Isaías 26

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସଦେିନ, ଯିହୁଦା ଦେଶ ରେ ଏହି ଗୀତ ଗାନ କରାୟିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ ନଗର ତିଆରି କରିବେ।
1 Naquele dia, se entoará este cântico na terra de Judá: Temos uma cidade forte; Deus lhe põe a salvação por muros e baluartes.
2 ସହେି ଦ୍ବାର ଉନ୍ମୁକ୍ତ କର ଯେପରି ଧାର୍ମିକ ଓ ପରମେଶ୍ବରଙ୍କ ଶିକ୍ଷାସମୂହ ପାଳନକାରୀ ପ୍ରବେଶ କରିପାରିବେ।
2 Abri vós as portas, para que entre a nação justa, que guarda a fidelidade.
3 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପ ରେ ନିର୍ଭର କରନ୍ତି ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତି ରେ ରଖିବ।
3 Tu, Senhor , conservarás em perfeita paz aquele cujo propósito é firme; porque ele confia em ti.
4 ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କଠା ରେ ସଦାକାଳ ନିର୍ଭର ରଖ, କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି।
4 Confiai no Senhor perpetuamente, porque o Senhor Deus é uma rocha eterna;
5 ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ ଓ ଉର୍ଦ୍ଧ୍ବସ୍ଥିତ ସହେି ଲୋକମାନଙ୍କୁ ଦଣ୍ଡ ଦବେେ। ସମାନଙ୍କେୁ ଭୂମିସାତ୍ କରି ଧୂଳି ରେ ମିଶାଇ ଦବେେ।
5 porque ele abate os que habitam no alto, na cidade elevada; abate-a, humilha-a até à terra e até ao pó.
6 ତା'ପ ରେ ଦରିଦ୍ର ଓ ନମ୍ର ଲୋକମାନେ ସହେି ଧ୍ବଂସ ସ୍ଥାନ ଉପ ରେ ବିଚରଣ କରିବେ।
6 O pé a pisará; os pés dos aflitos, e os passos dos pobres.
7 ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ। ସମାନେେ ସରଳ ଓ ସତ୍ଯପଥ ଅନୁସରଣ କରନ୍ତି। ପୁଣି ହେ ପରମେଶ୍ବର, ତୁମ୍ଭେ ସହେି ପଥକୁ ଅନୁସରଣ ପାଇଁ ଅଧିକ ସୁଗମ ଓ ସରଳ କର।
7 A vereda do justo é plana; tu, que és justo, aplanas a vereda do justo.
8 ମାତ୍ର ହେ ସଦାପ୍ରଭୁ, ଆମ୍ଭମାନେେ ତୁମ୍ଭ ଶାସନ ମାର୍ଗର ନ୍ଯାଯକୁ ଅପେକ୍ଷା କରିଛୁ। ଆମ୍ଭମାନଙ୍କର ଆତ୍ମା ତୁମ୍ଭର ନାମକୁ ସ୍ମରଣ କରିବ।
8 Também através dos teus juízos, Senhor , te esperamos; no teu nome e na tua memória está o desejo da nossa alma.
9 ରାତ୍ରି କାଳ ରେ ମାରେ ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତ ରେ ତୁମ୍ଭକୁ ଅନ୍ବଷେଣ କରିବ। ଯେତବେେଳେ ତୁମ୍ଭର ଶାସନ ସକଳ ଓ ନ୍ଯାଯ ପ୍ରତିଷ୍ଠିତ ହବେ, ଜଗତବାସୀ ଧର୍ମ ଶିକ୍ଷା କରିବେ।
9 Com minha alma suspiro de noite por ti e, com o meu espírito dentro de mim, eu te procuro diligentemente; porque, quando os teus juízos reinam na terra, os moradores do mundo aprendem justiça.
10 ମନ୍ଦାଚାରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ଯ ସମାନେେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ଯାଯପୂର୍ଣ୍ଣ ଦେଶ ରେ ମଧ୍ଯ ସମାନେେ ଅନ୍ଯାଯ କରିବେ। ଏପରିକି ସମାନେେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।
10 Ainda que se mostre favor ao perverso, nem por isso aprende a justiça; até na terra da retidão ele comete a iniquidade e não atenta para a majestade do Senhor .
11 ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।
11 Senhor , a tua mão está levantada, mas nem por isso a veem; porém verão o teu zelo pelo povo e se envergonharão; e o teu furor, por causa dos teus adversários, que os consuma.
12 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସକଳ କାର୍ୟ୍ଯ ସାଧନ କରିଅଛ। ତେଣୁ ଆମ୍ଭମାନଙ୍କୁ ଶାନ୍ତି ପ୍ରଦାନ କର।
12 Senhor , concede-nos a paz, porque todas as nossas obras tu as fazes por nós.
13 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭକୁ ଛାଡ଼ି ଆମ୍ଭେ ଅନ୍ୟ ପ୍ରଭୁଙ୍କୁ ଅନୁସରଣ କରୁଥିଲୁ ଓ ଅନ୍ୟ ପ୍ରଭୁ ଆମ୍ଭମାନଙ୍କ ଉପ ରେ ରାଜତ୍ବ କରୁଥିଲେ। ମାତ୍ର ଆମ୍ଭମାନେେ ତୁମ୍ଭର ନାମକୁ କବଳେ ସ୍ମରଣ କରିବୁ ଓ କୀର୍ତ୍ତନ କରିବୁ।
13 Ó Senhor , Deus nosso, outros senhores têm tido domínio sobre nós; mas graças a ti somente é que louvamos o teu nome.
