Isaías 33
Oriya Bible (GL_ORIYA) vs NVI
1 ଦେଖ, ତୁମ୍ଭମାନେେ ଲୁଟିତ ନ ହାଇେ ମଧ୍ଯ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା ନ କଲେ ମଧ୍ଯ ତୁମ୍ଭମାନେେ ଅନ୍ୟମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛ। ତେଣୁ ତୁମ୍ଭମାନେେ ସନ୍ତାପର ପାତ୍ର। କାରଣ ତୁମ୍ଭମାନେେ ଲୁଟିବା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭମାନେେ ବିଶ୍ବାସଘାତକତା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭପ୍ରତି ବିଶ୍ବାସଘାତକତା କରିବେ।
1 Ai de você, destruidor, que ainda não foi destruído! Ai de você, traidor, que não foi traído! Quando você parar de destruir, será destruído; quando parar de trair, será traído.
2 ସେତବେେଳେ ଲୋକମାନେ କହିବେ, ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର। ଆମ୍ଭମାନେେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ। ହେ ସଦାପ୍ରଭୁ, ପ୍ରତି ପ୍ରଭାତ ରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ବରୂପ ହୁଅ। ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ।
2 Senhor, tem misericórdia de nós; pois por ti esperamos! Sê tu a nossa força cada manhã, nossa salvação na hora do perigo.
3 ତୁମ୍ଭର ଶକ୍ତିଶାଳୀ କୋଳାହଳ ରେ ଗୋଷ୍ଠୀଗଣ ପଳାଯନ କଲେ। ତୁମ୍ଭର ମହାନତା ଗୋଷ୍ଠୀଗୁଡ଼ିକୁ ଛିନ୍ନଭିନ୍ନ କଲା।'
3 Diante do trovão da tua voz, os povos fogem; quando te levantas, dispersam-se as nações.
4 ପତଙ୍କ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହିତ ହବେ। ଯେପରି ପତଙ୍ଗମାନେ ଡ଼ିଆଁ ମାରନ୍ତି, ସହେିପରି ବହୁଲୋକ ତା ଉପ ରେ ଡ଼ିଆଁ ମାରିବେ।
4 O seu despojo, ó nações, será reunido como fazem os gafanhotos novos; como gafanhotos em nuvem, dele se apoderam os homens.
5 ସଦାପ୍ରଭୁ ଉନ୍ନତ, କାରଣ ସେ ଉର୍ଦ୍ଧ୍ବ ଲୋକରେ ବାସ କରନ୍ତି। ସେ ସିୟୋନକୁ ନ୍ଯାଯ ବିଚାର ଓ ଧାର୍ମିକତା ରେ ପୂର୍ଣ୍ଣ କରିଅଛନ୍ତି।
5 O Senhor é exaltado, pois habita no alto; ele encherá Sião de retidão e justiça.
6 ହେ ୟିରୁଶାଲମ, ସେ ତୁମ୍ଭ ପାଇଁ ନିରାପଦ ଆଣିବେ। ସେ ତୁମ୍ଭକୁ ମୁକ୍ତି, ବୁଦ୍ଧି ଓ ଜ୍ଞାନ ରେ ଧନୀ କରିବେ। ସଞ୍ଚିତ ଧନ ସଦାପ୍ରଭୁଙ୍କ ଭୟର ବିଷଯକ, ତାହା ସେ ଦିଅନ୍ତି।
6 Ele será o firme fundamento nos tempos a que você pertence, uma grande riqueza de salvação, sabedoria e conhecimento; o temor do Senhor é a chave desse tesouro.
7 ମାତ୍ର ଶୁଣ, ସମାନଙ୍କେର ପରାକ୍ରମଶାଳୀ ମାନେ ବାହା ରେ କ୍ରନ୍ଦନ କରୁଛନ୍ତି। ଶାନ୍ତିକାମୀ ଦୂତମାନେ ଅତିଶଯ ରୋଦନ କରୁଛନ୍ତି।
7 Vejam! Os seus heróis gritam nas ruas; os embaixadores da paz choram amargamente.
8 ରାଜପଥ ଧ୍ବଂସପ୍ରାପ୍ତ ହାଇେଛି। ସଠାେ ରେ କହେି ପଥିକ ଦଖାେଯିବେ ନାହିଁ। ସମାନେେ ଚୁକ୍ତି ଭଙ୍ଗ କରିଛନ୍ତି। ନଗର ସବୁକୁ ତୁଚ୍ଛ କରିଛନ୍ତି ଏବଂ କହେି ହେଲେ ସମ୍ମାନ ହାଇେ ନାହାଁନ୍ତି।
8 As estradas estão abandonadas, ninguém viaja por elas. Rompeu-se o acordo, suas testemunhas são desprezadas, não se respeita ninguém.
