Isaías 44
Oriya Bible (GL_ORIYA) vs ACF
1 ସହ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମଲନାନୀତ ଇଶ୍ରାଲୟଲ ଆମ୍ଭର ଯାହା କଥିତ ଶୁଣ।
1 Agora, pois, ouve, ó Jacó, servo meu, e tu, ó Israel, a quem escolhi.
2 ଆମ୍ଲଭ ସଦାପ୍ରଭୁସଯ କି ତୁମ୍ଭକୁ ଗଢ଼ିଲଲ ମାତୃ ଗର୍ଭରୁ ତୁମ୍ଭକୁସଯ ନିର୍ମାଣ କଲଲ। ୟିଏ ତୁମ୍ଭକୁ ସାହାୟ୍ଯ କଲଲ,ସସହି ସଦାପ୍ରଭୁ କୁହନ୍ତି,ସହ ଆମ୍ଭର ଦାସ ଯାକୁବ,ସହ ଆମ୍ଭର ମଲନାନୀତ ଶିଶୁଗଣ, ଭୟ କର ନାହିଁ।
2 Assim diz o Senhor que te criou e te formou desde o ventre, e que te ajudará: Não temas, ó Jacó, servo meu, e tu, Jesurum, a quem escolhi.
3 'ଆମ୍ଲଭ ତୃଷିତ ଭୂମି ଉପସର ଜଳ ଓ ଶୁଷ୍କ ଭୂମି ଉପସର ଜଳଲଷାର୍ତ ଢ଼ାଳିବା। ଆମ୍ଲଭ ତୁମ୍ଭ ବଂଶ ଉପସର ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପସର ଆପଣା ଆଶୀର୍ବାଦ ବର୍ଷାଇବା।
3 Porque derramarei água sobre o sedento, e rios sobre a terra seca; derramarei o meu Espírito sobre a tua posteridade, e a minha bênção sobre os teus descendentes.
4 ସତଣୁସସମାଲନ ଜଳଲଷାର୍ତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ଯ ବଢ଼ିବାକୁ ଲାଗିବଲ।
4 E brotarão como a erva, como salgueiros junto aos ribeiros das águas.
5 ଜଲଣ କହିବ, ଆମ୍ଲଭ ସଦାପ୍ରଭୁଙ୍କର,' ଅନ୍ୟ ଜଲଣ ଯାକୁବ'ସବାଲି ନିଜକୁ କହିବ ; ଆଉସକହି 'ସଦାପ୍ରଭୁଙ୍କର' ସ୍ବାକ୍ଷର ନିଜ ହାତସର କରିବ ଓ ଅନ୍ୟସକହି 'ଇଶ୍ରାଲୟଲର ନାମସର ନିଜକୁ ପରିଚଯ ଦଲବ।'
5 Este dirá: Eu sou do Senhor; e aquele se chamará do nome de Jacó; e aquele outro escreverá com a sua mão ao Senhor, e por sobrenome tomará o nome de Israel.
6 ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।
6 Assim diz o Senhor, Rei de Israel, e seu Redentor, o Senhor dos Exércitos: Eu sou o primeiro, e eu sou o último, e fora de mim não há Deus.
7 ଆମ୍ଭ ତୁଲ୍ଯ ଅନ୍ୟ ପରଲମଶ୍ବର ନାହାଁନ୍ତି। ଯଦି ଥାଆନ୍ତିସତଲବସସ ବର୍ତ୍ତମାନ ଆସି କୁହନ୍ତୁ।ସସ ଯଦି ଆମ୍ଭପରି,ସତଲବ ଆସି ପ୍ରମାଣ କରନ୍ତୁ।ସସ ମଧ୍ଯ କୁହନ୍ତୁ ଆମ୍ଲଭ ପୁରାତନସଲାକମାନଙ୍କୁ ସୃଷ୍ଟି କଲାସବଲଳ କ'ଣସବୁ ଘଟିଥିଲା।ସସ ମଧ୍ଯ ଭବିଷ୍ଯତସର କ'ଣ ଘଟିବ ତାହାର ସଙ୍କଲତ ଦିଅନ୍ତୁ।
7 E quem proclamará como eu, e anunciará isto, e o porá em ordem perante mim, desde que ordenei um povo eterno? E anuncie-lhes as coisas vindouras, e as que ainda hão de vir.
