Isaías 18

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ନଦୀ ଆରପାରିସ୍ଥ କୂଶଦେଶ ପ୍ରତି ଦୃଷ୍ଟି ଦିଅ। ସହେି ଦେଶ ପୋକମାନଙ୍କର ପକ୍ଷର ଶବ୍ଦ ରେ ପରିପୂର୍ଣ୍ଣ।
1 Ai da terra que ensombra com as suas asas, que está além dos rios da Etiópia!
2 ସେ ସମୁଦ୍ର ପଥରେ ନଳ ନିର୍ମିତ ନେ ୗକା ରେ ଦୂତମାନଙ୍କୁ ପ୍ ରରଣେ କରିବେ, କ୍ଷିପ୍ର ଗତି ରେ ଚାଲୁଥିବା ଦୂତମାନଙ୍କୁ,
2 Que envia embaixadores por mar em navios de junco sobre as águas, dizendo: Ide, mensageiros velozes, a uma nação alta e polida, a um povo terrível desde o seu princípio; a uma nação de medidas e de vexames, cuja terra os rios dividem.
3 ଲକ୍ଷ୍ଯ କର, ସେ ଗୋଷ୍ଠୀ ପ୍ରତି କିଛି ଅଘଟଣ ଘଟିବ। ଜଗତର ସମସ୍ତ ନିବାସୀ ଦେଖିବେ ସହେି ଗୋଷ୍ଠୀ ବିନଷ୍ଟ ହେଉଛି। ସମସ୍ତ ଲୋକ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେପରି ପର୍ବତ ଉପ ରେ ଧ୍ବଜା ଉଡ଼ି ସଙ୍କତେ ଦିଏ। ସହେି ଦୀର୍ଘକାଯ ଲୋକମାନଙ୍କର ଅନିଷ୍ଟ ଘଟିବ, ଏହା ଜଗତବାସୀ ଗ୍ରହଣ କରିବେ। ୟୁଦ୍ଧ ରେ ତୂରୀ ବାଜି ଘାଷେଣା କଲାପରି ସମାନେେ ସ୍ପଷ୍ଟ ଭାବରେ ଏହା ଶୁଣିବେ।
3 Vós, todos os habitantes do mundo, e vós, os moradores da terra, quando se arvorar a bandeira nos montes, o vereis; e, quando se tocar a trombeta, o ouvireis.
4 ସଦାପ୍ରଭୁ କହିଲେ, ମୁଁ ମାରେ ବାସ ସ୍ଥାନ ରେ ରହି ଶାନ୍ତ ଭାବରେ ଏହିସବୁ ଘଟିବାର ନିରୀକ୍ଷଣ କରିବ।
4 Porque assim me disse o Senhor : Estarei quieto, olhando desde a minha morada, como o ardor do sol resplandecente, como a nuvem do orvalho no calor da sega.
5 ଗ୍ରୀଷ୍ମକାଳୀନ ମଧ୍ଯାହ୍ନ ସମୟର ପ୍ରଚଣ୍ଡ ତାପ ରେ ଲୋକ ବିଶ୍ରାମ କରିବା ପରି, ଶସ୍ଯ ଛଦନକୋଳୀନ ଶିଶିର ୟୁକ୍ତ ମେଘପରି କ୍ଷାନ୍ତ ହାଇେ ନିରୀକ୍ଷଣ କରିବି। ତା'ପ ରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତା ରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷା ଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସମାନେେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦବେେ।
5 Porque antes da sega, quando já o renovo está perfeito, e as uvas verdes amadurecem, então, podará os sarmentos, e tirará os ramos, e os cortará.
6 ସହେି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷଣ କରିବେ। ଦୂରସ୍ଥ ପକ୍ଷୀଗଣ ସହେି ଦ୍ରାକ୍ଷା ରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ଯ ପଶୁଗଣ ସହେି ଦ୍ରାକ୍ଷା ଫଳ ରେ ଶୀତକାଳ କଟାଇବେ।'
6 Eles serão deixados juntos às aves dos montes e aos animais da terra; e sobre eles veranearão as aves de rapina, e todos os animais da terra invernarão sobre eles.
7 ସହେି ସମୟରେ ଏକ ସ୍ବତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହବେ। ସହେି ନବୈେଦ୍ଯ ସହେି ଦୀର୍ଘକାଯ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନ ରେ ଲୋକମାନେ ଏହି ଦୀର୍ଘକାଯ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସମାନେେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସହେି ଦେଶ ନଦନଦୀ ଦ୍ବାରା ବିଭକ୍ତ ହାଇେଛି। ସହେି ନବୈେଦ୍ଯ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।
7 Naquele tempo, trará um presente ao Senhor dos Exércitos um povo alto e polido e um povo terrível desde o seu princípio; uma nação de medidas e de vexames, cuja terra os rios dividem; ao lugar do nome do Senhor dos Exércitos, ao monte de Sião.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 18, comparar traduções ou montar um estudo — tudo direto pelo WhatsApp.