9 ଦେଶ ଜଟିଳ ସମସ୍ଯା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦଖାେ ଯାଉଛି, ଶାରୋଣ ଅରଣ୍ଯ ତୁଲ୍ଯ ଦଖାେ ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହାଇେଛି।
9 A terra pranteia e fraqueja, o Líbano murcha, envergonhado; Sarom é como a Arabá, e Basã e o Carmelo perdem sua folhagem.
10 ସଦାପ୍ରଭୁ କୁହନ୍ତି, ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହବୋ।
10 "Agora me levantarei", diz o Senhor. "Agora eu me erguerei; agora serei exaltado.
11 ତୁମ୍ଭମାନେେ ତୁଷ ସଦୃଶ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ। ତୁମ୍ଭମାନଙ୍କର ଅଗ୍ନିସଦୃଶ ଆତ୍ମା ତୁମ୍ଭମାନଙ୍କୁ ଗ୍ରାସ କରିବ।
11 Vocês concebem palha, e dão à luz restolho; seu sopro é um fogo que o consome.
12 ପୁଣି ଲୋକମନେ ଚୂନପରି ଭସ୍ମିଭୂତ ହବେେ ଓ ଅଗ୍ନି ରେ ଇଟା ଓ କଣ୍ଟକପରି ଶୀଘ୍ର ଦଗ୍ଧିଭୂତ ହବେେ।
12 Os povos serão queimados como se faz com a cal; como espinheiros cortados, serão postos no fogo. "
13 ହେ ଦୂରବର୍ତ୍ତୀ ଲୋକଗଣ, ଦୟାକରି ତୁମ୍ଭ କାନି ଆଣି ମାେ କୃତକର୍ମର କଥା ଶୁଣ ଏବଂ ମାେ ନିକଟବର୍ତ୍ତୀ ସମୂହ, ଏହାକୁ ମାରେ ପରାକ୍ରମ ସ୍ବୀକାର କର।'
13 Vocês que estão longe, atentem para o que eu fiz! Vocês, que estão perto, reconheçam o meu poder!
14 ସିୟୋନର ପାପୀଗଣ ଭୟଭୀତ, ମନ୍ଦାଚାରୀଗଣ ହଠାତ୍ କିତ ହେଉଛନ୍ତି। 2ଆମ୍ଭମାନଙ୍କ ମଧ୍ଯରୁ କହେି ସର୍ବଗ୍ରାସୀ ଅଗ୍ନି ରେ ବାସ କରିପାରିବ ? ପୁଣି କହେି କବେେ ଅନନ୍ତକାଳ ପର୍ୟ୍ଯନ୍ତ ଜ୍ବଳନ୍ତ ଅଗ୍ନି ରେ ବାସ କରିପାରିବ ?'
14 Em Sião os pecadores estão aterrorizados; o tremor se apodera dos ímpios: "Quem de nós pode conviver com o fogo consumidor? Quem de nós pode conviver com a chama eterna? "
15 ଯେଉଁ ଲୋକମାନେ ଧର୍ମ ପଥରେ ଚାଲନ୍ତି ଓ ସରଳ କଥା କୁହନ୍ତି, ସମାନେେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷଯରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।
15 Aquele que anda corretamente e fala o que é reto, que recusa o lucro injusto, cuja mão não aceita suborno, que tapa os ouvidos para as tramas de assassinatos e fecha os olhos para não contemplar o mal,
16 ସହେି ଲୋକମାନେ ଉଚ୍ଚ ସ୍ଥାନ ରେ ବାସ କରିବେ। ସମାନେେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗ ରେ ସୁରକ୍ଷିତ ହବେେ। ସମାନଙ୍କେର ଭକ୍ଷ୍ଯ ଓ ଜଳର ଅଭାବ ରହିବ ନାହିଁ।
16 é esse o homem que habitará nas alturas; seu refúgio será a fortaleza das rochas; terá suprimento de pão, e água não lhe faltará.
