Isaías 29
Oriya Bible (GL_ORIYA) vs NTLH
1 ପରମେଶ୍ବର କୁହନ୍ତି, ହାୟ ଅରୀଯଲେ, ଅରୀଯଲେ, ଦାଉଦର ଛାଉଣୀ ନଗର। ବର୍ଷକୁ ବର୍ଷ ୟୋଗ କର। ପର୍ବଗୁଡ଼ିକ ପାଳି ଅନୁକ୍ରମେ ଆସୁ।
1 Ai de Jerusalém, o altar de Deus , a cidade onde o rei Davi armou o seu acampamento! Deixem passar alguns anos com as suas festas religiosas,
2 ତବେେ ମୁଁ ଅରୀଯଲକେୁ ଦୁଃଖ ଦବେି। ନଗରଟି ଶୋକ ଓ ବିଳାପ ରେ ପୂର୍ଣ୍ଣ ହବେ। ମାତ୍ର ତାହା ଆମ ପ୍ରତି ଦାହସ୍ଥାନ ତୁଲ୍ଯ ହବେ।
2 e então Deus castigará a cidade que se chama “O Altar de Deus”. Os seus moradores chorarão e se lamentarão; a cidade ficará parecendo um altar coberto de sangue.
3 ପୁଣି ମୁଁ ଚତୁର୍ଦ୍ଦିଗ ରେ ତୁମ୍ଭ ବିରୁଦ୍ଧ ରେ ଛାଉଣୀ ସ୍ଥାପନ କରିବି। ତୁମ୍ଭ ବିପକ୍ଷ ରେ ଗଡ଼ ସୃଷ୍ଟି କରିବି ଯେ କି ତୁମ୍ଭକୁ ବେଷ୍ଟନ କରିବ ଓ ତୁମ୍ଭ ପ୍ରତିକୂଳ ରେ ତାହା ତୁମ୍ଭକୁ ଅନୁରୋଧ କରିବ।
3 Deus enviará um exército para atacar a cidade; os soldados inimigos a cercarão e levantarão rampas de ataque contra as muralhas.
4 ଏଥି ରେ ତୁମ୍ଭେ ଅବନତ ହବେ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ବର କ୍ଷୀଣ ହବେ ଓ ତାହା ଭୂତର ସ୍ବର ତୁଲ୍ଯ ହବେ। ତୁମ୍ଭର ସ୍ବର ଧୂଳି ଉପରୁ ଫୁସଫୁସ ଶବ୍ଦ ସ୍ବର ରେ କହିଲା ପରି ହବେ।'
4 A cidade será arrasada, e os seus moradores ficarão caídos no chão; falarão como se fossem espíritos, cochichando e murmurando como fantasmas. o aquela multidão de estrangeiros. Com trovões, terremotos e estrondos, com ventanias, tempestades e fogo devorador, ele fará os inimigos virarem um pó fino; eles serão como a palha que o vento carrega.
5 ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହବେେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ଯ ହବେ ଓ ଏସବୁ ନିମିଷକରେ ଘଟିବ।
5 — ausente —
6 ସର୍ବଶକ୍ତିମାନ ସଦାପ୍ରଭୁ ଭୂମିକମ୍ପ, ଘଡ଼ଘଡ଼ି, ଭୟଙ୍କର ଗର୍ଜନ ଝଡ଼, ଘୂର୍ଣ୍ଣିବାଯୁ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ଆସିବେ ଏବଂ ତାକୁ ଧ୍ବଂସ କରିବେ।
6 — ausente —
7 ବହୁଜାତିଗଣ ଅରୀଯଲେ ବିପକ୍ଷ ରେ ୟୁଦ୍ଧ କରିବେ, ଏବଂ ତାହାର ସୁଦୃଢ଼ ଦୁର୍ଗ ଭିତରକୁ ପ୍ରବେଶ କରିବେ, ତାହା ରାତ୍ରିକାଳିନ ସ୍ବପ୍ନ ଓ ଦର୍ଶନ ତୁଲ୍ଯ ହବେ।
7 Aí todos os inimigos que estiverem atacando “O Altar de Deus”, todos os exércitos que estiverem cercando a cidade com rampas de ataque desaparecerão como se fossem um sonho ou uma visão.
