Isaías 1
Oriya Bible (GL_ORIYA) vs VC
1 ଆମାେସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦଖାଇେଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିଯଙ୍କ ରାଜତ୍ବ କାଳ ରେ ଯିହୁଦା ରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।
1 Profecia de Isaías, filho de Amós, a respeito de Judá e Jerusalém no tempo de Ozias, de Joatão, de Acaz e de Ezequias, rei de Judá.
2 ହେ ସ୍ବର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ସଦାପ୍ରଭୁ କହିଛନ୍ତି, ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସମାନେେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।
2 Ouvi, céus, e tu, ó terra, escuta, é o Senhor que fala: Eu criei filhos e os eduquei, eles, porém, se revoltaram contra mim.
3 ଗାଈ ତା'ର ମୁନିବକୁ ଜାଣେ, ଗଧ ନିଜର ମୁନିବର ସଂଚାଳକଙ୍କୁ ଜାଣେ, ମାତ୍ର ଇଶ୍ରାୟେଲ ଲୋକମାନେ ମାେତେ ଚିହ୍ନିପାରିଲେ ନାହିଁ। ମାରେଲୋକମାନେ ମାେତେ ବୁଝୁ ନାହାଁନ୍ତି।'
3 O boi conhece o seu possuidor, e o asno, o estábulo do seu dono; mas Israel não conhece nada, e meu povo não tem entendimento.
4 ଇଶ୍ରାୟେଲ ଗୋଷ୍ଠୀ ପାପ ରେ ପରିପୂର୍ଣ୍ଣ। ସମାନେେ ଅଧର୍ମ ଓ ପାପ ରେ ଭାରାକ୍ରାନ୍ତ। ସମାନେେ ଏକ ଭ୍ରଷ୍ଟାଚାରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଛନ୍ତି। ସମାନେେ ଇଶ୍ରାୟେଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସମାନେେ ତାଙ୍କୁ ଜଣେ ଅଜଣାବ୍ଯକ୍ତି ପରି ବ୍ଯବହାର କରିଛନ୍ତି ଓ ଛାଡ଼ି ଚାଲିୟାଇଛନ୍ତି।
4 Ai da nação pecadora, do povo carregado de crimes, da raça de malfeitores, dos filhos desnaturados! Abandonaram o Senhor, desprezaram o Santo de Israel, e lhe voltaram as costas.
5 ପରମେଶ୍ବର କୁହନ୍ତି, ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଚାଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦଲେୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭମାନେେ ମାେ ବିରୁଦ୍ଧ ରେ ବିଦ୍ରୋହ କରି ଚାଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦଯ ପୀଡ଼ିତ।
5 Onde vos ferir ainda, quando persistis na rebelião? Toda a cabeça está enferma, e todo o coração, abatido.
6 ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା' ରେ ପରିପୂର୍ଣ୍ଣ। ତୁମ୍ଭମାନେେ ସେ କ୍ଷତର ଯତ୍ନ ନଲେ ନାହିଁ। ତୁମ୍ଭମାନଙ୍କର ସହେି କ୍ଷତଗୁଡ଼ିକ ପରିଷ୍କୃତ ହାଇେ ନାହିଁ କିମ୍ବା ଆବୃତ ହାଇେ ନାହିଁ।
6 Desde a planta dos pés até o alto da cabeça, não há nele coisa sã. Tudo é uma ferida, uma contusão, uma chaga viva, que não foi nem curada, nem ligada, nem suavizada com óleo.
7 ତୁମ୍ଭମାନଙ୍କର ଦେଶ ଧ୍ବଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନି ରେ ଭସ୍ମିଭୂତ ହାଇେଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ବାରା ଅଧିକୃତ। ସୈନ୍ଯବାହିନୀ ଦ୍ବାରା ଦେଶ ଧ୍ବଂସ ହେଲା ପରି ତୁମ୍ଭର ଦେଶ ଧ୍ବଂସ ହାଇୟୋଇଛି।
7 Vossa terra está assolada, vossas cidades, incendiadas. Os inimigos, à vossa vista, devastam vosso país. {É uma desolação, como a ruína de Sodoma}.
