Isaías 41

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ସଦାପ୍ରଭୁ କୁହନ୍ତି, ହେ ଦ୍ବୀପ ସମୂହ, ନୀରବ ହୁଅ। ମାେ ନିକଟକୁ ଆସ, ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ। ଆମ୍ଭମାନେେ ଏକତ୍ରୀତ ବିଚାର କରୁ।
1 “Calem-se diante de mim, ó ilhas! E que os povos renovem as suas forças! Que se aproximem e, então, falem; vamos nos reunir para o julgamento.”
2 ସେ ଧର୍ମ ରେ ଯାହାକୁ ନିଜ ଚରଣ ନିକଟକୁ ଡ଼ାକନ୍ତି ଏପରି ଏକ ବ୍ଯକ୍ତି ଯକେି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି ? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖ ରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପ ରେ ତାହାକୁ କତ୍ତୃର୍ତ୍ବ କରାନ୍ତି। ସେ ଖଡ୍ଗଦ୍ବାରା ସହେି ଦେଶ ସମୂହକୁ ଧୂଳି ତୁଲ୍ଯ କରନ୍ତି ଓ ଧନୁ ସାହାୟ୍ଯ ରେ କୁଟାପରି ଉଡ଼ାଇ ଦିଅନ୍ତି।
2 “Quem fez surgir no Oriente aquele a cujos passos segue a vitória? Quem lhe entrega as nações e faz com que os reis se submetam a ele? Com a sua espada ele os transforma em pó, e com o seu arco, em palha que o vento dispersa.
3 ସେ ସମାନଙ୍କେ ପଶ୍ଚାଧାବନ କରେ ଓ ନିରାପଦ ରେ ଅଗ୍ରସର ହୁଏ। ସେ କବେେ ନ ୟାଇଥିବା ପଥରେ ବିଭିନ୍ନ ସ୍ଥାନକୁ ୟାଏ।
3 Ele os persegue e avança em segurança, por um caminho em que ele nunca havia passado.
4 କିଏ ଆଦ୍ଯରୁ ପୁରୁଷକୁ ପୁରୁଷ ଧରି ଏକ କାର୍ୟ୍ଯ ସାଧନ କରିଅଛି ? ଆମ୍ଭେ ସଦାପ୍ରଭୁ ଆଦି ଓ ଶଷେକାଳ ପର୍ୟ୍ଯନ୍ତ ସଙ୍ଗ ରେ ଥାଉ, ଆମ୍ଭେ ସହେି ଅଟୁ।
4 Quem fez e executou tudo isso? Aquele que desde o princípio tem chamado as gerações à existência, eu, o e aquele que estará com os últimos; eu mesmo.”
5 ଦ୍ବୀପ ସମୂହ ଦେଖି ଭୟଭୀତ ହେଲେ, ପୃଥିବୀର ପ୍ରାନ୍ତ ସକଳ କମ୍ପିତ ହେଲେ, ସମାନେେ ନିକଟବର୍ତ୍ତୀ ହାଇେ ଆସିଲେ।'
5 Os países do mar viram isto e temeram; os confins da terra tremeram; eles se aproximaram e vieram.
6 ସମାନେେ ପରସ୍ପରକୁ ସାହାୟ୍ଯ କଲେ ଓ ସାହସୀ ହବୋକୁ ପରସ୍ପରକୁ ଉତ୍ସାହିତ କଲେ।
6 Um ajuda o outro e diz a seu próximo: “Seja forte.”
7 ଏହିପରି ସୂତ୍ରଧର ସ୍ବର୍ଣ୍ଣକାରକୁ ସାହସ ଦଲୋ ଓ ହାତୁଡ଼ି ରେ ସମାନ କରିବା ଲୋକ ୟୋଡ଼ କର୍ମ ଉତ୍ତମ ହାଇେଛି ବୋଲି କହି ନହାଇେ ରେ ପିଟିବା ଲୋକକୁ ଆଶ୍ବାସ ଦଲୋ, 'ପୁଣି ପ୍ରତିମାଟି ଯେପରି ଟଳମଳ ନ ହୁଏ,' ଏଥିପାଇଁ ସେ କଣ୍ଟା ରେ ତାହା ଦୃଢ଼ କଲା।'
7 O artífice anima o ourives, e o que trabalha com o martelo encoraja o que bate na bigorna, dizendo que a soldagem foi bem-feita. Então fixam tudo com pregos para que não oscile.
