Isaías 38
Oriya Bible (GL_ORIYA) vs NAA
1 ସହେି ସମୟରେ ହିଜକିଯ ସାଂଘାତିକ ରୋଗ ରେ ପୀଡ଼ିତ ହେଲେ। ତେଣୁ ଆମାେସଙ୍କ ପୁତ୍ର ଭବିଷ୍ଯତ୍ ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ,
1 Por esse tempo, Ezequias adoeceu de uma enfermidade mortal. O profeta Isaías, filho de Amoz, foi visitá-lo e lhe disse: — Assim diz o
2 ଏଥି ରେ ହିଜକିଯ ମନ୍ଦିର ଆଡ଼େ ମୁହଁ ଫରୋଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା,
2 Então Ezequias virou o rosto para a parede e orou ao Senhor .
3 ହେ ସଦାପ୍ରଭୁ, ମୁଁ ବିନଯ କରି କହୁଅଛି, ମୁଁ ବିଶ୍ବସ୍ତ ଭାବରେ ସର୍ବାନ୍ତଃକରଣ ରେ ତୁମ୍ଭର ଉପାସନା କରିଅଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମ କରିଅଛି, ତାହା ତୁମ୍ଭେ ସ୍ମରଣ କର। ଏହା କହି ହିଜକିଯ ଅତିଶଯ ରୋଦନ କଲା।
3 Ezequias disse: — Ó E Ezequias chorou amargamente.
4 ସେତବେେଳେ ଯିଶାଇୟ ଏହି ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଲାଭ କଲେ।
4 Então a palavra do Senhor veio a Isaías, dizendo:
5 ତୁମ୍ଭେ ହିଜକିଯ ନିକଟକୁ ୟାଅ ଓ ଏହିକଥା କୁହ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ବର ସଦାପ୍ରଭୁ ଏହିକଥା କୁହନ୍ତି, 'ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ତୁମ୍ଭର ଲୋତକ ଦେଖିଅଛୁ। ଆମ୍ଭେ ତୁମ୍ଭର ଆଯୁ ପନ୍ଦରବର୍ଷ ବଢ଼ାଇବା।'
5 — Vá e diga a Ezequias: Assim diz o Senhor , o Deus de Davi, seu pai: “Ouvi a sua oração e vi as suas lágrimas. Acrescentarei quinze anos à sua vida.
6 ମୁଁ ତୁମ୍ଭକୁ ଓ ତୁମ୍ଭର ନଗରକୁ ଅଶୂରୀଯ ରାଜା ହସ୍ତରୁ ରକ୍ଷା କରିବି ଓ ଏହି ନଗରର ସପକ୍ଷ ନବେି।
6 Livrarei das mãos do rei da Assíria tanto você quanto esta cidade. Eu defenderei esta cidade.
7 ସଦାପ୍ରଭୁ ତାଙ୍କର ବାକ୍ଯ ସଫଳ କରିବେ ତୁମ୍ଭକୁ ତାଙ୍କଠାରୁ ଏହି ଚିହ୍ନ ହବେ।
7 Este é o sinal que você receberá do Senhor para indicar que ele cumprirá o que prometeu:
8 ଦେଖ, ମୁଁ ଆହସର ସୂର୍ୟ୍ଯ ଘଟିକା ରେ ସୂର୍ୟ୍ଯର ଛାଯା ଯେତେ ଆଗକୁ ୟାଇଅଛି, ତାହାକୁ ଦିଗପାହୁଣ୍ଡ ପଛକୁ ଫରୋଇ ଆଣିବି।
8 eis que farei retroceder dez graus a sombra lançada pelo sol declinante no relógio de Acaz.” Assim, o sol retrocedeu os dez graus que já havia declinado.