8 ସିୟୋନର କନ୍ଯା ପରିତ୍ଯକ୍ତ ଦ୍ରାକ୍ଷା କ୍ଷେତ୍ର ରେ ଗୋଟିଏ କୁଡ଼ିଆ ସଦୃଶ ଦଖାଯାେଉଛି। ଏକ ପରିତ୍ଯକ୍ତ କାକୁଡ଼ିକ୍ଷେତ୍ର ସଦୃଶ ପରି। ଆଉ ଏହା ଶତ୍ରୁମାନଙ୍କ ଦ୍ବାରା ଅବରୋଧିତ ନଗର ସଦୃଶ ହାଇେଅଛି।'
8 Sião está só como choupana em uma vinha, como choça em pepinal, como cidade sitiada.
9 ଏହା ସତ୍ଯ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା ନ ହାଇେଥିଲେ ଆମ୍ଭମାନେେ ସଦୋମ ଓ ହ ମାରୋର ପରି ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇଥାନ୍ତୁ।
9 Se o Senhor dos exércitos não nos tivesse deixado alguns da nossa linhagem, teríamos sido como Sodoma, e ter-nos-íamos tornado como Gomorra.
10 ହେ ସଦୋମର ପ୍ରାଚୀନଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହ ମାରୋର ଲୋକମାନେ ପରମେଶ୍ବରଙ୍କ ଶିକ୍ଷାସମୂହ ପ୍ରତି ଧ୍ଯାନ ଦିଅ।
10 Ouvi a palavra do Senhor, príncipes de Sodoma; escuta a lição de nosso Deus, povo de Gomorra:
11 ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।
11 De que me serve a mim a multidão das vossas vítimas?, diz o Senhor. Já estou farto de holocaustos de cordeiros e da gordura de novilhos cevados. Eu não quero sangue de touros e de bodes.
12 ଯେତବେେଳେ ତୁମ୍ଭମାନେେ ମାେତେ ସାକ୍ଷାତ କରିବାକୁ ଆସିଛ ତୁମ୍ଭମାନେେ ମାରେ ପ୍ରାଙ୍ଗଣ ରେ ସମସ୍ତ ଜିନିଷକୁ ପଦଦଳିତ କରିଛ। କିଏ ତୁମ୍ଭମାନଙ୍କୁ ଏହା କରିବାକୁ କହିଥିଲା ?
12 quando vindes apresentar-vos diante de mim, quem vos reclamou isto: atropelar os meus átrios?
13 ତୁମ୍ଭମାନେେ ମାେତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ଯା, ସ୍ବତନ୍ତ୍ର ପର୍ବ ଓ ବିଶ୍ରାମଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭମାନେେ ପବିତ୍ର ମହାସଭା ରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ।
13 De nada serve trazer oferendas; tenho horror da fumaça dos sacrifícios. As luas novas, os sábados, as reuniões de culto, não posso suportar a presença do crime na festa religiosa.
14 ଆମ୍ଭର ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ଯା ଓ ନିରୂପିତ ପର୍ବମାନଙ୍କୁ ଘୃଣା କରେ। ସହେିସବୁ ଭାର ଆମ୍ଭପ୍ରତି କ୍ଲେଶଦାୟକ ଓ ଆମ୍ଭେ ସେ ଭାର ବହନ କରିବାକୁ କ୍ଲାନ୍ତ ହାଇେଅଛୁ।
14 Eu abomino as vossas luas novas e as vossas festas; elas me são molestas, estou cansado delas.
15 ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।
15 Quando estendeis vossas mãos, eu desvio de vós os meus olhos; quando multiplicais vossas preces, não as ouço. Vossas mãos estão cheias de sangue,
16 ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।
16 lavai-vos, purificai-vos. Tirai vossas más ações de diante de meus olhos.
