Isaías 19
Oriya Bible (GL_ORIYA) vs VC
1 ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।
1 Oráculo contra o Egito. Eis que o Senhor, montado numa nuvem rápida, vem ao Egito. Os ídolos do Egito tremem diante dele e o Egito sente desfalecer sua coragem.
2 ପରମେଶ୍ବର କୁହନ୍ତି, ମିଶରୀଯମାନେ ଆପଣା ଆପଣା ବିରୁଦ୍ଧ ରେ ୟୁଦ୍ଧ କରିବେ, ମୁଁ ତା'ର କାରଣ ହବେି। ଲୋକେ ସମାନଙ୍କେ ଭାଇ ବିପକ୍ଷ ରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧିଅରେ ୟୁଦ୍ଧ ହବେ। ନଗର ନଗର ମଧିଅରେ ଓ ରାଜ୍ଯ ରାଜ୍ଯ ମଧିଅରେ ଲଢ଼ିବେ।
2 Excitarei os egípcios, uns contra os outros, e eles se baterão irmão contra irmão, amigo contra amigo, cidade contra cidade, reino contra reino.
3 ମିଶରୀଯମାନେ ବିଭ୍ରାନ୍ତ ହବେେ। ସମାନେେ କ'ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଚାରିବେ। ଆଉ ମଧ୍ଯ ସମାନେେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନବେେ। ମାତ୍ର ସମାନଙ୍କେର ଉପଦେଶ ଅର୍ଥହୀନ ହବେ।'
3 O Egito perderá a cabeça, e eu abolirei sua prudência. Consultarão os ídolos e os feiticeiros, os evocadores de mortos e os adivinhos.
4 ମାରେପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ମୁଁ ମିଶରୀଯମାନଙ୍କୁ ଏକ ନିର୍ଦ୍ଦଯ ପ୍ରଭୁ ହସ୍ତ ରେ ସମର୍ପଣ କରିବି ଓ ଏକ ଦୂରନ୍ତ ରାଜା ସମାନଙ୍କେୁ ଶାସନ କରିବେ।
4 Entregarei esta terra nas mãos de um soberano cruel, um rei implacável a dominará. Oráculo do Senhor dos exércitos.
5 ନୀଳନଦୀ ଶୁଷ୍କ ହବେ ଏବଂ ନଦୀଗୁଡ଼ିକ ଜଳଶୂନ୍ଯ ହବେ।
5 As águas do mar se estancarão, e o rio se tornará seco e árido.
6 ସମସ୍ତ ନଦୀ ଦୁର୍ଗନ୍ଧ ହବେ। ମିଶରର ସମସ୍ତ ନାଳ ଶୁଷ୍କ ହାଇେ ଜଳଶୂନ୍ଯ ହବେ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ।
6 A água estagnará nos canais, os rios do Egito diminuirão e secarão. Juncos e caniços murcharão
7 ନଦୀ ତୀରବର୍ତ୍ତୀ ଉଦ୍ଭିଦ ସବୁ ମରିଯିବେ ଓ ପବନ ରେ ଉଡ଼ି ଯିବେ। ଏପରିକି ନୀଳନଦୀ କୂଳ ରେ ଜନ୍ମିଥିବା ଗଛଗୁଡ଼ିକ ମରିଯିବେ।
7 nas campinas à margem do Nilo; tudo o que cresce ao longo do rio secará, cairá e desaparecerá;
8 ଯେଉଁ କବୈର୍ତ୍ତମାନେ ବନଶୀ ସାହାୟ୍ଯ ରେ ନୀଳନଦୀରୁ ମାଛ ଧରୁଥିଲେ, ସମାନେେ ଦୁଃଖିତ ହବେେ ଓ କାନ୍ଦିବା ଆରମ୍ଭ କରିବେ। ଯେଉଁମାନେ ବନିଶୀ ପକାଇ ନୀଳନଦୀରୁ ମାଛ ଧରୁଥିଲେ, ବିଳାପ କରିବେ। ଯେଉଁମାନେ ପାଣି ରେ ଜାଲ ପକାଉଥିଲେ ହତାଶ ହବେ। ସମାନଙ୍କେର ଜୀବିକା ପାଇଁ ନୀଳନଦୀ ଉପ ରେ ନିର୍ଭର କରୁଥିଲେ। କିନ୍ତୁ ସେ ଶୁଖିୟିବ।
8 os pescadores ficarão desolados, os que lançam o anzol no rio se lamentarão, e os que lançam suas redes às águas ficarão consternados.
9 ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସମାନେେ ଅତ୍ଯନ୍ତ ଦୁଃଖିତ ହବେ। କାରଣ ସମାନେେ ଯେଉଁ ଛଣପଟ ଶୁକ୍ଲବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ୟିବାରୁ ତାହା ଆଉ ଜନ୍ମିବ ନାହିଁ।
9 Os que trabalham o linho ficarão decepcionados, os cardadores e os tecelães serão confundidos,
10 ଭଗ୍ନ ବୁଣାଳୀମାନେ ଏବଂ ଯେଉଁମାନେ ସବୁ ମଜୁରୀ ପାଇଁ କାମ କରୁଥିଲେ ଦୁଃଖୀ ହବେ।
10 os tecedores ficarão à míngua, e todos os trabalhadores em desolação.
