Isaías 2

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଆମାେସଙ୍କ ପୁତ୍ର ଯିଶାଇୟ ଯିହୁଦା ଓ ୟିରୁଶାଲମ ବିଷଯ ରେ ଯେଉଁ ଦର୍ଶନ ପାଇଥିଲେ ତାହାର ବୃତ୍ତାନ୍ତ।
1 Esta é uma visão que Isaías, filho de Amoz, teve acerca de Judá e Jerusalém:
2 ଶଷେ ଦିନ ରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖର ରେ ହବେ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧିଅରେ ଉଚ୍ଚତର ହବେ। ସମସ୍ତ ଗୋଷ୍ଠୀର ଲୋକମାନେ ସୋର୍ତ ସଦୃଶ ସଠାେକୁ ଧାବିତ ହବେେ।
2 Nos últimos dias, o monte da casa do S enhor será o mais alto de todos. Será elevado acima de todos os outros montes, e povos de todo o mundo irão até lá para adorar.
3 ବହୁ ଲୋକ ସଠାେକୁ ଯିବେ। ସମାନେେ କହିବେ, ଆସ, ଆମ୍ଭମାନେେ ସଦାପ୍ରଭୁଙ୍କ ପର୍ବତକୁ ୟିବା। ଯାକୁବଙ୍କ ପରମେଶ୍ବରଙ୍କ ମନ୍ଦିରକୁ ଆମ୍ଭମାନେେ ୟିବା। ସେତବେେଳେ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କ ପଥ ବିଷଯ ରେ ଶିକ୍ଷା ଦବେେ। ଆମ୍ଭମାନେେ ତାହା ଅନୁସରଣ କରିବା।
3 Gente de muitas nações virá e dirá: “Venham, vamos subir ao monte do S à casa do Deus de Jacó. Ali ele nos ensinará seus caminhos, e neles andaremos”. Pois a lei do S sua palavra virá de Jerusalém.
4 ତାପ ରେ ପରମେଶ୍ବର ସମଗ୍ର ମାନବ ଗୋଷ୍ଠୀର ବିଚାରକ ହବେେ। ଅନକେ ଗୋଷ୍ଠୀ ବିଷଯ ରେ ପରମେଶ୍ବର ଶଷେ ନିଷ୍ପତ୍ତି ଦବେେ। ସହେି ଲୋକମାନେ ୟୁଦ୍ଧ ପାଇଁ ସମାନଙ୍କେର ଅସ୍ତ୍ର ବ୍ଯବହାର କରିବେ ନାହିଁ। ସମାନେେ ଖଡ୍ଗ ରେ ଲଙ୍ଗଳର ଲୁହା ତିଆରି କରିବେ, ବର୍ଚ୍ଛା ରେ ଦାଆ ତିଆରି କରିବେ। ସମାନେେ ଅନ୍ୟ ବିରୁଦ୍ଧ ରେ ଆଉ ୟୁଦ୍ଧ କରିବେ ନାହିଁ। ସମାନେେ କବେେ ଆଉ ୟୁଦ୍ଧ ପାଇଁ ତାଲିମ ନବେେ ନାହିଁ।
4 O S enhor será mediador entre os povos e resolverá os conflitos das nações. Os povos transformarão suas espadas em arados e suas lanças em podadeiras. As nações deixarão de lutar entre si e já não treinarão para a guerra.
5 ହେ ଯାକୁବ ବଂଶ, ଆସ, ସଦାପ୍ରଭୁଙ୍କର ଆଜ୍ଞା ପାଳନ କର।
5 Venham, descendentes de Jacó, vamos andar na luz do S
6 ମୁଁ ଏହା କହୁଛି କାହିଁକି? କାରଣ ତୁମ୍ଭମାନେେ ଯାକୁବ ବଂଶକୁ ପରିତ୍ଯାଗ କରିଛ। ତୁମ୍ଭମାନେେ ସହେି ଲୋକ ଯେଉଁମାନେ କି ପୂର୍ବଦେଶୀଯମାନଙ୍କ ଆଚାର ରେ ପରିପୂର୍ଣ୍ଣ। ତୁମ୍ଭମାନେେ ପଲେଷ୍ଟୀୟମାନଙ୍କ ପରି ଭବିଷ୍ଯତବାଣୀ କହିବାକୁ ଚେଷ୍ଟା କରିବ। ତୁମ୍ଭର ଲୋକମାନେ ବିଦେଶୀଯମାନଙ୍କର ସହେି ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରି ନଇେଛନ୍ତି।
6 Pois tu, S enhor , rejeitaste teu povo, os descendentes de Jacó, porque encheram a terra com práticas do oriente e feiticeiros, como é costume dos filisteus; sim, fizeram acordos com nações estrangeiras.
