Isaías 43

Oriya Bible (GL_ORIYA) vs VC

Sair da comparação
VC Versão Católica
1 ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇଶ୍ରାୟେଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସହେି ସଦାପ୍ରଭୁ ଏହି କଥା କୁହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ବାନ କରୁଅଛୁ, ତୁମ୍ଭେ ଆମ୍ଭର।
1 E agora, eis o que diz o Senhor, aquele que te criou, Jacó, e te formou, Israel: Nada temas, pois eu te resgato, eu te chamo pelo nome, és meu.
2 ତୁମ୍ଭେ ଯେତବେେଳେ ଦୁଃଖ ରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହବେୁ। ଜଳ ମଧିଅରେ ଗମନ କଲା ବେଳେ ତୁମ୍ଭର ସଙ୍ଗୀ ହବେୁ। ଫଳ ରେ ତୁମ୍ଭେ ଜଳ ରେ ମଗ୍ନ ହବେ ନାହିଁ। ଅଗ୍ନି ରେ ଗମନ କଲା ବେଳେ ଦଗ୍ଧିଭୂତ ହବେ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।
2 Se tiveres de atravessar a água, estarei contigo. E os rios não te submergirão; se caminhares pelo fogo, não te queimarás, e a chama não te consumirá.
3 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଇଶ୍ରାୟେଲ ଧର୍ମସ୍ବରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ଯ ସ୍ବରୂପ ରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କ୍ରୁଶ୍ ଓ ଶିବାଦେଶ ଦଇେଅଛୁ।
3 Pois eu sou o Senhor, teu Deus, o Santo de Israel, teu salvador. Dou o Egito por teu resgate, a Etiópia e Sabá em compensação.
4 ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ଯବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ ରମେ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନ ରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳ ରେ ଗୋଷ୍ଠୀମାନଙ୍କୁ ଦବୋ।'
4 Porque és precioso a meus olhos, porque eu te aprecio e te amo, permuto reinos por ti, entrego nações em troca de ti.
5 ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା।
5 Fica, tranqüilo, pois estou contigo, do oriente trarei tua raça, e do ocidente eu te reunirei.
6 ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ି ଦିଅ ଓ ଦକ୍ଷିଣ ଦିଗକୁ କହିବା ସମାନଙ୍କେୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ଯାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ।
6 Devolve-os!, direi ao setentrião e ao meio-dia: Não os retenhas! Traze meus filhos das longínquas paragens, e minhas filhas dos confins da terra;
7 ଆମ୍ଭ ନାମ ରେ ଖ୍ଯାତ ଓ ଯାହାକୁ ଆମ୍ଭେ ଆମ୍ଭର ଗୌରବାର୍େଥ ସୃଷ୍ଟି କରିଅଛୁ, ଏହିପରି ପ୍ରତ୍ଯକ ଲୋକଙ୍କୁ ଆଣ। ଆମ୍ଭେ ତାହାକୁ ଗଢ଼ିଅଛୁ ଓ ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।'
7 todos aqueles que trazem meu nome, e que criei para minha glória.
8 ପରମେଶ୍ବର କୁହନ୍ତି, ଚକ୍ଷୁଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର ସହେି ଲୋକଙ୍କୁ ବାହାର କରିଆଣ।
8 Fazei comparecer o povo cego apesar de ter olhos, e os surdos que têm ouvidos!
9 ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରୀତ ହୁଅନ୍ତୁ। ସମାନଙ୍କେ ମଧ୍ଯରୁ କିଏ ଏହା ପ୍ରକାଶ କରିପା ରେ ଓ ଆଦ୍ଯ ବିଷଯମାନ ଦଖାଇେ ଦଇପୋ ରେ ? ସମାନେେ ଦୋଷମୁକ୍ତ ହବୋକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସମାନେେ ପୁଣି ଏହା ସତ୍ଯ ବୋଲି କୁହନ୍ତୁ।'
9 Que todas as nações se congreguem e que os povos se reúnam! Quem dentre eles soube predizer o que se passa, e foi o primeiro que no-lo fez saber? Que apresentem suas testemunhas para justificar suas pretensões, que sejam ouvidas para que se possa dizer: É exato.
10 ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ଆମ୍ଭର ସାକ୍ଷୀ ଓ ତୁମ୍ଭମାନେେ ମାରେ ମନୋନୀତ ଦାସ। କାରଣ ତୁମ୍ଭମାନେେ ମାଠାେ ରେ ବିଶ୍ବାସ ରଖନ୍ତୁ ବୋଲି ପ୍ରଚାର କରିବ ଓ ଆମ୍ଭେ ସହେି ଅଟୁ ବୋଲି ସମାନେେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ବର, ପୂର୍ବରୁ କହେି ପରମେଶ୍ବର ନ ଥିଲେ କି ପ ରେ କହେି ଈଶ୍ବର ହବେେ ନାହିଁ।
10 Vós sois minhas testemunhas, diz o Senhor, e meus servos que eu escolhi, a fim de que se reconheça e que me acreditem e que se compreenda que sou eu. Nenhum deus foi formado antes de mim, e não haverá outros depois de mim.
