Isaías 45
Oriya Bible (GL_ORIYA) vs ACF
1 ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।
1 Assim diz o SENHOR ao seu ungido, a Ciro, a quem tomo pela mão direita, para abater as nações diante de sua face, e descingir os lombos dos reis, para abrir diante dele as portas, e as portas não se fecharão.
2 ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ୟିବା, ଉଚ୍ଚସ୍ଥାନକୁ ସମାନ କରିବା, ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା ଲୌହ ଅର୍ଗଳସବୁ କାଟି ପକାଇବା।
2 Eu irei adiante de ti, e endireitarei os caminhos tortuosos; quebrarei as portas de bronze, e despedaçarei os ferrolhos de ferro.
3 ପୁଣି ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନ ରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦବୋ। ତାହା ହେଲେ ତୁମ୍ଭେ ଜାଣିବ ଯେ ଆମ୍ଭେ ତୁମ୍ଭର ସଦାପ୍ରଭୁ ଓ ଆମ୍ଭେ ତୁମ୍ଭର ନାମ ଧରି ଆହ୍ବାନ କରୁଥିଲୁ। ଆମ୍ଭେ ଇଶ୍ରାୟେଲର ପରମେଶ୍ବର ଏହା ମଧ୍ଯ ତୁମ୍ଭେ ଜାଣି ପାରିବ।
3 Dar-te-ei os tesouros escondidos, e as riquezas encobertas, para que saibas que eu sou o Senhor, o Deus de Israel, que te chama pelo teu nome.
4 ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ ଓ ଆମ୍ଭ ମନୋନୀତ ଇଶ୍ରାୟେଲ ନିମନ୍ତେ ଏହିକାର୍ୟ୍ଯ କରୁଅଛୁ। ତେଣୁ ଆମ୍ଭେ କୋରସ ନାମଧରି ଡ଼ାକୁଅଛୁ। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ଯ ଆମ୍ଭେ ତୁମ୍ଭକୁ ସହେି ଉପାଧି ଦଇେଅଛୁ।
4 Por amor de meu servo Jacó, e de Israel, meu eleito, eu te chamei pelo teu nome, pus o teu sobrenome, ainda que não me conhecesses.
5 ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅଦ୍ବିତୀୟ। ଆମ୍ଭ ବ୍ଯତୀତ ପରମେଶ୍ବର କହେି ନାହାଁନ୍ତି। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ଯ ଆମ୍ଭେ ତୁମ୍ଭକୁ ସୁଦୃଢ଼ କରିବା।
5 Eu sou o Senhor, e não há outro; fora de mim não há Deus; eu te cingirei, ainda que tu não me conheças;
6 ସୂର୍ େଯ୍ଯାଦଯର ସ୍ଥାନରୁ ପଶ୍ଚିମ ଦିଗ ପର୍ୟ୍ଯନ୍ତ ସମସ୍ତ ଲୋକେ ଜାଣିବେ ଯେ ଆମ୍ଭ ବ୍ଯତୀତ ଅନ୍ୟ ପରମେଶ୍ବର ନାହାଁନ୍ତି। ଆମ୍ଭେ ସଦାପ୍ରଭୁ ଓ ଅଦ୍ବିତୀୟ ଆଉ କହେି ନାହିଁ।
6 Para que se saiba desde o nascente do sol, e desde o poente, que fora de mim não há outro; eu sou o Senhor, e não há outro.
7 ଆମ୍ଭେ ଆଲୋକ ସୃଷ୍ଟିକରୁ ଓ ଆମ୍ଭେ ଅନ୍ଧକାର ମଧ୍ଯ ସୃଷ୍ଟି କରୁ। ଆମ୍ଭେ ଶାନ୍ତି ରଚନା କରୁ ଓ ଅନିଷ୍ଟ ମଧ୍ଯ ସୃଷ୍ଟି କରୁ। ଆମ୍ଭେ ସଦାପ୍ରଭୁ ଏ ସମସ୍ତ ସାଧନ କରୁ।
