.
11 ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ ; ତୁମ୍ଭେ ଜାଣିବ ନାହିଁ ଏହା କେତବେେଳେ ଘଟିବ। ତୁମ୍ଭ ଉପ ରେ ବିପଦ ପଡ଼ିବ। ମାତ୍ର ତୁମ୍ଭେ ତାହା ଦୂର କରିପାରିବ ନାହିଁ। ତୁମ୍ଭେ ଏତେ ଶୀଘ୍ର ବିନାଶ ହବେ, ତାହା ତୁମ୍ଭେ ଜାଣିବ ନାହିଁ।
11 Portanto, o mal virá sobre ti. Tu não saberás de onde ele se levanta, e desgraça te atacará de repente, ferozmente. Tu não serás capaz de a repelir. E desolação virá sobre ti de repente, a qual tu não saberás.
12 ବର୍ତ୍ତମାନ ତୁମ୍ଭମାନେେ ମାଯାବୀ ୟାଦୁବିଦ୍ଯା ଉପ ରେ ନିର୍ଭର କର, ଯାହା ତୁମ୍ଭମାନେେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭମାନେେ ସଗେୁଡ଼ିକୁ ବ୍ଯବହାର ରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭମାନେେ ଜିତିପାର।
12 Levanta agora com teus encantamentos e com a multidão de tuas feitiçarias, em que tu tens trabalhado desde tua juventude. Se então tu fores capaz de te beneficiar, se então tu fores, poderás prevalecer.
13 ତୁମ୍ଭରତ ବହୁ ଉପଦେଷ୍ଟା ଅଛନ୍ତି। ତୁମ୍ଭେ ଆପଣାର ଅପାର ମନ୍ତ୍ରଣା ରେ କ୍ଲାନ୍ତ ହାଇେଅଛ। ଏବେ ସହେି ଜ୍ଯୋତିଷମାନ, ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
13 Tu estás cansado na multidão de teus conselhos. Deixa agora os astrólogos, os observadores das estrelas, os prognosticadores mensais ficarem de pé e te salvarem destas coisas que virão sobre ti.
14 ସମାନେେ ତ ନିଜକୁ ରକ୍ଷା କରିପାରିବେ ନାହିଁ, ସମାନେେ କୁଟାପରି ଅଗ୍ନି ରେ ଦଗ୍ଧିଭୂତ ହବେେ। ସମାନେେ ଅଗ୍ନିଶିଖାର ବଳରୁ ନିଜକୁ ଉଦ୍ଧାର କରିପାରିବେ ନାହିଁ। ତାହା ଏପରି ଦଗ୍ଧିଭୂତ ହବେ ଯେ କୌଣସି ଅଙ୍ଗାର ରହିବ ନାହିଁ, ଫଳ ରେ ଉଷ୍ଣ ହବୋକୁ ତାହା ରହିବ ନାହିଁ।
14 Eis que eles serão como restolho, o fogo os queimará. Eles não livrarão a si mesmos do poder da chama. Não há de existir uma brasa para nela se aquecer, nem fogo para se assentar diante dele.
15 ଯେଉଁ ବିଷଯ ପ୍ରତି ତୁମ୍ଭେ ପରିଶ୍ରମ କରିଅଛ, ସେ ସବୁ ତୁମ୍ଭପ୍ରତି ଏହିପରି ଘଟିବ। ଯେଉଁମାନେ ୟୌବନରୁ ତୁମ୍ଭ ସହିତ ବାଣିଜ୍ଯ କରିଅଛନ୍ତି, ସମାନେେ ପ୍ରେତ୍ୟକକ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କହେି ରହିବେ ନାହିଁ।'
15 Deste modo eles estarão diante de ti com aqueles com quem tu tens trabalhado, teus comerciantes, desde tua juventude. Eles vaguearão cada um para seu lado; ninguém te salvará.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 47, comparar traduções ou montar um estudo — tudo direto pelo WhatsApp.