Hebreus 7

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ମଲ୍କୀଷଦକେ ଶାଲମରେ ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ବରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫରେିଲା ବେଳେ ମଲ୍କୀଷଦକେ ଅବ୍ରହାମଙ୍କୁ ଦଖାେକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।
1 Esse Melquisedeque, rei de Salém e sacerdote do Deus Altíssimo, encontrou-se com Abraão quando este voltava, depois de derrotar os reis, e o abençoou;
2 ୟୁଦ୍ଧ ରେ ଜିତି ଅବ୍ରହାମ ଯାହା ପାଇଥିଲେ ତା'ର ଏକ ଦଶମାଂସ ସେ ମଲ୍କୀଷଦକଙ୍କେୁ ଦେଲେ। ମଲ୍କୀଷଦକେ ନାମର ଅର୍ଥ : ପ୍ରଥମଟି ହେଉଛି ଧର୍ମରାଜା ଓ ଦ୍ବିତୀୟଟି ହେଲା ଶାଲମରେ ରାଜା ଅର୍ଥାତ୍ ଶାନ୍ତିର ରାଜା।
2 e Abraão lhe deu o dízimo de tudo. Em primeiro lugar, seu nome significa "rei de justiça"; depois, "rei de Salém" quer dizer "rei de paz".
3 କହେି ହେଲେ ମଲ୍କୀଷଦକଙ୍କେ ପିତା କି ମାତାଙ୍କ ବିଷୟ ରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କବେେ ଜନ୍ମଗ୍ରହଣ କଲେ, ଓ କବେେ ମଲେ ତା'ମଧ୍ଯ କହେି ଜାଣନ୍ତି ନାହିଁ। ମଲ୍କୀଷଦକେ ପରମେଶ୍ବରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହାଇେ ରହିଛନ୍ତି।
3 Sem pai, sem mãe, sem genealogia, sem princípio de dias nem fim de vida, feito semelhante ao Filho de Deus, ele permanece sacerdote para sempre.
4 ମଲ୍କୀଷଦକେ କେତେ ମହାନ୍ ବ୍ଯକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ୟୁଦ୍ଧ ରେ ଯାହା କିଛି ଜିତି ଥିଲେ ତାର ଏକ ଦଶମାଂଶ ମଲ୍କୀଷଦକଙ୍କେୁ ଦେଲେ।
4 Considerem a grandeza desse homem: até mesmo o patriarca Abraão lhe deu o dízimo dos despojos!
5 ବ୍ଯବସ୍ଥା ଅନୁସାରେ ଲବେୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜେଲାକ ୟିହୁଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି।
5 A lei requer dos sacerdotes dentre os descendentes de Levi que recebam o dízimo do povo, isto é, dos seus irmãos, embora estes sejam descendentes de Abraão.
6 ମଲ୍କୀଷଦକେ ଲବେୀ ବଂଶର ନ ଥିଲେ। ତଥାପି ସେ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଲେ। ଓ ସେ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।
6 Este homem, porém, que não pertencia à linhagem de Levi, recebeu os dízimos de Abraão e abençoou aquele que tinha as promessas.
7 ସମସ୍ତେ ଜାଣନ୍ତେ ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
7 Sem dúvida alguma, o inferior é abençoado pelo superior.
8 ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ ସମାନେେ ସାଧାରଣ ମନୁଷ୍ଯ ପରି ବଞ୍ଚି ପରିଶଷେ ରେ ମୃତ୍ଯୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମଲ୍କୀଷଦକେ ଶାସ୍ତ୍ର ଅନୁସାରେ ଏବେ ମଧ୍ଯ ଜୀବିତ।
8 No primeiro caso, quem recebe o dízimo são homens mortais; no outro caso é aquele de quem se declara que vive.
9 ଲବେୀ ଲୋକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ, ଯେତବେେଳେ ଅବ୍ରହାମ ମଲ୍କୀଷଦକଙ୍କେୁ ଦଶମାଂଶ ଦେଲେ, ତା'ର ଅର୍ଥ ଲବେୀ ମଧ୍ଯ ତାହା ଦେଲେ।
9 Pode-se até dizer que Levi, que recebe os dízimos, entregou-os por meio de Abraão,
10 ଲବେୀ ସେ ପର୍ୟ୍ଯନ୍ତ ଜନ୍ମ ନ ହାଇେଥିଲେ ସୁଦ୍ଧା ଅବ୍ରହାମ ମଲ୍କୀଷଦକଙ୍କେୁ ଭଟେିବା ସମୟରେ ଲବେୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀର ରେ ଥିଲେ।
10 pois, quando Melquisedeque se encontrou com Abraão, Levi ainda estava no corpo do seu antepassado.