7 Eu formo a luz, e crio as trevas; eu faço a paz, e crio o mal; eu, o Senhor, faço todas estas coisas.
8 ହେ ଆକାଶମଣ୍ଡଳ, ତୁମ୍ଭେ ବିଜଯ, ଧର୍ମ ଓ ନ୍ଯାଯ ମେଘ ଆକାର ରେ ବର୍ଷଣ କର। ହେ ପୃଥିବୀ, ତୁମ୍ଭେ ବିଦୀର୍ଣ୍ଣ ହୁଅ ; ପରିତ୍ରାଣ, ଧାର୍ମିକତା ଅଙ୍କୁରିତ ହେଉ ; ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରୁଅଛୁ।
8 Destilai, ó céus, dessas alturas, e as nuvens chovam justiça; abra-se a terra, e produza a salvação, e ao mesmo tempo frutifique a justiça; eu, o Senhor, as criei.
9 ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧ ରେ ୟାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ'ଣ ତା'ର ନିର୍ମାଣକର୍ତ୍ତା ସହ ୟୁକ୍ତି କରିବ, ମାେତେ କାହିଁକି ନିର୍ମାଣ କରୁଛ ?' ସହେିପରି ତୁମ୍ଭର କର୍ମ କ'ଣ କହିବ ତୁମ୍ଭର ହାତ ନାହିଁ।
9 Ai daquele que contende com o seu Criador! o caco entre outros cacos de barro! Porventura dirá o barro ao que o formou: Que fazes? ou a tua obra: Não tens mãos?
10 ପିତା ସନ୍ତାନମାନଙ୍କୁ ଜନ୍ମ ଦିଏ, କିନ୍ତୁ ସନ୍ତାନମାନେ କ'ଣ ପିତାକୁ ପ୍ରଶ୍ନ କରୁଛନ୍ତି। ତୁମ୍ଭେ ଆମ୍ଭକୁ କାହିଁକି ଜୀବନ ଦଇେଛ ?' ସମାନେେ ମଧ୍ଯ ତାଙ୍କର ମାଆକୁ କାହିଁକି ପ୍ରସବ କରୁଅଛ ବୋଲି ପ୍ରଶ୍ନ କରନ୍ତି ନାହିଁ। ତେଣୁ ଯେ ପ୍ରଶ୍ନ କରନ୍ତି, ସମାନେେ ସନ୍ତାପର ପାତ୍ର।'
10 Ai daquele que diz ao pai: Que é o que geras? E à mulher: Que dás tu à luz?
11 ସଦାପ୍ରଭୁ ଯେ ଇଶ୍ରାୟେଲର ଧର୍ମସ୍ବରୂପ ଓ ନିର୍ମାଣ କର୍ତ୍ତା, ସେ ଏହି କଥା କୁହନ୍ତି,
11 Assim diz o Senhor, o Santo de Israel, aquele que o formou: Perguntai-me as coisas futuras; demandai-me acerca de meus filhos, e acerca da obra das minhas mãos.
12 ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ ଓ ପୃଥିବୀସ୍ଥ ସମସ୍ତ ବାସିନ୍ଦାଙ୍କୁ ସୃଷ୍ଟି କରିଅଛୁ। ଆମ୍ଭ ସ୍ବହସ୍ତ ନିର୍ମିତ ଆକାଶମଣ୍ଡଳକୁ ବିସ୍ତାର କରିଅଛୁ ଓ ତହିଁରେ ସକଳ ସୈନ୍ଯସାମନ୍ତଙ୍କୁ ଆମ୍ଭେ ଆଜ୍ଞା ଦଇେଅଛୁ।
12 Eu fiz a terra, e criei nela o homem; eu o fiz; as minhas mãos estenderam os céus, e a todos os seus exércitos dei as minhas ordens.
13 ଆମ୍ଭେ ତାଙ୍କୁ ଭଲ କାର୍ୟ୍ଯ ଉଦ୍ଦେଶ୍ଯ ରେ ଜାଗରିତ କରୁ, ସେ ଆମ୍ଭର ନଗର ନିର୍ମାଣ କରିବ। ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ମୁକ୍ତ କରିବ। ସେଥିପାଇଁ ସେ କୌଣସି ମୂଲ୍ଯ ବା ପୁରସ୍କାର ଆମ୍ଭଠାରୁ ନବେ ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କୁହନ୍ତି।
13 Eu o despertei em justiça, e todos os seus caminhos endireitarei; ele edificará a minha cidade, e soltará os meus cativos, não por preço nem por presente, diz o Senhor dos Exércitos.
