Isaías 14

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଭବିଷ୍ଯତ ରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ ରମେ କରିବେ। ସେ ପୁଣି ଇଶ୍ରାୟେଲ ଲୋକଙ୍କୁ ମନୋନୀତ କରିବେ। ସହେି ସମୟରେ ସମାନଙ୍କେୁ ସମାନଙ୍କେ ଦଇେ ଫରୋଇ ଦବେେ। ତା'ପ ରେ ବିଦେଶୀମାନେ ସମାନଙ୍କେ ସହିତ ସଂୟୁକ୍ତ ହବେେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହବେେ।
1 Pois o Senhor se compadecerá de Jacó, e ainda escolherá a Israel e os porá na sua própria terra; e ajuntar-se-ão com eles os estrangeiros, e se apegarão à casa de Jacó.
2 ବିଦେଶୀମାନେ ଇଶ୍ରାୟେଲର ଲୋକଙ୍କୁ ତାଙ୍କ ଦେଶ ରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇଶ୍ରାୟେଲର କ୍ରୀତଦାସ ହବେେ, କାରଣ ଅତୀତ ରେ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇଶ୍ରାୟେଲ ସମାନଙ୍କେୁ ପରାସ୍ତ କରିବ ଓ ସମାନଙ୍କେୁ ଶାସନ କରିବ।
2 E os povos os receberão, e os levarão aos seus lugares; e a casa de Israel os possuirá por servos e por servas, na terra do Senhor e cativarão aqueles que os cativaram, e dominarão os seus opressores.
3 ସଦାପ୍ରଭୁ ତୁମ୍ଭର କଷ୍ଟ ଓ କଠାେର କାର୍ୟ୍ଯକୁ ଦୂର କରିବେ ଏବଂ ତୁମ୍ଭକୁ ସେ ବିଶ୍ରାମ ଦବେେ। କାରଣ ଅତୀତ ରେ ତୁମ୍ଭମାନେେ ଦାସ ଥିଲ ଓ କଠିନ କାର୍ୟ୍ଯ କରିଥିଲ। ତେଣୁ ସଦାପ୍ରଭୁ ତୁମ୍ଭର ସହେି କ୍ଲେଶ ଦୂର କରିବେ।
3 No dia em que Deus vier a dar-te descanso do teu trabalho, e do teu tremor, e da dura servidão com que te fizeram servir,
4 ସହେି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷଯ ରେ ଏହି ଉପହାସ ଗୀତ ଗାନ କରିବ।
4 proferirás esta parábola contra o rei de Babilônia, e dirás: Como cessou o opressor! como cessou a tirania!
5 ସଦାପ୍ରଭୁ ସହେି ଦୁଷ୍ଟାଚାରୀ ରାଜାମାନଙ୍କର ରାଜଦଣ୍ଡକୁ ଭାଙ୍ଗି ଦଇେଛନ୍ତି। ସମାନଙ୍କେର କ୍ଷମତା କାଢ଼ି ନଇେଛନ୍ତି।
5 Já quebrantou o Senhor o bastão dos ímpios e o cetro dos dominadores;
6 ବାବିଲର ରାଜା କୋର୍ଧ ରେ ଲୋକମାନଙ୍କୁ ପ୍ରହାର କରୁଥିଲେ ଓ ସେଥିରୁ କବେେ ନିବୃତ୍ତ ହେଉ ନ ଥିଲେ। ଲୋକମାନଙ୍କୁ ଆଘାତ କରିବାରୁ ସେ ଦୁରାଚାରୀ ଶାସକ ଦୂ ରଇେ ଯାଉ ନ ଥିଲେ।
6 cetro que feria os povos com furor, com açoites incessantes, e que em ira dominava as nações com uma perseguição irresistível.
