Habacuque 2
Oriya Bible (GL_ORIYA) vs BKJ
1 ମୁଁ ଜଣେ ରକ୍ଷୀ ପରି ଛିଡା ହବେି। ମୁଁ ନଗର ପ୍ରାଚୀର ରେ ଜଗିବି। ସଦାପ୍ରଭୁ ମାେତେ କ'ଣ କହିବେ, ମୁଁ ତାହା ଦେଖିବାକୁ ଅପେକ୍ଷା କରିବି। ସେ ମାରେ ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।
1 Eu estarei sobre a minha guarda, e me colocarei sobre a torre; vigiarei para ver o que ele falará a mim, e o que eu responderei quando eu for reprovado.
2 ସଦାପ୍ରଭୁ ମାେତେ ଉତ୍ତର ଦେଲେ, ଆମ୍ଭେ ତୁମ୍ଭକୁ ଯେଉଁ ଦର୍ଶନ ଦଖାେଉଛୁ ତାହା ଗୋଟିଏ ଫଳକ ଉପ ରେ ସ୍ପଷ୍ଟ ଭାବରେ ଲେଖ ଯେପରିକି ସବୁଲୋକ ସହଜ ରେ ପଢି ପାରିବେ।
2 Então o SENHOR me respondeu, e disse: Escreve a visão e faça-a bem legível sobre tábuas, para que a possa ler quem passa correndo.
3 ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶଷେ ବାର୍ତ୍ତା ସମ୍ବନ୍ଧ ରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ଯା ହୁଏ ନାହିଁ। ଯେପରି ଜଣାୟିବ ଏହି ସମୟ କବେେ ଆସିବ ନାହିଁ। କିନ୍ତୁ ର୍ଧୈୟ୍ଯ ଧରି ଅପେକ୍ଷା କର, ସେ ସମୟ ନିଶ୍ଚଯ ଆସିବ। ଏହା ଅଧିକ ବିଳମ୍ବ ହବେନାହିଁ।
3 Pois a visão é ainda para o tempo determinado, mas no final ela falará, e não mentirá; se tardar, espera-a, porque certamente virá, não tardará.
4 ଅହଂକାରୀ ବ୍ଯକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସପରେି ଅହଂକାରୀ ଲୋକ ଫୁତ୍କାର ରେ ଉଡିୟାଏ। କିନ୍ତୁ ଧାର୍ମିକଲୋକମାନେ ସମାନଙ୍କେର ବିଶ୍ବାସ ବଳ ରେ ହିଁ ବଞ୍ଚିବେ।
4 Eis que a alma dele que é orgulhosa não é reta nele; mas o justo viverá pela sua fé.
5 ପରମେଶ୍ବର କହିଲେ, ଧନ ଗୋଟିଏ ବଳବାନ୍ ବ୍ଯକ୍ତିକୁ ପ୍ରତାରଣା କରିପାରିବ। ସେ କବେେ ସଫଳ ହାଇପୋରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ଯୁ ପରି ସେ କବେେ ସନ୍ତୁଷ୍ଟ ହବେନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସହେି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ।
5 Além disso, por transgredir com o vinho, ele é um homem orgulhoso e não permanece em casa; alarga seu desejo como o inferno, e é como a morte, que não se farta; mas ajunta para si todas as nações, e congrega a si todos os povos.
6 କିନ୍ତୁ ଖୁବ୍ ଶୀଘ୍ର ସହେି ଲୋକମାନେ ତାକୁ ଉପହାସ କରିବେ। ସମାନେେ ତା'ର ପରାଜଯ ବିଷଯ ରେ ଗପ କରିବେ। ସମାନେେ ତାକୁ ପରିହାସ କରି କହିବେ, 'ତାକୁ ଧିକ୍, ୟିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନଇୟୋଏ। ଆଉ କେତଦେିନ ପର୍ୟ୍ଯନ୍ତ ସେ ଋଣ ସଂଗ୍ରହ ଦ୍ବାରା ଧନୀ ହବେ? ସର୍ବଶଷେ ରେ ତା'ର ସମ୍ପଦସବୁ ତା' ଉପ ରେ ବୋଝ ହବେ।'
6 Não levantarão todos estes uma parábola e um provérbio sarcástico contra ele? E se dirá: Ai daquele que aumenta o que não é seu! Até quando? E daquele que carrega sobre si dívidas!