14 ସଦାପ୍ରଭୁ କୁହନ୍ତି, ମିଶରର ସମ୍ପଦ, କୂଶର ବାଣିଜ୍ଯର ଲାଭ ଓ ଦୀର୍ଘକାଯ ସବାଯୀଯମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହବେେ। ସମାନେେ ତୁମ୍ଭର ଅନୁସରଣ କରିବେ। ସମାନେେ ହସ୍ତ ରେ ଶୃଙ୍ଖଳାବଦ୍ଧ ହାଇେ ଆସିବେ, ପୁଣି ସମାନେେ ତୁମ୍ଭକୁ ପ୍ରଣାମ କରିବେ ଓ ନିବଦନେ କରି କହିବେ, ପ୍ରକୃତ ରେ ଇଶ୍ରାୟେଲର ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି, ତାଙ୍କ ବିନା ଆଉ କହେି ପରମେଶ୍ବର ନାହାଁନ୍ତି ଓ ତାଙ୍କ ବ୍ଯତୀତ ଆଉ କହେି ମଧ୍ଯ ନାହାଁନ୍ତି।
14 Assim diz o SENHOR: O trabalho do Egito, e o comércio dos etíopes e dos sabeus, homens de alta estatura, passarão para ti, e serão teus; irão atrás de ti, virão em grilhões, e diante de ti se prostrarão; far-te-ão as suas súplicas, dizendo: Deveras Deus está em ti, e não há nenhum outro deus.
15 ହେ ତ୍ରାଣକର୍ତ୍ତା, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ନିଶ୍ଚଯ ଆତ୍ମା ଗୋପନକାରୀ ପରମେଶ୍ବର ଅଟ।,
15 Verdadeiramente tu és o Deus que te ocultas, o Deus de Israel, o Salvador.
16 ସମାନେେ ସମସ୍ତେ ଲଜ୍ଜିତ ଓ ଲାଞ୍ଚିତ ହବେେ। ପ୍ରତିମା ନିର୍ମାଣକାରୀ ସମସ୍ତେ ଏକା ସଙ୍ଗେ ଅପମାନିତ ହବେେ।
16 Envergonhar-se-ão, e também se confundirão todos; cairão juntamente na afronta os que fabricam imagens.
17 ମାତ୍ର ଇଶ୍ରାୟେଲ ସଦାପ୍ରଭୁଙ୍କ ଦ୍ବାରା ଅନନ୍ତକାଳସ୍ଥାଯୀ ପରିତ୍ରାଣ ପାଇବ ; ତୁମ୍ଭମାନେେ ୟୁଗ ୟୁଗାନ୍ତ ୟାଏ ଲଜ୍ଜିତ କିମ୍ବା ବିବ୍ରତ ହବେ ନାହିଁ।
17 Porém Israel é salvo pelo Senhor, com uma eterna salvação; por isso não sereis envergonhados nem confundidos em toda a eternidade.
18 ସଦାପ୍ରଭୁ ହିଁ ପରମେଶ୍ବର, ସେ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା, ସେ ପୃଥିବୀର ମଧ୍ଯ ନିର୍ମାଣକାରୀ, ସେ ଏହାକୁ ସ୍ଥାପନ କଲେ, ସେ ତାକୁ ଶୂନ୍ଯପରି ସୃଷ୍ଟି କଲେ ନାହିଁ। ସେ ତାକୁ ବସତି ପାଇଁ ସ୍ଥାପନ କଲେ। ତେଣୁ ତାଙ୍କ ବିନା ଅନ୍ୟ ପରମେଶ୍ବର କହେି ନାହାଁନ୍ତି।
18 Porque assim diz o Senhor que tem criado os céus, o Deus que formou a terra, e a fez; ele a confirmou, não a criou vazia, mas a formou para que fosse habitada: Eu sou o Senhor e não há outro.