11 ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। ଫାରୋର ଜ୍ଞାନୀ ଉପଦେଷ୍ଟାଗଣ କୁପରାମର୍ଶ ଦିଅନ୍ତି। ସହେି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ବାନ ମନେ କରନ୍ତି। ସମାନେେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତ ରେ ସମାନେେ ଜ୍ଞାନୀ ନୁହଁନ୍ତି।'
11 Os príncipes de Soã enlouquecerão, os sábios conselheiros do faraó formarão um conselho insensato. Como ousais dizer ao faraó: Eu sou filho de sábios, filho dos antigos reis?
12 ହେ ମିଶର, ତୁମ୍ଭର ଜ୍ଞାନୀ ବ୍ଯକ୍ତିଗଣ କେଉଁଠା ରେ ? ସହେି ଜ୍ଞାନୀ ବ୍ଯକ୍ତିଗଣଙ୍କୁ ଜଣାନ୍ତୁ ସର୍ବଶକ୍ତିମାନ ସଦାପ୍ରଭୁ ମିଶର ବିଷଯ ରେ କି ମନ୍ତ୍ରଣା କରିଛନ୍ତି। ସମାନଙ୍କେୁ କ'ଣ ଘଟିବ କୁହନ୍ତୁ।
12 Onde estão agora os teus sábios? Que eles te anunciem e te façam saber os desígnios do Senhor dos exércitos contra o Egito!
13 ସିୟୋନର ଅଧିପତିମାନେ ନିର୍ବୋଧ ହାଇେ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସହେି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି।
13 Os príncipes de Soã perdem a razão, os príncipes de Nof são iludidos; e os chefes das tribos desencaminham o Egito.
14 ସଦାପ୍ରଭୁ ମିଶରୀଯମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସମାନେେ ନିଜେ ବାଉଳା ହାଇେଛନ୍ତି ଓ ମିଶରକୁ କୁପଥରେ ନଇେଛନ୍ତି। ସହେି ପ୍ରାଚୀନଗଣ ଯାହା ସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତି ରେ ଟଳଟଳ ହେଲାପରି ସମାନେେ ମିଶରକୁ ପ୍ରେତ୍ୟକକ କାର୍ୟ୍ଯ ରେ ବିପଥଗାମୀ କରିଛନ୍ତି।
14 O Senhor difundiu entre eles um espírito de vertigem, e eles vagueiam por todo o Egito sem desígnio certo, como um bêbado que cambaleia em seu vômito.
15 ଅଧିପତିମାନେ ମିଶର ପାଇଁ କିଛି କରିପାରିବେ ନାହିଁ। ସମାନେେ, ମସ୍ତକ କି ଲାଙ୍ଗୁଳ, ତଳବାହୁଙ୍ଗା କି ଜଳଜ ତୃଣ ଯାହା କରିପା ରେ ସମାନେେ ତାହା କରିପାରିବେ ନାହିଁ।'
15 O Egito não está em condições de decidir o que devem fazer a cabeça e a cauda, a palma e o junco.
16 ସଦେିନ ମିଶରୀଯଗଣ ସ୍ତ୍ରୀ ସଦୃଶ ହବେେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତବେେଳେ ସଦାପ୍ରଭୁ ଦଣ୍ଡ ଦବୋପାଇଁ ହସ୍ତ ଉତ୍ତୋଳନ କରିବେ, ସେତବେେଳେ ସମାନେେ ଭୟଭୀତ ହବେେ।
16 Naquele tempo, os egípcios serão como mulheres, tremerão de medo sob a ameaça da mão do Senhor levantada sobre eles.
17 ମିଶର ପ୍ରତି ଯିହୁଦା ତ୍ରାସଜନକ ହବେ। ମିଶରର ଯେ କୌଣସି ବ୍ଯକ୍ତି ଯିହୁଦାର ନାମ ଶୁଣିବ ଭୟ ରେ ଥରିବ। ଏସବୁ ଘଟିବାର କାରଣ ହେଉଛି ସର୍ବଶକ୍ତିମାନ ସଦାପ୍ରଭୁ ମିଶର ରେ ଭୟଙ୍କର ଜିନିଷ ଘଟିବ ବୋଲି ମନ୍ତ୍ରଣା କରିଛନ୍ତି।
17 Então a terra de Judá será o terror do Egito; logo que se fale nela, ele se encherá de pavor, por causa dos desígnios que o Senhor dos exércitos formou contra ele.
18 ସେ ସମୟରେ, ମିଶରର ପାଞ୍ଚଟି ନଗର ରେ ଲୋକ କିଣାନୀଯ ଭାଷା କହିବେ, ସମାନେେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନବେେ। ସହେି ପାଞ୍ଚ ନଗରମାନଙ୍କ ମଧ୍ଯରୁ ଏକ ନଗର, ଉତ୍ପାଟନ ନଗର' ନାମ ରେ ଖ୍ଯାତ ହବେ।
18 Naquele tempo, haverá no Egito cinco cidades que falarão a língua de Canaã e jurarão pelo Senhor dos exércitos. Uma delas será chamada a Cidade do Sol.