9 ଯିହୁଦାର ରାଜା ହିଜକିଯ ପୀଡ଼ିତାବସ୍ଥାରୁ ସୁସ୍ଥ ହେଲାପ ରେ ଏହା ଲଖାଗେଲା।
9 Este é o cântico que Ezequias, rei de Israel, escreveu depois de ter estado doente e se ter restabelecido:
10 ମୁଁ ନିଜକୁ କହିଲି ମୁଁ ଆପଣା ଆଯୁର ମଧ୍ଯାହ୍ନ ସମୟରେ ପାତାଳପୁର ଦ୍ବାର ରେ ପ୍ରବେଶ କରିବି। ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହଲିେ।
10 Eu disse: “Em pleno vigor de meus dias, hei de passar pelas portas do além; fui privado do resto dos meus anos.
11 ତେଣୁ ମୁଁ କହିଲି, ମୁଁ ସଦାପ୍ରଭୁଙ୍କୁ ଜୀବିତମାନଙ୍କ ଦେଶ ରେ ଦେଖିବି ନାହିଁ। ପୁଣି ଏ ଜଗତ ରେ ଜୀବିତମାନଙ୍କୁ ମଧ୍ଯ ଦେଖିବି ନାହିଁ।
11 Eu disse: já não verei o Senhor , o jamais verei homem algum entre os moradores do mundo.
12 ମଷେପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମାରେ ଆଯୁକୁ ମାଠାରୁେ ଦୂରୀକୃତ କରାୟାଇଛି। ମାରେ ଜୀବନକୁ ତନ୍ତପରି ଗୁଡ଼ାଇ ଅଛି। ସେ ମାେତେ ତନ୍ତରୁ କାଟି ପକାଇବେ। ଏକ ଦିବାରାତ୍ର ସମୟ ମଧିଅରେ ମାରେ ଜୀବନ ନିଃଶଷେ କରି ଦବେ।
12 A minha habitação foi arrancada e removida para longe de mim, como a tenda de um pastor. Como tecelão, enrolei a minha vida; ele me cortará do tear; do dia para a noite darás cabo de mim.
13 ମୁଁ ସାହାୟ୍ଯ ପାଇଁ ପ୍ରଭାତ ପର୍ୟ୍ଯନ୍ତ କ୍ରନ୍ଦନ କଲି। ଯେପରି ସିଂହା ମାରେ ଅସ୍ଥିସବୁ ଚୂର୍ଣ୍ଣ କରୁଅଛି। ଏକ ଦିବାରାତ୍ର ସ୍ବଳ୍ପ ସମୟ ମଧିଅରେ ତୁମ୍ଭେ ମାେତେ ଶଷେ କରିବ।
13 Esperei com paciência até a madrugada, mas ele, como leão, quebrou todos os meus ossos; do dia para a noite darás cabo de mim.”
14 ମୁଁ କପୋତ, ଚାତକ ଓ ସାରସ ପକ୍ଷୀପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମାରଚେକ୍ଷୁ କ୍ଲାନ୍ତ ହାଇଗେଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମାେତେ ସାହାୟ୍ଯ କର।'
14 “Eu sussurrava como a andorinha ou o grou e gemia como a pomba; os meus olhos se cansaram de olhar para cima. Ó Senhor, ando oprimido! Sê tu o meu fiador!
15 ମୁଁ କ'ଣ କହିବି ? ଯେତବେେଳେ ସେ ମାେତେ କହି ଅଛନ୍ତି ଓ ତାହା ନିଜେ ସାଧନ କରିଛନ୍ତି। ମାରେ ଆତ୍ମା ତିକ୍ତତା ସକାେଶ ମୁଁ ବର୍ଷୟାକ ଧୀ ରେ ଧୀ ରେ ଚାଲିବି।
15 Que direi? Como falou, assim ele me fez; andarei vagarosamente pelo resto dos meus anos, por causa da amargura da minha alma.”
