Hebreus 8
Oriya Bible (GL_ORIYA) vs NVT
1 ଆମ୍ଭେ ଯାହା କିଛି କହୁଛୁ, ତାର ସାର ମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାୟାଜକ ଅଛନ୍ତି, ଯେ ସ୍ବର୍ଗର ପରମେଶ୍ବରଙ୍କ ସିଂହାସନର ଦକ୍ଷିଣ ପାଶର୍ବ ରେ ବସି ଅଛନ୍ତି।
1 O mais importante é que temos um Sumo Sacerdote sentado no lugar de honra à direita do trono do Deus Majestoso no céu.
2 ଆମ୍ଭର ମହାୟାଜକ ମହାପବିତ୍ର ସ୍ଥାନ311 ରେ ସବୋ କାର୍ୟ୍ଯ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନ ରେ ନୁହେଁ, ମାତ୍ର ପରମେଶ୍ବରଙ୍କ ଦ୍ବାରା ନିର୍ମିତ ସହେି ଉପାସନା ସ୍ଥଳ ରେ ସବୋ କରନ୍ତି।
2 Ele ministra ali no verdadeiro tabernáculo, o santuário construído pelo Senhor, e não por mãos humanas.
3 ପରମେଶ୍ବରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରେତ୍ୟକକ ମହାୟାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାୟାଜକ ମଧ୍ଯ ପରମେଶ୍ବରଙ୍କୁ କିଛି ଉତ୍ସର୍ଗ କରିବା କଥା।
3 E, visto que todo sumo sacerdote deve apresentar ofertas e sacrifícios, era necessário que esse Sumo Sacerdote também apresentasse uma oferta.
4 ଯଦି ଆମ୍ଭର ମହାୟାଜକ ପୃଥିବୀ ରେ ଏବେ ଜୀବିତ ଥାଆନ୍ତେ, ତା' ହେଲେ ସେ ଯାଜକ ହାଇେ ପାରି ନ ଥାନ୍ତେ। ମାରେ କହିବାର କାରଣ ବ୍ଯବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି।
4 Se ele estivesse aqui na terra, nem seria sacerdote, pois já existem sacerdotes que apresentam as ofertas exigidas pela lei.
5 ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତ ରେ ସ୍ବର୍ଗ ରେ ଥିବା କାମଗୁଡ଼ିକର ଛାଯା ଓ ନମୁନା ମାତ୍ର। ସେଥିପାଇଁ ମାଶାେ ତମ୍ମୁ312 ନିର୍ମାଣ କରିବାକୁ ଗଲା ବେଳେ ପରମେଶ୍ବର ତାହାଙ୍କୁ ଚତାବେନୀ ଦଇେ କହିଥିଲେ : ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦଖାଇେ ଥିଲି, ତଦନୁସା ରେ ସମସ୍ତ ନିର୍ମାଣ କର।313
5 O serviço sacerdotal que eles realizam é apenas uma representação, uma sombra das coisas celestiais. Pois, quando Moisés se preparava para construir o tabernáculo, Deus o advertiu: “Cuide para que tudo seja feito de acordo com o modelo que eu lhe mostrei aqui no monte”.
6 କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
6 Agora, porém, Jesus, nosso Sumo Sacerdote, recebeu um ministério superior, pois ele é o mediador de uma aliança superior, baseada em promessas superiores.
7 ଯଦି ପ୍ରଥମ ନିୟମ ରେ କୌଣସି ଦୋଷ ନ ଥାନ୍ତା ତା' ହେଲେ ସଠାେରେ ଦ୍ବିତୀୟ ନିୟମର ଆବଶ୍ଯକତା ନ ଥାନ୍ତା।
7 Se a primeira aliança fosse perfeita, não teria havido necessidade de outra para substituí-la.
8 କିନ୍ତୁ ପରମେଶ୍ବର ଲୋକମାନଙ୍କଠା ରେ ତୃଟି ଦେଖିଲେ। ପରମେଶ୍ବର କହିଲେ :
8 Mas, quando Deus viu que seu povo era culpado, disse: “Está chegando o dia, diz o Senhor, em que farei uma nova aliança com o povo de Israel e de Judá.