11 ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ଯତୀତ ତ୍ରାଣକର୍ତ୍ତା କହେି ନାହାନ୍ତି।
11 Fui eu, sou eu o Senhor, não há outro salvador a não ser eu.
12 ଆମ୍ଭେ ତାକୁ ପ୍ରକାଶ କରିଅଛୁ ଏବଂ ଆମ୍ଭେ ପରିତ୍ରାଣ କରିଅଛୁ, ତୁମ୍ଭମାନଙ୍କ ମଧିଅରେ କହେି ବିଦେଶୀଯ ଦବେତା ନ ଥିଲେ, ଆମ୍ଭେ ଦଖାଇେଅଛୁ। ଏଣୁ ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ବର ଅଟୁ।'
12 Sou eu quem predisse e salvei, e não um deus estranho entre vós. Vós sois minhas testemunhas, diz o Senhor, eu sou Deus
13 ଆମ୍ଭେ ସର୍ବଦା ଅନନ୍ତ ପରମେଶ୍ବର ହାଇେ ରହିବୁ। ଆମ୍ଭେ ଯାହା କରିବୁ କହେି ତାହା ଅନ୍ୟଥା କରିପାରିବ ନାହିଁ। ଆମ୍ଭ ପରାକ୍ରମ ନିକଟରେ କହେି ହେଲେ ଅନ୍ୟଜଣକୁ ରକ୍ଷା କରିପାରିବ ନାହିଁ।
13 desde toda a eternidade. Ninguém poderia escapar de minha mão; quando executo, quem poderia destruir minha obra?
14 ତୁମ୍ଭମାନଙ୍କର ମୁକ୍ତିଦାତା, ଇଶ୍ରାୟେଲର ପବିତ୍ର ସ୍ବରୂପ ସଦାପ୍ରଭୁ ଏହିକଥା କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ଯବାହିନୀ ପଠାଇଅଛୁ। ମୁଁ ସହେି ଫାଟକକୁ ଭାଙ୍ଗି ଦବେି। କଲଦୀଯମାନଙ୍କର ଚିତ୍କାର ଦୁଃଖ ରେ ପରିଣତ ହବେ।
14 Eis o que diz o Senhor, vosso Redentor, o Santo de Israel: Por vossa causa, envio a Babilônia, a fim de fazer cair os ferrolhos dos cárceres, e os caldeus lamentar-se-ão em altos brados.
15 ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ଧର୍ମସ୍ବରୂପ, ଇଶ୍ରାୟେଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁଁ।
15 Eu sou o Senhor, vosso Santo, o criador de Israel, vosso rei.
16 ସଦାପ୍ରଭୁ ସମୁଦ୍ର ରେ ପଥ ନିର୍ମାଣ କରିବେ। ଏପରିକି ତାଙ୍କ ଲୋକମାନଙ୍କ ପାଇଁ ଅଶାନ୍ତ ଜଳରାଶି ମଧିଅରେ ମାର୍ଗ ତିଆରି କରିବେ। ପୁଣି ସଦାପ୍ରଭୁ କୁହନ୍ତି,
16 Eis o que diz o Senhor que abriu uma passagem através do mar, um caminho em meio às ondas,
17 ଯେଉଁ ଲୋକମାନେ ରଥ, ଅଶ୍ବ, ସୈନ୍ଯ ଓ ବୀରଗଣଙ୍କୁ ନଇେ ମାେ ବିପକ୍ଷ ରେ ଲଢ଼ିବେ, ସେ ଲୋକମାନଙ୍କର ପତନ ଘଟିବ, ସମାନେେ କବେେ ଉଠିବେ ନାହିଁ। ସମାନେେ ଧ୍ବଂସ ହବେେ ଓ ଛଣପଟ ପରି ଲିଭିଯିବେ।
17 que pôs em campo carros e cavalos, a tropa de soldados e chefes: eles caíram então para nunca mais se levantar; Extinguiram-se como um pavio de vela.