8 ତୁମ୍ଲଭମାଲନ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଲଭ ସର୍ବଦା କହିଛୁ ଭବିଷ୍ଯତସର କ'ଣ ଘଟିବ। ତୁମ୍ଲଭମାଲନ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରଲମଶ୍ବର ନାହାଁନ୍ତି। ଅନ୍ୟ ଶୈଳ ନାହିଁ। ଆମ୍ଲଭ ଜାଣୁ ଆମ୍ଲଭ ହିଁ ଏକମାତ୍ର।'
8 Não vos assombreis, nem temais; porventura desde então não vo-lo fiz ouvir, e não vo-lo anunciei? Porque vós sois as minhas testemunhas. Porventura há outro Deus fora de mim? Não, não há outra Rocha que eu conheça.
9 ସଯଉଁଦିନସଖାଦିତ ପ୍ରତିମା ନିର୍ମାଣ କରନ୍ତି,ସସ ସବୁ ଅସାର, ଯଦିଓସଲାଲକସସଗୁଡ଼ିକୁ ଆଦର କରନ୍ତି।ସସଗୁଡ଼ିକ ଉପକାରୀ ନୁହଁନ୍ତି।ସସହିସଲାକମାଲନ ସାକ୍ଷୀସହଲଲ ବିସସମାଲନ ଲଜ୍ଜିତସହଲବ।ସସମାଲନ କିଛିସଦଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।
9 Todos os artífices de imagens de escultura são vaidade, e as suas coisas mais desejáveis são de nenhum préstimo; e suas próprias testemunhas, nada vêem nem entendem para que sejam envergonhados.
10 କିଏ ଏପରିସଦବତା ନିର୍ମାଣ କରିଛି ୟିଏ ଅଦରକାରୀ ଏବଂ ହାନିକାରକ ? କିଏ ଏପରି ପ୍ରତିମା ଗଠନ କରିଛି ?
10 Quem forma um deus, e funde uma imagem de escultura, que é de nenhum préstimo?
11 ସଯଉଁ ଶ୍ରମିକଗଣସସହି ପ୍ରତିମା ନିର୍ମାଣ କରିଛନ୍ତି,ସସମାଲନ ମନୁଷ୍ଯ ମାତ୍ର,ସସମାଲନ ପରଲମଶ୍ବର ନୁହଁନ୍ତି।ସସମାଲନ ସମସ୍ଲତ ଯଦି ଏକତ୍ରୀତସହାଇ ଆଲୋଚନା କରିଲବ,ସତଲବସସମାଲନ ସଂପୂର୍ଣ୍ଣ ଲଜ୍ଜିତସହଲବ ଏବଂ କମ୍ପିତସହଲବ।
11 Eis que todos os seus companheiros ficarão confundidos, pois os mesmos artífices não passam de homens; ajuntem-se todos, e levantem-se; assombrar-se-ão, e serão juntamente confundidos.
12 କର୍ମକାର ପ୍ରତିମା ଗଢ଼ିଲାସବଲଳ ଲାଲ୍ ଉତ୍ତପ୍ତ ଅଙ୍ଗାରସର କର୍ମ କଲର ଓ ନିଜର ବଳିଷ୍ଠ ବାହୁ ସାହାୟ୍ଯସର ହାତୁଡ଼ିସର ତାହାର ଆକାର ତିଆରି କଲର,ସଯଲତଲବଲଳସସ କ୍ଷୁଧାର୍ତ୍ତ ହୁଏ, ତା'ର ଶକ୍ତି ହରାଏ ଓ ଜଳପାନ ନ କଲଲ ଦୁର୍ବଳସହାଇୟାଏ।
12 O ferreiro, com a tenaz, trabalha nas brasas, e o forma com martelos, e o lavra com a força do seu braço; ele tem fome e a sua força enfraquece, e não bebe água, e desfalece.
