Isaías 22

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଦର୍ଶନ ଉପତ୍ୟକା ସମ୍ବନ୍ଧୀଯ ଏକ ଦୁଃଖବାର୍ତ୍ତା : ତୁମ୍ଭମାନଙ୍କର କ'ଣ ହାଇେଛି ? ତୁମ୍ଭମାନେେ କାହିଁକି ଛାତ ଉପରକୁ ୟାଇଅଛ?
1 Peso do vale da Visão. Que tens, agora, para que assim totalmente subisses aos telhados?
2 ହେ ଆନନ୍ଦ ଧ୍ବନିପୂର୍ଣ୍ଣ, କୋଳାହଳ ପୂର୍ଣ୍ଣ, ଉଲ୍ଲସିତ ନଗରୀ, ତୁମ୍ଭର ଲୋକେ ଖଡ୍ଗ ରେ ନିହତ ହାଇେ ନାହାଁନ୍ତି କିନ୍ତୁ ୟୁଦ୍ଧ ରେ ମରି ନାହାଁନ୍ତି।
2 Cidade cheia de aclamações, cidade turbulenta, cidade que salta de alegria, os teus mortos não são mortos à espada, nem morreram na guerra.
3 ତୁମ୍ଭର ଶାସକକର୍ତ୍ତାଗଣ ଏକତ୍ର ଏକ ସମୟରେ ପଳାଯନ କଲେ। ମାତ୍ର ସମାନେେ ଧନୁର୍ଦ୍ଧାରୀମାନଙ୍କ ଦ୍ବାରା ବନ୍ଧା ହେଲେ। ପୁଣି ସମସ୍ତ ପ୍ରାପ୍ତ ଲୋକେ ଏକତ୍ର ବନ୍ଧାଗଲେ। ମାତ୍ର ସମାନେେ ଦୂରକୁ ପଳାଯନ କଲେ।
3 Todos os teus príncipes juntamente fugiram, foram ligados pelos arqueiros; todos os que em ti se acharam foram amarrados juntamente e fugiram para longe.
4 ତେଣୁ ମୁଁ କହୁଛି, ମାେତେ ଚାହଁ ନାହିଁ। ମାେତେ କାନ୍ଦିବାକୁ ଦିଅ। ମାେ ଗୋଷ୍ଠୀଯ କନ୍ଯାର ସର୍ବନାଶ ବିଷଯ ରେ ମାେତେ ସାନ୍ତ୍ବନା ଦବୋକୁ ଚେଷ୍ଟା କର ନାହିଁ।'
4 Portanto, digo: desviai de mim a vista, e chorarei amargamente; não vos canseis mais em consolar-me pela destruição da filha do meu povo.
5 ସଦାପ୍ରଭୁ ଏକ ସ୍ବତନ୍ତ୍ର ଦିନ ବାଛିଛନ୍ତି। ସହେିଦିନ ସଠାେ ରେ ବିଦ୍ରୋହ ଓ ବ୍ଯାକୁଳତା ଦଖାେ ଦବେ। ଦର୍ଶନ ଉପତ୍ୟକା ରେ ଲୋକମାନେ ପରସ୍ପରକୁ ଦଳିବେ। ପ୍ରାଚୀରଗୁଡ଼ିକୁ ଭାଙ୍ଗି ପକାଇବେ। ସହେି ଲୋକମାନେ ଉପତ୍ୟକା ରେ ନଗରର ଲୋକମାନଙ୍କ ପ୍ରତି ପର୍ବତ ଉପ ରେ ଆର୍ତ୍ତନାଦ କରିବେ।
5 Porque dia de alvoroço, e de vexame, e de confusão é este da parte do Senhor Jeová dos Exércitos, no vale da Visão: um derribar de muros e um clamor até às montanhas.
6 ରଥା ରୋହୀ ଓ ଅଶ୍ବାରୋହୀ ସୈନ୍ଯମାନେ ତୁଣୀର ଧରି ୟୁଦ୍ଧକୁ ଗଲେ ଓ ତୀର ଢ଼ାଲ ଅନାବୃତ କଲେ।
6 Porque Elão tomou a aljava, com carros de homens e cavaleiros; e Quir descobre os escudos.
7 ପୁଣି ତୁମ୍ଭମାନଙ୍କର ସହେି ବିଶଷେ ଉପତ୍ୟକା ରେ ସୈନ୍ଯମାନେ ଭଟେିବେ। ସହେି ଉପତ୍ୟକା ରଥରେ ପରିପୂର୍ଣ୍ଣ ହବେ। ଅଶ୍ବାରୋହୀମାନେ ନଗର ଦ୍ବାର ରେ ସଜ୍ଜିତ ହାଇେ ରହିବେ।