14 ସମାନେେ ମୃତ, ସମାନେେ ଜୀବନ ଫରେି ପାଇବେ ନାହିଁ। ସମାନେେ ଭୂତପରି ଯେଉଁମାନେ କବେେ ହେଲେ ଉଠିବେ ନାହିଁ। ସମାନଙ୍କେୁ ସମାନଙ୍କେର କାର୍ୟ୍ଯକୁ ବିବଚେନା କରି ତୁମ୍ଭେ ସଂହାର କରିଛ ଏବଂ କହେି ସମାନଙ୍କେୁ ମନେ ରଖିବେ ନାହିଁ।
14 Mortos não tornarão a viver, sombras não ressuscitam; por isso, os castigaste, e destruíste, e lhes fizeste perecer toda a memória.
15 ତୁମ୍ଭେ ଏ ଦେଶୀଯ ଲୋକଙ୍କୁ ବୃଦ୍ଧି କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ଏ ଦେଶୀଯ ଲୋକଙ୍କୁ ବୃଦ୍ଧି କରିଅଛ। ତୁମ୍ଭେ ଗୌରବାନ୍ବିତ ହାଇେଅଛ। ତୁମ୍ଭେ ଯେପରି ସୀମା ସକଳ ବିସ୍ତାର କରିଅଛ।
15 Tu, Senhor , aumentaste o povo, aumentaste o povo e tens sido glorificado; a todos os confins da terra dilataste.
16 ହେ ସଦାପ୍ରଭୁ, ସଙ୍କଟ ସମୟରେ ସମାନେେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେୁ ଶାସ୍ତି ଦଲେ, ସମାନେେ ତୁମ୍ଭଙ୍କୁ ପ୍ରାର୍ଥନା ରେ ଡାକିଲେ।
16 Senhor , na angústia te buscaram; vindo sobre eles a tua correção, derramaram as suas orações.
17 ଅନ୍ତଃସତ୍ତ୍ବା ନାରୀ ଗର୍ଭ ବଦନୋ ରେ ବ୍ଯଥିତ ହାଇେ ଯେପରି କ୍ରନ୍ଦନ କରେ, ଆମ୍ଭମାନେେ ସହେିପରି ତୁମ୍ଭ ସହିତ ନ ଥିଲା ବେଳେ ହାଇେଅଛୁ।
17 Como a mulher grávida, quando se lhe aproxima a hora de dar à luz, se contorce e dá gritos nas suas dores, assim fomos nós na tua presença, ó Senhor !
18 ଆମ୍ଭମାନେେ ଗର୍ଭ ବଦନୋ ପାଇଅଛୁ, କିନ୍ତୁ ବ୍ଯଥିତା ହାଇେ ବାଯୁ ଜନ୍ମ ଦଇେଛୁ। ଆମ୍ଭମାନେେ ଦେଶର ଉଦ୍ଧାର ସାଧନ କରି ନାହୁଁ କି ନଗରବାସୀ ଭୂମିଷ୍ଠ ହାଇେ ନାହାଁନ୍ତି।
18 Concebemos nós e nos contorcemos em dores de parto, mas o que demos à luz foi vento; não trouxemos à terra livramento algum, e não nasceram moradores do mundo.
19 ମାତ୍ର ସଦାପ୍ରଭୁ କୁହନ୍ତି, ତୁମ୍ଭର ମୃତମାନେ ଜୀବିତ ହବେେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ବାସ ନବୋ ଆରମ୍ଭ କରିବେ। ହେ ଧୂଳିନିବାସୀ ଗଣ, ଉଠ, ଆନନ୍ଦ କର, କାରଣ ତୁମ୍ଭମାନେେ ପ୍ରଭାତ ରେ ତୃଣ ଉପର ଶିଶିର ତୁଲ୍ଯ ଭୂମି ମୃତମାନଙ୍କୁ ଜନ୍ମ ଦବେ।'
19 Os vossos mortos e também o meu cadáver viverão e ressuscitarão; despertai e exultai, os que habitais no pó, porque o teu orvalho, ó Deus, será como o orvalho de vida, e a terra dará à luz os seus mortos.
20 ହେ ମାରେ ଲୋକମାନେ, ତୁମ୍ଭମାନେେ ଅନ୍ତରାଳଯ ରେ ପ୍ରବେଶ କରି ଦ୍ବାର ରୁଦ୍ଧ କର। ପରମେଶ୍ବରଙ୍କ କୋର୍ଧ ଶାନ୍ତ ହବୋ ପର୍ୟ୍ଯନ୍ତ ଅଳ୍ପସମୟ ନିଜକୁ ଲୁଚାଅ।
20 Vai, pois, povo meu, entra nos teus quartos e fecha as tuas portas sobre ti; esconde-te só por um momento, até que passe a ira.
21 ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସମାନଙ୍କେର ଅପରାଧ ଲାଗି ଶାସ୍ତି ଦବୋକୁ ନିଜ ସ୍ଥାନ ପରିତ୍ଯାଗ କରିଛନ୍ତି। ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ। ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ।
21 Pois eis que o Senhor sai do seu lugar, para castigar a iniquidade dos moradores da terra; a terra descobrirá o sangue que embebeu e já não encobrirá aqueles que foram mortos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 26, comparar traduções ou montar um estudo — tudo direto pelo WhatsApp.