11 ଲବେୀ ପରିବାରବର୍ଗଙ୍କ308 ଯାଜକମାନଙ୍କର ପଦ୍ଧତି ଅନୁଯାଯୀ ଲୋକଙ୍କୁ ବ୍ଯବସ୍ଥା ପ୍ରଦତ୍ତ ହାଇେଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା ଲୋକମାନଙ୍କୁ ଆଧ୍ଯାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ଯକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକର ଆବଶ୍ଯକ ଥିଲା।
11 Se fosse possível alcançar a perfeição por meio do sacerdócio levítico ( pois em sua vigência o povo recebeu a lei ), por que haveria ainda necessidade de se levantar outro sacerdote, segundo a ordem de Melquisedeque e não de Arão?
12 ଯେତବେେଳେ ଯାଜକର ପରିବର୍ତ୍ତନ ହୁଏ ସତେ ବେଳେ ବ୍ଯବସ୍ଥାର ମଧ୍ଯ ପରିବର୍ତ୍ତନ ଆବଶ୍ଯକ ହାଇେଥାଏ।
12 Pois quando há mudança de sacerdócio, é necessário que haja mudança de lei.
13 ଆମ୍ଭେ ଏହି କଥାଗୁଡ଼ିକ ଖ୍ରୀଷ୍ଟଙ୍କ ବିଷୟ ରେ କହୁଛୁ। ସେ ଅନ୍ୟ ଏକ ଗୋଷ୍ଠୀର ଲୋକ ଥିଲେ। ସହେି ଗୋଷ୍ଠୀର କହେି କବେେ ହେଲେ ଆଗରୁ ଯାଜକ ଭାବେ ବଦେୀ309 ରେ ସବୋ କରି ନ ଥିଲେ।
13 Ora, aquele de quem se dizem estas coisas pertencia a outra tribo, da qual ninguém jamais havia servido diante do altar,
14 କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ୟିହୂଦାଙ୍କ ଗୋଷ୍ଠୀ ରେ ଜାତ। ମାତ୍ର ସହେି ଗୋଷ୍ଠୀର ଯାଜକମାନଙ୍କ ବିଷୟ ରେ ମାଶାେ କହିନାହାଁନ୍ତି।
14 pois é evidente que o nosso Senhor descende de Judá, tribo da qual Moisés nada fala quanto a sacerdócio.
15 ଏହି କଥା ଗୁଡ଼ିକ ଅଧିକ ସୁସ୍ପଷ୍ଟ ହୁଏ ଯେ, ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକ ଅଛନ୍ତି।
15 O que acabamos de dizer fica ainda mais claro, quando aparece outro sacerdote semelhante a Melquisedeque,
16 ସେ କୌଣସି ଗୋଷ୍ଠୀର ବ୍ଯବସ୍ଥା ଦ୍ବାରା ଯାଜକ ହାଇେ ନ ଥିଲେ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ।
16 alguém que se tornou sacerdote, não por regras relativas à linhagem, mas segundo o poder de uma vida indestrutível.
17 ଶାସ୍ତ୍ର ରେ ତାଙ୍କ ବିଷୟ ରେ କୁହାୟାଇଛି : ତୁମ୍ଭେ ମଲ୍କୀଷଦକଙ୍କେ ଭଳି ଜଣେ ଅନନ୍ତକାଳୀନ ଯାଜକ ଅଟ।310
17 Pois sobre ele é afirmado: "Tu és sacerdote para sempre, segundo a ordem de Melquisedeque".
18 ପୂର୍ବ ବ୍ଯବସ୍ଥା ଦୁର୍ବଳ ଓ ବ୍ଯର୍ଥ ହାଇେଥିବାରୁ ଲୋପ କରି ଦିଆ ହେଲା।
18 A ordenança anterior é revogada, porquanto era fraca e inútil
19 ମାଶାଙ୍କେ ବ୍ଯବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ ରେଷ୍ଠତର ଭରସା ରେ ଆମ୍ଭେ ପରମେଶ୍ବରଙ୍କ ପାଖକୁ ଆସି ପାରିବା।
19 ( pois a lei não havia aperfeiçoado coisa alguma ), sendo introduzida uma esperança superior, pela qual nos aproximamos de Deus.