7 ମାତ୍ର ବର୍ତ୍ତମାନ ସମଗ୍ର ଦେଶ ବିଶ୍ରାମ ନବେ। ଦେଶ ରେ ଏପରି ଶାନ୍ତ ଅବସ୍ଥା ଆସିବ, ଯେତବେେଳେ ଲୋକମାନେ ଆନନ୍ଦ ରେ ଉତ୍ସବ ପାଳନ କରିବେ।
7 Toda a terra descansa, e está sossegada! Rompem em brados de júbilo.
8 ଏପରିକି ଲିବା ନୋନର ଦବଦୋରୁ ଓ ଏରସବୃକ୍ଷସବୁ ଆନନ୍ଦ କରିବେ। ସହେି ଗଛଗୁଡ଼ିକ ମଧ୍ଯ କହିବେ, ରାଜା ଆମ୍ଭକୁ ଛଦନେ କରୁଥିଲେ। କିନ୍ତୁ ତାଙ୍କର ପତନ ଘଟିଛି, ସେ ଆଉ ଆମ୍ଭ ବିପକ୍ଷ ରେ ଛିଡ଼ା ହବେେ ନାହିଁ।'
8 Até as faias se alegram sobre ti, e os cedros do Líbano, dizendo: Desde que tu caíste ninguém sobe contra nós para nos cortar.
9 ମୃତ୍ଯୁର ରାଷ୍ଟ୍ର ପାତାଳ ଉେତ୍ତାଳିତ ହାଇପେଡ଼ିବ କାରଣ ତୁମ୍ଭେ ଆସୁଛ। ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ। ସହେି ନେତାମାନେ ତୁମ୍ଭ ପାଇଁ କାମ କରିବେ। ସମାନେେ ସହେି ରାଜାମାନଙ୍କୁ ନୀଚାବସ୍ଥା କରିବେ। ସମାନେେ ତୁମ୍ଭକୁ ସ୍ବାଗତ କରିବା ପାଇଁ ସତର୍କ ରହିବେ।
9 O Seol desde o profundo se turbou por ti, para sair ao teu encontro na tua vinda; ele despertou por ti os mortos, todos os que eram príncipes da terra, e fez levantar dos seus tronos todos os que eram reis das nações.
10 ସେ ସମସ୍ତ ପ୍ରାଚୀନଗଣ ପରିହାସ କରି କହିବେ, ବର୍ତ୍ତମାନ ତୁମ୍ଭମାନେେ ଆମ୍ଭ ପାଇଁ ମୃତ ପ୍ରାଯ। ତୁମ୍ଭମାନେେ ଆମ୍ଭମାନଙ୍କ ପାଇଁ ସମାନ।'
10 Estes todos responderão, e te dirão: Tu também estás fraco como nós, e te tornaste semelhante a nós.
11 ତୁମ୍ଭର ବଡ଼ିମା ରସାତଳଗାମୀ ହାଇେଛି। ତୁମ୍ଭ ବୀଣାର ସ୍ବର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘାଷେଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷଣ କରିବ। ତୁମ୍ଭେ ସମାନଙ୍କେ ଉପ ରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।
11 Está derrubada até o Seol a tua pompa, o som dos teus alaúdes; os bichinhos debaixo de ti se estendem e os bichos te cobrem.
12 ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ। ବର୍ତ୍ତମାନ ତୁମ୍ଭର ପତନ ଘଟିଛି। ଅତୀତ ରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛଦନେ କରାୟାଇଛି।
12 Como caíste do céu, ó estrela da manhã, filha da alva! como foste lançado por terra tu que prostravas as nações!
13 ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, ଆମ୍ଭେ ପରମେଶ୍ବରଙ୍କ ପରି ସ୍ବର୍ଗାରୋହଣ କରିବା। ଆମ୍ଭେ ସ୍ବର୍ଗର ଉର୍ଦ୍ଧ୍ବକୁ ୟିବା, ଆମ୍ଭେ ପରମେଶ୍ବରଙ୍କ ତାରକାର ଉର୍ଦ୍ଧ୍ବ ରେ ସିଂହାସନ ସ୍ଥାପନ କରିବା।ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପ ରେ ଉପବିଷ୍ଟ ହବୋ ଓ ସହେି ପର୍ବତ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବା।
13 E tu dizias no teu coração: Eu subirei ao céu; acima das estrelas de Deus exaltarei o meu trono; e no monte da congregação me assentarei, nas extremidades do norte;
14 ଆମ୍ଭେ ମେଘମାଳାର ଉଚ୍ଚସ୍ଥଳ ରେ ଉପରକୁ ଉଠିବା ଏବଂ ପରମେଶ୍ବରଙ୍କ ତୁଲ୍ଯ ସର୍ବୋପରିସ୍ଥ ହବୋ।'
14 subirei acima das alturas das nuvens, e serei semelhante ao Altíssimo.
