Isaías 46
Oriya Bible (GL_ORIYA) vs VC
1 ବେଲ୍ ଓ ନବୋ ଆମ୍ଭ ସମ୍ମୁଖ ରେ ଅବନତ ହବେେ। ସମାନଙ୍କେର ପ୍ରତିମାଗୁଡ଼ିକ ଜନ୍ତୁ ଓ ପଶୁମାନଙ୍କ ଉପ ରେ ଥୁଆ ହାଇେଛନ୍ତି। ସଗେୁଡ଼ିକ ବୋଝପରି ତୁମ୍ଭମାନେେ ବହି ଚାଲିଲ, ତାହା କ୍ଲାନ୍ତ ପଶୁମାନଙ୍କ ପାଇଁ କବଳେ ଭାର ହାଇେଅଛି।
1 Bel cai, Nebo desmorona. Suas estátuas são carregadas em lombo de mula, fazem delas o fardo de animais exaustos.
2 ସମାନେେ ଅବନତ ହୁଅନ୍ତି, ସମାନେେ ଏକତ୍ର ନତ ହୁଅନ୍ତି। ସମାନେେ ଭାର ରକ୍ଷା କରି ପାରିଲେ ନାହିଁ, ନିଜେ ନିଜେ ବନ୍ଦୀ ହାଇଗେଲେ।
2 Desmoronam todos e desabam; incapazes de salvar aqueles que os carregam, vão eles mesmos ao cativeiro.
3 ହେ ଯାକୁବର ପରିବାର, ହେ ଇଶ୍ରାୟେଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭମାନେେ ଗର୍ଭସ୍ଥ ହବୋ ଦିନଠାରୁ ଆମ୍ଭଦ୍ବାରା ବାହିତ ହାଇେଅଛ।
3 Ouvi-me, casa de Jacó, e vós, sobreviventes da casa de Israel, que eu carreguei desde vosso nascimento e sustentei desde o seio materno:
4 ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ଯ ପର୍ୟ୍ଯନ୍ତ ତୁମ୍ଭକୁ ବହନ କରିବୁ। ପକ୍ବକେଶ ହବୋ ପର୍ୟ୍ଯନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା।
4 permanecerei o mesmo até vossa velhice, sustentar-vos-ei até o tempo dos cabelos brancos; eu vos carregarei como já carreguei, cuidarei de vós e preservar-vos-ei;
5 ତୁମ୍ଭେ ଆମ୍ଭକୁ କାହା ସହିତ ତୁଳନା କରି ପାରିବ କି ? ନା, କାରଣ କୌଣସି ଲୋକ ଆମ୍ଭ ସହିତ ସମାନ ନୁହେଁ। ତୁମ୍ଭେ ଆମ୍ଭ ବିଷଯ ରେ ସମ୍ପୂର୍ଣ୍ଣ ଅଜ୍ଞ। ଆମ୍ଭ ସଦୃଶ କହେି ନାହିଁ।
5 a quem podereis comparar-me ou igualar-me? Quem poreis em paralelo comigo, que me seja igual?
6 ସମାନେେ ଥଳିରୁ ସୁନା ଢ଼ାଳନ୍ତି ଓ ନିକ୍ତି ରେ ରୂପା ତୌଲନ୍ତି। ସମାନେେ ସୁନାରିକୁ ଗୋଟିଏ ଦବେତା ଗଢ଼ିବା ପାଇଁ ମୂଲ୍ଯ ଦିଅନ୍ତି ଓ ସେ ଗୋଟିଏ ଦବେତା ନିର୍ମାଣ କରେ। ସମାନେେ ତାକୁ ପ୍ରଣାମ କରି ପୂଜା କରନ୍ତି।
6 Eis os que desembolsam seu ouro, e pesam a prata na balança; contratam um ourives para que ele faça um deus, diante do qual se prostram em adoração;
7 ସମାନେେ ତାହାକୁ ସ୍କନ୍ଧ ରେ ବହନ କରି ନିଅନ୍ତି। ତାକୁ ନଇେ ତା'ର ସ୍ଥାନ ରେ ରଖନ୍ତି। ସେ ସ୍ଥାନ ରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦବେ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।
7 eles o carregam nos ombros e o transportam, depois o colocam em seu posto, onde se mantém, sem mais poder mover-se. Por mais que o invoquem, nunca responde, e não salva do infortúnio;
8 ତୁମ୍ଭମାନେେ ଏହା ସ୍ମରଣ କର ଓ ଶକ୍ତିଶାଳୀ ହୁଅ। ହେ ତୁମ୍ଭମାନେେ ଯେଉଁମାନେ ଅପରାଧ କର, ଏବିଷଯ ରେ ଚିନ୍ତା କର।
8 lembrai-vos disso, sede razoáveis, e entrai em vós mesmos, pecadores.
9 ପୁରାତନ କଥାକୁ ସ୍ମରଣ କର, କାରଣ ଆମ୍ଭେ ପରମେଶ୍ବର ଓ ଅଦ୍ବିତୀୟ, ଆମ୍ଭ ତୁଲ୍ଯ ଅନ୍ୟ କହେି ନାହିଁ।
9 Recordai-vos do que se passou outrora. Só eu sou Deus, e não há nenhum outro, eu sou Deus e ninguém me é semelhante.
10 ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।
10 Desde o princípio eu predisse o futuro, anuncio antecipadamente o que ainda não se cumpriu. Meu plano realizar-se-á, executarei todas as minhas vontades.
11 ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ଯକୁ ଆହ୍ବାନ କରୁ। ସହେି ମନୁଷ୍ଯଟି ଉତ୍କ୍ରୋଶ ପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହାହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା।
11 Chamo do oriente uma ave de rapina, de uma terra longínqua o homem de meus desígnios. O que disse, executarei; o que concebi, realizarei.
12 ହେ ଧର୍ମରୁ ବିରତ କଠିନ ହୃଦଯ ଲୋକେ, ଆମ୍ଭର କଥା ଶୁଣ।
12 Escutai-me, homens desanimados, que vos julgais longe da salvação!
13 ଆମ୍ଭେ ପରିତ୍ରାଣ ଓ ଧର୍ମ ଆଣିବୁ, ତାହା ବେଶି ଦୂର ନୁହେଁ। ଆମ୍ଭ ପରିତ୍ରାଣର ବିଳମ୍ବ ଘଟିବ ନାହିଁ ; ଆମ୍ଭର ଗୌରବ ସ୍ବରୂପ ଇଶ୍ରାୟେଲ ପାଇଁ ଆମ୍ଭେ ସିୟୋନ ପ୍ରତି ପରିତ୍ରାଣ ଆଣିବା।
13 Faço aproximar-se a salvação que prometi; ela não está longe: e a libertação que predisse não tardará. Darei a vitória a Sião, e minha glória a Israel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 46, comparar traduções ou montar um estudo — tudo direto pelo WhatsApp.