8 ଯେପରି ସ୍ବପ୍ନ ରେ କ୍ଷୁଧାର୍ତ୍ତ ଖାଏ ଏବଂ ତୃଷାର୍ତ୍ତ ପିଏ। କିନ୍ତୁ ବାସ୍ତବ ରେ ସହେି ସଂପୃକ୍ତ ଲୋକମାନେ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ଥାନ୍ତି, ଠିକ୍ ସହେିପରି ସହେି ଜାତିଗଣ ସିୟୋନ ପାଇଁ ସମାନଙ୍କେର ଇଚ୍ଛା ଅନୁସାରେ କିଛି କରିପାରିବେ ନାହିଁ।
8 Todas as nações que atacarem o monte Sião serão como um homem faminto que sonha que está comendo e acorda ainda com fome; serão como uma pessoa sedenta que sonha que está bebendo água e acorda ainda com sede.
9 ତୁମ୍ଭମାନେେ ଅଜ୍ଞାତ ଓ ଚମତ୍କୃତ ହୁଅ। ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ। ଟଳଟଳ ହୁଅ, କିନ୍ତୁ ସୁରାପାନ ରେ ନୁହେଁ।
9 Continuem sendo tolos, se quiserem! Continuem cegos, se preferirem! E, sem terem tomado vinho ou cerveja, fiquem bêbados e andem por aí tontos.
10 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପ ରେ ଘାରେ ନିଦ୍ରାଜନକ ଆତ୍ମା ଢ଼ାଳିଛନ୍ତି। ସେ ତୁମ୍ଭମାନଙ୍କର ଭବିଷ୍ଯଦ୍ବକ୍ତାଗଣଙ୍କ ସଦୃଶ ଚକ୍ଷୁ ମୁଦ୍ରିତ କରିବେ। ପୁଣି ଭବିଷ୍ଯଦ୍ ବକ୍ତାଙ୍କ ପରି ତୁମ୍ଭମାନଙ୍କର ମସ୍ତକକୁ ଆଚ୍ଛାଦନ କରିବେ।
10 Pois o Senhor Deus fez com que vocês caíssem num sono profundo; ele cobriu as cabeças de vocês e fechou os seus olhos. As cabeças e os olhos são os que não veem as visões que Deus envia.
11 ସେସବୁ ଜିନିଷର ଦୃଶ୍ଯବଦ୍ଧ ପୁସ୍ତକ ପରି ! ଯଦି ତୁମ୍ଭେ ତାକୁ କୌଣସି ଜଣକୁ ଦବେ ୟିଏ ପଢ଼ିପାରିବ ଏବଂ କହିବ, ଏହାକୁ ପଢ଼। ସେ କହିବ, ମୁଁ କରି ନ ପା ରେ, ଏହା ବନ୍ଦ ଅଛି।'
11 Agora, para vocês, todas as visões são como se fossem uma mensagem escrita num livro fechado e lacrado. Se levarem o livro para alguém que sabe ler e pedirem que leia a mensagem, a pessoa dirá: “Não posso; o livro está lacrado.”
12 ଯଦି ତୁମ୍ଭେ କୌଣସି ଅଶିକ୍ଷିତ ଲୋକକୁ ପଢ଼ିବାକୁ ଦବେ, ସମାନେେ ମଧ୍ଯ ସାଧାରଣ ଭାବରେ କହିବେ, ସଗେୁଡ଼ିକ ଅକ୍ଷର ରେ ଛପା ହାଇେଛି। ମୁଁ ପଢ଼ିପାରିବି ନାହିଁ।'