18 ତେଣୁ ଆଦ୍ଯ ରେ ଘଟିଥିବା ବିଷଯକୁ ସ୍ମରଣ କର ନାହିଁ କିମ୍ବା ବହୁବର୍ଷ ପୂର୍ବେ ଘଟିଥିବା ବିଷଯକୁ ବିବଚେନା କର ନାହିଁ।
18 Não vos lembreis mais dos acontecimentos de outrora, não recordeis mais as coisas antigas,
19 କାରଣ ଆମ୍ଭେ ନୂତନ କାର୍ୟ୍ଯ କରିବୁ। ଏବେ ତୁମ୍ଭେ ଅଙ୍କୁରିତ ହବେ। ତୁମ୍ଭେ ଏହା ସତ୍ଯ ବୋଲି ନିଶ୍ଚିତ ଜାଣିବ। ଆଉ ମଧ୍ଯ ଆମ୍ଭେ ପ୍ରାନ୍ତର ମଧିଅରେ ପଥ ଓ ମରୁଭୂମିରେ ନଦନଦୀ କରିବା।
19 porque eis que vou fazer obra nova, a qual já surge: não a vedes? Vou abrir uma via pelo deserto, e fazer correr arroios pela estepe.
20 ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସମାନେେ ଆମ୍ଭର ଗୌରବ କରିବେ।
20 Dar-me-ão glória os animais selvagens, os chacais e as avestruzes, pois terei feito jorrar água no deserto, e correr arroios na estepe, para saciar a sede de meu povo, meu eleito;
21 ସହେି ଲୋକମାନଙ୍କୁ ଆମ୍ଭର ପ୍ରଶଂସାଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।
21 o povo, que formei para mim, contará meus feitos.
22 ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇଶ୍ରାୟେଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହାଇେଅଛ।
22 No entanto, não foste tu que me chamaste, Jacó, tu não te fatigaste por mim, Israel.
23 ଆମ୍ଭ ନିମନ୍ତେ ନିଜର ଉତ୍ସର୍ଗ ମଷଗେୁଡ଼ିକୁ ଆମ୍ଭ ନିକଟକୁ ଆଣି ନାହଁ। କିମ୍ବା ବଳିଦାନ ଦ୍ବାରା ଆମ୍ଭର ଅଭ୍ଯର୍ଥନା କରି ନାହଁ। ଆମ୍ଭେ ନବୈେଦ୍ଯ ନିମନ୍ତେ ତୁମ୍ଭକୁ ଦାସ ଭାବରେ ବ୍ଯବହାର କରି ନାହୁଁ କିମ୍ବା ଧୂପ ନିମନ୍ତେ ତୁମ୍ଭକୁ କ୍ଲାନ୍ତ କରି ନାହୁଁ।
23 Não me ofereceste carneiros em holocausto, nem me honraste com sacrifícios; não cobrei de ti um pesado imposto em oblações, nem te sobrecarreguei exigindo incenso.
24 ତୁମ୍ଭେ ଆମ୍ଭର ସମ୍ମାନ ନିମନ୍ତେ ସୁଗନ୍ଧି ଦ୍ରବ୍ଯ କ୍ରଯ କରିବାକୁ ରେ ୗପ୍ୟ ମୁଦ୍ରା ଦଇେ ନାହଁ। କିମ୍ବା ତୁମ୍ଭ ବଳିର ମଦେ ରେ ଆମ୍ଭକୁ ତୃପ୍ତ କରି ନାହଁ, ମାତ୍ର ଆପଣା ପାପଦ୍ବାରା ଆମ୍ଭକୁ ଦାସ୍ଯ କର୍ମ କରାଇଛ ଓ ଆପଣା ନାନା ଅଧର୍ମ ରେ ଆମ୍ଭକୁ କ୍ଲାନ୍ତ କରିଅଛ।
24 Não me compraste, a preço alto, cana perfumada, nem me fartaste com a gordura das vítimas. Mas me atormentaste com teus pecados, cansaste-me com tuas iniqüidades.
25 ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।
25 Sempre sou eu quem deve apagar tuas faltas, e não mais me lembrar de teus pecados.
26 ମାେ ବିରୁଦ୍ଧ ରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ।
26 Refresca tua memória e discutamos: apresenta tuas contas, para te justificar!
27 ତୁମ୍ଭର ଆଦି ପିତା ପାପ କଲେ ଓ ତୁମ୍ଭର ଅନୁବାଦକ ଆମ୍ଭର ପ୍ରତିକୂଳ ରେ ଗଲେ।
27 Já teu primeiro pai pecou, teus representantes me ofenderam,
28 ଏଣୁ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା। ଆମ୍ଭେ ଯାକୁବକୁ ଅଭିଶାପ ଦବୋ ଓ ଇଶ୍ରାୟେଲକୁ ନିନ୍ଦିତ କରିବା।
28 teus príncipes profanaram meu santuário. Então entreguei Jacó ao anátema e Israel às injúrias.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 43, comparar traduções ou montar um estudo — tudo direto pelo WhatsApp.