15 କିନ୍ତୁ ତାହା ଘଟିଲା ନାହିଁ। ତୁମ୍ଭେ ଈଶ୍ବରଙ୍କ ସହିତ ସ୍ବର୍ଗକୁ ୟାଇ ନ ଥିଲ। ତୁମ୍ଭେ ପାତାଳର ଗଭୀରତମ ସ୍ଥାନକୁ ଚାଲି ୟାଇଥିଲ।
15 Contudo levado serás ao Seol, ao mais profundo do abismo.
16 ଲୋକମାନେ ତୁମ୍ଭକୁ ଚାହିଁବେ ଓ ତୁମ୍ଭ ବିଷଯ ରେ ଚିନ୍ତା କରିବେ। ସମାନେେ ଦେଖିବେ ତୁମ୍ଭମାନେେ ମୃତ ସଦୃଶ ପଡ଼ି ରହୁଛ। ଏବଂ କହିବେ, ଏହା କ'ଣ ? ସମାନେେ ସହେି ଲୋକ ଯେ କି ପୃଥିବୀର ସମସ୍ତ ରାଜ୍ଯର ଦୁଃଖର କାରଣ ହାଇେଥିଲେ।
16 Os que te virem te contemplarão, considerar-te-ão, e dirão: É este o varão que fazia estremecer a terra, e que fazia tremer os reinos?
17 ଏ କ'ଣ ସହେି ଲୋକ ଯେ କି ନଗରଗୁଡ଼ିକୁ ଧ୍ବଂସ କରିଥିଲେ ଓ ସଗେୁଡ଼ିକୁ ମରୁଭୂମିରେ ପରିଣତ କରିଥିଲେ। ପୁଣି ୟୁଦ୍ଧ ରେ ବନ୍ଦୀମାନଙ୍କୁ ନିଜ ଗୃହକୁ ଛାଡ଼ି ନ ଥିଲେ।'
17 Que punha o mundo como um deserto, e assolava as suas cidades? que a seus cativos não deixava ir soltos para suas casas?
18 ପୃଥିବୀର ସମସ୍ତ ରାଜନ୍ଯବର୍ଗ ମୃତ୍ଯୁପ ରେ ସମ୍ମାନ ଓ ଗୌରବ ସହ ନିଜ ନିଜ ସମାଧି ରେ ବିଶ୍ରାମ ନେଲେ।
18 Todos os reis das nações, todos eles, dormem com glória, cada um no seu túmulo.
19 ମାତ୍ର ତୁମ୍ଭେ ଦୁଷ୍ଟାଚାରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହାଇେଛି। ବୃକ୍ଷର ଶାଖା ବୃକ୍ଷରୁ ବିଚ୍ଯୁତ ହାଇେ ବାହା ରେ ନିକ୍ଷିପ୍ତ ହେଲାପରି ଏବଂ ୟୁଦ୍ଧ ରେ ମୃତ ସୈନିକ ଯେପରି ଅନ୍ୟ ସୈନ୍ଯମାନଙ୍କ ଦ୍ବାରା ପଦଦଳିତ ହେଲାପରି ତୁମ୍ଭେ ହବେ। ବର୍ତ୍ତମାନ ତୁମ୍ଭେ ମୃତ୍ଯୁ ବସ୍ତ୍ର ରେ ଆଚ୍ଛାଦିତ ହାଇେ ନିଜ କବର ବାହା ରେ ପଡ଼ି ରହିଛ।
19 Mas tu és lançado da tua sepultura, como um renovo abominável, coberto de mortos atravessados a espada, como os que descem às pedras da cova, como cadáver pisado aos pés.