7 ତୁମ୍ଭମାନଙ୍କର ଦେଶ ସୁନା ଓ ରୂପା ରେ ପରିପୂର୍ଣ୍ଣ। ସଠାେ ରେ ଧନରତ୍ନର ସୀମା ନାହିଁ। ତୁମ୍ଭମାନଙ୍କର ଦେଶ ମଧ୍ଯ ଅଶ୍ବ ରେ ପରିପୂର୍ଣ୍ଣ ଓ ସଠାେ ରେ ରଥର ସୀମା ନାହିଁ।
7 Israel está cheia de prata e ouro; seus tesouros são incontáveis. Sua terra está cheia de cavalos de guerra; seus carros de combate não têm fim.
8 ଆଉମଧ୍ଯ ତୁମ୍ଭମାନଙ୍କର ଦେଶ ଲୋକମାନଙ୍କ ଦ୍ବାରା ପୂଜିତ ପ୍ରତିମା ରେ ପରିପୂର୍ଣ୍ଣ। ସହେି ପ୍ରତିମାଗୁଡ଼ିକ ଲୋକମାନଙ୍କ ସ୍ବହସ୍ତ ନିର୍ମିତ ଓ ସମାନେେ ସଗେୁଡ଼ିକୁ ପୂଜା କରୁଛନ୍ତି।
8 Sua terra está cheia de ídolos; o povo adora objetos que fez com as próprias mãos.
9 ଲୋକମାନେ ମନ୍ଦରୁ ମନ୍ଦତର ହେଉଛନ୍ତି। ସମାନେେ ଅଧୋଗାମୀ ହାଇେଛନ୍ତି। ତେଣୁ ଏହା ନିଶ୍ଚିତ ଯେ ପରମେଶ୍ବର କବେେ ସମାନଙ୍କେୁ କ୍ଷମା କରିବେ ନାହିଁ।
9 Por isso, agora serão humilhados, e todos serão rebaixados; não os perdoes!
10 ୟାଅ, ମାଟିତଳେ ଓ ପର୍ବତର ପୃଷ୍ଠଭାଗ ରେ ନିଜକୁ ଲୁଚାଅ! କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କର ସର୍ବଶକ୍ତିମାନ ଓ ଶକ୍ତି ନିକଟରେ ଭୟଭୀତ।
10 Escondam-se em cavernas no meio das rochas, escondam-se no pó, para escaparem do terror do S e da glória de sua majestade.
11 ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।
11 O orgulho humano será rebaixado, a arrogância humana será humilhada. Somente o S naquele dia de julgamento.
12 ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସହେିଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦବେେ। ସେତବେେଳେ ସହେି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ।
12 Pois o S enhor dos Exércitos tem um dia de acerto de contas. Ele castigará os orgulhosos e os poderosos e derrubará tudo que se exalta.
13 ସହେି ଅହଙ୍କାର ଲୋକମାନେ ଲିବା ନୋନ ଓ ବାଶନର ଦବଦୋରୁ ଓ ଆଲୋନଗଛ ପରି ଉଚ୍ଚ ଓ ମହାନ୍ ହବେେ। ମାତ୍ର ସଦାପ୍ରଭୁ ସମାନଙ୍କେୁ ଦଣ୍ଡ ଦବେେ।
13 Cortará os cedros imponentes do Líbano e os grandes carvalhos de Basã.
14 ସହେି ଅହଙ୍କାରୀ ମାନବ ପର୍ବତ ଓ ପାହାଡ଼ ସଦୃଶ ଉନ୍ନତ ଓ ଉଚ୍ଚ ହବେେ।
14 Arrasará os montes altos e as colinas elevadas.
15 ଆଉମଧ୍ଯ ସହେି ଗର୍ବିତ ଲୋକମାନେ ଉଚ୍ଚ ସ୍ତମ୍ଭ ଓ ଶକ୍ତ କାନ୍ଥ ସଦୃଶ ହବେେ। ମାତ୍ର ପରମେଶ୍ବର ସମାନଙ୍କେୁ ଶାସ୍ତି ଦବେେ।