8 ହେ ମାରେ ଦାସ ଇଶ୍ରାୟେଲ, ମାରେ ମନୋନୀତ ଯାକୁବ ଓ ମାରେ ବନ୍ଧୁ ଅବ୍ରହାମର ପରିବାରବର୍ଗ।
8 “Mas você, Israel, meu servo; você, Jacó, a quem escolhi; você, descendente de Abraão, meu amigo;
9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତାହାଙ୍କୁ ଆମ୍ଭର ଦାସ ବୋଲି ଆହ୍ବାନ କରି କହିଅଛୁଁ। ଆମ୍ଭେ ତୁମ୍ଭକୁ ଦୂ ରଇେ ନ ଦଇେ ମନୋନୀତ କରିଅଛୁ।
9 você, a quem eu trouxe dos confins da terra e chamei dos seus cantos mais remotos, e a quem eu disse: ‘Você é o meu servo, eu o escolhi e não o rejeitei’;
10 ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।
10 não tema, porque eu estou com você; não fique com medo, porque eu sou o seu Deus. Eu lhe dou forças; sim, eu o ajudo; sim, eu o seguro com a mão direita da minha justiça.”
11 ଦେଖ, କେତକେ ବ୍ଯକ୍ତି ତୁମ୍ଭ ଉପ ରେ କୋର୍ଧ ହାଇେଛନ୍ତି। ମାତ୍ର ସମାନେେ ଲଜ୍ଜିତ ଓ ଅପମାନିତ ହବେେ। ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ସମାନେେ ତୁଚ୍ଛ ବସ୍ତ୍ରଭଳି ବିନଷ୍ଟ ହବେେ।
11 “Eis que serão envergonhados e humilhados todos os que se enfurecem contra você; os que lutam contra você serão reduzidos a nada e perecerão.
12 ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ତୁମ୍ଭେ ସମାନଙ୍କେର ଅନ୍ବଷେଣ କରିବ। ମାତ୍ର ସମାନଙ୍କେର ସନ୍ଧାନ ପାଇବ ନାହିଁ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରନ୍ତି ସମାନେେ ଅବସ୍ତୁ ତୁଲ୍ଯ ତୁଚ୍ଛ ହବେେ।
12 Você procurará os que lutam contra você, porém não os achará; serão reduzidos a nada e a coisa de nenhum valor os que fazem guerra contra você.
13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ତୁମ୍ଭର ଦକ୍ଷିଣ ହସ୍ତ ଧରି କହିବା ଭୟ କର ନାହିଁ। ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା।
13 Porque eu, o Senhor , seu Deus, o tomo pela mão direita e lhe digo: ‘Não tenha medo, pois eu o ajudarei.’”
14 ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
14 “Não tenha medo, ó vermezinho de Jacó, povozinho de Israel, pois eu o ajudarei”, diz o “o seu Redentor é o Santo de Israel.
15 ଦେଖ, ମୁଁ ତୁମ୍ଭକୁ ତୀକ୍ଷ୍ମ ଛୁରିକା ବିଶିଷ୍ଟ ଏକ ନୂଆ ଶସ୍ଯ-ମର୍ଦ୍ଦନ ୟନ୍ତ୍ର ସ୍ବରୂପ କରିବି, ତୁମ୍ଭେ କୃଷକ ଶସ୍ଯକୁ ମର୍ଦ୍ଦନ କଲାପରି ପର୍ବତଗୁଡ଼ିକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗୁଡ଼ିକୁ ଭୂଷି ତୁଲ୍ଯ କରିବ।
15 Eis que farei de você um debulhador de cereais cortante e novo, armado de lâminas duplas. Você trilhará e esmagará os montes, e reduzirá as colinas a palha.
16 ତୁମ୍ଭେ ସମାନଙ୍କେୁ କୁଲା ରେ ଉଡ଼ାଇଲେ ବାଯୁ ସମାନଙ୍କେୁ ଉଡ଼ାଇ ଦବେ ଓ ଘୂର୍ଣ୍ଣିବାଯୁ ସମାନଙ୍କେୁ ଛିନ୍ନ ଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କଠା ରେ ଉଲ୍ଲାସ କରିବ ଓ ଇଶ୍ରାୟେଲର ଧର୍ମସ୍ବରୂପଙ୍କଠା ରେ ଗର୍ବ କରିବ।'
16 Você os jogará para cima com a pá, e o vento os levará, e o redemoinho os espalhará. Então você se alegrará no e se gloriará no Santo de Israel.”
