Isaías 42
Oriya Bible (GL_ORIYA) vs ACF
1 ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।
1 Eis aqui o meu servo, a quem sustenho, o meu eleito, em quem se apraz a minha alma; pus o meu espírito sobre ele; ele trará justiça aos gentios.
2 ସେ ରାଜପଥରେ ଉଚ୍ଚସ୍ବର ରେ କହିବ ନାହିଁ କି ସେ ଚିତ୍କାର କରିବ ନାହିଁ।
2 Não clamará, não se exaltará, nem fará ouvir a sua voz na praça.
3 ଏପରିକି ସେ ଗୋଟିଏ ଛଚୋନଳ ଭାଙ୍ଗିବେ ନାହିଁ, ଏପରିକି ଗୋଟିଏ ନିଷ୍ଠୁର ବଳିତା ଲିଭାଇବେ ନାହିଁ। ସେ ନ୍ଯାଯ ବିଚାର କରିବେ ଓ ସତ୍ଯ ଉଦ୍ଘାଟନ କରିବେ।
3 A cana trilhada não quebrará, nem apagará o pavio que fumega; com verdade trará justiça.
4 ସେ ପୃଥିବୀ ରେ ନ୍ଯାଯ ବିଚାର ପ୍ରତିଷ୍ଠା ନ କରିବା ପର୍ୟ୍ଯନ୍ତ ନିସ୍ତଜେ କିମ୍ବା ହୀନବଳ ହବେେ ନାହିଁ। ଆଉ ଦ୍ବୀପନିବାସୀ ତାଙ୍କର ପ୍ରଚାର ରେ ବିଶ୍ବାସ ରଖିବେ।'
4 Não faltará, nem será quebrantado, até que ponha na terra a justiça; e as ilhas aguardarão a sua lei.
5 ଯେ ନବମଣ୍ଡଳ ସୃଷ୍ଟି କରି ଭୂମଣ୍ଡଳ ଉପ ରେ ବିସ୍ତାର କଲେ, ଯେ ପୃଥିବୀର ସକଳବସ୍ତୁ ସୃଷ୍ଟି କଲେ, ଯେ ସକଳ ଲୋକଙ୍କୁ ନିଃଶ୍ବାସ ପ୍ରଶ୍ବାସ ଦିଅନ୍ତି ଓ ସକଳ ଆତୟାତ ବ୍ଯକ୍ତିମାନଙ୍କୁ ଜୀବନ ଦିଅନ୍ତି, ସହେି ସଦାପ୍ରଭୁ ପ୍ରକୃତ ପରମେଶ୍ବର ଏହି କଥା କୁହନ୍ତି।
5 Assim diz Deus, o Senhor, que criou os céus, e os estendeu, e espraiou a terra, e a tudo quanto produz; que dá a respiração ao povo que nela está, e o espírito aos que andam nela.
6 ମୁଁ ସଦାପ୍ରଭୁ, ତୁମ୍ଭକୁ ଧାର୍ମିକରେ ଆହ୍ବାନ କରୁଛି। ତୁମ୍ଭର ହସ୍ତ ଧରି ମୁଁ ତୁମ୍ଭକୁ ପଥପ୍ରଦର୍ଶନ କରିବି। ଜାତିଗଣଙ୍କୁ ଗୋଟିଏ ଆଲୋକପରି ମୁଁ ତୁମ୍ଭକୁ ଗୋଟିଏ ନିୟୁକ୍ତ ଚିହ୍ନ ଦବେି, ଯାହା ଲୋକମାନଙ୍କ ସହିତ ଗୋଟିଏ ଚୁକ୍ତି ଅଛି।
6 Eu, o Senhor, te chamei em justiça, e te tomarei pela mão, e te guardarei, e te darei por aliança do povo, e para luz dos gentios.
