Isaías 36

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ରାଜା ହିଜକିଯଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ବ କାଳ ରେ ଅଶୂରର ରାଜା ସନ୍ ହରେୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ।
1 No décimo quarto ano do reinado de Ezequias, Senaqueribe, rei da Assíria, atacou todas as cidades fortificadas de Judá e se apossou delas.
2 ଅଶୂରର ରାଜା ସନ୍ ହରେୀବ ତାଙ୍କର ସନୋଧ୍ଯକ୍ଷଙ୍କୁ ଏକ ବିଶାଳ ସୈନ୍ଯବାହିନୀ ଦଇେ ଲାଖୀଶଠାରୁ ୟିରୁଶାଲମକୁ ହିଜକିଯ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାକ ନିକଟରେ ଠିଆ ହେଲା।
2 Então o rei da Assíria enviou de Láquis ao rei Ezequias, em Jerusalém, seu comandante com um grande exército. Quando o comandante parou no aqueduto do açude superior, na estrada que leva ao campo do Lavandeiro,
3 ୟିରୁଶାଲମର ତିନିଜଣ ବ୍ଯକ୍ତି ସନୋଧ୍ଯକ୍ଷଙ୍କୁ ସାକ୍ଷାତ କରିବାକୁ ଗଲେ। ସମାନେେ ହେଲେ ହିଲକିଯର ପୁତ୍ର ରାଜଗୃହ ରକ୍ଷୀ ଇଲିଯାକୀମ, ଲେଖକ ଶିବ୍ନ ଓ ଆସଫର ପୁତ୍ର ଇତିହାସ ଲେଖକ ୟୋଯାହ।
3 o administrador do palácio, Eliaquim, filho de Hilquias, o secretário Sebna e o arquivista real Joá, filho de Asafe, foram ao encontro dele.
4 ଆଦେଶକର୍ତ୍ତା ସମାନଙ୍କେୁ କହିଲା,
4 E o comandante de campo falou: "Digam a Ezequias: "Assim diz o grande rei, o rei da Assíria: ‘Em que você está baseando essa sua confiança?
5 ମୁଁ କହୁଛି ୟୁଦ୍ଧ ପାଇଁ ତୁମ୍ଭମାନଙ୍କର ଏହି ଯେଉଁ ବଳ ଓ ମନ୍ତ୍ରଣା ବୃଥା କଥା, ତୁମ୍ଭମାନେେ କାହା ଉପ ରେ ବିଶ୍ବାସ କରି ମାେ ବିପକ୍ଷ ରେ ବିଦ୍ରୋହ କରିଛ ?
5 Você diz que tem estratégia e força militar; mas só palavras vãs. Em quem você confia, para rebelar-se contra mim?
6 ତୁମ୍ଭମାନେେ କ'ଣ ଭଗ୍ନ ୟଷ୍ଟି ସଦୃଶ ମିଶର ଉପ ରେ ନିର୍ଭର କରୁଛ ? ତାହା ଯଦି କରୁଥାଅ ତବେେ ସେ ହାତ ରେ ଫୋଡ଼ି ହାଇୟୋଇ କଣା କରିଦବେ। ମିଶରର ରାଜା ଫାରୋ ଉପ ରେ ଯେଉଁମାନେ ବିଶ୍ବାସ ରଖନ୍ତି, ସମାନେେ ସମସ୍ତେ କିଛି ସାହାୟ୍ଯ ପାଇବେ ନାହିଁ।
6 Pois veja! Agora você está confiando no Egito, aquela cana esmagada, que fura a mão de quem nela se apóia! Assim é o faraó, o rei do Egito, para todos os que dele dependem.
7 ମାତ୍ର ତୁମ୍ଭେ ମାେତେ କହିପାର, ଆମ୍ଭମାନେେ ସଦାପ୍ରଭୁ ଆମର ପରମେଶ୍ବରଙ୍କ ଉପ ରେ ବିଶ୍ବାସ କରୁଅଛୁ।' ମାତ୍ର ମୁଁ ଜାଣେ ହିଜକିଯ ସଦାପ୍ରଭୁଙ୍କ ପୂଜାସ୍ଥଳୀ ୟଜ୍ଞବଦେୀ ଓ ଉଚ୍ଚସ୍ଥଳୀ ଧ୍ବଂସ କରି ଦଇେଛି। ଆଉ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କବଳେ ୟିରୁଶାଲମର ୟଜ୍ଞବଦେୀ ନିକଟରେ ପୂଜା କରିବାକୁ କହିଅଛି।
7 E se você me disser: "No Senhor, o nosso Deus, confiamos"; não são dele os altos e os altares que Ezequias removeu, dizendo a Judá e a Jerusalém: "Vocês devem adorar aqui, diante deste altar"? ’
8 ଏହା ସତ୍ତ୍ବେ, ଯଦି ତୁମ୍ଭେ ୟୁଦ୍ଧ କରିବାକୁ ଚାହୁଁଛ, ଅଶୂରର ରାଜାଙ୍କ ସହିତ ସମ୍ପର୍କ କର, ସମାନଙ୍କେ ପାଇଁ ଯଦି ଅଶ୍ବ ଆରୋହଣକାରୀମାନଙ୍କୁ ଖାଜେି ପାରିବ, ତବେେ ମୁଁ ତୁମ୍ଭଙ୍କୁ 200 ଅଶ୍ବ ଦବେି।
8 "Façamos agora um tratado com o meu senhor, o rei da Assíria: Eu lhe darei dois mil cavalos — se você puder pôr cavaleiros neles!