20 ଯୀଶୁଖ୍ରୀଷ୍ଟଙ୍କୁ ମହାୟାଜକ କଲା ବେଳେ, ପରମେଶ୍ବର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ବପୂର୍ଣ୍ଣ ଅଟେ। ଯେତବେେଳେ ଅନ୍ୟମାନେ ଯାଜକ ହାଇେଥିଲେ, ସେତବେେଳେ କୌଣସି ଶପଥ ହାଇେ ନ ଥିଲା।
20 E isso não aconteceu sem juramento! Outros se tornaram sacerdotes sem qualquer juramento,
21 କିନ୍ତୁ ପରମେଶ୍ବରଙ୍କ ଶପଥ କରିଥିବା ହତେୁରୁ ଯୀଶୁ ଯାଜକ ହାଇେଥିଲେ। ପରମେଶ୍ବର କହିଥିଲେ :
21 mas ele se tornou sacerdote com juramento, quando Deus lhe disse: "O Senhor jurou e não se arrependerá: ‘Tu és sacerdote para sempre’ ".
22 ଏହାର ଅର୍ଥ ହେଲା ଯେ ସହେି ପ୍ରକା ରେ ପରମେଶ୍ବରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମିନ୍-ଦାର।
22 Jesus tornou-se, por isso mesmo, a garantia de uma aliança superior.
23 ଆହୁରି ମଧ୍ଯ ଯେତବେେଳେ ସହେି ଅନ୍ୟ ଯାଜକମାନେ ମରିଗଲେ, ସମାନେେ ଆଉ ଯାଜକ ହାଇେ ରହି ପାରିଲେ ନାହିଁ। ଏଥିପାଇଁ ସହେି ଯାଜକମାନଙ୍କ ଭିତରୁ ଅନକେ ସଠାେରେ ଥିଲେ।
23 Ora, daqueles sacerdotes tem havido muitos, porque a morte os impede de continuar em seu ofício;
24 କିନ୍ତୁ ଯୀଶୁ ଅମର। ସେ କବେେ ହେଲେ ଯାଜକ ସବୋରୁ ଅବ୍ଯାହତି ହବେେ ନାହିଁ।
24 mas, visto que vive para sempre, Jesus tem um sacerdócio permanente.
25 ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଖକୁ ଆସନ୍ତି, ସମାନଙ୍କେୁ ଯୀଶୁ ପରିତ୍ରାଣ ଦଇେ ପାରିବେ। ସେ ନିତ୍ଯ ଜୀବିତ ହବୋରୁ, ଲୋକେ ଯେତବେେଳେ ପରମେଶ୍ବରଙ୍କ ପାଖକୁ ଆସିବେ, ଯୀଶୁ ସମାନଙ୍କେୁ ସର୍ବଦା ସାହାୟ୍ଯ କରି ପାରିବେ।
25 Portanto ele é capaz de salvar definitivamente aqueles que, por meio dele, aproximam-se de Deus, pois vive sempre para interceder por eles.
26 ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।
26 É de um sumo sacerdote como este que precisávamos: santo, inculpável, puro, separado dos pecadores, exaltado acima dos céus.
27 ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।
27 Ao contrário dos outros sumos sacerdotes, ele não tem necessidade de oferecer sacrifícios dia após dia, primeiro por seus próprios pecados e, depois, pelos pecados do povo. E ele fez isso de uma vez por todas quando a si mesmo se ofereceu.
28 ବ୍ଯବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ଯକୁ ମହାୟାଜକ ପଦ ରେ ନିୟୁକ୍ତ କଲେ। ପରମେଶ୍ବର ଯେଉଁ ଶପଥ ବ୍ଯବସ୍ଥା ପରେ କରିଥିଲେ, ତଦ୍ଦ୍ବାରା ପରମେଶ୍ବରଙ୍କ ପୁତ୍ର ଅନନ୍ତକାଳ ପର୍ୟ୍ଯନ୍ତ ମହାୟାଜକ ପଦ ରେ ନିୟୁକ୍ତି ପାଇଲେ।
28 Pois a Lei constitui sumos sacerdotes a homens que têm fraquezas; mas o juramento, que veio depois da Lei, constitui o Filho, perfeito para sempre.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Hebreus 7, comparar traduções ou montar um estudo — tudo direto pelo WhatsApp.