7 ତୁମ୍ଭେ ଅନ୍ଧମାନଙ୍କୁ ଚକ୍ଷୁସ୍ମାନ କରିବ, କାରାଗାରରୁ ବନ୍ଦୀମାନଙ୍କୁ ମୁକ୍ତ କରିବ ଓ ଅନ୍ଧକାର ରେ ସଢ଼ୁଥିବା ଲୋକମାନଙ୍କୁ ବନ୍ଦୀ ଗୃହରୁ ବାହାରକୁ ଆଣିବ।
7 Para abrir os olhos dos cegos, para tirar da prisão os presos, e do cárcere os que jazem em trevas.
8 ମୁଁ ସଦାପ୍ରଭୁ ଓ ତାହାହିଁ ମାରେ ନାମ। ମାରେ ପ୍ରଶଂସା ଓ ମହିମା ମୁଁ ସହେି ଖାଦେିତ ପ୍ରତିମାଗଣକୁ ଦବେି ନାହିଁ।
8 Eu sou o Senhor; este é o meu nome; a minha glória, pois, a outrem não darei, nem o meu louvor às imagens de escultura.
9 ଦେଖ, ଆଦ୍ଯ ବିଷଯ ସିଦ୍ଧ ହେଲା। ଆଉ ଆମ୍ଭେ ନୂତନ ବିଷଯମାନ ପ୍ରକାଶ କରୁ। ଭବିଷ୍ଯତ ରେ କ'ଣ କ'ଣ ଘଟିବ, ତାହା ତୁମ୍ଭକୁ ଜଣାଉ।'
9 Eis que as primeiras coisas já se cumpriram, e as novas eu vos anuncio, e, antes que venham à luz, vo-las faço ouvir.
10 ହେ ଦ୍ବୀପଗଣ ଓ ତନ୍ନିବାସୀଗଣ, ହେ ସମୁଦ୍ରଗାମୀମାନେ ଓ ସମୁଦ୍ରବାସୀମାନେ ଏବଂ ପୃଥିବୀସ୍ଥ ଦୂରଦେଶୀଯ ଲୋକମାନେ, ତୁମ୍ଭମାନେେ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଏକ ନୂତନ ସଙ୍ଗୀତ ତାଙ୍କ ବିଷଯ ରେ ଗାନ କର।
10 Cantai ao Senhor um cântico novo, e o seu louvor desde a extremidade da terra; vós os que navegais pelo mar, e tudo quanto há nele; vós, ilhas, e seus habitantes.
11 ପ୍ରାନ୍ତର ଓ ତା'ର ନଗର ସମସ୍ତ, ସମସ୍ତ ଗ୍ରାମ, ଯେଉଁଠା ରେ କଦୋର ବାସ କଲେ, ସଦାପ୍ରଭୁଙ୍କର ପ୍ରଶଂସାଗାନ କର। ଶଲୋ ନିବାସୀମାନେ ଆନନ୍ଦ ରେ ଓ ଶାନ୍ତି ରେ ବାସ କରନ୍ତି, ସମାନେେ ସଦାପ୍ରଭୁଙ୍କର ଗୁଣଗାନ ପର୍ବତ ଶିଖରରୁ ଉଚ୍ଚସ୍ବର ରେ ଗାନ କରନ୍ତୁ।
11 Alcem a voz o deserto e as suas cidades, com as aldeias que Quedar habita; exultem os que habitam nas rochas, e clamem do cume dos montes.
12 ସମାନେେ ସଦାପ୍ରଭୁଙ୍କୁ ମହିମା ଦିଅନ୍ତୁ ଓ ଦ୍ବୀପ ସମୂହ ମଧିଅରେ ତାଙ୍କର ପ୍ରଶଂସା ପ୍ରଚାର କରନ୍ତୁ।
12 Dêem a glória ao Senhor, e anunciem o seu louvor nas ilhas.
13 ସଦାପ୍ରଭୁ ମହାନ୍ ବୀର ରୂପେ ବିଜେ କରିବେ, ସେ ଯୋଦ୍ଧା ଭାବରେ ନିଜକୁ ଉତ୍ତଜେିତ କରିବେ ଓ ସେ ଘାରେ ଗର୍ଜନ କରିବେ। ନିଜର ଶତ୍ରୁମାନଙ୍କର ପ୍ରତିକୂଳ ରେ ପ୍ରବଳ ରୂପ ରେ କାର୍ୟ୍ଯ କରିବେ।
13 O Senhor sairá como poderoso, como homem de guerra despertará o zelo; clamará, e fará grande ruído, e prevalecerá contra seus inimigos.