12 E, se pedirem a alguém que não sabe ler, a pessoa dirá: “Não sei ler.”
13 ମାରେ ପ୍ରଭୁ କୁହନ୍ତି, ସମାନଙ୍କେର ମୁଖ ସହିତ ଏହି ଲୋକମାନେ ମାେ ପାଖକୁ ଆସନ୍ତି। ସମାନେେ ନିଜର ଓଷ୍ଠାଧାର ରେ ମାରେ ସମ୍ମାନ କରନ୍ତି। ମାତ୍ର ପ୍ରକୃ ରେ ସମାନେେ ମାଠାରୁେ ବହୁତ ଦୂ ରଇେ ରହନ୍ତି। ମାେ ପ୍ରତି ସମାନଙ୍କେର ଭୟ ଓ ପ୍ ରମେ ଅନ୍ୟ କିଛି ନୁହେଁ, କିନ୍ତୁ କବଳେ ମାନବିକ ଶିକ୍ଷା ଓ େ ବେଳବେଳେ ଉପଦେଶ।
13 O Senhor diz: “Esse povo ora a mim com a boca e me louva com os lábios, mas o seu coração está longe de mim. A religião que eles praticam não passa de doutrinas e ensinamentos humanos que eles só sabem repetir de cor.
14 ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୁତ ଓ ଆଶ୍ଚର୍ୟ୍ଯ କର୍ମମାନ କରି ଚାଲିବି। ସମାନଙ୍କେର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହବେ ଓ ସମାନଙ୍କେର ବିବକେୀ ଲୋକମାନେ ସମାନଙ୍କେର ବୁଦ୍ଧି ହରାଇବେ।'
14 Por isso, mais uma vez vou deixar esse povo espantado com as coisas estranhas e terríveis que farei no meio dele. Com toda a sua sabedoria, os seus sábios não poderão explicá-las, e o conhecimento dos que são instruídos não adiantará nada.”
15 ଯେଉଁମାନେ ସଦାପ୍ରଭୁଙ୍କଠା ରେ ନିଜ ନିଜ ମନ୍ତ୍ରଣାକୁ ଲୁଚାଇବାକୁ ଚେଷ୍ଟା କରନ୍ତି ସମାନେେ ଦୁଃଖ ପାଆନ୍ତି। ସମାନେେ ଅନ୍ଧକାର ରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, କହେି ଆମ୍ଭମାନଙ୍କୁ ଦେଖୁ ନାହିଁ କି କହେି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।'
15 Ai dos que escondem os seus planos do Senhor , que fazem as suas maldades na escuridão e dizem: “Ninguém nos pode ver! Ninguém sabe o que estamos fazendo!”
16 ତୁମ୍ଭମାନେେ ବିଷଯକୁ ଓଲଟାଇ ପକାଇବ। କୁମ୍ଭକାର କ'ଣ ମାଟିର ତୁଲ୍ଯ ହବେ ? ନିର୍ମିତ ବସ୍ତୁ କ'ଣ ନିର୍ମାଣ କର୍ତ୍ତା ବିଷଯ ରେ କହିବ, ଏ ବ୍ଯକ୍ତି ମାେତେ ନିର୍ମାଣ କରି ନାହିଁ।' ପୁଣି ଗଢ଼ାବସ୍ତୁ କ'ଣ ବ୍ଯକ୍ତି ବିଷଯ ରେ କହିବ, ଏ ବ୍ଯକ୍ତିର ବୁଦ୍ଧି ନାହିଁ।'
16 Vocês invertem as coisas, como se o barro valesse mais do que o oleiro! O pote não vai dizer ao homem que o fez: “Você não me fez.” Uma vasilha não dirá ao oleiro: “Você não sabe o que está fazendo.”
17 ଏହା ସତ୍ଯ ଯେ, ଅତି ଅଳ୍ପ ସମୟ ପ ରେ ଲିବାନୋନ ଫଳପୂର୍ଣ୍ଣ କ୍ଷେତ୍ର ରେ ପରିଣତ ହବେ ଓ ଫଳବତୀ କ୍ଷେତ୍ର ଅରଣ୍ଯ ରେ ପରିଣତ ହବେ।
17 Daqui a pouco, as matas virgens vão virar jardins, e os jardins voltarão a ser mato.
18 ପୁଣି ସହେି ଦିନ ରେ ବଧିର ପୁସ୍ତକର ବାକ୍ଯ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧିଅରେ ଅନ୍ଧ ଦେଖିବ।
18 Naquele dia, os surdos ouvirão a mensagem que será lida no livro fechado e lacrado, e os cegos ficarão livres da escuridão e poderão ver.