17 ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ୟ୍ଯ ରେ ଦର୍ଶନ କରିବ। ଏକ ବହୁଦୂରବ୍ଯାପୀ ଦେଶକୁ ଦେଖିବ।
17 Seus olhos verão o rei em seu esplendor e vislumbrarão o território em toda a sua extensão.
18 ତୁମ୍ଭର ହୃଦଯ ଭୟ ରେ ଥରିବେ। ତୁମ୍ଭେ ଭାବିବ, ସହେି ଗଣନାକାରୀ କାହିଁ ? ସହେି ଲୋକ କାହିଁ ୟିଏ ଓଜନ କରୁଥିଲା ? ସହେି ଲୋ କେଉଁଠା ରେ ୟିଏ ଦୁର୍ଗ ଗଣନା କରୁଥିଲା ?
18 Em seus pensamentos você lembrará terrores passados: "Onde está o oficial maior? Onde está o que recebia tributos? Onde o encarregado das torres? "
19 ସହେି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀଯ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସହେି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।'
19 Você não tornará a ver aquele povo arrogante, aquele povo de fala obscura, com sua língua estranha, incompreensível.
20 ଆମ୍ଭମାନଙ୍କ ପବିତ୍ର ଧର୍ମସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର ; ଶାନ୍ତିମଯ ବସତିସ୍ଥାନ ୟିରୁଶାଲମ ପ୍ରତି ଲକ୍ଷ୍ଯ କର, ତାହା ଅଟଳ ତମ୍ବୁ ସ୍ବରୂପ ଓ ତାହାର କିଳାଗୁଡ଼ିକ ଏତେ ସୁଦୃଢ଼ ତାହା ଉପୁଡିବ ନାହିଁ କିମ୍ବା ଦଉଡ଼ି ଗୁଡ଼ିକ ଛିଣ୍ଡିବ ନାହିଁ।
20 Olhe para Sião, a cidade das nossas festas; seus olhos verão Jerusalém, morada pacífica, tenda que não será removida; suas estacas jamais serão arrancadas, nem se romperá nenhuma de suas cordas.
21 କାହିଁକି ଏସବୁ ହବେ ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହବେେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ଷୋର୍ତ ସମୂହର ସ୍ଥାନ ହବେ। କିନ୍ତୁ ସହେି ନଦୀମାନଙ୍କ ରେ ଆହୁଲା ୟୁକ୍ତ କୌଣସି ନେ ୗକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭମାନେେ ସହେି ପୋତର ରଜ୍ଜୁ ଛାଡ଼ି ଦବେ।
21 Ali o Senhor será o Poderoso para nós. Será como uma região de rios e canais largos, mas nenhum navio a remo os percorrerá, e nenhuma nau poderosa velejará neles.
22 ତୁମ୍ଭମାନେେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭମାନେେ ତୁମ୍ଭର ଜାହାଜକୁ ଖାଲିବୋକୁ କ୍ଷମ ହବେ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ଯବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ।
22 Pois o Senhor é o nosso juiz, o Senhor é o nosso legislador, o Senhor é o nosso rei; é ele que nos salvará.
23 ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦବେେ। ଏପରିକି େଛାଟ ଲୋକ ମଧ୍ଯ ଲୁଟିତ ସମ୍ପଦ ପାଇବ।
23 Suas cordas se afrouxam: O mastro não está firme, as velas não estão estendidas. Então será dividida grande quantidade de despojos, e até o aleijado levará sua presa.
24 ମୁଁ ପୀଡ଼ିତ ହାଇେ ସଠାେକାର ନିବାସୀ କହିବ ନାହିଁ। ସଠାେକାର ନିବାସୀମାନଙ୍କର ପାପ କ୍ଷମା କରାୟିବ।
24 Nenhum morador de Sião dirá: "Estou doente! " E os pecados dos que ali habitam serão perdoados.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 33, comparar traduções ou montar um estudo — tudo direto pelo WhatsApp.