7 ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧ ରେ ଛିଡା ହବେେ। ତା'ପ ରେ ସମାନେେ ତୁମ୍ଭଠାରୁ ଚୋରି କରିବେ। ତୁମ୍ଭେ ଅତି ଭୟଭୀତ ହାଇେ ପଡିବ।
7 Porventura não se levantarão de repente os teus credores, e tu não despertarás os que te farão tremer, e não lhes servirás de despojo?
8 ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସହେି ଲୋକମାନେ ତୁମ୍ଭଠାରୁ ଅଧିକ ନଇେଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ଯା କରିଛ। ବହୁଦେଶ ଓ ନଗର ଧ୍ବଂସ କରିଛ। ସବୁ ଲୋକଙ୍କୁ ସଠାେ ରେ ହତ୍ଯା କରିଛ।
8 Por ter arruinado muitas nações, todos os demais povos arruinarão a ti, por causa do sangue dos homens, e pela violência feita à terra, à cidade, e a todos os que nela habitam.
9 ତାକୁ ଧିକ୍, ୟିଏ ଦୋଷ କରି ଧନୀ ହାଇେଛ। ସେ ଗୋଟିଏ ନିରାପଦ ସ୍ଥାନ ରେ ବାସ କରିବାକୁ ଏହିସବୁ କରେ। ସେ ଭାବେ ଯେ, ସେ କୌଣସି ଅନିଷ୍ଟରୁ ନିଜକୁ ରକ୍ଷା କରିପାରିବ।
9 Ai daquele que cobiçar uma cobiça avarenta para a sua casa, para que ele possa estabelecer seu ninho no alto, a fim de se livrar do poder do mal!
10 ତୁମ୍ଭେ ବହୁତ ଲୋକଙ୍କୁ ଧ୍ବଂସ କରିଅଛ। କିନ୍ତୁ ତୁମ୍ଭେ ନିଜ ଘରକୁ ଲଜ୍ଜା ଆଣିଥିଲ। ତୁମ୍ଭେ ନିଜ ଜୀବନ ବିପକ୍ଷ ରେ ପାପ କରିଅଛ।
10 Tens consultado vergonha para a tua casa, exterminando a muitos povos, e tens pecado contra a tua alma.
11 ତୁମ୍ଭ କାନ୍ଥ ରେ ଲାଗିଥିବା ପଥର ତୁମ୍ଭ ବିରୁଦ୍ଧ ରେ କଥା କହିବ। ଏପରିକି ତୁମ୍ଭ ଛାତ ରେ ଲାଗିଥିବା କାଠର ବର୍ଗାଗୁଡିକ ତୁମ୍ଭେ ଭୂଲ୍ ବୋଲି ରାଜି ହବେ।
11 Pois a pedra clamará da parede, e a trave, do madeiramento, lhe responderá.
12 ଧିକ୍ ତୁମ୍ଭମାନଙ୍କୁ, ଯେଉଁମାନେ ଲୋକମାନଙ୍କୁ ମାରି ନଗର ନିର୍ମାଣ କରିଛ ଏବଂ ଦୁଷ୍ଟତା ରେ ସହର ପ୍ରତିଷ୍ଠା କରିଛ।
12 Ai daquele que edifica uma cidade com sangue, e estabelece uma cidade por meio da iniquidade!
13 ସର୍ବଶକ୍ତିମାନ ସଦାପ୍ରଭୁ ସ୍ଥିର କରିଛନ୍ତି ଯେ ଅଗ୍ନି ସବୁ ଜିନିଷକୁ ପୋଡି଼ଦବେ ଯାହାସବୁ ଲୋକମାନେ ନିର୍ମାଣ କରିଥିଲେ। ସମାନଙ୍କେର ସହେି ସବୁ କାର୍ୟ୍ଯ ନିଷ୍ଫଳ ହବେ।
13 Porventura não vem do SENHOR dos Exércitos que os povos trabalhem pelo fogo, e que as nações se cansem por pura vaidade?