19 ସଦାପ୍ରଭୁଙ୍କଠା ରେ ଦରିଦ୍ର, ନମ୍ର ଲୋକମାନେ ଆନନ୍ଦ ବଢ଼ାଇବେ। ଲୋକମାନଙ୍କ ମଧିଅରେ ଦରିଦ୍ରମାନେ ଇଶ୍ରାୟେଲର ଧର୍ମ ସ୍ବରୂପଙ୍କଠା ରେ ଉଲ୍ଲାସ କରିବେ।
19 O Senhor dará alegria aos necessitados, o Santo Deus de Israel fará com que os pobres fiquem alegres.
20 ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହାଇେଛନ୍ତି ଓ ଅଧର୍ମକାର୍ୟ୍ଯ କରୁଥିବା ବ୍ଯକ୍ତି ଧ୍ବଂସ ହାଇେଛନ୍ତି।
20 Pois Deus acabará com os que exploram o seu povo; os que zombam de Deus serão destruídos, e os que fazem planos para prejudicar os outros desaparecerão.
21 ସମାନେେ କଥା ରେ ଉତ୍ତମ ଲୋକଙ୍କୁ ଦୋଷୀ କରନ୍ତି। ନଗର ଦ୍ବାର ରେ ଦୋଷୟୁକ୍ତ କରିବାକୁ ଫାନ୍ଦ ବସାନ୍ତି ଓ ଅକାରଣ ରେ ଧାର୍ମିକ ପ୍ରତି ଅନ୍ଯାଯ କରନ୍ତି।
21 Deus acabará com os que acusam os outros falsamente; acabará com os que procuram enganar os juízes e com os que, por meio de mentiras, conseguem que os inocentes sejam condenados.
22 ତେଣୁ ଅବ୍ରହାମର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷଯ ରେ ଏହିପରି କୁହନ୍ତି, ହେ ଯାକୁବ, ତୁମ୍ଭେ ଏବେ ଲଜ୍ଜିତ ହବେ ନାହିଁ କିମ୍ବା ତୁମ୍ଭର ମୁଖ ମଳିନ କରିବ ନାହିଁ।
22 Portanto, o Senhor , que livrou Abraão de perigos, diz o seguinte a respeito do povo de Israel: “O meu povo não ficará desiludido outra vez, eles nunca mais sentirão vergonha.
23 ସେ ଯେତବେେଳେ ମାରେ ହସ୍ତକୃତ କର୍ମ ସ୍ବରୂପ ତାହାର ସନ୍ତାନଗଣଙ୍କୁ ନିଜ ମଧିଅରେ ଦେଖିବ ସେତବେେଳେ ସମାନେେ ମାରେ ନାମକୁ ପବିତ୍ର ବୋଲି ମାନିବେ। ଆଉ ମଧ୍ଯ ଯାକୁବର ଧର୍ମସ୍ବରୂପକୁ ପବିତ୍ର ବୋଲି ମାନିବେ ଓ ଇଶ୍ରାୟେଲର ପରମେଶ୍ବରଙ୍କୁ ସମ୍ମାନ ଓ ଭକ୍ତି କରିବେ।
23 Pois, quando virem o que vou fazer no meio deles, confessarão que o meu nome é santo, reconhecerão que eu sou o Santo Deus de Israel e me
24 ବହୁ ମନ୍ଦ କର୍ମ ରେ ଳିପ୍ତ ଭ୍ରାନ୍ତମନାମାନେ ବୁଦ୍ଧିପ୍ରାପ୍ତ ହବେେ ଓ ଅଭିଯୋଗକାରୀ ତତ୍ତ୍ବକଥା ଶିଖିବେ।'
24 Então os que perderam o juízo se tornarão sábios, e os que se revoltaram contra mim aceitarão os meus ensinamentos.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 29, comparar traduções ou montar um estudo — tudo direto pelo WhatsApp.