9 ମାତ୍ର ତୁମ୍ଭେ ମାରେ ପ୍ରଭୁଙ୍କ ଦାସମାନଙ୍କ ମଧ୍ଯରୁ କ୍ଷୁଦ୍ରତମ ସନୋପତିଙ୍କୁ ମଧ୍ଯ ପରାସ୍ତ କରିପାରିବ ନାହିଁ। ତବେେ ତୁମ୍ଭେ କିପରି ମିଶରର ଅଶ୍ବାରୋହୀ ଓ ରଥ ଉପ ରେ ବିଶ୍ବାସ ରଖୁଛ ?
9 Como então você poderá repelir um só dos menores oficiais do meu senhor, confiando que o Egito lhe dará carros e cavaleiros?
10 ବର୍ତ୍ତମାନ ତୁମ୍ଭେ କ'ଣ ଭାବୁଛ ମୁଁ ସଦାପ୍ରଭୁଙ୍କ ବିନା ସାହାୟ୍ଯ ରେ ଏହି ସ୍ଥାନକୁ ଧ୍ବଂସ କରିପାରିବ ? ସଦାପ୍ରଭୁ ମାେତେ କହିଲେ, ଏହି ଦେଶ ବିରୁଦ୍ଧ ରେ ୟାଇ ତାହା ଧ୍ବଂସ କର।
10 Além disso, você pensa que vim atacar e destruir esta nação sem o Senhor? O próprio Senhor me mandou marchar contra esta nação e destruí-la".
11 ତା'ପ ରେ ଇଲିଯାକିମ୍, ଶିବ୍ନ ଓ ୟୋଯାହ ରବଶାକିକି କହିଲେ, ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀଯ ଭାଷା ରେ କୁହନ୍ତୁ। କାରଣ ଆମ୍ଭମାନେେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ।'
11 Então Eliaquim, Sebna e Joá disseram ao comandante: "Por favor, fala com os seus servos em aramaico, pois entendemos essa língua. Não fales em hebraico, pois assim o povo que está sobre os muros entenderá".
12 ମାତ୍ର ରବଶାକି କହିଲା, ମାରେ ପ୍ରଭୁ କ'ଣ ମାେତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୁତ୍ରଙ୍କୁ କହିବା ପାଇଁ ପଠାଇଛନ୍ତି ? ସେ କ'ଣ ମାେତେ ତୁମ୍ଭମାନଙ୍କ ସହିତ ଯେଉଁମାନେ ଆପଣା ଆପଣା ବିଷ୍ଠା ଖାଉଛନ୍ତି ଓ ମୂତ୍ର ପାନ କରୁଛନ୍ତି, ସମାନଙ୍କେ ନିକଟକୁ ପଠାଇ ନାହାଁନ୍ତି ?'
12 O comandante, porém, respondeu: "Pensam que o meu senhor mandou-me dizer estas coisas só a vocês e ao seu senhor, e não aos homens que estão sentados no muro? Pois, como vocês, eles terão que comer as próprias fezes e beber a própria urina! "
13 ତା'ପ ରେ ରବଶାକି ଉଚ୍ଚସ୍ବର ରେ ୟିହୁଦୀଯ ଭାଷା ରେ କହିଲେ।
13 E o comandante se pôs de pé e falou alto, em hebraico: "Ouçam as palavras do grande rei, do rei da Assíria!
14 ମହାରାଜା ଅଶୂରର ରାଜାଙ୍କର ଏହି ବାର୍ତ୍ତା ଶୁଣ :
14 Não deixem que Ezequias os engane. Ele não poderá livrá-los!
15 ହିଜକିଯଙ୍କ କଥା ବିଶ୍ବାସ କର ନାହିଁ। 'ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖ। ସେ ନିଶ୍ଚଯ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ସଦାପ୍ରଭୁ ଅଶୂର ରାଜାଙ୍କୁ ଏହି ନଗର ଅଧିକାର କରିବାକୁ ଦବେେ ନାହିଁ।'
15 Não deixem Ezequias convencê-los a confiar no Senhor, quando diz: ‘Certamente o Senhor nos livrará; esta cidade não será entregue nas mãos do rei da Assíria’.
