Isaías 31
Oriya Bible (GL_ORIYA) vs VC
1 ମିଶରକୁ ସାହାୟ୍ଯ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସମାନେେ ଅଶ୍ବମାନଙ୍କ ଉପ ରେ ନିର୍ଭର କରନ୍ତି। ସମାନେେ ଆଶା କରନ୍ତି ଅଶ୍ବଗଣ ସମାନଙ୍କେୁ ରକ୍ଷା କରିବେ। ଆଉ ମଧ୍ଯ ସମାନେେ ଭାବନ୍ତି ଅତ୍ଯଧିକ ରଥ ଓ ବହୁ ବଳବାନ ଅଶ୍ବାରୋହୀ ସୈନ୍ଯ ଥିବାରୁ ସମାନେେ ସୁରକ୍ଷିତ। ସମାନେେ ଇଶ୍ରାୟେଲର ପବିତ୍ରତା ପ୍ରତି ବିଶ୍ବାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ବଷେଣ କରନ୍ତି ନାହିଁ। ତେଣୁ ସମାନେେ ସନ୍ତାପର ପାତ୍ର।
1 Ai daqueles que vão ao Egito buscar socorros, e que contam com a cavalaria, que se fiam no número de carros e no valor dos cavaleiros, em vez de voltarem seus olhares para o Santo de Israel e de consultarem o Senhor.
2 ମାତ୍ର ସଦାପ୍ରଭୁ ଜ୍ଞାନବାନ। ସେ ଅମଙ୍ଗଳ ଘଟାଇବେ। ସେ ନିଜର ବାକ୍ଯକୁ ଅନ୍ୟଥା କରିବେ ନାହିଁ। ସେ ମନ୍ଦାଚାରୀମାନଙ୍କ ପ୍ରତିକୂଳ ରେ ଓ ଅଧର୍ମାଚାରୀମାନଙ୍କ ସହାୟକଗଣଙ୍କ ବିରୁଦ୍ଧ ରେ ଉଠିବେ।
2 Entretanto, ele também é sábio, e faz vir o mal; não retira sua palavra, e se ergue contra a casa dos maus, e contra a ajuda daqueles que fazem o mal.
3 ମିଶରୀଯମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ବର ନିହଁନ୍ତି। ସମାନଙ୍କେର ଅଶ୍ବଗଣ ମାଂସରୁ ଏବଂ ହାତରୁ ତିଆରି ମାତ୍ର ଆତ୍ମା ନୁହଁନ୍ତି। ସଦାପ୍ରଭୁ ଯେତବେେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାୟ୍ଯ ପ୍ରାପ୍ତ ବ୍ଯକ୍ତିର ମଧ୍ଯ ପତନ ଘଟିବ। ଉଭୟ ଏକତ୍ର ଧ୍ବଂସ ହବେେ।
3 O egípcio é homem e não deus, seus cavalos são carne e não espírito. Quando o Senhor estender a mão, o protetor cambaleará e o protegido cairá. E eles perecerão conjuntamente.
4 ସଦାପ୍ରଭୁ ମାେତେ କହିଲେ, ଯେତବେେଳେ ସିଂହ ଓ ୟୁବା ସିଂହ ଶିକାର ଧ ରେ ଓ ସହେି ମୃତ ପ୍ରାଣୀ ଉପ ରେ ସେତବେେଳେ ବହୁ ମଷେପାଳକ ତା ବିରୁଦ୍ଧ ରେ ଗର୍ଜନ କଲେ ହେଁ ସେ କବେେ ଭୟଭୀତ ହୁଏ ନାହିଁ।'
4 Eis, pois, o que me diz o Senhor: Assim como ruge um leão, um jovem leão que defende sua presa, ainda que se congregue contra ele um tropel de pastores, sem se deixar intimidar pelos seus gritos, e sem recuar diante do número, assim o Senhor dos exércitos descerá ao combate, sobre o monte de Sião e sobre sua colina.
5 ଯେପରି ପକ୍ଷୀମାନେ ଉଡ଼ି ଉଡ଼ି ବସାକୁ ରକ୍ଷା କରନ୍ତି। ସହେିପରି ସର୍ବଶକ୍ତିମାନ ସଦାପ୍ରଭୁ ୟିରୁଶାଲମକୁ ରକ୍ଷା କରିବେ। ସେ ତାକୁ ଉଦ୍ଧାର ଓ ନିସ୍ତାର' କରିବେ।
5 Como aves que voam, o Senhor dos exércitos protegerá Jerusalém, pondo-a ao abrigo, libertando-a, poupando e salvando.
6 ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭମାନେେ ଯେଉଁ ପରମେଶ୍ବରଙ୍କର ବିରୁଦ୍ଧାଚରଣ କରି ତାଙ୍କ ପ୍ରତି ବିମୁଖ ହାଇେଅଛ, ତାଙ୍କ ନିକଟକୁ ଫରେିଆସ।
6 Voltai, pois, filhos de Israel, àquele de quem estais tão profundamente separados.
7 କାରଣ ତୁମ୍ଭମାନେେ ପ୍ରେତ୍ୟକକ ସ୍ବର୍ଣ୍ଣ ଓ ରେ ୗପ୍ୟ ନିର୍ମିତ ପ୍ରତିମାଗୁଡ଼ିକୁ ପୂଜା କରି ପାପ କରିଛ। ତେଣୁ ସଗେୁଡ଼ିକୁ ତୁମ୍ଭମାନେେ ପକାଇ ଦବେ।
7 Naquele dia cada um lançará fora seus ídolos de prata e seus ídolos de ouro, obras de vossas mãos criminosas.
8 ଏହା ସତ୍ଯ ସଦେିନ ଅଶୂର ଖଡ୍ଗ ରେ ପତିତ ହବେ। ମାତ୍ର ତାହା ମନୁଷ୍ଯର ଖଡ୍ଗ ନୁହେଁ। ଅଶୂର ସମ୍ପୂର୍ଣ୍ଣ ବିନଷ୍ଟ ହବେ ମାତ୍ର ତାହା ମନୁଷ୍ଯ ଖଡ୍ଗ ରେ ନୁହେଁ। ପୁଣି ସେ ଖଡ୍ଗ ରେ ସମ୍ମୁଖରୁ ପଳାଯନ କରିବ। ତା'ର ୟୁବକମାନେ କ୍ରୀତଦାସ ହବେେ।
8 O assírio cairá sob os golpes de uma espada que não é de homem, uma espada que não é de um mortal e fará dele sua presa. Ele fugirá diante da espada, e seus jovens guerreiros serão subjugados.
9 ଆଉ ତା'ର ଶୈଳ ଅନ୍ତର୍ହିତ ହବେ। ତା'ର ଅଧିପତିମାନେ ଧ୍ବଜା ଛାଡ଼ି ପଳାଯନ କରିବେ।
9 Seu rochedo desaparecerá de terror, seus chefes, espavoridos, abandonarão seu estandarte. Palavra do Senhor, cujo fogo está em Sião, e a fornalha em Jerusalém.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 31, comparar traduções ou montar um estudo — tudo direto pelo WhatsApp.