19 ସହେି ସମୟରେ ମିଶରର ମଧ୍ଯ ସ୍ଥାନ ରେ ସଦାପ୍ରଭୁଙ୍କ ପାଇଁ ଏକ ୟଜ୍ଞବଦେୀ ହବେ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ।
19 Naquele tempo, haverá um altar erguido ao Senhor, em pleno Egito, e, em suas fronteiras, um obelisco dedicado ao Senhor.
20 ସଦାପ୍ରଭୁ ସର୍ବଶକ୍ତିମଯ ମହାନ୍ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା'ର ସଙ୍କତେ ହବେ। ଯେ କୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାୟ୍ଯ ଭିକ୍ଷା କରିବେ, ସଦାପ୍ରଭୁ ସାହାୟ୍ଯ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ଯକ୍ତିକୁ ପ୍ ରରଣେ କରିବେ। ସହେି ବ୍ଯକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ।
20 E eles servirão de monumento ao Senhor na terra do Egito. Quando maltratados pelos opressores, invocarão o Senhor, e ele lhes enviará um salvador, um defensor que os libertará.
21 ସହେିଦିନ ମିଶରୀଯମାନେ ସଦାପ୍ରଭୁଙ୍କର ପ୍ରକୃତ ପରିଚଯ ପାଇବେ। ସମାନେେ ପରମେଶ୍ବରଙ୍କୁ ପ୍ ରମେ କରିବେ। ସମାନେେ ତାଙ୍କୁ ସବୋ କରିବେ ଓ ତାଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଦବେେ। ଆଉ ମଧ୍ଯ ସମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଶପଥ ନବେେ ଓ ସେ ଶପଥ ପାଳନ କରିବେ।
21 O Senhor se dará a conhecer ao Egito, os egípcios conhecerão o Senhor naquele tempo, e lhe oferecerão sacrifícios e oblações; farão votos ao Senhor e os cumprirão.
22 ସଦାପ୍ରଭୁ ମିଶରୀଯମାନଙ୍କୁ ଦଣ୍ଡ ଦବେେ। ଆଉ ମଧ୍ଯ ସମାନଙ୍କେୁ ସେ କ୍ଷମା ଦବେେ। ତେଣୁ ସମାନେେ ସଦାପ୍ରଭୁଙ୍କ ନିକଟକୁ ଚାଲି ଆସିବେ। ସଦାପ୍ରଭୁ ସମାନଙ୍କେର ପ୍ରାର୍ଥନା ଶୁଣିବେ ଓ ସମାନଙ୍କେୁ କ୍ଷମା ଦବେେ।
22 Quando o Senhor ferir os egípcios, será para curá-los; eles se voltarão para o Senhor, que se deixará aplacar e os curará.
23 ସହେି ସମୟରେ ମିଶରରୁ ଅଶୂର ପର୍ୟ୍ଯନ୍ତ ଏକ ରାଜପଥ ନିର୍ମିତ ହବେ। ତା'ପ ରେ ଅଶୂରର ଲୋକମନେ ମିଶରକୁ ଆସିବେ ଓ ମିଶରର ଲୋକମାନେ ଅଶୂରକୁ ଯିବେ। ମିଶରର ଲୋକମାନେ ଅଶୂରର ଲୋକମାନଙ୍କ ସହିତ ପୂଜା କରିବେ।
23 Naquele tempo, haverá um caminho do Egito para a Assíria; os assírios irão ao Egito, e os egípcios, à Assíria. O Egito e a Assíria renderão culto ao Senhor.
24 ସେ ସମୟରେ ଇଶ୍ରାୟେଲ, ଅଶୂର ଓ ମିଶର ଏକତ୍ରୀତ ହବେେ ଓ ରାଜ୍ଯକୁ ନିଯନ୍ତ୍ରଣ କରିବେ। ଏମାନେ ପୃଥିବୀ ପାଇଁ ଆଶୀର୍ବାଦର ପାତ୍ର ହବେେ।
24 Naquele tempo, Israel será, como terceiro, aliado ao Egito e à Assíria, objeto da bênção no meio da terra
25 ସଦାପ୍ରଭୁ ସର୍ବଶକ୍ତିମାନ ଏ ଦେଶଗୁଡ଼ିକୁ ଆଶୀର୍ବାଦ କରିବେ। ସେ କହିବେ, ହେ ମିଶରୀଯମାନେ, ତୁମ୍ଭମାନେେ ମାରେ ଲୋକ। ଅଶୂର ମୁଁ ତୁମ୍ଭକୁ ତିଆରି କରିଛି। ତୁମ୍ଭମାନେେ ସମସ୍ତେ ଆଶୀର୍ବାଦର ପାତ୍ର।'
25 Que o Senhor dos exércitos abençoará nestes termos: Bendito seja meu povo do Egito, a Assíria, obra de minhas mãos, e Israel, minha herança!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Isaías 19, comparar traduções ou montar um estudo — tudo direto pelo WhatsApp.