17 ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ବଷେଣ କରନ୍ତି, ମାତ୍ର ସମାନେେ ଜଳ ପାଆନ୍ତି ନାହିଁ। ସମାନଙ୍କେର ଜିହ୍ବା ତୃଷ୍ଣା ରେ ଶୁଖିୟାଏ। ଆମ୍ଭେ ସଦାପ୍ରଭୁ ସମାନଙ୍କେୁ ଉତ୍ତର ଦବୋ। ଆମ୍ଭେ ଇଶ୍ରାୟେଲ ପରମେଶ୍ବର ସମାନଙ୍କେୁ ତ୍ଯାଗ କରିବା ନାହିଁ।
17 “Os pobres e necessitados buscam água, mas não a encontram; a língua deles está ressequida de sede. Mas eu, o eu, o Deus de Israel, não os abandonarei.
18 ଆମ୍ଭେ ବୃକ୍ଷଶୂନ୍ଯ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା, ଉପତ୍ୟକାର ମଧ୍ଯ ଭାଗ ରେ ଝରଣାମାନ ଫିଟାଇବା, ପ୍ରାନ୍ତରକୁ ଜଳାଶଯ ଓ ଶୁଷ୍କ ଭୂମିରେ ନିର୍ଝର ଜଳ ପ୍ରବାହିତ କରାଇବା।
18 Abrirei rios no alto dos montes e fontes no meio dos vales; transformarei o deserto em lençóis de águas e a terra seca, em mananciais.
19 ଆମ୍ଭେ ପ୍ରାନ୍ତର ରେ ଏରସ, ବାବଲ, ମେ ହନ୍ଦେି, ତୈଳବୃକ୍ଷ ରୋପଣ କରିବା ଓ ମରୁଭୂମିରେ ଦବଦୋରୁ, ତିଧର, ତାଶୂର ବୃକ୍ଷା ଏକତ୍ର ଲଗାଇବା।
19 Plantarei no deserto o cedro, a acácia, a murta e a oliveira; porei juntos no ermo o cipreste, o olmeiro e o buxo,
20 ଲୋକମାନେ ଏହା ଦେଖି ବୁଝିବେ ଓ ଜାଣିବେ ଏବଂ ବିବଚେନା କରିବେ ଯେ ସଦାପ୍ରଭୁଙ୍କ ହସ୍ତ ଏହିକାର୍ୟ୍ଯ କରିଅଛି ଓ ଇଶ୍ରାୟେଲର ପରମେଶ୍ବର ଧର୍ମସ୍ବରୂପ ଏହା ସୃଷ୍ଟି କରିଅଛନ୍ତି।'
20 para que todos vejam e saibam, considerem e juntamente entendam que a mão do e que o Santo de Israel o criou.”
21 ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ନିଜ ନିଜ ବିବାଦ ଉପସ୍ଥିତ କର ; ଯାକୁବର ରାଜା କୁହନ୍ତି, ତୁମ୍ଭମାନେେ ନିଜର ଦୃଢ଼ ପ୍ରମାଣ ଉପସ୍ଥାପନ କର।
21 “Exponham a sua causa”, diz o “apresentem as suas razões, diz o Rei de Jacó.
22 ତୁମ୍ଭର ପ୍ରତିମାଗଣ ଆସନ୍ତୁ ଓ ଯାହା ଯାହା ଘଟୁଅଛି, ଆମ୍ଭ ନିକଟରେ ପ୍ରକାଶ କରନ୍ତୁ।
22 Aproximem-se e anunciem-nos as coisas que hão de acontecer; contem-nos as profecias anteriores, para que as examinemos e saibamos se elas se cumpriram; ou falem-nos a respeito das coisas futuras.
23 ଏହାପ ରେ କ'ଣ ଘଟିବ ତୁମ୍ଭମାନେେ ପ୍ରକାଶ କର। ତାହା ହେଲେ ଆମ୍ଭେ ଜାଣିବୁ ତୁମ୍ଭମାନେେ ପ୍ରକୃତ ରେ ଦବେତାଗଣ। କେଉଁଠି ଯଦି ଆମ୍ଭମାନେେ ପ୍ରକୃତ ରେ ଭୟ କିମ୍ବା ଭୟଭୀତ ହବୋ ଯବେେ ତୁମ୍ଭେ ଉତ୍ତମ କିମ୍ବା ମନ୍ଦ ବିଷଯ ଆମ୍ଭକୁ କହିବ।
23 Anunciem-nos as coisas que ainda hão de vir, para que saibamos que vocês são deuses. Façam alguma coisa, seja boa ou seja má, para que fiquemos com medo, e juntamente o veremos.
