Isaías 15

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।
1 Oráculo acerca de Moabe. Porque Ar foi destruída numa noite, Moabe está desfeita; porque Quir foi destruída numa noite, Moabe está desfeita.
2 ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
2 Subiu a filha de Dibom aos altos para chorar; por Nebo e por Medeba pranteia Moabe; em todas as cabeças há calva, e toda barba é rapada.
3 ମାୟୋବର ସବୁ ସ୍ଥାନ ରେ, ଘର ଉଚ୍ଚସ୍ଥାନ ମାନଙ୍କ ରେ ଓ ରାସ୍ତାମାନଙ୍କ ରେ ଚଟବସ୍ତ୍ର ପରିଧାନ କରି କାନ୍ଦୁଛନ୍ତି।
3 Nas suas ruas cingem-se de saco; nos seus terraços e nas suas praças todos andam pranteando, e choram abundantemente.
4 ହଶବୋନ୍ ଓ ଇଲିଯାଲି ଅତି ଉଚ୍ଚସ୍ବର ରେ କ୍ରନ୍ଦନ କରୁଛି। ସମାନଙ୍କେର ରବ ୟହସ୍ ପର୍ୟ୍ଯନ୍ତ ଶୁଣା ୟାଇଛି। ଏପରିକି ମାୟୋବର ସୈନ୍ଯମାନେ ଭୟ ରେ କମ୍ପିତ ହାଇେ ଆର୍ତ୍ତନାଦ କରୁଛନ୍ତି।
4 Assim Hesbom como Eleale andam gritando; até Jaaz se ouve a sua voz; por isso os armados de Moabe clamam; estremece-lhes a alma.
5 ମାରହେୃଦଯ ମାୟୋବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ନତ୍-ଶଲୀଶୀଯା ଓ ଦୂରସ୍ଥ ସୋଯରକୁ ନିରାପତ୍ତା ପାଇଁ ପଳାଯନ କରୁଛନ୍ତି। ସମାନେେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନଯିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ବର ରେ ବିଳାପ କରୁଛନ୍ତି।
5 O meu coração clama por causa de Moabe; fogem os seus nobres para Zoar, qual uma novilha de três anos; pois vão chorando pela encosta de Luíte; no caminho de Horonaim levantam um grito de destruição.
6 ମାତ୍ର ନିମ୍ରୀମର ଜଳ ସମୂହ ଶୁଷ୍କ ହବେ। ସବୁଜ ବୃକ୍ଷଗୁଡ଼ିକ ରହିବନି।
6 As águas de Ninrim são desoladas; secou-se a relva, definhou a erva verde, e não há verdura alguma.
7 ଲୋକମାନେ ସମାନଙ୍କେର ନିଜ ନିଜର ସମସ୍ତ ଦ୍ରବ୍ଯ ଏକାଠି କରିବେ ଓ ମାୟୋବ ପରିତ୍ଯାଗ କରିବେ। ସେ ସମସ୍ତ ଦ୍ରବ୍ଯକୁ ଧରି ସୀମା ଅତିକ୍ରମ କରି ବାଈଶୀ ବୃକ୍ଷର ସୋର୍ତ ନିକଟକୁ ନଇେଯିବେ।
7 Pelo que a abundância que ajuntaram, e o que guardaram, para além do ribeiro dos salgueiros o levam.
8 ମାୟୋବର ସବୁ ସ୍ଥାନ ରେ କ୍ରନ୍ଦନର ରୋଳ ଶୁଣାୟିବ। ସହେି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ମଯିମ୍ ଓ ବେ ରେଲୀମ୍ ପର୍ୟ୍ଯନ୍ତ ଶୁଣାୟିବ।
8 Pois o pranto já rodeou os limites de Moabe; até Eglaim chegou o seu clamor, e ainda até Beer-Elim o seu rugido.
9 ଦୀମାନରେ ଜଳସମୂହ ରକ୍ତମଯ ହବେ। ମୁଁ ଦୀମାନେ ପ୍ରତି ଅଧିକ ଦୁଃଖ ଆଣିବି। ମାୟୋବର ପଳାତକ ଓ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ ମୁଁ ଏକ ସିଂହ ଆଣିବି ଯେ କି ସମାନଙ୍କେୁ ଭକ୍ଷଣ କରିବ।
9 Pois as águas de Dimom estão cheias de sangue; pelo que ainda acrescentarei mais a Dimom, um leão contra aqueles que escaparem de Moabe, e contra o restante que ficou na terra.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 15, comparar traduções ou montar um estudo — tudo direto pelo WhatsApp.