13 ଅନ୍ୟ ଜଲଣ ଶ୍ରମିକ ସୁତାଧରି ସିନ୍ଦୂରସର ଚିହ୍ନସହାଇ କାଠ ଉପସର ରନ୍ଦା ବୁଲାଇ ପ୍ରତିମାର ଆକୃତି କଲର।ସସ ତା'ର ହତିଆର ଓ ମାପ ୟନ୍ତ୍ର ବ୍ଯବହାର କରି ଠିକ୍ ମନୁଷ୍ଯ ଆକୃତିର ପ୍ରତିମା ଗଢ଼ଲ।ସସ ପ୍ରତିମାଗୁଡ଼ିକ ଘସର କିମ୍ବା ମନ୍ଦିରସର ରହିବା ପାଇଁ ମନୁଷ୍ଯର ସୁନ୍ଦରତାସର ମନୁଷ୍ଯର ପ୍ରତିମାସର ତିଆରିସହାଇଛି।
13 O carpinteiro estende a régua, desenha-o com uma linha, aplaina-o com a plaina, e traça-o com o compasso; e o faz à semelhança de um homem, segundo a forma de um homem, para ficar em casa.
14 ସସ ନିଜ ପାଇଁ ଏରସ, ତର୍ସୀ ଓ ଆଲଲାନ୍ ବୃକ୍ଷ କାଟଲ।ସସସସଗୁଡ଼ିକ ଜଙ୍ଗଲ ବୃକ୍ଷମାନଙ୍କ ମଧିଅଲର ବଢ଼ାଇଥାଏ। ମାତ୍ରସସ ଦଲବଦାରୁସରାପଣ କଲର,ସତଲବ ବର୍ଷା ତାକୁ ବଢ଼ାଇବାସର ସାହାୟ୍ଯ କଲର।
14 Quando corta para si cedros, toma, também, o cipreste e o carvalho; assim escolhe dentre as árvores do bosque; planta um olmeiro, e a chuva o faz crescer.
15 ସସହି ବ୍ଯକ୍ତି ଏରସକୁ ଜାଳଲଣି ରୂଲପ ବ୍ଯବହାର କଲର।ସସ ତାକୁସଛାଟସଛାଟ ଖଣ୍ଡ କରିସସଥିସର ଅଗ୍ନି ସଂୟୋଗ କରି ତାପ ପାଏ।ସସସସହି ନିଆଁସରସରାଟୀ ତିଆରି କଲର, ଆଉ ମଧ୍ଯସସହି କାଠର କିଛି ଅଂଶସରସଦବତା କରି ତାକୁ ପୂଜା କଲର ଓ ଏକସଖାଦିତ ପ୍ରତିମା କରି ତାହା ସମ୍ମୁଖସର ଦଣ୍ଡବତ କଲର।
15 Então serve ao homem para queimar; e toma deles, e se aquenta, e os acende, e coze o pão; também faz um deus, e se prostra diante dele; também fabrica uma imagem de escultura, e ajoelha-se diante dela.
16 ଅଧା କାଠସସ ଅଗ୍ନିସର ପୋଡ଼ଲ ଓ ଅନ୍ୟ ଅର୍ଦ୍ଧକଲସରସସ ମାଂସ ରାନ୍ଧି ଭୋଜନ କଲର।ସସଥିସରସସ ତୃପ୍ତ ହୁଏ। ଆଉ ମଧ୍ଯସସ ଅଗ୍ନି ଜାଳି ତାପ ପାଏ ଓ କସହ, ଆମ୍ଲଭ ଉଷ୍ମସହଲୁ ଓ ଆମ୍ଲଭମାଲନ ଆଲଲାକସଦଖି ପାରିଲୁ।
16 Metade dele queima no fogo, com a outra metade prepara a carne para comer, assa-a e farta-se dela; também se aquenta, e diz: Ora já me aquentei, já vi o fogo.