24 ଦେଖ, ତୁମ୍ଭମାନେେ ଭଣ୍ଡ ଦବେତା ଓ ତୁମ୍ଭମାନେେ କୌଣସି କାର୍ୟ୍ଯର ନୁହଁ। ଯେଉଁମାନେ ତୁମ୍ଭମାନଙ୍କୁ ପୂଜା କରନ୍ତି ସମାନେେ ଘୃଣାର ପାତ୍ର।'
24 Eis que vocês são menos do que nada, e menos do que nada é o que vocês fazem; abominável é quem os escolhe.”
25 ଆମ୍ଭେ ଉତ୍ତର ଦିଗରୁ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ। ସେ ପୂର୍ବ ଦିଗରୁ ଆମ୍ଭର ଆହ୍ବାନ କରେ। ସେ ଗାନ୍ଥନୀର ମସଲା ଓ କୁମ୍ଭକର ପାତ୍ର ନିର୍ମାଣ ପାଇଁ ବ୍ଯବହୃତ ମର୍ଦ୍ଦିତ ମୃତ୍ତିକା ପରି ପ୍ରେତ୍ୟକକ ଶାସକକୁ ଦଳିତ କରିବ।'
25 “Do Norte suscitei um homem, e ele vem; desde o Oriente, onde nasce o sol, ele invocará o meu nome; pisará os governantes como se fossem lama, como o oleiro pisa o barro.
26 କିଏ ଆଦ୍ଯରୁ ଏହା ପ୍ରକାଶ କରିଅଛି ? ତାହା ହେଲେ ଆମ୍ଭମାନେେ ପରମେଶ୍ବର ବୋଲି ଜାଣିବା। ତୁମ୍ଭମାନଙ୍କ ମଧ୍ଯରୁ କହେି ଜଣେ ପ୍ରକାଶ କରିଅଛି କି? ଆମ୍ଭେ ତୁମ୍ଭକୁ ଧାର୍ମିକ ବୋଲି କହିବୁ। ନା, ପ୍ରକାଶକାରୀ କହେି ନାହିଁ କି ଦଖାଇବୋ ଲୋକ କହେି ନାହିଁ। ତୁମ୍ଭମାନଙ୍କ କଥା ଶୁଣିବା ଲୋକ ମଧ୍ଯ କହେି ନାହିଁ।
26 Quem anunciou isso desde o princípio, a fim de que o possamos saber? Quem falou disso antecipadamente, para que digamos: ‘É isso mesmo’? Mas não houve quem anunciasse, quem proclamasse, nem ainda quem tivesse ouvido qualquer palavra da parte de vocês.
27 ଆମ୍ଭେ ସଦାପ୍ରଭୁ ଏବଂ ପ୍ରଥମେ ସିୟୋନକୁ କହିବା, ସମାନଙ୍କେୁ ଦେଖ। ଏବଂ ପୁଣି ୟିରୁଶାଲମକୁ ସୁସମାଚାର ଦଇେ ଆମ୍ଭେ ଜଣେ ଦୂତ ପଠାଇବା।'
27 Eu sou o que primeiro disse a Sião: ‘Eis! Ei-los aí!’ E a Jerusalém dou um mensageiro de boas-novas.
28 ଆମ୍ଭେ ଅନାଇଲା ବେଳେ କହେି ନାହିଁ। ପୁଣି ପ୍ରଶ୍ନ କଲା ବେଳେ ସମାନଙ୍କେ ମଧିଅରେ କହେି ଜଣେ ମନ୍ତ୍ରଣା ଦାତା ସୁଦ୍ଧା ଉତ୍ତର ଦବୋକୁ ନାହିଁ।
28 Quando eu olho, não há ninguém; entre eles não há nenhum conselheiro a quem eu pergunte, e me responda.
29 ସମାନେେ ସମସ୍ତେ ଅସାର ଓ ସମାନଙ୍କେର କର୍ମସବୁ ତୁଚ୍ଛ। ସମାନେେ ଛାଞ୍ଚ ରେ ଢ଼ଳା ବାଯୁଶୂନ୍ଯ ପ୍ରତିମାଗଣ ମାତ୍ର।
29 Eis que todos são nada; as suas obras são coisa nenhuma; as suas imagens de fundição são vento e vácuo.”

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 41, comparar traduções ou montar um estudo — tudo direto pelo WhatsApp.