9 ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ ସେ ଅନୁସାରେ ହବେ ନାହିଁ। ସହେି ନିୟମ ମୁଁ ସମାନଙ୍କେର ହାତ ଧରିଲା ବେଳେ ଓ ମିଶର ଦେଶରୁ ଆଣିଥିଲା ବେଳେ କରିଥିଲି। ପ୍ରଭୁ କୁହନ୍ତି : ମୁଁ ଦଇେଥିବା ଚୁକ୍ତି ସମାନେେ ପାଳନ କରିବା ବନ୍ଦ କରି ଦେଲେ, ଓ ମୁଁ ନିଜକୁ ସମାନଙ୍କେଠାରୁ ଦୂ ରଇେ ଆଣିଲି।
9 Não será como a aliança que fiz com seus antepassados, quando os tomei pela mão e os conduzi para fora da terra do Egito. Não permaneceram fiéis à minha aliança, por isso lhes dei as costas, diz o Senhor.
10 ଏହି ନୂତନ ନିୟମଟି ମୁଁ ଇଶ୍ରାୟେଲର ଲୋକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ଯତ ରେ କରିବି ପ୍ରଭୁ କୁହନ୍ତି : ମୁଁ ସମାନଙ୍କେ ମନ ରେ ଆପଣା ବ୍ଯବସ୍ଥା ଦବେି ସମାନଙ୍କେ ହୃଦୟ ରେ ସହେିସବୁ ଲେଖିବି। ମୁଁ ସମାନଙ୍କେ ପରମେଶ୍ବର ହବେି, ଓ ସମାନେେ ମାରେ ଲୋକ ହବେେ।
10 E esta é a nova aliança que farei com o povo de Israel depois daqueles dias, diz o Senhor: Porei minhas leis em sua mente e as escreverei em seu coração. Serei o seu Deus, e eles serão o meu povo.
11 ଏହାପରେ ପୁନର୍ବାର କହେି ନଜ ଭାଇ ବା ପରମେଶ୍ବରଙ୍କ ଅନ୍ଯଲୋକମାନଙ୍କୁ ଶିକ୍ଷା ଦବେେ ନାହିଁ କିମ୍ବା ପ୍ରଭୁଙ୍କୁ ଜାଣିବା ନିମନ୍ତେ କିଛି କହିବା ଆବଶ୍ଯକ ହବେ ନାହିଁ, କାହିଁକି ? କାରଣ ସାନଠାରୁ ବଡ଼ ପର୍ୟ୍ଯନ୍ତ ସମାନେେ ସମସ୍ତେ ମାେତେ ଜାଣିବେ।
11 E não será necessário ensinarem a seus vizinhos e a seus parentes, dizendo: ‘Você precisa conhecer o Senhor’. Pois todos, desde o mais humilde até o mais importante, me conhecerão.
12 ଓ ମାେ ବିରୁଦ୍ଧ ରେ କରିଥିବା ଦୋଷ ସବୁ ମୁଁ କ୍ଷମା କରି ଦବେି, ଏବଂ ମୁଁ ସମାନଙ୍କେ ପାପଗୁଡ଼ିକୁ ଆଉ ଅଧିକ ମନେ ରଖିବି ନାହିଁ। ୟିରିମିୟ 31:31-34
12 E eu perdoarei sua maldade e nunca mais me lembrarei de seus pecados”.
13 ପରମେଶ୍ବର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହାଇଯୋଇଛି, ତାହା ଅତିଶୀଘ୍ର ଲୋପ ପାଇୟିବ।
13 Quando Deus fala de uma “nova aliança”, significa que tornou obsoleta a aliança anterior. E aquilo que se torna obsoleto e antiquado logo desaparece.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Hebreus 8, comparar traduções ou montar um estudo — tudo direto pelo WhatsApp.