16 ହିଜକିଯଙ୍କ କଥା ଶୁଣ ନାହିଁ। କାରଣ ଅଶୂର ରାଜା ଏହିକଥା କୁହନ୍ତି, ତୁମ୍ଭମାନେେ ମାେ ସହିତ ଚୁକ୍ତି କର। ତୁମ୍ଭମାନେେ ନଗରରୁ ବାହାରି ମାେ ନିକଟକୁ ଚାଳିଆସ। ତା'ପ ରେ ପ୍ରେତ୍ୟକକ ନିଜ ନିଜ ଗୃହକୁ ୟିବାକୁ ମୁକ୍ତ ଅଟ। ପ୍ରେତ୍ୟକକ ଆପଣା ଆପଣା ଦ୍ରାକ୍ଷାଫଳ ଓ ଡ଼ିମ୍ବିରି ଫଳ ଭୋଜନ କର। ପ୍ରେତ୍ୟକକ ନିଜ ନିଜ କୂପରୁ ଜଳ ପାନକର।
16 "Não dêem atenção a Ezequias. Assim diz o rei da Assíria: ‘Venham fazer as pazes comigo. Então cada um de vocês comerá de sua própria videira e de sua própria figueira, e beberá água de sua própria cisterna,
17 ତୁମ୍ଭମାନଙ୍କୁ ସ୍ବଦେଶକୁ ନଇୟିବୋ ପର୍ୟ୍ଯନ୍ତ ତୁମ୍ଭମାନେେ ଏହି କାର୍ୟ୍ଯ କର। ସହେି ନୂତନ ଦେଶ ରେ ତୁମ୍ଭମାନେେ ଉତ୍ତମ ଶସ୍ଯ ଓ ଦ୍ରାକ୍ଷାରସ ଏବଂ ରୁଟୀ ଓ ଦ୍ରାକ୍ଷା କ୍ଷେତ୍ରମାନ ଲାଭ କରିବ।
17 até que eu os leve a uma terra como a de vocês: terra de cereal e de vinho, terra de pão e de vinhas.
18 ହିଜକିଯ ତୁମ୍ଭମାନଙ୍କ ପାଇଁ ଯେପରି ଦୁଃଖ ନ ମଣାଏ, ସେଥିପାଇଁ ଧ୍ଯାନ ଦିଅ। ସେ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।' ମାତ୍ର କୌଣସି ଗୋଷ୍ଠୀଯମାନଙ୍କର ଦବେତାଗଣ ମଧ୍ଯରୁ କୌଣସି ଦବେତା କ'ଣ ଅଶୂରୀଯ ରାଜାଙ୍କ ହସ୍ତରୁ ଆପଣା ଦେଶକୁ ଉଦ୍ଧାର କରିଅଛ ? ନା।
18 " ‘Não deixem que Ezequias os engane quando diz que o Senhor os livrará. Alguma vez o deus de qualquer nação livrou sua terra das mãos do rei da Assíria?
19 ହମାତ ଓ ଅର୍ପଦର ଦବେତାମାନେ କାହାନ୍ତି ? ସଫର୍ବଯିମର ଦବେତାମାନେ କାହାନ୍ତି ? ସମାନେେ କ'ଣ ମାଠାରୁେ ଶମରିଯାକୁ ଉଦ୍ଧାର କରିଛନ୍ତି ?
19 Onde estão os deuses de Hamate e de Arpade? Onde estão os deuses de Sefarvaim? Eles livraram Samaria das minhas mãos?
20 ଏହିସବୁ ଦେଶର ଦବେତାଗଣ ମଧ୍ଯରୁ କେଉଁ ଦବେତା ମାେ ହସ୍ତରୁ ନିଜ ନିଜ ଦେଶ ଉଦ୍ଧାର କରିଅଛନ୍ତି ଯେ, ସଦାପ୍ରଭୁ ମାେ ହସ୍ତରୁ ୟିରୁଶାଲମକୁ ଉଦ୍ଧାର କରିବେ।
20 Quem dentre todos os deuses dessas nações conseguiu livrar a sua terra? Como então o Senhor poderá livrar Jerusalém das minhas mãos? ’ "
21 ମାତ୍ର ୟିରୁଶାଲମର ଲୋକମାନେ ନୀରବ ରହିଲେ। ତାହାକୁ ପଦମାେତ୍ର ଉତ୍ତର କଲେ ନାହିଁ। କାରଣ ରାଜା ହିଜକିଯ ଉତ୍ତର ନ ଦବୋପାଇଁ ଆଦେଶ ଦଇେଥିଲେ।
21 Mas o povo ficou em silêncio e nada respondeu, porque o rei dera esta ordem: "Não lhe respondam".
22 ତା'ପ ରେ ହିଲ୍କିଯର ପୁତ୍ର ରାଜଗୃହାଧ୍ଯକ୍ଷ ଇଲିଯାକିମ୍। ଲେଖକ ଗିବ୍ ନ ଓ ଆସଫର ପୁତ୍ର ଇତିହାସ ଲେଖକ ୟୋଯାହ ଆପଣା ଆପଣା ବସ୍ତ୍ର ଚିରି ହିଜକିଯ ନିକଟକୁ ଆସି ରବଶାକିର କଥାସବୁ ତାକୁ ଜଣାଇଲେ।
22 Então o administrador do palácio, Eliaquim, filho de Hilquias, o secretário Sebna e o arquivista Joá, filho de Asafe, com as vestes rasgadas, foram contar a Ezequias o que dissera o comandante.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 36, comparar traduções ou montar um estudo — tudo direto pelo WhatsApp.