20 ଅନକେ ରାଜା ମୃତ୍ଯୁବରଣ କରିଛନ୍ତି ଓ ନିଜ ନିଜ କବର ରେ ସମାଧିସ୍ଥ ହାଇେଛନ୍ତି। ତୁମ୍ଭେ ସମାନଙ୍କେ ପରି କବରସ୍ଥ ହବେ ନାହିଁ। କାରଣ ତୁମ୍ଭେ ତୁମ୍ଭ ନିଜ ଦେଶକୁ ଧ୍ବଂସ କରିଛ। ତୁମ୍ଭ ନିଜ ଲୋକଙ୍କୁ ହତ୍ଯା କରିଛ। ତୁମ୍ଭର ପିଲାମାନେ ତୁମ୍ଭପରି ଧ୍ବଂସ ପଥ ଅନୁସରଣ କରିବେ ନାହିଁ। ସମାନେେ ସହେି କୁକାର୍ୟ୍ଯରୁ ନିବୃତ୍ତ ହବେେ।
20 Com eles não te reunirás na sepultura; porque destruíste a tua terra e mataste o teu povo. Que a descendência dos malignos não seja nomeada para sempre!
21 ସମାନଙ୍କେ ଦୋଷ ୟୋଗୁଁ ସମାନଙ୍କେର ପିଲାମାନଙ୍କୁ ହତ୍ଯା କର। ଯେପରିକି ସମାନଙ୍କେର ବଂଶଧର ପୁନର୍ବାର ଦେଶର ଶାସକ ହବେେ ନାହିଁ ଓ ଜଗତକୁ ସମାନଙ୍କେ ନଗର ରେ ପରିପୂର୍ଣ୍ଣ କରିବେ ନାହିଁ।
21 Preparai a matança para os filhos por causa da maldade de seus pais, para que não se levantem, e possuam a terra, e encham o mundo de cidades.
22 ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, ମୁଁ ସମାନଙ୍କେ ବିପକ୍ଷ ରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ବଂସ କରିବି। ତା'ର ସମସ୍ତ ଲୋକଙ୍କୁ ଉଚ୍ଛନ୍ନ କରିବି। ଆଉ ମଧ୍ଯ ସମାନଙ୍କେର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ବଂସ କରିବି।' ସଦାପ୍ରଭୁ ନିଜେ ଏହିସବୁ କହିଥିଲେ।
22 Levantar-me-ei contra eles, diz o Senhor dos exércitos, e exterminarei de Babilônia o nome, e os sobreviventes, o filho, e o neto, diz o Senhor.
23 ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, ମୁଁ ମନୁଷ୍ଯର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶଯ ରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦବେି।'
23 E reduzi-la-ei a uma possessão do ouriço, e a lagoas de águas; e varrê-la-ei com a vassoura da destruição, diz o Senhor dos exércitos.
24 ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, ମୁଁ ଶପଥ କରୁଛି, ମୁଁ ଯାହା ଚାହିଁଥିଲି ତାହାହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସହେିପରି ମଧ୍ଯ ଘଟିବ।
24 O Senhor dos exércitos jurou, dizendo: Como pensei, assim sucederá, e como determinei, assim se efetuará.
25 ମୁଁ ନିଜ ରାଜ୍ଯ ରେ ଅଶୂରୀଯ ରାଜାକୁ ବିନାଶ କରିବି। ମାରେପର୍ବତ ଉପ ରେ ତାକୁ ପଦଦଳିତ କରିବି। କାରଣ ସହେି ରାଜା ମାରେ ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସମାନଙ୍କେ ସ୍କନ୍ଧ ରେ ୟୁଆଳିର ଭାର ରଖୁଥିଲା। ସହେି ୟୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହବେ।
25 Quebrantarei o assírio na minha terra e nas minhas montanhas o pisarei; então o seu jugo se apartará deles e a sua carga se desviará dos seus ombros.