7 E será que os teus mais formosos vales se encherão de carros, e os cavaleiros se porão em ordem às portas.
8 ସହେି ସମୟରେ ସେ ଯିହୁଦାର ଓଢ଼ଣା ଟାଣି ପକାଇଲେ ଓ ତୁମ୍ଭେ ବନଗୃହସ୍ଥ ୟୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି ଦେଲେ।
8 E se tirará a cobertura de Judá, e, naquele dia, olharás para as armas da casa do bosque.
9 ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭମାନେେ ସହେି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ।
9 E vereis as brechas da cidade de Davi, porquanto são muitas; e ajuntareis as águas do viveiro inferior.
10 ତୁମ୍ଭମାନେେ ୟିରୁଶାଲମସ୍ଥ ଗୃହଗୁଡ଼ିକୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ।
10 Também contareis as casas de Jerusalém e derribareis as casas, para fortalecer os muros.
11 ଆଉ ମଧ୍ଯ ତୁମ୍ଭମାନେେ ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ ନିମିତ୍ତ ନଗରୀର ଦୁଇ ପ୍ରାଚୀରର ମଧ୍ଯବର୍ତ୍ତୀ ସ୍ଥାନ ରେ ବଡ଼ ଜଳାଶଯ ଖାେଳିଲ।
11 Fizestes também um reservatório entre os dois muros para as águas do viveiro velho, mas não olhastes para cima, para o que o tinha feito, nem considerastes o que o formou desde a antiguidade.
12 ତେଣୁ ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକମୁଣ୍ଡନ ଓ କଟିଦେଶ ରେ ଚଟବସ୍ତ୍ର ପରିଧାନ କରିବାକୁ ଡ଼ାକି କହିଲେ।
12 E o Senhor, o Senhor dos Exércitos, vos convidará naquele dia ao choro, e ao pranto, e ao rapar da cabeça, e ao cingidouro do cilício.
13 ମାତ୍ର ଦେଖ ! ଲୋକମାନେ ଆମାଦେ ପ୍ରମାଦେ କରୁଛନ୍ତି। ସମାନେେ କହୁଛନ୍ତି :
13 Mas eis aqui gozo e alegria; matam-se vacas e degolam-se ovelhas; come-se carne, e bebe-se vinho, e diz-se: Comamos e bebamos, porque amanhã morreremos.
14 ସଦାପ୍ରଭୁ ସର୍ବଶକ୍ତିମାନ ସ୍ବଯଂ ମାରେକର୍ଣ୍ଣ ରେ ପ୍ରକାଶ କଲେ, ତୁମ୍ଭମାନଙ୍କର ଅପରାଧ ମୃତ୍ଯୁ ପର୍ୟ୍ଯନ୍ତ କ୍ଷମା ପାଇବ ନାହିଁ।' ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।
14 Mas o Senhor dos Exércitos se declarou aos meus ouvidos, dizendo: Certamente, esta maldade não será expiada até que morrais, diz o Senhor Jeová dos Exércitos.
15 ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ, ତୁମ୍ଭେ ଗୃହର ଅଧ୍ଯକ୍ଷ ଶୀବନ ନିକଟକୁ ୟାଇ କୁହ,
15 Assim diz o Senhor Jeová dos Exércitos: Anda, vai ter com este tesoureiro, com Sebna, o mordomo, e dize-lhe:
16 ତୁମ୍ଭେ ଏଠା ରେ କ'ଣ କରୁଛ ? ତୁମ୍ଭେ ତୁମ୍ଭର କାହା ପାଇଁ ଏଠା ରେ ଏକ କବର ଖୋଳୁଛ ?
16 Que é que tens aqui? Ou a quem tens tu aqui, para que cavasses aqui uma sepultura, cavando em lugar alto a sua sepultura, cinzelando na rocha uma morada para si mesmo!
17 ହେ ଶକ୍ତିଶାଳୀ ମାନବ, ସଦାପ୍ରଭୁ ତୁମ୍ଭକୁ ଦଳି ଦବେେ।
17 Eis que o Senhor te arrojará violentamente como um homem forte e de todo te envolverá.
18 ସେ ତୁମ୍ଭକୁ ଏକ ପେଣ୍ଡୁ ସଦୃଶ ଗଡ଼ାଇ ଗଡ଼ାଇ ନିଜର ବାହୁ ବଳ ରେ ଏକ ପ୍ରଶସ୍ତ ଦେଶକୁ ଫିଙ୍ଗି ଦବେେ ଯେଉଁଠା ରେ ତୁମ୍ଭେ ମରିବ।'
18 Certamente, te fará rolar, como se faz rolar uma bola em terra larga e espaçosa; ali, morrerás, e, ali, acabarão os carros da tua glória, o opróbrio da casa do teu senhor.