14 ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି। ମୁଁ ତଥାପି ନୀରବ ଅଛି। ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ। ଆମ୍ଭେ ଦୀର୍ଘ ନିଃଶ୍ବାସ ଏବଂ ଆକାଂକ୍ଷା ହବେୁ।
14 Por muito tempo me calei; estive em silêncio, e me contive; mas agora darei gritos como a que está de parto, e a todos os assolarei e juntamente devorarei.
15 ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ବଂସ କରିବୁ ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ। ନଦନଦୀକୁ ଦ୍ବୀପ ରେ ପରିଣତ କରିବୁ ଓ ଜଳାଶଯକୁ ଶୁଷ୍କ କରିବୁ।
15 Os montes e outeiros tornarei em deserto, e toda a sua erva farei secar, e tornarei os rios em ilhas, e as lagoas secarei.
16 ତା'ପ ରେ ଆମ୍ଭେ ଅନ୍ଧମାନଙ୍କୁ ସମାନଙ୍କେର ଅଜ୍ଞାତ ପଥ ଦଇେ ଆଣିବୁ ଓ ଯେଉଁ ପଥ ସମାନେେ ଜାଣନ୍ତି ନାହିଁ, ସହେି ପଥରେ ସମାନଙ୍କେୁ କଢ଼ାଇ ନବେୁ। ଆମ୍ଭେ ସମାନଙ୍କେ ସମ୍ମୁଖ ରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖ ରେ ପରିଣତ କରିବୁ। ଏହିସବୁ କାର୍ୟ୍ଯ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ଯାଗ କରିବୁ ନାହିଁ।
16 E guiarei os cegos pelo caminho que nunca conheceram, fá-los-ei caminhar pelas veredas que não conheceram; tornarei as trevas em luz perante eles, e as coisas tortas farei direitas. Estas coisas lhes farei, e nunca os desampararei.
17 କିନ୍ତୁ କେତକେ ଲୋକ ମାରେ ଅନୁସରଣ କରିବାରୁ ନିବୃତ୍ତ ହେଲେ ନାହିଁ। ଯେଉଁମାନେ ଖାଦେିତ ପ୍ରତିମାଗଣଙ୍କୁ କିମ୍ବା ମୃତ୍ତିକା ରେ ନିର୍ମିତ ଦବେତାମାନଙ୍କୁ ବିଶ୍ବାସ କରନ୍ତି, କବେେ ସମାନେେ ହତାଶ ହାଇେ ଲଜ୍ଜିତ ହବେେ।
17 Tornarão atrás e confundir-se-ão de vergonha os que confiam em imagens de escultura, e dizem às imagens de fundição: Vós sois nossos deuses.
18 ହେ ବଧିରମାନେ ଶୁଣ ! ହେ ଅନ୍ଧମାନେ, ତୁମ୍ଭମାନେେ ଦେଖିବା ପାଇଁ ଦୃଷ୍ଟି ଦିଅ।
18 Surdos, ouvi, e vós, cegos, olhai, para que possais ver.
19 ଏ ଜଗତ ରେ ମାରେ ଦାସଠାରୁ ଅନ୍ଧ କିଏ ? ପୁଣି ମାେ ପ୍ ରରେିତ ଦୂତଠାରୁ ବଧିର କିଏ ? ସଦାପ୍ରଭୁଙ୍କଠା ରେ ମିଳିତ ହାଇେଥିବା ଦାସ ସବୁଠାରୁ ଅଧିକ ଅନ୍ଧ।
19 Quem é cego, senão o meu servo, ou surdo como o meu mensageiro, a quem envio? E quem é cego como o que é perfeito, e cego como o servo do Senhor?