26 ଏହା ମାରେ ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦବୋ ପାଇଁ ମାରେ ଶକ୍ତି ପ୍ରଯୋଗ କରିବି।'
26 Este é o conselho que foi determinado sobre toda a terra; e esta é a mão que está estendida sobre todas as nações.
27 ଯେତବେେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କହେି ନିବୃତ୍ତ କରିପାରିବେ ନାହିଁ। ଆଉ ମଧ୍ଯ ଯେତବେେଳେ ସେ ଲୋକମାନଙ୍କୁ ଦଣ୍ଡ ଦବୋକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥି ରେ ତାଙ୍କୁ କହେି ଅଟକାଇବେ ନାହିଁ।
27 Pois o Senhor dos exércitos o determinou, e quem o invalidará? A sua mão estendida está, e quem a fará voltar atrás?
28 ଆହସ୍ ରାଜାଙ୍କ ମୃତ୍ଯୁ ବର୍ଷ ରେ ଏହି ଦୁଃଖ ବାର୍ତ୍ତା ଦିଆ ୟାଇଥିଲା।
28 No ano em que morreu o rei Acaz, veio este oráculo.
29 ହେ ପଲେଷ୍ଟୀୟ ଦେଶ, ତୁମ୍ଭମାନେେ ବର୍ତ୍ତମାନ ପାଇଁ ଖୁସି ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତ ରେ ତୁମ୍ଭେ ସୁଖୀ ହାଇପୋରିବ ନାହିଁ। ଏହା ସତ୍ଯ ଯେ ସହେି ଦୁଷ୍ଟ ଶାସନ ଶଷେ ହାଇେଛି। ମାତ୍ର ସହେି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦଲୋପରି ଏହା ସତ ହବେ। ସହେି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହବେ ନାହିଁ।
29 Não te alegres, ó Filístia toda, por ser quebrada a vara que te feria; porque da raiz da cobra sairá um basilisco, e o seu fruto será uma serpente voadora.
30 ମାତ୍ର ମାରେ ଦରିଦ୍ର ଲୋକମାନେ ଶାନ୍ତି ରେ ଭୋଜନ କରିବେ। ସମାନଙ୍କେର ପିଲାମାନେ ମଧ୍ଯ ନିରାପଦ ରେ ରହିବେ। ମାତ୍ର ମୁଁ ତୁମ୍ଭର ପରିବାରକୁ ଭୋକରେ ଛଟପଟ କରାଇ ମାରିବି ଏବଂ ଅବଶିଷ୍ଟାଂଶକୁ ମଧ୍ଯ ସଂହାର କରିବି।
30 E os primogênitos dos pobres serão apascentados, e os necessitados se deitarão seguros; mas farei morrer de fome a tua raiz, e será destruído o teu restante.
31 ନଗରର ଦ୍ବାର ଦେଶର ଲୋକ ଓ ନଗରସ୍ଥ ଲୋକ ହାହାକାର କର। ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହବେ। ମହମ ସଦୃଶ ତୁମ୍ଭର ସାହସ ତରଳି ୟିବ। ଉତ୍ତର ଦିଗକୁ ଚାହଁ, ଉତ୍ତରରୁ ଧୂମ ଆସୁଛି। ଅଶୂରର ସୈନ୍ଯ ଆସୁଛନ୍ତି। ସମାନଙ୍କେ ମଧିଅରେ ସମସ୍ତ ସୈନ୍ଯ ଶକ୍ତିଶାଳୀ।
31 Uiva, ó porta; grita, ó cidade; tu, ó Filístia, estás toda derretida; porque do norte vem fumaça; e não há vacilante nas suas fileiras.
32 ସହେି ସୈନ୍ଯବାହିନୀ ସମାନଙ୍କେର ଦେଶକୁ ଦୂତ ପ୍ ରରଣେ କରିବେ। ସହେି ଲୋକମନଙ୍କୁ ଦୂତ କି ବାର୍ତ୍ତା ଦବେେ ? ସମାନେେ ଘାଷେଣା କରିବେ, ପଲ୍ଷ୍ଟେୀଯ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସଠାେକୁ ଗଲେ।
32 Que se responderá pois aos mensageiros do povo? Que o Senhor fundou a Sião, e que nela acharão refúgio os aflitos do seu povo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Isaías 14, comparar traduções ou montar um estudo — tudo direto pelo WhatsApp.