19 ପୁଣି ମୁଁ ତୁମ୍ଭକୁ ତୁମ୍ଭର ପଦରୁ ତଡ଼ି ଦବେି ଏବଂ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ତଳକୁ ପକାଇବେ।
19 E demitir-te-ei do teu ofício e te arrancarei do teu assento.
20 ଆଉ ସଦେିନ ଆମ୍ଭେ ଆପଣା ଦାସ ହିଲକିଯର ପୁତ୍ର ଇଲିଯାକିମଙ୍କୁ ଡ଼ାକିବା।
20 E será, naquele dia, que chamarei a meu servo Eliaquim, filho de Hilquias.
21 ସଦେିନ ମୁଁ ତୁମ୍ଭର ପରିଧାନ ନଇେ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କତ୍ତୃର୍ତ୍ବାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ୟିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହବେ।
21 E revesti-lo-ei da tua túnica, e esforçá-lo-ei com o teu talabarte, e entregarei nas suas mãos o teu domínio, e ele será como pai para os moradores de Jerusalém e para a casa de Judá.
22 ପୁଣି ମୁଁ ଦାଉଦ ବଂଶର ଚାବି ତାହାର କାନ୍ଧ ରେ ରଖିବି। ସେ ଦ୍ବାର ଖାଲିେଲେ କହେି ବନ୍ଦ କରିପାରିବେ ନାହିଁ। ପୁଣି ସେ ବନ୍ଦ କଲେ କହେି ଖାଲିବେେ ନାହିଁ। ମାରେ ସହେି ଦାସ ନିଜର ପିତୃବଂଶର ଗୌରବର ସିଂହାସନ ସ୍ବରୂପ ହବେ।
22 E porei a chave da casa de Davi sobre o seu ombro, e abrirá, e ninguém fechará, e fechará, e ninguém abrirá.
23 ମୁଁ ତାକୁ ଖିଲ ସଦୃଶ ସୁଦୃଢ଼ ସ୍ଥାନ ରେ ବିଦ୍ଧ କରିବି।
23 E fixá-lo-ei como a um prego em um lugar firme, e será como um trono de honra para a casa de seu pai.
24 ଲୋକମାନେ ତାହାର ପିତୃ ବଂଶର ସକଳ ଗୌରବ ଓ ପ୍ରଧାନ ଜିନିଷ ତାହା ଉପ ରେ ଟଙ୍ଗାଇବେ। ସମସ୍ତ ବଯସ୍କ ଓ େଛାଟ ପିଲାମାନେ ତା'ଉପ ରେ ନିର୍ଭର କରିବେ। ସହେି ଲୋକମାନେ ପାନପାତ୍ର ଅବଧି କଳଶ ପର୍ୟ୍ଯନ୍ତ ପ୍ରେତ୍ୟକକ କ୍ଷୁଦ୍ର ପାତ୍ର ତାହା ଉପ ରେ ଟଙ୍ଗାଇବେ।
24 E dele penderá toda a glória da casa de seu pai, os renovos e os descendentes, todos os vasos menores, desde as taças até às garrafas.
25 ସଦେିନ ସହେି ଖିଲ ଯେ କି ଏକ ସୁଦୃଢ଼ ସ୍ଥାନ ରେ ବିଦ୍ଧ ହାଇେଥିଲା ତାହା ଦୁର୍ବଳ ହାଇଯେିବ ଓ ଭାଙ୍ଗି ତଳେ ପଡ଼ିୟିବ। ସହେି ଖିଲ ପଡ଼ିବା ସଙ୍ଗେ ସଙ୍ଗେ ସେଥି ରେ ଟଙ୍ଗା ୟାଇଥିବା ଜିନିଷଗୁଡ଼ିକ ତଳେ ପଡ଼ି ନଷ୍ଟ ହାଇଯେିବ। ତା'ପ ରେ ମୁଁ ଯାହା କହୁଛି ଏହା ଘଟିବ।' କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
25 Naquele dia, diz o Senhor dos Exércitos, o prego pregado em lugar firme será tirado; será arrancado e cairá, e a carga que nele estava se desprenderá, porque o Senhor o disse.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 22, comparar traduções ou montar um estudo — tudo direto pelo WhatsApp.