17 ସଯଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରଲହସସସସଥିସର ଏକସଦବତା, ଆପଣାରସଖାଦିତ ପ୍ରତିମା ନିର୍ମାଣ କଲର ଓ ତାକୁସଦବତାସବାଲି କସହ।ସସ ତାହା ଆଗସର ଦଣ୍ଡବତସହାଇ ପୂଜା କଲର। ଏବଂ ତାକୁ ପ୍ରାର୍ଥନା କରି କସହ, ତୁମ୍ଲଭ ଆମ୍ଭରସଦବତା, ଆମ୍ଭକୁ ରକ୍ଷା କର।
17 Então do resto faz um deus, uma imagem de escultura; ajoelha-se diante dela, e se inclina, e roga-lhe, e diz: Livra-me, porquanto tu és o meu deus.
18 ସସହିସଲାକମାଲନ କ'ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଚାର କରନ୍ତି ନାହିଁ।ସସମାଲନସଯପରିସଦଖି ନ ପାରିଲବ ଏଥିପାଇଁସସମାନଙ୍କର ଚକ୍ଷୁ ଓସସମାଲନସଯପରି ବୁଝି ନ ପାରିଲବ, ଏଥିପାଇଁସସମାନଙ୍କର ଚିତ୍ତସସ ମୁଦ୍ରିତ କରିଛନ୍ତି।
18 Nada sabem, nem entendem; porque tapou os olhos para que não vejam, e os seus corações para que não entendam.
19 ସସହିସଲାକମାଲନ ଭାବି ନଥାନ୍ତି।ସସମାଲନ ଏହା କରିବା ପାଇଁ ବୁଦ୍ଧି ଜ୍ଞାନ ହରାଇ ଥାନ୍ତି।ସସମାଲନ ବୁଝନ୍ତି ନାହିଁସଯ, ଅଧା କାଠସପାଡ଼ି ଆମ୍ଲଭ ଉଷୁମ ପାଇଲୁ, ଉତ୍ତପ୍ତ ଅଙ୍ଗାରସରସରାଟୀସସକି ଓ ମାଂସ ରାନ୍ଧି ଖାଇଲୁ ଓ ଅବଶିଷ୍ଟାଂଶସର ପ୍ରତିମା ଗଢ଼ିଲୁ ଯାହାକି ଅସାର ଓ ଘୃଣାୟୋଗ୍ଯ। ପୁଣିସସ କାଠ ଆଗସର ଦଣ୍ଡବତସହଲୁ।'
19 E nenhum deles cai em si, e já não têm conhecimento nem entendimento para dizer: Metade queimei no fogo, e cozi pão sobre as suas brasas, assei sobre elas carne, e a comi; e faria eu do resto uma abominação? Ajoelhar-me-ei ao que saiu de uma árvore?
20 ସଯ ଭସ୍ମସଭାଜନ କଲର,ସସ ନିଜର ଜୀବନକୁ ରକ୍ଷା କରିପାସର ନାହିଁ।ସମା ଦକ୍ଷିଣ ହସ୍ତସର ଏହି ସମସ୍ତ ବିଷଯସର କ'ଣସକୗଣସି ମିଥ୍ଯା ନାହିଁ ? କହିପାସର ନାହିଁ। ଏଣୁ ତା'ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।
20 Apascenta-se de cinza; o seu coração enganado o desviou, de maneira que já não pode livrar a sua alma, nem dizer: Porventura não há uma mentira na minha mão direita?