19 ଆମ୍ଭେ ଗୋପନ ରେ କରି ନାହୁଁ କିମ୍ବା ଅନ୍ଧକାରମଯ ଦେଶର କୌଣସି ସ୍ଥାନ ରେ କହି ନାହୁଁ। ଏହା ଆମ୍ଭେ ଯାକୁବ ପରିବାରକୁ କହି ନାହୁଁ ; ତୁମ୍ଭେ ମାେତେ ନଗଣ୍ଯ ଭାବରେ ଅନୁସରଣ କର। ମୁଁ ସଦାପ୍ରଭୁ, ମୁଁ ସତ୍ଯ କ ହେ, ମୁଁ ନ୍ଯାଯ କ ହେ ଏବଂ ସରଳ କଥା କ ହେ।
19 Não falei em segredo, nem em lugar algum escuro da terra; não disse à descendência de Jacó: Buscai-me em vão; eu sou o Senhor, que falo a justiça, e anuncio coisas retas.
20 ହେ ନାନା ଦେଶୀଯ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହାଇେ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖାଦେିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦବେତା ନିକଟରେ ପ୍ରାର୍ଥନା କରନ୍ତି, ସମାନଙ୍କେର କିଛି ଜ୍ଞାନ ନାହିଁ।
20 Congregai-vos, e vinde; chegai-vos juntos, os que escapastes das nações; nada sabem os que conduzem em procissão as suas imagens de escultura, feitas de madeira, e rogam a um deus que não pode salvar.
21 ତୁମ୍ଭମାନେେ ଆସ ଓ ତାହା ଉପସ୍ଥିତ କର ; ସମାନେେ ପରସ୍ପର ମନ୍ତ୍ରଣା କରନ୍ତୁ।
21 Anunciai, e chegai-vos, e tomai conselho todos juntos; quem fez ouvir isto desde a antiguidade? Quem desde então o anunciou? Porventura não sou eu, o Senhor? Pois não há outro Deus senão eu; Deus justo e Salvador não há além de mim.
22 ହେ ପୃଥିବୀ ପ୍ରାନ୍ତସ୍ଥ ସମସ୍ତ ଲୋକ, ତୁମ୍ଭମାନେେ ଆମ୍ଭପ୍ରତି ଦୃଷ୍ଟି କର ଓ ପରିତ୍ରାଣ ପ୍ରାପ୍ତ ହୁଅ। କାରଣ ଆମ୍ଭେ ପରମେଶ୍ବର ଓ ଆମ୍ଭ ଛଡ଼ା ଅନ୍ୟ ପରମେଶ୍ବର ନାହିଁ।
22 Olhai para mim, e sereis salvos, vós, todos os termos da terra; porque eu sou Deus, e não há outro.
23 ଆମ୍ଭେ ଆପଣା ନାମ ଦଇେ ଶପଥ କରିଅଛୁ ଓ ଯେଉଁ ଧର୍ମମଯବାଣୀ ଆମ୍ଭ ମୁଖରୁ ନିର୍ଗତ ହାଇେଛି, ତାହା ଅନ୍ୟଥା ହବେ ନାହିଁ। ଆମ୍ଭ ସମ୍ମୁଖ ରେ ପ୍ରେତ୍ୟକକ ନତଜାନୁ ହବେେ ଓ ପ୍ରେତ୍ୟକକ ଜିହ୍ବା ଶପଥ କରିବ।
23 Por mim mesmo tenho jurado, já saiu da minha boca a palavra de justiça, e não tornará atrás; que diante de mim se dobrará todo o joelho, e por mim jurará toda a língua.
24 ତାହା ହେଲେ ଲୋକେ କହିବେ, କବଳେ ସଦାପ୍ରଭୁଙ୍କଠା ରେ ଧାର୍ମିକତା ଓ ଶକ୍ତି ଅଛି।'
24 De mim se dirá: Deveras no Senhor há justiça e força; até ele virão, mas serão envergonhados todos os que se indignarem contra ele.
25 ଇଶ୍ରାୟେଲର ସମୁଦାଯ ବଂଶ ସଦାପ୍ରଭୁଙ୍କଠା ରେ ଧର୍ମପ୍ରାପ୍ତ ହବେେ ଓ ଦର୍ପ କରିବେ।
25 Mas no Senhor será justificada, e se gloriará toda a descendência de Israel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 45, comparar traduções ou montar um estudo — tudo direto pelo WhatsApp.