17 ସୁକର୍ମ କରିବାକୁ ଶିକ୍ଷା କର। ଅନ୍ୟମାନଙ୍କ ପ୍ରତି ନ୍ଯାଯ ଆଚରଣ କର। ଅନ୍ୟକୁ ଆଘାତ କରୁଥିବା ବ୍ଯକ୍ତିଙ୍କୁ ଦଣ୍ଡ ଦିଅ। ପିତୃମାତୃହୀନ ସନ୍ତାନମାନଙ୍କୁ ସାହାୟ୍ଯ କର। ବିଧବାମାନଙ୍କୁ ସାହାୟ୍ଯ କର।'
17 Cessai de fazer o mal, aprendei a fazer o bem. Respeitai o direito, protegei o oprimido; fazei justiça ao órfão, defendei a viúva.
18 ସଦାପ୍ରଭୁ ପୁଣି କୁହନ୍ତି, ଆସ, ମାେ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁର ବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହବେ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ବଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମଷେ ଲୋମ ସଦୃଶ ଶୁଭ୍ର ହବେ।
18 Pois bem, justifiquemo-nos, diz o Senhor. Se vossos pecados forem escarlates, tornar-se-ão brancos como a neve! Se forem vermelhos como a púrpura, ficarão brancos como a lã!
19 ଯଦି ତୁମ୍ଭମାନେେ ମାରେ ବାକ୍ଯ ପ୍ରତି ଧ୍ଯାନ ଦବେ ଓ ମାରେ ଆଜ୍ଞାବହ ହବେ ତବେେ ତୁମ୍ଭମାନେେ ଦେଶ ରେ ଉତ୍ତମ ଫଳ ଭୋଗ କରିବ।
19 Se fordes dóceis e obedientes, provareis os melhores frutos da terra;
20 ଯଦି ତୁମ୍ଭମାନେେ ମାରେ ବାକ୍ଯ ପ୍ରତି ଧ୍ଯାନ ନ ଦିଅ ଏବଂ ମାରେ ବିରୁଦ୍ଧାଚରଣ କର, ତବେେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ବଂସ କରିବେ।'
20 se recusardes e vos revoltardes, provareis a espada. É a boca do Senhor que o declara.
21 ପରମେଶ୍ବର କୁହନ୍ତି, ୟିରୁଶାଲମ୍ ଏକ ନଗର ଯାହା ମାେ ପ୍ରତି ବିଶ୍ବସ୍ତ ଥିଲା। କିଏ ଏହାକୁ ଏକ ବ୍ଯଭିଚାରିଣୀ ରେ ପରିଣତ କଲା? ୟିରୁଶାଲମ୍ ନ୍ଯାଯ ପୂର୍ଣ୍ଣ ହବୋ ଉଚିତ୍। ୟିରୁଶାଲମର ଲୋକମାନେ ଯାହା ଠିକ୍ ତାହା କରିବା ଉଚିତ୍। ବର୍ତ୍ତମାନ ଏହା ତଣ୍ଟିକଟା ଓ ହତ୍ଯାକାରୀମାନଙ୍କର ବାସସ୍ଥାନ ରେ ପରିଣତ ହାଇେଛି।
21 Como se prostituiu a cidade fiel, Sião, cheia de retidão? A justiça habitava nela, e agora são os homicidas.
22 ଉତ୍ତମଗୁଣ ରୂପା ସଦୃଶ। ମାତ୍ର ତୁମ୍ଭର ରୂପା ଖାଦ ପାଲଟିଛି। ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହାଇେଅଛି। ଉତ୍ତମଗୁଣ ଦୁର୍ବଳ ହାଇେଛି।
22 Tua prata converteu-se em escória, teu vinho misturou-se com água.
23 ତୁମ୍ଭର ଶାସକଗଣ ବିଦ୍ରୋହୀ ହାଇେଛନ୍ତି ଓ ଚୋରମାନଙ୍କର ବନ୍ଧୁ ହାଇେଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ଯାଯ କାର୍ୟ୍ଯ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସହେି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସହେି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସମାନଙ୍କେର ଦରକାର ବେଳେ ସାହାୟ୍ଯ କରନ୍ତି ନାହିଁ।'
23 Teus príncipes são rebeldes, cúmplices de ladrões. Todos eles amam as dádivas e andam atrás do proveito próprio; não fazem justiça ao órfão, e a causa da viúva não é evocada diante deles.