14 ତା'ପ ରେ ଲୋକମାନେ ସବୁଆଡେ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ର ରେ ଜଳ ବ୍ଯାପିଲା ପରି ଏହି ଖବର ଗ୍ଭରିଆଡେ ବ୍ଯାପିୟିବ।
14 Pois a terra se encherá do conhecimento da glória do SENHOR, como as águas cobrem o mar.
15 ତୁମ୍ଭକୁ ଧିକ୍, ଯେଉଁମାନେ ପଡୋଳୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସହେି ଦ୍ରାକ୍ଷାରସ ରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖିପାରିବ।
15 Ai daquele que dá de beber ao seu vizinho, que entrega a tua garrafa a ele, e lhe embebeda, para lhe contemplar a nudez!
16 କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡକୁ ଆସିବ। ତୁମ୍ଭେ ସମ୍ମାନ ବଦଳ ରେ ଅପମାନ ରେ ପରିପୂର୍ଣ୍ଣ ହବେ।
16 Serás cheio de vergonha em lugar de glória; bebe tu também, e que o teu prepúcio seja descoberto; o cálice da mão direita do SENHOR voltará a ti, e vômito vergonhoso estará sobre a tua glória.
17 ତୁମ୍ଭେ ଲିବାନୋନ୍ ରେ କରିଥିବା ରକ୍ତପାତ ତୁମ୍ଭକୁ ଆଚ୍ଛାନ୍ନ କରିବ। ତୁମ୍ଭେ ସଠାରୁେ ବହୁ ପଶୁ ଗ୍ଭରେି କଲ। ତେଣୁ ସହେି ମୃତବ୍ଯକ୍ତିଙ୍କ ପାଇଁ ଏବଂ ସହେି ଦେଶ ରେ କରିଥିବା ରକ୍ତପାତ ପାଇଁ ଏବଂ ସଠାେ ରେ ବାସ କରୁଥିବା ପ୍ରେତ୍ୟକକ ପାଇଁ ତୁମ୍ଭେ ଭୟଭୀତ ହବେ।
17 Pois a violência cometida contra o Líbano te cobrirá, e a ruína das feras, que os fizeram ter medo; por causa do sangue dos homens, e pela violência feita à terra, à cidade, e a todos os que nela habitam.
18 ଖାଦେିତ ପ୍ରତିମା ରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖାଦେନ କଲା। ଧାତୁର ମୂର୍ତ୍ତି ରେ କଣ ଲାଭ ଅଛି? ଏହା ମିଥ୍ଯା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥି ରେ ବିଶ୍ବାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ।
18 Que aproveita a imagem de escultura, depois que o seu artífice a esculpiu? Ela é imagem de fundição e ensina mentiras, para que quem a formou confie na sua obra, fazendo ídolos mudos?
19 ସମାନଙ୍କେୁ ଧିକ୍, ଯେଉଁ ଲୋକ କାଠକୁ କୁ ହେ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁ ହେ ଉଠ! ଏହି ଭଣ୍ତ ଦବେତାମାନେ ନିର୍ଦ୍ଦେଶ ଦଇେ ପାରିବେ କି? ସହେି ମୂର୍ତ୍ତି ସୁନା ଓ ରୂପା ରେ ଆବୃତ ହାଇେ ପାରିବ, କିନ୍ତୁ ସେ ନିର୍ଜୀବ।
19 Ai daquele que diz à madeira: Acorda! E à pedra muda: Levanta! Pode isso ensinar? Eis que está coberta de ouro e de prata, e não há fôlego de forma alguma dentro dela.
20 ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିର ରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହବେ ଓ ସଦାପ୍ରଭୁଙ୍କ ସମ୍ମାନ ଜଣାଇବ।
20 Mas o SENHOR está em seu santo templo; que toda a terra cale-se diante dele.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Habacuque 2, comparar traduções ou montar um estudo — tudo direto pelo WhatsApp.