20 ମାରେ ଦାସ ଯଦିଓ ସବୁ ଦେଖୁଅଛି, ତଥାପି ସେ ମନୋୟୋଗ କରୁ ନାହିଁ। ତା'ର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।'
20 Tu vês muitas coisas, mas não as guardas; ainda que tenhas os ouvidos abertos, nada ouves.
21 ସଦାପ୍ରଭୁ ନିଜର ଶିକ୍ଷା ବ୍ଯବସ୍ଥାକୁ ମହତ୍ ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ।
21 O Senhor se agradava dele por amor da sua justiça; engrandeceu-o pela lei, e o fez glorioso.
22 ଏହି ଲୋକମାନଙ୍କୁ ଦେଖ। ସମାନେେ ଅପହୃତ ଓ ଲୁଣ୍ଠିତ। ସମାନେେ ଗର୍ଭ ରେ ପାଶବଦ୍ଧ ଓ କାରାଗାର ରେ ଲୁଚା ୟାଇଛନ୍ତି। ସମାନଙ୍କେର ଧନ ଲୁଣ୍ଠିତ ହାଇେଛି। ସମାନଙ୍କେୁ ଉଦ୍ଧାର କରିବାକୁ କହେି ନାହାଁନ୍ତି। ସମାନଙ୍କେର ଲୁଣ୍ଠିତ ଦ୍ରବ୍ଯକୁ ଫରୋଇ ଦବୋ' ପାଇଁ କହିବାକୁ ମଧ୍ଯ କହେି ନାହିଁ।
22 Mas este é um povo roubado e saqueado; todos estão enlaçados em cavernas, e escondidos em cárceres; são postos por presa, e ninguém há que os livre; por despojo, e ninguém diz: Restitui.
23 ଏହି କଥାକୁ ଶ୍ରବଣ କରିବାକୁ ଓ ଶ୍ରବଣ କରି ଭବିଷ୍ଯତ ନିମନ୍ତେ ମନୋୟୋଗ କରିବାକୁ ତୁମ୍ଭମାନଙ୍କ ମଧିଅରେ ଏପରି ଲୋକ କହେି ଅଛି କି ?
23 Quem há entre vós que ouça isto, que atenda e ouça o que há de ser depois?
24 ଯାକୁବକୁ ଲୁଣ୍ଠିତ ହବୋ ପାଇଁ ଇଶ୍ରାୟେଲକୁ ଅପହରଣ କରିବା ପାଇଁ କିଏ ଅପହରଣକାରୀଙ୍କ ହସ୍ତ ରେ ସମର୍ପଣ କଲେ ? ଏସବୁ ସଦାପ୍ରଭୁ ହିଁ କରାଇଲେ। କାରଣ ଆମ୍ଭମାନେେ ତାଙ୍କ ବିରୁଦ୍ଧ ରେ ପାପ କରିଅଛୁ ଓ ତାଙ୍କ ଦର୍ଶିତ ପଥରେ ଗମନ କରି ନାହୁଁ। ଇଶ୍ରାୟେଲର ଲୋକମାନେ ମଧ୍ଯ ତାଙ୍କ ବାକ୍ଯ ଶୁଣି ନାହାଁନ୍ତି।
24 Quem entregou a Jacó por despojo, e a Israel aos roubadores? Porventura não foi o Senhor, aquele contra quem pecamos, e nos caminhos do qual não queriam andar, não dando ouvidos à sua lei?
25 ତେଣୁ ସଦାପ୍ରଭୁ ତାଙ୍କର କୋରଧ ପ୍ରଚଣ୍ଡତା ଓ ୟୁଦ୍ଧର ପ୍ରବଳତା ସମାନଙ୍କେ ଉପ ରେ ଢ଼ାଳି ଦେଲେ। ଫଳ ରେ ତା'ର ଚତୁର୍ଦ୍ଦିଗ ରେ ଅଗ୍ନି ଜଳି ଉଠିଲା। ସେ କିନ୍ତୁ ଏସବୁ ଜାଣି ପାରିଲା ନାହିଁ। ଅଗ୍ନି ରେ ଦଗ୍ଧିଭୂତ ହେଲା। ଏହା କାହିଁକି ଘଟିଲା ତଥାପି ସେ ମନୋୟୋଗ କଲା ନାହିଁ।
25 Por isso derramou sobre eles a indignação da sua ira, e a força da guerra, e lhes pôs labaredas em redor; porém nisso não atentaram; e os queimou, mas não puseram nisso o coração.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 42, comparar traduções ou montar um estudo — tudo direto pelo WhatsApp.