15 Derrubará as torres altas e os muros fortificados.
16 ପୁଣି ସହେି ଅହଙ୍କାରୀଗଣ ତର୍ଶୀଶର ବିଭିନ୍ନ ପଦାର୍ଥ ରେ ପରିପୂର୍ଣ୍ଣ ଜାହାଜ ସଦୃଶ ମହାନ୍ ହବେେ। ମାତ୍ର ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।
16 Afundará os grandes navios mercantes e todas as magníficas embarcações.
17 ସେତବେେଳେ ଲୋକମାନେ ଗର୍ବିତ ହବୋରୁ ନିବୃତ୍ତ ହବେେ। ସହେି ଗର୍ବିତ ମାନବ ନମ୍ର ହବେେ ଏବଂ କବଳେ ସହେିଦିନ ରେ ସଦାପ୍ରଭୁ ଉଚ୍ଚ ରେ ରହିବେ।
17 O orgulho humano será humilhado, a arrogância humana será rebaixada. Somente o S naquele dia de julgamento.
18 ପୁଣି ସମସ୍ତ ପ୍ରତିମା ଲୁପ୍ତ ହବେେ।
18 Os ídolos desaparecerão por completo.
19 ସେତବେେଳେ ଲୋକମାନେ ସଦାପ୍ରଭୁ ଓ ତାଙ୍କର ମହାନ୍ଶକ୍ତି ଦେଖି ଭୟଭୀତ ହବେେ। ସଦାପ୍ରଭୁ ପୃଥିବୀକୁ ଏପରି କିତ କରିବେ ଯେ ଲୋକମାନେ ଭୟଭୀତ ହାଇେ ପର୍ବତ ଗୁମ୍ଫା ରେ ଓ ପୃଥିବୀର ଗର୍ତ୍ତ ରେ ଲୁଚିବେ।
19 Quando o S enhor se levantar para sacudir a terra, seus inimigos rastejarão para dentro de buracos no chão. Em cavernas no meio das rochas, se esconderão do terror do S e da glória de sua majestade.
20 ସେତବେେଳେ ଲୋକମାନେ ତାଙ୍କ ଦ୍ବାରା ନିର୍ମାଣ କରିଥିବା ଓ ପୂଜା କରୁଥିବା ସୁନା ଓ ରୂପାର ପ୍ରତିମାଗୁଡ଼ିକୁ ଫିଙ୍ଗି ଦବେେ। ସମାନେେ ସହେି ପ୍ରତିମାଗୁଡ଼ିକୁ ମୂଷିକ ଓ ବାଦୁଡ଼ିମାନଙ୍କର ଗହ୍ବର ଭିତର ରେ ଫିଙ୍ଗି ଦବେେ।
20 Naquele dia, abandonarão os ídolos de ouro e prata que eles próprios fizeram para adorar. Deixarão seus deuses para roedores e morcegos,
21 ସଦାପ୍ରଭୁ ପୃଥିବୀ ରେ ଏପରି ଭାବରେ କମ୍ପନ ସୃଷ୍ଟି କରିବେ ଯେ ଲୋକମାନେ ସଦାପ୍ରଭୁଙ୍କ ଐଶ୍ଚର୍ୟ୍ଯ ପୂର୍ବକ ମହିମାକୁ ଭୟଭୀତ ହାଇେ ଗୁମ୍ଫା ରେ ସମାନଙ୍କେୁ ଲୁଚାଇ ରଖିବେ।
21 enquanto rastejam para dentro de cavernas e se escondem entre as rochas dos desfiladeiros. Tentarão escapar do terror do S e da glória de sua majestade quando ele se levantar para sacudir a terra.
22 ତୁମ୍ଭମାନେେ ପ୍ରାଣବାଯୁଧାରୀ ମନୁଷ୍ଯ ଉପ ରେ ବିଶ୍ବାସ ରଖିବ ନାହିଁ। ମନୁଷ୍ଯମାତ୍ ରେ ମୃତ୍ଯୁ ସୁନିଶ୍ଚିତ। ଏମାନେ ଯେ ଈଶ୍ବରଙ୍କ ପରି ବଳବାନ୍ ଏହା ତୁମ୍ଭମାନେେ ଚିନ୍ତା କରିବା ଉଚିତ୍ ନୁହେଁ।
22 Não ponham sua confiança em simples mortais; são frágeis como um sopro. Que valor eles têm?

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 2, comparar traduções ou montar um estudo — tudo direto pelo WhatsApp.