16 ହେ ପ୍ରଭୋ, ଏହିସବୁ ଦ୍ବାରା ଲୋକେ ବଞ୍ଚନ୍ତି। ଆଉ ସେଥି ରେ ସମ୍ପୂର୍ଣ୍ଣରୂପେ ମାରେ ଆତ୍ମାର ଜୀବନ ଅଛି। ଏଣୁ ତୁମ୍ଭେ ମାେତେ ସୁସ୍ଥ କରି ପୁନଃର୍ଜୀବନ ଦିଅ।
16 “Senhor, por causa destas coisas vivem os homens, e inteiramente delas depende o meu espírito. Portanto, restaura a minha saúde e faze-me viver.
17 ଦେଖ, ମାରଦେୁଃଖ ଚାଲିୟାଇଛି, ବର୍ତ୍ତମାନ ମାରେଶାନ୍ତି ଆସିଛି। ମାତ୍ର ତୁମ୍ଭେ ମାେତେ ପ୍ ରମେ କରି ବିନାଶ କୂପରୁ ମାରେ ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମାେତେ କ୍ଷମା କରି ମାରେସମସ୍ତ ପାପକୁ ପଛକୁ ପକାଇ ଦଇେଛ।
17 Eis que foi para a minha paz que eu tive grande amargura; tu, porém, amaste a minha alma e a livraste da cova da corrupção, porque lançaste para trás de ti todos os meus pecados.
18 ପାତାଳ ତୁମ୍ଭକୁ ଧନ୍ଯବାଦ ଦଇେ ପାରିବ ନାହିଁ। ମୃତ୍ଯୁ ତୁମ୍ଭର ପ୍ରଶଂସାଗାନ କରିପାରିବ ନାହିଁ। ତେଣୁ ମର୍ତ୍ତଗାମୀମାନେ ତୁମ୍ଭର ବିଶ୍ବସ୍ତତା ଘୋଷଣା କରିବନେି।
18 A sepultura não pode te louvar, nem a morte glorificar-te; os que descem à cova não esperam em tua fidelidade.
19 ମୁଁ ଯେପରି କରୁଅଛି ସହେିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା'ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ଯତା ଜ୍ଞାନ ବିଶ୍ବାସ କରାଇବେ।
19 Os vivos, somente os vivos, esses te louvam, como hoje estou fazendo. Os pais darão a conhecer aos filhos a tua fidelidade.
20 ତେଣୁ ମୁଁ କହିବି, ସଦାପ୍ରଭୁ ମାେତେ ପରିତ୍ରାଣ କଲେ। ତେଣୁ ଆମ୍ଭମାନେେ ଜୀବନସାରା ସଦାପ୍ରଭୁଙ୍କ ମନ୍ଦିର ରେ ତାରୟୁକ୍ତ ୟନ୍ତ୍ର ସହିତ ସଙ୍ଗୀତ ଗାନ କରିବୁ।'
20 O Senhor veio salvar-me. Por isso, tangendo os instrumentos de cordas, nós o louvaremos todos os dias de nossa vida, na Casa do
21 ତା'ପ ରେ ଯିଶାଇୟ ହିଜକିଯଙ୍କୁ କହିଲେ, ତୁମ୍ଭେ ଡ଼ିମ୍ବିରିକୁ ଏକତ୍ର ଛଚେ ଏବଂ ତୁମ୍ଭର କ୍ଷତ ରେ ଲଗାଅ। ତାହା ହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।'
21 Ora, Isaías tinha dito: — Peguem uma pasta de figos, ponham como emplastro sobre a úlcera, e ele irá recuperar a saúde.
22 ମାତ୍ର ହିଜକିଯ ଯିଶାଇୟଙ୍କୁ ପ୍ରଶ୍ନ କଲେ, ମୁଁ ଭଲ ହବେି ସଦାପ୍ରଭୁ କି ସଙ୍କତେ ଦ୍ବାରା ପ୍ରମାଣ କରିବେ। ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟିବି କେଉଁ ସଙ୍କତେ ଦ୍ବାରା ପ୍ରମାଣିତ ହବେ।'
22 E Ezequias tinha perguntado: — Qual será o sinal de que subirei à Casa do
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 38, comparar traduções ou montar um estudo — tudo direto pelo WhatsApp.