21 ସହ ଯାକୁବ,ସହ ଇଶ୍ରାଲୟଲ, ତୁମ୍ଲଭମାଲନ ଏହିସବୁ କଥା ସ୍ମରଣ କର। ତୁମ୍ଭମାନଙ୍କୁ ଆମ୍ଲଭ ସୃଷ୍ଟି କରିଅଛୁ।ସତଣୁ ତୁମ୍ଲଭମାଲନ ଆମ୍ଭର ଦାସ।ସହ ଇଶ୍ରାଲୟଲ, ଆମ୍ଭକୁ ଭୁଲିବ ନାହିଁ।
21 Lembra-te destas coisas, ó Jacó, e Israel, porquanto és meu servo; eu te formei, meu servo és, ó Israel, não me esquecerei de ti.
22 ମଲଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଲଭ ମାର୍ଜନା କରିଅଛୁ। ପବନସର ମଲଘ ଚାଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତସହାଇଅଛି।ସତଣୁ ତୁମ୍ଲଭ ଆମ୍ଭ ନିକଟକୁସଫରିଆସ, କାରଣ ଆମ୍ଲଭ ତୁମ୍ଭକୁ ମୁକ୍ତ କରିଅଛୁ।'
22 Apaguei as tuas transgressões como a névoa, e os teus pecados como a nuvem; torna-te para mim, porque eu te remi.
23 ସହ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି।ସହ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ବନି କର।ସହ ପର୍ବତ ଗଣ,ସହ ଅରଣ୍ଯ ଓ ତନ୍ମଧ୍ଯସ୍ଥ ବୃକ୍ଷ ସମୂହ, ତୁମ୍ଲଭମାଲନ ସମସ୍ଲତ ଉଚ୍ଚ ସ୍ବରସର ପ୍ରଭୁଙ୍କର ପ୍ରଶଂସା ଗାନ କର ; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇଶ୍ରାଲୟଲକୁସଗୗରବନ୍ବିତ କରିଲବ।
23 Cantai alegres, vós, ó céus, porque o Senhor o fez; exultai vós, as partes mais baixas da terra; vós, montes, retumbai com júbilo; também vós, bosques, e todas as suas árvores; porque o Senhor remiu a Jacó, e glorificou-se em Israel.
24 ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢିଛନ୍ତି।ସସ ଏହା କୁହନ୍ତି, ଆମ୍ଲଭ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଲଭ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତସକହି ନାହିଁ।
24 Assim diz o Senhor, teu redentor, e que te formou desde o ventre: Eu sou o Senhor que faço tudo, que sozinho estendo os céus, e espraio a terra por mim mesmo;
25 ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।
25 Que desfaço os sinais dos inventores de mentiras, e enlouqueço os adivinhos; que faço tornar atrás os sábios, e converto em loucura o conhecimento deles;
26 ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।
26 Que confirmo a palavra do seu servo, e cumpro o conselho dos seus mensageiros; que digo a Jerusalém: Tu serás habitada, e às cidades de Judá: Sereis edificadas, e eu levantarei as suas ruínas;
27 ଆମ୍ଲଭ ଗଭୀର ଜଳକୁ ଶୁଷ୍କସହବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦଲଉ।
27 Que digo à profundeza: Seca-te, e eu secarei os teus rios.
28 ଆମ୍ଲଭସକାରସ ବିଷଯସର କହୁ, ତୁମ୍ଲଭ ଆମ୍ଭସମଷପାଳକ, ତୁମ୍ଲଭ ଆମ୍ଭର ମଙ୍ଗଳ କରିବ। ତୁମ୍ଲଭ ୟିରୁଶାଲମ ପୁନଃନିର୍ମିତସହବସବାଲି କହିବ।' ପୁଣି ମନ୍ଦିରର ମୂଳଦୁଆ ସ୍ଥାପିତସହବସବାଲି ତୁମ୍ଲଭ କହିବ।'
28 Que digo de Ciro: É meu pastor, e cumprirá tudo o que me apraz, dizendo também a Jerusalém: Tu serás edificada; e ao templo: Tu serás fundado.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 44, comparar traduções ou montar um estudo — tudo direto pelo WhatsApp.