24 ଏହିସବୁ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲ ବଳଦାତା କୁହନ୍ତି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି।
24 Por isso eis o que diz o Senhor, Deus dos exércitos, o Poderoso de Israel: Ah! eu tirarei satisfação de meus adversários, e me vingarei de meus inimigos.
25 ଲୋକମନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ଯବହାର କରନ୍ତି। ସହେିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ିନବେି ଓ ତୁମ୍ଭମାନଙ୍କୁ ପବିତ୍ର କରିବି।
25 Voltarei minha mão contra ti, e te purificarei no crisol, e eliminarei de ti todo o chumbo.
26 ଆଦ୍ଯ ସମୟ ପରି ମୁଁ ବିଚାରକାରୀଗଣଙ୍କୁ ଫରୋଇ ଆଣିବି। ପୂର୍ବେ ପୂର୍ବର ତୁମ୍ଭମାନଙ୍କର ମନ୍ତ୍ରୀମାନଙ୍କ ପରି ପରାମର୍ଶଦାତାଙ୍କୁ ପୁନଃସ୍ଥାପନା କରିବି। ତାପ ରେ ତୁମ୍ଭେ 'ଉତ୍ତମ ଓ ବିଶ୍ବସ୍ତ ନଗରୀ ବୋଲି କଥିତ ହବେ।'
26 Tornarei teus juízes semelhantes aos de outrora, e teus conselheiros como os de antigamente. Então te chamarão Cidade da Justiça, Cidade fiel.
27 ପରମେଶ୍ବର ଉତ୍ତମ ଏବଂ ସେ ନ୍ଯାଯ ବିଚାର କରନ୍ତି। ତେଣୁ ସେ ସିୟୋନକୁ ରକ୍ଷା କରିବେ ଏବଂ ଲୋକମାନେ ତାଙ୍କ ନିକଟକୁ ପ୍ରତ୍ଯାବର୍ତ୍ତନ କରିବେ।
27 Sião será remida pelo direito, e seus convertidos pela justiça..
28 ମାତ୍ର ସମସ୍ତ ଅଧର୍ମାଚାରୀ ଓ ପାପୀଗଣ ବିନଷ୍ଟ ହବେେ। ଯେଉଁମାନେ ସଦାପ୍ରଭୁଙ୍କୁ ଅବଜ୍ଞା କରନ୍ତି ସମାନେେ ସଂହାରିତ ହବେେ।
28 Os rebeldes e os pecadores serão destruídos juntamente, e aqueles que abandonam o Senhor perecerão.
29 ତୁମ୍ଭମାନେେ ପୂଜାକରିବାକୁ ବାଛିଥିବା ଆଲୋନଗଛ ଓ ସ୍ବତନ୍ତ୍ର ବଗିଚା ପାଇଁ ଭବିଷ୍ଯତ ରେ ଲୋକମାନେ ଲଜ୍ଜିତ ହବେେ।
29 Então tereis vergonha dos carvalhos verdes que cobiçais, e corareis de pejo dos jardins que ora vos agradam,
30 ଏହା ଘଟିବ କାରଣ ତୁମ୍ଭମାନେେ ଶୁଷ୍କ ପତ୍ର ବିଶିଷ୍ଟ ଆଲୋନଗଛ ଓ ନିର୍ଜନ ଉଦ୍ୟାନ ସଦୃଶ ହବେ।
30 porque sereis como um carvalho verde com folhagem seca, e como um jardim sem água.
31 ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହବେେ ଏବଂ ସମାନଙ୍କେର କର୍ମ ଅଗ୍ନିକଣା ସଦୃଶ ହବେ। ସହେି ବଳବାନ୍ ଲୋକମାନେ ଓ ସମାନଙ୍କେର କର୍ମ ସବୁ ଅଗ୍ନି ରେ ପୋଡ଼ି ଦବେେ। ସହେି ଅଗ୍ନିକୁ କହେି ନିର୍ବାପିତ କରିପାରିବେ ନାହିଁ।
31 O homem forte será a estopa. e sua obra, a faísca; eles arderão sem que ninguém possa extinguir.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 1, comparar traduções ou montar um estudo — tudo direto pelo WhatsApp.